କୋଭିଡ୍ ଟିକା ବିଷୟରେ ଯାହା ଆପଣଙ୍କର ଜାଣିବା କଥା
କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ କିଛି ଦିନ ମଧ୍ୟରେ ଆରମ୍ଭ ହୋଇପାରେ ଟିକାକରଣ। ଏଥିପାଇଁ ସାରା ଦେଶରେ ଡ୍ରାଏ ରନ୍ ଚାଲିଛି। ତେବେ କରୋନା ଟିକାକୁ ନେଇ କିଛି ତଥ୍ୟ ଜାଣନ୍ତୁ।
କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା
ଭାରତରେ ବର୍ତ୍ତମାନ ସୁଦ୍ଧା ଦୁଇଟି କୋଭିଡ୍ ଟିକାକୁ ଅନୁମତି ପ୍ରଦାନ...
ଆଜି ରାଜ୍ୟରେ କରୋନା ମୃତ୍ୟ ସଂଖ୍ୟା ‘ଜିରୋ’
ଆଜି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଶୂନ। ଗତ ୬ ମାସ ଭିତରେ ପ୍ରଥମଥର ପାଇଁ କୋଭିଡ୍-୧୯ ଯୋଗୁଁ କାହାରି ମୃତ୍ୟୁ ଘଟିନାହିଁ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି।
ଅନ୍ୟପଟେ ଗତ ୩ ଦିନ ଧରି ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ସଂଖ୍ୟା...
କରୋନାର ନୂଆ ରୂପ – ଲକ୍ଷଣ ବିଷୟରେ ଜାଣନ୍ତୁ
ଗତବର୍ଷ ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ମହାମାରୀ ସାରା ବିଶ୍ଵକୁ ଅସହାୟ କରିଦେଇଛି। ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ସାଧାରଣ ଜୀବନଶୈଳୀ ସମ୍ଭବ ହୋଇପାରିନାହିଁ। ଏଭଳି ସ୍ଥିତିରେ ବ୍ରିଟେନ୍ରେ ଚିହ୍ନଟ ହୋଇଥିବା କରୋନାର ନୂଆ ରୂପ (ଷ୍ଟ୍ରେନ୍) ସମଗ୍ର ବିଶ୍ଵବାସୀଙ୍କ ନିଦ ହଜାଇ ଦେଇଛି। ପୂର୍ବ ଭାଇରସ୍...
କୋଭିଡ୍ ଟିକା ନେବା ବାଧ୍ୟତାମୂଳକ କି?
କୋଭିଡ୍ ଟିକାକରଣ ପାଇଁ ପଞ୍ଚାୟତସ୍ତରରେ ପ୍ରସ୍ତୁତ ହୋଇସାରିଛି ଟିମ୍। ଟିକା ଦେବା ଲୋକ ପ୍ରସ୍ତୁତ ଆଉ ଟିକା ନେବା ଲୋକଙ୍କ ତାଲିକା ବି ପ୍ରସ୍ତୁତ ହୋଇସାରିଛି। କୌଣସି ମୂହୁର୍ତ୍ତରେ ବି ସାମୂହିକ ଟିକାକରଣ ପାଇଁ ଘୋଷଣା କରିପାରନ୍ତି ସରକାର। ଏଥିପାଇଁ ସବୁ ପ୍ରକ୍ରିୟା ଚୂଡ଼ାନ୍ତ କରିବାରେ ଲାଗିଛନ୍ତି...
କୋଭିଡ୍ରୁ ସୁସ୍ଥ ହେବା ପରେ କରନ୍ତୁ ଏହି ପ୍ରାଣାୟାମ
କୋଭିଡ୍ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି, ବିଶେଷକରି ଯେଉଁମାନେ ଭେଣ୍ଟିଲେଟରରେ ରହୁଥିଲେ, ସେମାନଙ୍କୁ ଶ୍ୱାସକ୍ରିୟା ସମ୍ବନ୍ଧୀୟ ବ୍ୟାୟାମ କରିବା ଦରକାର। ସେମାନେ ନିଜର ଦୈନନ୍ଦିନ ଜୀବନରେ ପ୍ରାଣାୟାମ କରିପାରିବେ।
ଅମ୍ଳଯାନ ଆମର ଜୀବନ ଧାରଣ ପାଇଁ ଅତି ଜରୁରୀ। ତେଣୁ ପ୍ରାଣାୟାମ ମାଧ୍ୟମରେ ଆମେ ବାୟୁରୁ ଅମ୍ଳଜାନ ଗ୍ରହଣ...
