Dr Jyoti Ranjan Parida on Treatment of Arthritis

କେମିତି କରିବେ ଆର୍ଥ୍ରାଇଟିସ୍ ଚିକିତ୍ସା? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://www.youtube.com/watch?v=GHFJMdbcCng&t=3s ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗର ଚିକିତ୍ସା ସମ୍ଭବ। ଆସନ୍ତୁ ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଆର୍ଥ୍ରାଇଟିସ୍ ରୋଗ ବିଷୟରେ ଅଧିକ ଜାଣିବା। ଗଣ୍ଠିବାତ ରୋଗର ପ୍ରକାରଭେଦକେଉଁ ବୟସରେ ହୁଏ ଗଣ୍ଠିବାତ ରୋଗ?ଗଣ୍ଡିବାତ ରୋଗର ଚିକିତ୍ସାଗଣ୍ଠିବାତ ରୋଗୀ କ’ଣ ଖାଇବେ ନାହିଁ ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ...
Dr Amrit Pattojoshi on Bipolar Disorder

କାହିଁକି ହୁଏ ବାଇପୋଲାର ଡିସଅର୍ଡର?

0
https://www.youtube.com/watch?v=Gk-xHnLedTY ବାଇପୋଲାର ଡିସଅର୍ଡର କ’ଣ? ଏହି ସମସ୍ୟା ଥିଲେ ବ୍ୟକ୍ତିଠାରେ କ’ଣ ଅସୁବିଧା ହୋଇଥାଏ? ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତ ପାଟ୍ଟଜୋଶୀଙ୍କଠାରୁ ଆସନ୍ତୁ ବାଇପୋଲାର ଡିସଅର୍ଡର ବିଷୟରେ ଅଧିକ ଜାଣିବା। ବାଇପୋଲାର ଡିସଅର୍ଡରର ପ୍ରକାରବାଇପୋଲାର ଡିସ୍‌ଅର୍ଡରର କାରଣବାଇପୋଲାର ଡିସ୍‌ଅର୍ଡରର ପରୀକ୍ଷଣବାଇପୋଲାର ଡିସ୍‌ଅର୍ଡରର ଚିକିତ୍ସାକେମିତି ରୋକିବା ବାଇପୋଲାର ଡିସଅର୍ଡର? ଆମ...
Dr Sangram Keshari Mahapatra on Chickenpox

ହାଡ଼ଫୁଟି ହେବାର କାରଣ କ’ଣ? କେମିତି କରିବେ ଚିକିତ୍ସା

0
https://youtu.be/DY3WNDakZvg ହାଡ଼ଫୁଟି କାହିଁକି ହୁଏ? ଏହାର ସଂକ୍ରମଣକୁ କେମିତି ରୋକିପାରିବା? ସେ ବିଷୟରେ ଡାକ୍ତର ସଂଗ୍ରାମ କେଶରୀ ମହାପାତ୍ରଙ୍କଠାରୁ ଆସନ୍ତୁ ଜାଣିବା। କାହିଁକି ହୁଏ ହାଡ଼ଫୁଟି?ହାଡ଼ଫୁଟି ସଂକ୍ରମଣକୁ କେମିତି ରୋକିବେ?ହାଡ଼ଫୁଟିର ପରୀକ୍ଷଣହାଡ଼ଫୁଟିର ଚିକିତ୍ସାହାଡ଼ଫୁଟିକୁ ନେଇ ଅନ୍ଧବିଶ୍ୱାସରୁ ଦୂରେଇ ରହନ୍ତୁହାଡ଼ଫୁଟିକୁ ରୋକିବା ପାଇଁ ଟିକାଡାକ୍ତରଙ୍କ ପରାମର୍ଶ ହାଡ଼ଫୁଟି ବା ଚିକେନ୍ ପକ୍ସ ଭୂତାଣୁ ଜନିତ...

