Home Doctor Advice Dr Jyoti Ranjan Parida

Dr Jyoti Ranjan Parida

ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବ କିପରି?

0
https://youtu.be/Vp4Z2fn_8eI କୋଭିଡ୍ ବିପକ୍ଷରେ କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? ବିଶିଷ୍ଟ ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଶରୀରର ପ୍ରତିରକ୍ଷା ପ୍ରଣାଳୀ ଠିକ୍‌ ଭାବେ କାମ କରିବା ପାଇଁ ଅନେକଗୁଡ଼ିଏ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍‌ ଆବଶ୍ୟକତା ପଡ଼ିଥାଏ। ଶରୀରରେ ଭିଟାମିନ୍-ଏ, ଡି, ଇ, ଜିଙ୍କ, ସେଲେନିୟମ୍‌...

କାହିଁକି ହୁଏ ଗାଉଟ୍‌ ରୋଗ?

0
https://youtu.be/2sB-eHmu-PY ଗାଉଟ୍ ବା ୟୁରିକ୍ ଏସିଡ୍ ଜନିତ ଆର୍ଥ୍ରାଇଟିସ୍ ଏକ ପ୍ରକାରର ଗଣ୍ଠିବାତ ରୋଗ। ବିଶିଷ୍ଟ ରୁମାଟଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଗାଉଟ୍ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଆସନ୍ତୁ ଜାଣିବା। ଶରୀରରେ ୟୁରିକ୍ ଏସିଡ୍ ବଢ଼େ କାହିଁକି?ଗାଉଟ୍ ବା ୟୁରିକ୍ ଏସିଡ୍ ଆର୍ଥ୍ରାଇଟିସ୍ କ’ଣ?ଗାଉଟ୍...
immunity system_dr jyoti ranjan parida

କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://youtu.be/nB5WpyWNKF8 କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? ଜାଣନ୍ତୁ ଜଣାଶୁଣା ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କ ପଞ୍ଚସୂତ୍ରୀ ଫର୍ମୁଲା। ରୋଗ ପ୍ରତିରୋଧକ ଶକ୍ତି କ’ଣ?ରୋଗ ପ୍ରତିରୋଧକ ଶକ୍ତି ପଞ୍ଚସୂତ୍ରୀ ଫର୍ମୁଲାଶରୀରରେ ପ୍ରତିରୋଧକ ଶକ୍ତି କମିବାର ଲକ୍ଷଣ?କେତେ ଦିନରେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? କରୋନା ବା କୋଭିଡ୍-୧୯ ଭୂତାଣୁ ବର୍ତ୍ତମାନ ସାରା...

ଆଣ୍ଠୁ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି?

0
https://www.youtube.com/embed/2tBM0g_uRAY ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଯାଏଁ, ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି ଆଣ୍ଠୁ ଯନ୍ତ୍ରଣା। ତେବେ କେମିତି ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ପାଇବେ? ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଆଣ୍ଠୁ ଯନ୍ତ୍ରଣା କ’ଣ?ଛୋଟ...
Dr Jyoti Ranjan Parida on Treatment of Arthritis

କେମିତି କରିବେ ଆର୍ଥ୍ରାଇଟିସ୍ ଚିକିତ୍ସା? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://www.youtube.com/watch?v=GHFJMdbcCng&t=3s ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗର ଚିକିତ୍ସା ସମ୍ଭବ। ଆସନ୍ତୁ ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଆର୍ଥ୍ରାଇଟିସ୍ ରୋଗ ବିଷୟରେ ଅଧିକ ଜାଣିବା। ଗଣ୍ଠିବାତ ରୋଗର ପ୍ରକାରଭେଦକେଉଁ ବୟସରେ ହୁଏ ଗଣ୍ଠିବାତ ରୋଗ?ଗଣ୍ଡିବାତ ରୋଗର ଚିକିତ୍ସାଗଣ୍ଠିବାତ ରୋଗୀ କ’ଣ ଖାଇବେ ନାହିଁ ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ...

ଅଣ୍ଟା ବିନ୍ଧା – କେମିତି ପାଇବେ ମୁକ୍ତି?

0
https://www.youtube.com/embed/xnB36gd7Xo8 କାହିଁକି ହୁଏ ଅଣ୍ଟା ବିନ୍ଧା? ଏଥିରୁ କେମିତି ପାଇବେ ମୁକ୍ତି? ବିଶିଷ୍ଟ ରୁମାଟୋଲୋଷ୍ଟି ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Back Pain: Causes, Symptoms and treatment in Odia) ଅଣ୍ଟା ବିନ୍ଧାର କାରଣ କ’ଣ?ଅଣ୍ଟା ବିନ୍ଧାର ଲକ୍ଷଣ କ’ଣ?କେତେବେଳେ ଡାକ୍ତରଙ୍କ ପାଖକୁ...

କୋଭିଡ୍ ପଜିଟିଭ୍‌ ଥିଲେ କ’ଣ କରିବେ?

0
https://www.youtube.com/embed/QXp9hTzMHT4 ବର୍ତ୍ତମାନ ସମୟରେ କେମିତି କରୋନାଠାରୁ ସୁରକ୍ଷିତ ରହିବା? କୋଭିଡ ପଜିଟିଭ ହେଲେ କଣ କରିବେ? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ୍ ତଥା ଇମ୍ୟୁନୋଲୋଜିଷ୍ଟ୍ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କଣ କହୁଛନ୍ତି ଆସନ୍ତୁ ଜାଣିବା। କୋଭିଡ-୧୯ ଏବେ ଆମ ଜୀବନର ଏକ ଅଙ୍ଗବିଶେଷ ପାଲଟି ଯାଇଛି। ଜଣାଯାଉଛି କି ଆହୁରି...
error: Content is protected !!