ବିଶ୍ୱ ତମାଖୁ ବର୍ଜନ ଦିବସ – ତମାଖୁ ବର୍ଜନ କରନ୍ତୁ, ସୁସ୍ଥ ଜୀବନ ଆପଣାନ୍ତୁ

0
ପ୍ରତିବର୍ଷ ମେ’ ୩୧ରେ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଏ। ଏହି ଦିବସ ମାଧ୍ୟମରେ ତମାଖୁ ସେବନ ଦ୍ୱାରା ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ସଚେତନ କରାଯାଏ। ଫିଲ୍ମ ଆରମ୍ଭ ପୂର୍ବରୁ କିମ୍ବା ଟେଲିଭିଜନରେ ବିଭିନ୍ନ ସମୟରେ ଏକ ବାର୍ତ୍ତା ଆସିଥାଏ ଯେ  ‘ତମାଖୁ ସ୍ୱାସ୍ଥ୍ୟ...

ବ୍ଲଡ୍‌ କ୍ୟାନ୍‌ସରକୁ ଚିହ୍ନିବେ କେମିତି?

0
https://www.youtube.com/embed/HHTLkZ9jWhE ବ୍ଲଡ୍ କ୍ୟାନସର କ’ଣ? କାହିଁକି ହୁଏ ରକ୍ତ କର୍କଟ? ରକ୍ତ କର୍କଟର ଲକ୍ଷଣ?  ରକ୍ତ କର୍କଟକୁ ଚିହ୍ନିବେ କିପରି?ରକ୍ତ କର୍କଟର ଚିକିତ୍ସା ପ୍ଲାଷ୍ଟିକ୍‌ର ବ୍ୟବହାର କର୍କଟର କାରଣ କି? ଡାକ୍ତରଙ୍କ ଟିପ୍ସ୍  ରକ୍ତ କର୍କଟର କାରଣ କ’ଣ? ରକ୍ତ କର୍କଟକୁ ଚିହ୍ନିବେ କିପରି? ଏନେଇ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଘନଶ୍ୟାମ ବିଶ୍ୱାସଙ୍କଠାରୁ ଅଧିକ...

ପାଟିରେ କର୍କଟ କାହିଁକି ହୁଏ?

0
https://www.youtube.com/embed/OTgn2pXvssU କାହିଁକି ବଢୁଛି ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା? ପାଟିରେ କର୍କଟ ହେବା କେତେ ମାରାତ୍ମକ? ଏନେଇ ବିଶଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ଲୋଚନ ସ୍ୱାଇଁଙ୍କଠାରୁ ଅଧିକ ଜାଣନ୍ତୁ। କାହିଁକି ହୁଏ ପାଟିରେ କ୍ୟାନ୍‌ସର?ପାଟିରେ କ୍ୟାନ୍‌ସର ହେବାର ଲକ୍ଷଣପାଟିରେ କ୍ୟାନ୍‌ସର ହେଲେ କେମିତି ଚିହ୍ନିବେ?ଓରାଲ କ୍ୟାନ୍‌ସରର ଚିକିତ୍ସାଓରାଲ...

କର୍କଟକୁ ନେଇ ଆପଣଙ୍କର ପ୍ରଶ୍ନ – ଜାଣନ୍ତୁ, ଡାକ୍ତରଙ୍କ ଉତ୍ତର

0
କ୍ୟାନ୍‌ସର ବା କର୍କଟ ରୋଗ ସମଗ୍ର ଦେଶରେ ଏକ ଉତ୍କଟ ରୂପ ଧାରଣ କରିଛି। ହେଲେ କର୍କଟ ରୋଗ କାହିଁକି ବଢ଼ୁଛି ଓ କାହିଁକି ଲୋକେ ପ୍ରାଥମିକ ପର୍ଯ୍ୟାୟରୁ ଜାଣିପାରୁ ନାହାନ୍ତି, ଏନେଇ ବିସ୍ତୃତ ଭାବେ କହିଛନ୍ତି କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜିବ କୁମାର ମିଶ୍ର। କାହିଁକି...

କର୍କଟ ରୋଗକୁ ରୋକିପାରିବା କି? ଜାଣନ୍ତୁ ଡାକ୍ତରଙ୍କ ଉତ୍ତର

0
https://www.youtube.com/embed/nCPg-D84zYg କାହିଁକି ବଢୁଛି କ୍ୟାନସର? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ କ୍ୟାନସର ରୋଗ ବିଶେଷଜ୍ଞ ଡାକ୍ତର ଆର୍ଯ୍ୟ କୁମାର ବାଣୀଦତ୍ତଙ୍କଠାରୁ ଆସନ୍ତୁ ଜାଣିବା। କର୍କଟ ରୋଗର ଲକ୍ଷଣ କ’ଣ?କାହିଁକି ବଢୁଛି କର୍କଟ ରୋଗ?ପ୍ରାରମ୍ଭିକ ଅବସ୍ଥାରୁ କ୍ୟାନସରକୁ ଚିହ୍ନନ୍ତୁକର୍କଟ ରୋଗର ଚିକିତ୍ସା କେମିତି ହୁଏ?କର୍କଟକୁ ରୋକିପାରିବା କି? ଆମ ଶରୀରର...

