ଜୁନ୍ ୩୦ରୁ ଶିଶୁମାନଙ୍କୁ ଦିଆଯିବ ‘ପିସିଭି’ ଟିକା
ଏବେ ଶିଶୁମାନଙ୍କ ନିୟମିତ ଟିକାକରଣରେ ସାମିଲ ହେବାକୁ ଯାଉଛି ନିମୋକୋକାଲ କଞ୍ଜୁଗେଟ୍ ଟିକା (ପିସିଭି)। ଜୁନ୍ ୩୦ରେ ଭର୍ଚୁଆଲ ମୋଡ୍ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହି ଟିକାର ଶୁଭାରମ୍ଭ କରିବେ। ଏନେଇ ମଙ୍ଗଳବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଭର୍ଚୁଆଲ...
ପିଲାଙ୍କଠାରେ କୋଭିଡ୍ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା
https://youtu.be/i_6RTaYjWJg
କୋଭିଡ୍ ପରେ ପିଲାଙ୍କଠାରେ ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ ଦେଖିବାକୁ ମିଳୁଛି, ଯାହାକୁ ଏମ୍ଆଇଏସ୍ସି କୁହାଯାଏ। ତେବେ ଏହା କ’ଣ? ପିଲାଙ୍କୁ ଏହା ହେଲେ କ’ଣସବୁ ଜଟିଳତା ଦେଖାଦିଏ? ଏନେଇ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ବର୍ତ୍ତମାନ ସମୟରେ...
ପିଲାମାନଙ୍କୁ ସୁସ୍ଥ ରଖିବା ପାଇଁ ଦିଅନ୍ତୁ ଏହି ଖାଦ୍ୟ
ପଲ୍ଲବୀ ସାବତ
ପିଲାଙ୍କ ଶାରୀରିକ ତଥା ମାନସିକ ଅଭିବୃଦ୍ଧି ପାଇଁ ପିଲାଙ୍କ ଖାଦ୍ୟ ତାଲିକାରେ ଏହିସବୁ ଖାଦ୍ୟ ସାମିଲ କରନ୍ତୁ।
ନିୟମିତ ପିଲାଙ୍କୁ ଗୋଟେ ଚାମଚ ଘିଅ ଖାଇବାକୁ ଦିଅନ୍ତୁ। ଭାତରେ କିମ୍ବା ରୁଟିରେ ପିଲାଙ୍କୁ ଘିଅ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ପିଲାଙ୍କୁ ସଠିକ୍ ପରିମାଣର କ୍ୟାଲ୍ସିୟମ୍ ମିଳିବା ସହ...
‘କେତେ ନୂଆ ବାଟ ସିଜିନ୍ ୨’ – ଆଜି ଶୁଣନ୍ତୁ ଅଡିଓ ସିରିଜର ତୃତୀୟ ଅଧ୍ୟାୟ ‘କୋଭିଡ୍ ସମୟରେ...
ସ୍ୱାସ୍ଥ୍ୟପ୍ଲସ୍ ବ୍ୟୁରୋ
https://youtu.be/BV5R0LiDU8o
ୟୁନିସେଫ୍ ସହଯୋଗିତାରେ ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟ ପ୍ଲସ୍ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ପିଲାଙ୍କ ସୁରକ୍ଷା ଲାଗି ଏକାଠି ହେବା’ରବିବାର ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍ ୧୦୪ ଏଫ୍ଏମରେ
ଗତ ଦେଢ଼...
ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି କେମିତି ବଢ଼ିବ?
https://youtu.be/_QFwcmlHx6s
କେମିତି ବଢ଼ାଇବେ ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି? ଏନେଇ ପୁଷ୍ଟିକର ବିଶେଷଜ୍ଞ ଡାକ୍ତର ମଧୁସ୍ମିତା ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।
ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି କେମିତି ବଢ଼ିବ?କ’ଣ ଖାଇବେ ନାହିଁ?କୋଭିଡ୍ ସମୟରେ ପିଲାଙ୍କର ମାନସିକ ସ୍ଵାସ୍ଥ୍ୟବାପା ମା’ଙ୍କ କର୍ତ୍ତବ୍ୟ
କୋଭିଡ୍ର ଦ୍ୱିତୀୟ ଲହର ଦିନକୁ ଦିନ...