କୋଭିଡ୍ରୁ ସୁସ୍ଥ ହେବା ପରର କିଛି ସାବଧାନତା
କୋଭିଡ୍ରୁ ସୁସ୍ଥ ହେବା ପରେ ଭାବନ୍ତୁ ନାହିଁ ଯେ, ଆପଣ ସମ୍ପୂର୍ଣ୍ଣ ସୁରକ୍ଷିତ। ପୁଣି ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ରହିଛି।
କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ବ୍ୟକ୍ତି ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହୋଇପଡ଼ୁଛନ୍ତି। ଏହାସହ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଉଛି। ଫଳରେ...
କୋଭିଡ୍-୧୯ରୁ ସୁସ୍ଥ ହେବା ପରେ କେଉଁ ଭଳି ଖାଦ୍ୟ ଖାଇବେ?
କୋଭିଡ୍-୧୯ରୁ ସଦ୍ୟ ସୁସ୍ଥ ହେବା ପରେ ଆପଣଙ୍କର ଖାଦ୍ୟପାନୀୟ କେମିତି ହେବା ଆବଶ୍ୟକ, ଜାଣିରଖନ୍ତୁ।
କୋଭିଡ୍-୧୯ରୁ ସଦ୍ୟ ସୁସ୍ଥ ହୋଇଥିବା ବ୍ୟକ୍ତି ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଥା’ନ୍ତି। ଏହାସହ ସେମାନଙ୍କର ସ୍ୱାଦ ଗନ୍ଧ ବାରିବାର ଶକ୍ତି, ହଜମ ଶକ୍ତି କେତେ ମାତ୍ରାରେ କମିଯାଇଥାଏ। ତେଣୁ କୋଭିଡ୍ରୁ...
କୋଭିଡ୍ରୁ ସୁସ୍ଥ ହେବା ପରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ
କୋଭିଡ୍ ଜନିତ ଭୟ ସମସ୍ତଙ୍କର ମାନସିକ ଚାପକୁ ଅନେକ ପରିମାଣରେ ବଢ଼ାଇ ଦେଇଛି। ଏସବୁ କାରଣରୁ ଅବସାଦ, ଉଦ୍ବେଗ, ନିଦ୍ରାହୀନତା ଆଦି ମାନସିକ ଅସୁସ୍ଥତା ଦେଖାଦେଉଛି। ତେବେ କୋଭିଡ୍ରୁ ସୁସ୍ଥ ହେବା ପରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ କିଭଳି ନେବେ ଜାଣିରଖନ୍ତୁ।
ମନ ସର୍ବଦା ଖୁସି ରଖନ୍ତୁ। କୌଣସି...
ଡାଏବେଟିସ୍ ରୋଗୀଙ୍କ ପାଇଁ ଟିପ୍ସ: କୋଭିଡ୍-୧୯ରୁ କିପରି ରହିବେ ସୁରକ୍ଷିତ?
https://www.youtube.com/embed/SigZhzf0fLg
ବିଶିଷ୍ଟ ମଧୁମେହ ରୋଗ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ କରୋନା ବେଳେ ଡାଏବେଟିସ ରୋଗୀଙ୍କ ଯତ୍ନ ବିଷୟରେ ଜାଣିବା।
କରୋନା ଭୂତାଣୁ ବା କୋଭିଡ୍-୧୯ ଡାଏବେଟିସ୍ ରୋଗୀଙ୍କ ପାଇଁ କ୍ଷତିକାରକ। ଡାଏବେଟିସ୍ ରୋଗୀ କରୋନା ଭୂତାଣୁରେ ସଂକ୍ରମଣ ହେଲେ ଏହା ଶରୀରର ରକ୍ତଶର୍କରା ସ୍ତରକୁ ବିଶେଷ ଭାବେ ପ୍ରଭାବିତ...
କୋଭିଡ୍ରୁ ସୁସ୍ଥ ହେବା ପରର ସତର୍କତା
ବର୍ତ୍ତମାନ ବି ଲୋକ କୋଭିଡ୍ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଥିବା ବେଳେ ଆଉ କିଛି ନୂଆ କରୋନାରେ ଆକ୍ରାନ୍ତ ହେଉଛନ୍ତି। ତେବେ କୋଭିଡ୍ ପରିବର୍ତ୍ତୀ ସମୟରେ ସୁସ୍ଥ ହୋଇଥିବା ବ୍ୟକ୍ତି କ’ଣ କ’ଣ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ଓ ନିଜର ଜୀବନଶୈଳୀ ଖାଦ୍ୟ ପାନୀୟ, ବିଶ୍ରାମ,...