ସ୍ତନ କର୍କଟକୁ ଚିହ୍ନିଲେ ସିନା ରୋକିବେ!

0
https://www.youtube.com/embed/E9GxOTZWxfU ସ୍ତନ କର୍କଟକୁ ପ୍ରଥମ ପର୍ଯ୍ୟାୟରୁ କେମିତି ଚିହ୍ନିବେ? ବିଶିଷ୍ଟ କ୍ୟାନସର ରୋଗ ବିଶେଷଜ୍ଞ ଡାକ୍ତର ଆର୍ଯ୍ୟ କୁମାର ବାଣୀଦତ୍ତଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା। ସ୍ତନ କର୍କଟ କାହିଁକି ହୁଏ?ସ୍ତନ କର୍କଟର ଲକ୍ଷଣସ୍ତନ କର୍କଟକୁ ନିଜେ କେମିତି ଚିହ୍ନିବେ?ସ୍ତନ କର୍କଟର ପରୀକ୍ଷାସ୍ତନ କର୍କଟର ଚିକିତ୍ସାକେମିତି ରୋକିବେ ସ୍ତନ କର୍କଟ? ମହିଳାମାନଙ୍କଠାରେ ସ୍ତନ...

କର୍କଟ ମାରାତ୍ମକ, ହେଲେ ଜୀବନ ସମ୍ଭବ

0
ଆଧୁନିକ ସମାଜରେ ମୃତ୍ୟୁର ଅନ୍ୟତମ ପ୍ରତିଶବ୍ଦ କର୍କଟ ରୋଗ ବୋଲି କହିଲେ ବୋଧ ହୁଏ ଅତ୍ୟୁକ୍ତି ହେବ ନାହିଁ। କର୍କଟ ରୋଗ ଯେଉଁଭଳି ନିଜର କାୟା ବିସ୍ତାର କରିବାରେ ଲାଗିଛି ତାହା ଏବେ ଅତ୍ୟନ୍ତ ଚିନ୍ତାର ବିଷୟ ପାଲଟିଛି। ପ୍ରତିଦିନ କର୍କଟ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ...

କର୍କଟକୁ ରୋକିବେ କିପରି?

0
https://www.youtube.com/embed/MLTNBAc8zpE କର୍କଟକୁ କେମିତି ରୋକିବେ? ଏନେଇ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଚିର ରଞ୍ଜନ ଖାଡ଼ଙ୍ଗାଙ୍କଠାରୁ ଅଧିକ ଜାଣନ୍ତୁ। କର୍କଟ କାହିଁକି ହେଉଛି?କର୍କଟକୁ ରୋକିବେ କେମିତି?କର୍କଟର ଲକ୍ଷଣ କ’ଣ?କର୍କଟର ଚିକିତ୍ସା ଆଧୁନିକ ସମାଜରେ ମୃତ୍ୟୁର ଅନ୍ୟତମ ଶବ୍ଦ କର୍କଟ ରୋଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।  ଆମ ଶରୀର...

ଜରାୟୁଗ୍ରୀବା କର୍କଟକୁ ନେଇ କିଛି ତଥ୍ୟ

0
ଡାକ୍ତର ସୁଭାଶିଷ ମିଶ୍ର ଗର୍ଭାଶୟର ମୁଖ ଭାଗ, ଯାହାକୁ ସର୍ଭିକ୍ସ କୁହାଯାଏ, ସେଠାରେ କର୍କଟ ହେଲେ ତାହାକୁ ସର୍ଭାଇକାଲ କ୍ୟାନ୍‌ସର ବୋଲି କୁହାଯାଏ। ହ୍ୟୁମାନ ପାପିଲୋମା ଭାଇରସ୍‌ ସଂକ୍ରମଣ ଯୋଗୁଁ ଏହି କର୍କଟ ହୋଇଥାଏ। ମହିଳାମାନଙ୍କଠାରେ ଦ୍ୱିତୀୟ ସର୍ବାଧିକ କର୍କଟ ରୋଗ ହେଉଛି ସର୍ଭାଇକାଲ କ୍ୟାନ୍ସର।  ଜରାୟୁଗ୍ରୀବା କର୍କଟ ଅନ୍ୟ...

କର୍କଟକୁ କେମିତି ରୋକିବେ?

0
କର୍କଟ ହେଉଛି ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ। ୩୦ରୁ ୫୦ ପ୍ରତିଶତ କର୍କଟଜନିତ ମୃତ୍ୟୁକୁ ପ୍ରତିରୋଧ କରିହେବ। କର୍କଟ ରୋଗର ଶୀଘ୍ର ନିରୁପଣ କରିପାରିଲେ ଏଥିରୁ ସୁସ୍ଥ ହେବାର ସମ୍ଭାବନା ଅଧିକ। ତେବେ କର୍କଟକୁ ରୋକିବେ କେମିତି? ତମାଖୁ ସେବନ ଓ ଧୂମପାନରୁ ନିବୃତ୍ତ ରହନ୍ତୁ। ଓଜନ ନିୟନ୍ତ୍ରଣରେ ରଖନ୍ତୁ। ଖାଦ୍ୟରେ...
error: Content is protected !!