କାହିଁକି ଦରକାର କିଡ୍‌ନି ଡାଏଲିସିସ୍‌?

0
https://www.youtube.com/embed/th_iXWv9YN8 କେମିତି ହୁଏ କିଡ୍‌ନି ଡାଏଲିସିସ୍? କିଡ୍‌ନି ଡାଏଲିସିସ୍ କାହିଁକି ଦରକାର? ବିଶିଷ୍ଟ ୟୁରୋଲଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। କିଡ୍‌ନି ଡାଏଲିସିସ୍ କ’ଣ?କିଡ୍‌ନି ଡାଏଲିସିସ୍‌ କେମିତି ହୁଏ?କିଡନି ଡାଏଲିସିସ୍ କାହିଁକି ଦରକାର?ଡାଏଲିସିସ୍‌ ନ କଣେ କେଉଁସବୁ ଅସୁବିଧା ହୁଏ?କିଡ୍‌ନି ଡାଏଲିସିସର ପାର୍ଶ୍ୱ...
kidney stone

କିଡ୍‌ନିକୁ ସୁସ୍ଥ ରଖିବା ପାଇଁ ବଦଳାନ୍ତୁ ଆପଣଙ୍କ ଲାଇଫଷ୍ଟାଇଲ୍

0
‌ସଠିକ୍‌ ଜ୍ଞାନ ଓ ସୁସ୍ଥ ଜୀବନଶୈଳୀ ଆପଣେଇବା ଦ୍ୱାରା କିଡ୍‌ନି ରୋଗକୁ ପ୍ରତିରୋଧ କରାଯାଇ ପାରିବ। କିଡ୍‌ନି ଅସୁସ୍ଥତାର କାରଣଗୁଡ଼ିକ ଜାଣନ୍ତୁ ଏବଂ ସୁରକ୍ଷିତ ରହନ୍ତୁ। କିଡ୍‌ନି ରୋଗ ହେବାର ମୁଖ୍ୟ କାରଣ ହେଉଛି ଅନିୟନ୍ତ୍ରିତ ମଧୁମେହ ଓ ଉଚ୍ଚ ରକ୍ତଚାପ। ଏହାଛଡ଼ା ପନିପରିବାରେ ମାତ୍ରାଧିକ ରାସାୟନିକ ଦ୍ରବ୍ୟର...

କାହିଁକି ହେଉଛି କିଡ୍‌ନି ଖରାପ?

0
https://www.youtube.com/embed/BhpgmViN-WA କାହିଁକି ଖରାପ ହୁଏ କିଡନି? କିଡନି ଖରାପ ହେଲେ କ’ଣ କରିବେ? ବିଶିଷ୍ଟ ୟୁରୋଲଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। କିଡ୍‌ନିର କାମ କ’ଣ?କିଡନି ଖରାପ ହେବାର କାରଣ କ’ଣ?କିଡ୍‌ନି ଖରାପ ହେବାର ଲକ୍ଷଣକିଡନି ରୋଗକୁ ଚିହ୍ନିବା କେମିତି?କିଡ୍‌ନି ରୋଗର ଚିକିତ୍ସା...
kidney dialysis in odia

କିଡନି ଡାଏଲିସିସ୍ ଚାଲିଥିଲେ କ’ଣ ଖାଇବେ?

0
ଜଣେ ରୋଗୀର ଡାଏଲିସିସ୍ ଆରମ୍ଭ ହେବା ପରେ ସେ କ’ଣ କ’ଣ ଖାଇବେ ବା ନ ଖାଇବେ ସେ ସମ୍ପର୍କରେ ଆଲୋଚନା କରିବା। ରୋଗୀର କିଡନି ଠିକ୍ ଭାବରେ କାମ ନ କଲେ ଡାକ୍ତର ଡାଏଲିସିସ୍ କରିବା ପାଇଁ ପରାମର୍ଶ ଦେଇଥାନ୍ତି। କିଡନିର କାର୍ଯ୍ୟକୁ ଡାଏଲିସିସ୍ କୃତ୍ରିମ ଉପାୟରେ...

କିଡ୍‌ନି – ସୁସ୍ଥ ରଖିବେ କିପରି?

