constipation

ନିୟମିତ ପେଟ ସଫା ହେବ କେମିତି? ଜାଣନ୍ତୁ

0
ନିୟମିତ ପେଟ ସଫା ନ ହେଲେ ହୋଇଥାଏ ଅନେକ ସମସ୍ୟା। ଅନେକ ରୋଗର କାରଣ ପାଲଟିଥାଏ କୋଷ୍ଠକାଠିନ୍ୟ ସମସ୍ୟା। କୋଷ୍ଠକାଠିନ୍ୟ ସମସ୍ୟା ଅଧିକ ଦିନ ଧରି ଲାଗି ରହିଲେ ଝାଡ଼ାରୁ ରକ୍ତ ପଡ଼ିଥାଏ, ଅର୍ଶ, ମଳକଣ୍ଟକ, ଭଗନ୍ଦର, ଅଲସର ଭଳି ସମସ୍ୟା ଉପୁଜିଥାଏ। ଆଜିକାଲିର ଖାଦ୍ୟଶୈଳୀ, ଫାଷ୍ଟଫୁଡ୍‌ର ଅଧିକ...
error: Content is protected !!