ପରିସ୍ରା ପୋଡ଼ା ସହ ଜ୍ୱର ହୋଇପାରେ ୟୁରିନ୍‌ ଇନ୍‌ଫେକ୍ସନ୍‌ର ଲକ୍ଷଣ

0
https://www.youtube.com/embed/mW8eEB_5-Mk କାହିଁକି ହୁଏ ୟୁରିନ୍ ଇନଫେକ୍ସନ୍? ଏହାର ଲକ୍ଷଣ, ଚିକିତ୍ସା ଓ ନିରାକରଣ ବିଷୟରେ ବିଶିଷ୍ଟ କିଡ୍‌ନି ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଆସନ୍ତୁ ଜାଣିବା। ୟୁରିନ୍ ଇନଫେକ୍ସନ୍ କ’ଣ?ୟୁରିନ୍ ଇନଫେକ୍ସନର ଆଶଙ୍କା କାହାକୁ ଅଧିକ?ୟୁରିନ୍‌ ଇନ୍‌ଫେକ୍ସନ୍‌ କାହିଁକି ହୁଏ?ୟୁରିନ୍ ଇନଫେକ୍ସନର ଲକ୍ଷଣ କ’ଣ?ୟୁରିନ୍ ଇନଫେକ୍ସନର ଜଟିଳତାୟୁରିନ୍‌...
Dr Dibya Lochan Swain on Pyorrhea (Gum Disease)

ପାଇରିଆର ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣନ୍ତୁ

0
https://www.youtube.com/watch?v=spjzUQprUY0 ଆସନ୍ତୁ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ଲୋଚନ ସ୍ୱାଇଁଙ୍କଠାରୁ ପାଇରିଆ ରୋଗର କାରଣ, ଲକ୍ଷଣ, ଜଟିଳତା ଏବଂ ଚିକିତ୍ସା ବିଷୟରେ ଅଧିକ ଜାଣିବା। କାହିଁକି ହୁଏ ପାଇରିଆ?ପାଇରିଆ ରୋଗର ଲକ୍ଷଣପାଇରିଆ ରୋଗର ଜଟିଳତାପାଇରିଆ ରୋଗର ଚିକିତ୍ସାପାଇରିଆ ଯୋଗୁଁ କ୍ୟାନ୍‌ସର ହୋଇପାରେ କି?ପାଇରିଆ ରୋଗର ନିରାକରଣ ଦାନ୍ତ ମାଢ଼ିରୁ ରକ୍ତ ବାହାରିବା...
high blood pressure

ହାଇ ବ୍ଲଡ୍‌ପ୍ରେସରକୁ କେମିତି କରିବେ ନିୟନ୍ତ୍ରଣ? ଜାଣନ୍ତୁ ଡାକ୍ତର ବିନୟ ଭୂଷଣ ବିଣାକାରଙ୍କ ପରାମର୍ଶ

0
https://www.youtube.com/watch?v=n6B1drQNmlQ କେମିତି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା? ଏହାକୁ ନେଇ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକାର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପ କ’ଣ?ଉଚ୍ଚ ରକ୍ତଚାପର କାରଣ ଓ ଲକ୍ଷଣଉଚ୍ଚ ରକ୍ତଚାପର ଜଟିଳତାଉଚ୍ଚ ରକ୍ତଚାପକୁ କେମିତି କରିବେ ନିୟନ୍ତ୍ରଣ?ସୁସ୍ଥ ହୃଦୟ ପାଇଁ କ’ଣ ଖାଇବେ?ସୁସ୍ଥ ହୃଦୟ ପାଇଁ ଡାକ୍ତରଙ୍କ ଟିପ୍ସ ଆମ ଶରୀରରେ ରକ୍ତ ସଞ୍ଚାଳନ ହେବା ପାଇଁ ହୃତପିଣ୍ଡରେ ରକ୍ତଚାପ ସୃଷ୍ଟି ହୋଇଥାଏ। ଶରୀରର କାର୍ଯ୍ୟ ଅନୁଯାୟୀ ଏହା ବଢ଼େ ଏବଂ କମେ। ତେବେ ଏହି ରକ୍ତଚାପ ଯଦି ବଢ଼ିବା ଅବସ୍ଥାରେ ରହିଯାଏ, ତେବେ ଏହା...

ସାଇକୋସିସ୍‌ ରୋଗର କାରଣ କ’ଣ?

