ବୟସ୍କ ଲୋକଙ୍କଠାରେ ଚକ୍ଷୁ ସମସ୍ୟା

0
https://www.youtube.com/embed/j3joocbnw8s କେମିତି ନେବେ ବୟସ୍କ ବ୍ୟକ୍ତିଙ୍କ ଆଖିର ଯତ୍ନ? ଏନେଇ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟକିରଣ ପଟ୍ଟନାୟକ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ବୟସ୍କ ବ୍ୟକ୍ତିଙ୍କଠାରେ ଚକ୍ଷୁ ସମସ୍ୟା ଦେଖାଯିବା ଏକ ସାଧାରଣ କଥା। ତେଣୁ ଆଖିରେ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।...

ସେଲଫି ଯୋଗୁଁ କମ ବୟସରେ ମୁହଁରେ ପଡ଼ିପାରେ କୁଞ୍ଚନ

0
ସେଲଫି ନେବା ଆଜିକାଲି ଏକ ଟ୍ରେଣ୍ଡ ଭାବେ ପରିଣତ ହେଲାଣି। କିନ୍ତୁ ଅତ୍ୟଧିକ ସେଲଫି ନେବା ଦ୍ୱାରା ମୁହଁରେ କମ ବୟସରୁ କୁଞ୍ଚନ ପଡ଼ିଯିବା ସହ ଚର୍ମ କର୍କଟ ମଧ୍ୟ ଦେଖାଦେଉଛି। ବର୍ତ୍ତମାନ ସମୟରେ ସେଲଫି ସବୁ ବର୍ଗର ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି। ଛୁଆଠାରୁ ଆରମ୍ଭ କରି...
why we feel more hungry in winter

ଜାଣନ୍ତୁ ଶୀତଦିନେ କାହିଁକି ଲାଗିଥାଏ ଅଧିକ ଭୋକ?

0
ଶୀତଦିନେ କମ୍ ତାପମାତ୍ରା ଏବଂ ବହୁଥିବା ଥଣ୍ଡା ପବନ ଯୋଗୁଁ ଆମେ ଅଧିକ ପୋଷାକ ପିନ୍ଧିବା ସହିତ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ମଧ୍ୟ ଖାଇଥାଉ। ସାଧାରଣତଃ ଶୀତଦିନେ ତାପମାତ୍ରା ତଳକୁ ଖସିଯାଇଥିବାରୁ ଆମର ଭୋକର ମାତ୍ରା ବଢ଼ିଯାଏ ଯାହାଫଳରେ ଆମେ ଏଣୁତେଣୁ ଖାଦ୍ୟ ଖାଇଦେଉ। ବହୁ ସମୟରେ ଶରୀରକୁ...

ଛୁଆଙ୍କର କୃମି ହୁଏ କାହିଁକି? ଜାଣନ୍ତୁ, କେମିତି ରୋକିବେ

0
https://www.youtube.com/watch?v=S0gprg8z78o&t=82s ଛୋଟ ପିଲାଙ୍କର କୃମି ଦୋଷ ହେବାର କାରଣ କ’ଣ? ଜାଣନ୍ତୁ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲାଶ ଦାସଙ୍କ ପରାମର୍ଶ। ଅନେକ ସମୟରେ ଛୋଟ ପିଲାମାନେ ମଳଦ୍ୱାର କୁଣ୍ଡାଇ ହେଉଥିବାର ଅଭିଯୋଗ କରିଥା’ନ୍ତି। ଏହି ସମୟରେ ସେମାନଙ୍କ ମଳରେ ଛୋଟ ଛୋଟ କୃମି ପଡ଼ିଥିବା ଦେଖିବାକୁ ମିଳେ। ଏହାକୁ ଆମେ...

ସ୍ତ୍ରୀ ବନ୍ଧ୍ୟାତ୍ୱ ଦୋଷର କାରଣ କ’ଣ?

0
ବନ୍ଧ୍ୟାତ୍ଵର କାରଣ ଓ ଲକ୍ଷଣ ସମ୍ପର୍କରେ ଜାଣନ୍ତୁ। ମାତୃତ୍ୱ ଲାଭ ହେଉଛି ପ୍ରତ୍ୟେକ ମହିଳାଙ୍କ ସ୍ୱପ୍ନ। ହେଲେ, ବନ୍ଧ୍ୟାତ୍ୱ କାରଣରୁ ମହିଳାମାନେ ଏହି ସୁଖ ପ୍ରାପ୍ତିରୁ ବଞ୍ଚିତ ହୋଇଥା’ନ୍ତି। ଜଣେ ମହିଳା ସ୍ୱାମୀଙ୍କ ସହିତ ଏକ ବର୍ଷ ପର୍ଯ୍ୟନ୍ତ କୌଣସି ଗର୍ଭନିରୋଧକ ଉପାୟ ନଆପଣାଇ ସହବାସ କରିବା ପରେ...