0
ଆଜିକାଲି କମ୍ ବୟସର ବ୍ୟକ୍ତି କିଡ୍‌ନି ସମସ୍ୟାର ଶିକାର ହେଉଛନ୍ତି। ଏହାସହ କିଡ୍‌ନି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି।ଜାଣନ୍ତୁ କେମିତି କିଡ୍‌ନିକୁ ରଖିବେ ସୁସ୍ଥ.. – କିଡ୍‌ନିକୁ ସୁସ୍ଥ ରଖିବାକୁ ହେଲେ କମ୍ ଲୁଣଯୁକ୍ତ ଖାଦ୍ୟ ପ୍ରସ୍ତୁତ କରି ଖାଆନ୍ତୁ। ବଜାରରେ ମିଳୁଥିବା ଫ୍ରୋଜନ୍ ଫୁଡ୍‌କୁ  ଯଥାସମ୍ଭବ ଏଡ଼ାଇ ଯାଆନ୍ତୁ। କାରଣ ସେଥିରେ ସୋଡିୟମ ପରିମାଣ...
kidney stone

କାହିଁକି ହୁଏ କିଡ୍‌ନିରେ ଷ୍ଟୋନ୍‌? ଜାଣନ୍ତୁ ଡାକ୍ତରଙ୍କ ଟିପ୍ସ

0
https://www.youtube.com/watch?v=Dr0zMo2QrYc&t=1s କାହିଁକି ହୁଏ କିଡ୍‌ନି ଷ୍ଟୋନ୍? କିଡନି ଷ୍ଟୋନ ହେଲେ ଜାଣିବା କେମିତି? କେମିତି ହୁଏ ଏହାର ଚିକିତ୍ସା? ଏନେଇ ବିଶିଷ୍ଟ ନେଫ୍ରୋଲୋଜିଷ୍ଟ ଡାକ୍ତର ଦେବ ପ୍ରସାଦ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। କିଡ୍‌ନି ଷ୍ଟୋନ୍‌ କ’ଣ ଓ ଏହା କେତେ ପ୍ରକାର?କିଡ୍‌ନି ଷ୍ଟୋନ୍‌ର କାରଣକିଡ୍‌ନି ଷ୍ଟୋନ୍‌ର ଲକ୍ଷଣକିଡ୍‌ନି ଷ୍ଟୋନ୍‌ର ପରୀକ୍ଷାକିଡ୍‌ନି ଷ୍ଟୋନ୍‌ର ଚିକିତ୍ସାକିଡ୍‌ନି ଷ୍ଟୋନ୍‌ର ନିରାକରଣସୁସ୍ଥ କିଡ୍‌ନି ପାଇଁ...

କିଡ୍‌ନିକୁ ସୁସ୍ଥ ରଖିବେ କେମିତି?

0
https://www.youtube.com/embed/E8Kjrbr0VB4 କେମିତି କିଡ୍‌ନିକୁ ସୁସ୍ଥ ରଖିବେ? ଆସନ୍ତୁ ବିଶିଷ୍ଟ କିଡ୍‌ନି ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଏବିଷୟରେ ବିସ୍ତୃତ ଭାବେ ଜାଣିବା। କିଡ୍‌ନି ସୁସ୍ଥ ରହିବା କାହିଁକି ଜରୁରୀ?ସୁସ୍ଥ କିଡ୍‌ନି ପାଇଁ କ’ଣ ଖାଇବେ?ସୁସ୍ଥ କିଡ୍‌ନି ପାଇଁ କେତେ ପାଣି ପିଇବେ?ନିୟମିତ ବ୍ୟାୟାମ କରନ୍ତୁ ଆମ ଶରୀରରେ କିଡ୍‌ନି...
kidney stone