0
https://www.youtube.com/embed/gBDQAgOp3UQ ମାନସିକ ରୋଗ ସାଇକୋସିସ୍‌ କ’ଣ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ ଅଧିକ ଜାଣନ୍ତୁ। ମାନସିକ ରୋଗ ସାଇକୋସିସ୍‌ କ’ଣ?ସାଇକୋସିସ୍‌ ରୋଗର ଲକ୍ଷଣସାଇକୋସିସ୍‌ ରୋଗ ହେବାର କାରଣସାଇକୋସିସ୍‌ ରୋଗର ଚିକିତ୍ସା ହ୍ୱାଟ୍‌ସଆପ୍‌ରେ ମାଗଣାରେ ପାଆନ୍ତୁ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ...
Dr Subhransu Sekhar Jena_e

ଜାଣନ୍ତୁ, କେମିତି କରିବେ ଦୂର ହେବ ଅଧକପାଳୀ

0
https://www.youtube.com/watch?v=B2BVs6aLxIk&t=20s ଅଧକପାଳୀ ହେବାର କାରଣ କ’ଣ? ଏହାର ନିରାକରଣ କେମିତି କରିବେ? ବିଶିଷ୍ଟ ମସ୍ତିଷ୍କ ରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା। ମୁଣ୍ଡ ବିନ୍ଧାର ପ୍ରକାରଅଧକପାଳୀର ଲକ୍ଷଣ କ’ଣ?କାହିଁକି ହୁଏ ଅଧକପାଳୀ?ଅଧକପାଳୀର ଜଟିଳତାମୁଣ୍ଡ ବିନ୍ଧା କାହିଁକି ବିପଦ?ଅଧକପାଳୀର ଚିକିତ୍ସା ଓ ନିରାକରଣ ମାଇଗ୍ରେନ ବା ଅଧକପାଳୀ।...

ବନ୍ଦ ନାକ, ଛିଙ୍କ, ଟନ୍‌ସିଲାଇଟିସ୍‌ର ନିରାକରଣ

0
https://www.youtube.com/embed/RBZzvQ04nTQ ଶୀତଦିନେ ସାଧାରଣତଃ ନାକ ବନ୍ଦ ହେବା, ନାକରୁ ପାଣି ଗଡ଼ିବା, ବାରମ୍ବାର ଛିଙ୍କ ହେବା, ମୁଣ୍ଡ ବ୍ୟଥା ହେବା ଓ ଜ୍ୱର ହେବା ଭଳି ଲକ୍ଷଣ ଦେଖାଦିଏ। ଏହାଛଡ଼ା ଟନ୍‌ସିଲାଇଟିସ୍‌ ଭଳି ସମସ୍ୟା ମଧ୍ୟ ଦେଖାଦିଏ। ଏହା କାହିଁକି ହୁଏ? ଏହାର ନିରାକରଣ ଓ ଚିକିତ୍ସାକୁ ନେଇ...
piles

ଅର୍ଶ, ମଳକଣ୍ଟକ ଓ ଭଗନ୍ଦର ହେବାର କାରଣ କ’ଣ?

0
https://www.youtube.com/watch?v=Zvj9LcyiHVw&t=2s ଅର୍ଶ, ମଳକଣ୍ଟକ, ଭଗନ୍ଦର କାହିଁକି ହୁଏ? କେମିତି କରିବେ ଏହି ରୋଗର ଚିକିତ୍ସା? ଏନେଇ ବରିଷ୍ଠ ସର୍ଜରୀ କନସଲଟାଣ୍ଟ ଡାକ୍ତର ନରହରି ପଣ୍ଡା କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ମଳକଣ୍ଟକ, ଅର୍ଶ ଓ ଭଗନ୍ଦରର ପ୍ରକାରଭେଦମଳକଣ୍ଟକ, ଅର୍ଶ ଓ ଭଗନ୍ଦର ହେବାର କାରଣମଳକଣ୍ଟକ, ଅର୍ଶ ଓ ଭଗନ୍ଦର ଲକ୍ଷଣଅର୍ଶ, ମଳକଣ୍ଟକ, ଭଗନ୍ଦରର ଚିକିତ୍ସାମଳକଣ୍ଟକ, ଅର୍ଶ, ଭଗନ୍ଦରର ନିରାକରଣ ଅର୍ଶ, ମଳକଣ୍ଟକ ଓ ଭଗନ୍ଦର ଏ ସମସ୍ତ...