ଶରୀରରୁ ଅନାବଶ୍ୟକ ଚର୍ବି କାଢ଼ି ପାରିବ ଲାଇପୋସକ୍ସନ ସର୍ଜରୀ

0
ଲାଇପୋସକ୍ସନ ସର୍ଜରୀ କ’ଣ?କେମିତି ହୁଏ ଲାଇପୋସକ୍ସନ୍ ସର୍ଜରୀ? ଏନେଇ ଡାକ୍ତର ଜୟନ୍ତ କୁମାର ଦାଶ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Treatment of Gynecomastia by Liposuction Surgery and its advantages in Odia) ଲାଇପୋସକ୍ସନ ସର୍ଜରୀ କ’ଣ? (What is Liposuction in Odia) ଅନିୟମିତ ଖାଦ୍ୟପେୟ...
Mosquitoes dengue

ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ

0
ସାଧାରଣତଃ ଶୀତଦିନେ ମଶାମାନଙ୍କ ଉପଦ୍ରବ ବଢ଼ିଯାଏ। ଏହା ସମସ୍ତଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଥାଏ। ମଶା କାମୁଡ଼ିବା ଫଳରେ ଡେଙ୍ଗୁ, ମ୍ୟାଲେରିଆ ଭଳି ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ। ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ନାନା ପ୍ରଥା ଆପଣେଇଥା’ନ୍ତି। ଘରୁ ମଶାଙ୍କୁ ଦୂରେଇବା ପାଇଁ...
cabbage Juice

କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବ ବନ୍ଧାକୋବି ଜୁସ୍‌

0
ପାଟିକୁ ସ୍ଵାଦ ଲାଗୁନଥିଲେ ବି ଦେହକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ବନ୍ଧାକୋବି ଜୁସ୍‌। ଆକର୍ଷଣୀୟ ଲୁକ୍ ଠାରୁ ଆରମ୍ଭ କରି କ୍ୟାନସର ଭଳି ରୋଗ ଦୂର କରିବାରେ ସହାୟକ ହୋଇଥାଏ ଏହି ଜୁସ୍‌। ବନ୍ଧାକୋବିକୁ ତରକାରୀ,ସାଲାଡ ଆଦିରେ ବ୍ୟବହାର କରାଯାଏ। ହେଲେ,ଏହାର ବହୁବିଧ ରୋଗନାଶକାରୀ କ୍ଷମତା ବି...

ଅଣ୍ଡା – ସୁସ୍ଥ ରହିବାର ନୂଆ ଫଣ୍ଡା

0
ଶରୀର ଗଠନ ପାଇଁ ଆବଶ୍ୟକୀୟ ଭିଟାମିନ୍‌ଠାରୁ ଆରମ୍ଭ କରି ଖଣିଜଶକ୍ତି ଭରପୂର ହୋଇ ରହିଥିବାରୁ ଅଣ୍ଡାକୁ ପୌଷ୍ଟିକ ଆହାର ଭାବେ ବିବେଚନା କରାଯାଏ। ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସମସ୍ତଙ୍କର ଦାୟିତ୍ୱ ଏବଂ ଏକ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହୋଇଥାଏ ସଠିକ୍‌ ପୋଷଣ। ସଠିକ୍‌ ପୋଷଣ ଉଭୟ...
pregnancy

ତୃତୀୟ ତ୍ରୟମାସରେ ଗର୍ଭବତୀ ମାଆର ଶରୀରରେ ପରିବର୍ତ୍ତନ ଓ ଯତ୍ନ

0
ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଶେଷ ତ୍ରୟମାସ ଗର୍ଭବତୀ ମାଆ ଓ ଗର୍ଭସ୍ଥ ଶିଶୁ ଲାଗି ଅତି ଗୁରୁତ୍ୱପୂର୍ଣ୍ଣ ଆସନ୍ତୁ ଏହି ସମୟରେ ମା'ର ଶରୀରର ପରିବର୍ତ୍ତନ ବାବଦରେ ଜାଣିବା ଓ ନିରାପଦ ମାତୃତ୍ୱ ଲାଗି ପୂର୍ଣ୍ଣ ଯତ୍ନବାନ ହେବା। ସପ୍ତମ ମାସ ଏ ସମୟରେ ଶିଶୁ ଶୀଘ୍ର ଶୀଘ୍ର ବଢ଼ିଯାଉଥିବାରୁ ଓଜନ ମଧ୍ୟ ବଢ଼ିଯାଇଥାଏ। ଜରାୟୁ ବଢ଼ୁଥିବାରୁ ଶିଶୁର ଘୂର୍ଣ୍ଣନ ପିଞ୍ଜରାହାଡ଼ ପାଖରେ ଅନୁଭୂତ ହୋଇଥାଏ। ଶୋଇବା ସ୍ଥାନରୁ ହଠାତ୍ ଉଠି ଯାଆନ୍ତୁ ନାହିଁ। କାରଣ ବେଳେବେଳେ ମୁଣ୍ଡ ବୁଲାଇ ଦେଇଥାଏ। ବେଳେବେଳେ...
error: Content is protected !!