ଜାଣନ୍ତୁ ସୁସ୍ଥ କିଡ୍‌ନି ପାଇଁ ଡାକ୍ତରଙ୍କ ପରାମର୍ଶ

0
https://www.youtube.com/watch?v=Dr0zMo2QrYc କାହିଁକି ହୁଏ କିଡ୍‌ନି ଷ୍ଟୋନ୍? କେମିତି ହୁଏ ଏହାର ଚିକିତ୍ସା? ଏନେଇ ବିଶିଷ୍ଟ ନେଫ୍ରୋଲୋଜିଷ୍ଟ ଡାକ୍ତର ଦେବ ପ୍ରସାଦ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। କିଡ୍‌ନି ଷ୍ଟୋନ୍‌ କ’ଣ ଓ ଏହା କେତେ ପ୍ରକାର?କିଡ୍‌ନି ଷ୍ଟୋନ୍‌ର କାରଣକିଡ୍‌ନି ଷ୍ଟୋନ୍‌ର ଲକ୍ଷଣକିଡ୍‌ନି ଷ୍ଟୋନ୍‌ର ପରୀକ୍ଷାକିଡ୍‌ନି ଷ୍ଟୋନ୍‌ର ଚିକିତ୍ସାକିଡ୍‌ନି ଷ୍ଟୋନ୍‌ର ନିରାକରଣସୁସ୍ଥ କିଡ୍‌ନି ପାଇଁ ଡାକ୍ତରଙ୍କ ପରାମର୍ଶ ଆମ ଶରୀରରେ ଦୁଇଟି କିଡ୍‌ନି...

କାହିଁକି ବଢୁଛି କିଡନି ରୋଗ? ଏଥିପାଇଁ ଆମ ଜୀବନଶୈଳୀ ଦାୟୀ ନୁହେଁ ତ? ଜାଣନ୍ତୁ

0
https://www.youtube.com/watch?v=wP0M8_eGNX8 କିଡ୍‌ନି ରୋଗ ପଛର ଏକ କାରଣ ହୋଇପାରେ ଅନିୟନ୍ତ୍ରିତ ଜୀବନଶୈଳୀ। ଏହାର ନିରାକରଣ ପାଇଁ ଜଣାଶୁଣା ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍‌ ନନ୍ଦଙ୍କ ପରାମର୍ଶ। (IMPACT OF LIFESTYLE ON KIDNEY IN ODIA) କିଡ୍‌ନି ଆମ ଶରୀରର ବର୍ଜ୍ୟବସ୍ତୁ ନିଷ୍କାସନ କରେ। ତେବେ ଆମେ କିଭଳି ଜୀବନଶୈଳୀ ଆପଣାଇଲେ ଆମ କିଡ୍‌ନି ସୁସ୍ଥ ଭାବରେ କାର୍ଯ୍ୟ କରିବ? ଆସନ୍ତୁ ଏ ବିଷୟରେ ଜାଣିବା। ନିୟମିତ ଭାବେ ପ୍ରତିଦିନ ୩୦ ମିନିଟ୍‌ରୁ ୧ ଘଣ୍ଟା ଯାଏଁ...

କିଡ୍‌ନିକୁ ସୁସ୍ଥ ରଖିବା ପାଇଁ ବଦଳାନ୍ତୁ ଆପଣଙ୍କ ଜୀବନଶୈଳୀ

0
https://www.youtube.com/embed/wP0M8_eGNX8 କିଡ୍‌ନି ରୋଗ ପଛର ଏକ କାରଣ ହୋଇପାରେ ଅନିୟନ୍ତ୍ରିତ ଜୀବନଶୈଳୀ। ଏନେଇ ଜଣାଶୁଣା ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍‌ ନନ୍ଦ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। କିଡ୍‌ନି ଆମ ଶରୀରର ବର୍ଜ୍ୟବସ୍ତୁ ନିଷ୍କାସନ କରେ। ତେବେ ଆମେ କିଭଳି ଜୀବନଶୈଳୀ ଆପଣାଇଲେ ଆମ କିଡ୍‌ନି ସୁସ୍ଥ ଭାବରେ କାର୍ଯ୍ୟ କରିବ? ଆସନ୍ତୁ ଏ ବିଷୟରେ ଜାଣିବା। ନିୟମିତ ଭାବେ ପ୍ରତିଦିନ ୩୦ ମିନିଟ୍‌ରୁ ୧ ଘଣ୍ଟା ଯାଏଁ ଶାରୀରିକ ବ୍ୟାୟାମ...
error: Content is protected !!