ଶିଶୁ କୋଭିଡ୍ ପଜିଟିଭ୍ ହେଲେ କ’ଣ କରିବେ?
https://youtu.be/9fQGf7aY8tc
ବର୍ତ୍ତମାନ ସାରା ଦେଶ କରୋନାର ଦ୍ୱିତୀୟ ଲହରୀରେ ପ୍ରଭାବିତ। ପୂର୍ବ ଅପେକ୍ଷା ଏଥର ଭୂତାଣୁ ଅଧିକ ସଂକ୍ରାମକ ହୋଇପଡ଼ିଛି। ତେବେ ଏଭଳି ପରିସ୍ଥିତିରେ ଶିଶୁମାନଙ୍କୁ କିଭଳି ସୁରକ୍ଷିତ ରଖିବା? ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
କରୋନାର ପ୍ରଥମ ଲହର ବୟସ୍କ ବ୍ୟକ୍ତିଙ୍କୁ ଅଧିକ...
କୋଭିଡ୍ ଆକ୍ରାନ୍ତ ଶିଶୁଙ୍କର କେମିତି ନେବେ ଯତ୍ନ?
ଅଧିକ ପଢ଼ନ୍ତୁ: କରୋନା ଦ୍ୱିତୀୟ ଲହରୀରେ ଅଧିକ ଆକ୍ରାନ୍ତ ଶିଶୁ – ଜାଣନ୍ତୁ ଛୋଟ ପିଲାଙ୍କୁ କେମିତି ରଖିବେ ସୁରକ୍ଷିତ?
କରୋନାର ଦ୍ୱିତୀୟ ଲହରିର ପ୍ରଭାବ ଦିନକୁ ଦିନ ବଢ଼ୁଥିବା ବେଳେ ଏଥିରେ ଅଧିକରୁ ଅଧିକ ଶିଶୁ ସଂକ୍ରମିତ ହେଉଥିବା ଖବର ସାମ୍ନାକୁ ଆସୁଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ...
କୋଭିଡ୍ ଦ୍ୱିତୀୟ ଲହରି – ପିଲାଙ୍କୁ କିପରି ରଖିବେ ସୁରକ୍ଷିତ?
କୋଭିଡ୍ ଦ୍ୱିତୀୟ ଲହରିରେ ଅଧିକରୁ ଅଧିକ ଶିଶୁ ସଂକ୍ରମଣ ହେଉଛନ୍ତି। କରୋନାର ସଂକ୍ରମଣଠାରୁ ପିଲାମାନଙ୍କୁ କିଭଳି ସୁରକ୍ଷିତ ରଖାଯାଇପାରିବ, ଆସନ୍ତୁ ଜାଣିବା।
କୋଭିଡ୍ର ପ୍ରଥମ ଲହରିରେ ଅଧିକାଂଶ ବୟସ୍କ ଲୋକମାନେ ଶିକାର ହେଉଥିଲେ। ହେଲେ ଦ୍ୱିତୀୟ ଷ୍ଟ୍ରେନ୍ରେ ବୟସ୍କ ଲୋକଙ୍କ ତୁଳନାରେ ଯୁବକ ଓ ଶିଶୁମାନେ ବେଶୀ ଆକ୍ରାନ୍ତ...
ପିଲାଙ୍କର ମୋଟାପଣ ଦୂର କରିବାକୁ କ’ଣ କରିବେ?
https://www.youtube.com/embed/tRsWbjPRkLY
ଛୋଟ ବେଳେ ପିଲା ମୋଟା ଥିଲେ ଅଭିଭାବକମାନେ ଡଉଲଡାଉଲ କହିଥାଆନ୍ତି। ହେଲେ ଏହି ମୋଟାପଣ ଧୀରେ ଧୀରେ ବିଭିନ୍ନ ରୋଗକୁ ଡାକିଆଣେ। ଛୁଆଙ୍କଠାରେ ମୋଟାପଣର କାରଣ କ’ଣ? ମେଦ ବହୁଳତା ଯୋଗୁଁ କେଉଁ କେଉଁ ସମସ୍ୟା ଦେଖାଦିଏ? ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର...
ଆପଣଙ୍କ ପିଲା ମୋବାଇଲ ଦେଖିବାକୁ ପସନ୍ଦ କରୁଛି କି? ହୋଇପାରେ ଏହି ସମସ୍ୟା
ଅନେକ ସମୟରେ ଅଭିଭାବକମାନେ ଛୋଟ ପିଲାଙ୍କ ହାତରେ ମୋବାଇଲ୍ ଧରାଦେଇଥାନ୍ତି। ପିଲା ଯଦି କାନ୍ଦୁଛି ଶାନ୍ତ କରିବା ଲାଗି ଫୋନ୍, ପିଲା ଯଦି ଖାଉନି ତେବେ ମୋବାଇଲ ଦେଖାଇ ଖୁଆଇବା, ଏପରି କି ଯଦି ବାପା ମା’ଙ୍କ କୌଣସି କାମ ଅଛି ଆଉ ପିଲା ଅଝଟ କରୁଛି...