ଗଣ୍ଠିବାତ ରୋଗ କାହିଁକି ହୁଏ? ଏହାର ନିରାକରଣ ସମ୍ପର୍କରେ ଜାଣନ୍ତୁ

0
https://www.youtube.com/embed/bZfAV7L7pgc କେମିତି କରିବେ ଆଣ୍ଠୁଗଣ୍ଠି ବାତ ରୋଗର ଚିକିତ୍ସା? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ’ଙ୍କଠାରୁ ଆଣ୍ଠୁଗଣ୍ଠି ବାତ ରୋଗର ଚିକିତ୍ସା, ସଫଳ ଆଣ୍ଠୁ ପ୍ରତିରୋପଣ ବିଷୟରେ ଆସନ୍ତୁ ଜାଣିବା। ଆଣ୍ଠୁଗଣ୍ଠି ବାତ ରୋଗ କ’ଣ?ଆଣ୍ଠୁଗଣ୍ଠି ବାତ ରୋଗ କାହିଁକି ହୁଏ?ଗଣ୍ଠିବାତ ରୋଗର ପ୍ରକାରଗଣ୍ଠିବାତ ରୋଗକୁ ଚିହ୍ନିବେ...
Dr Jyoti Ranjan Parida on Treatment of Arthritis

କେମିତି କରିବେ ଆର୍ଥ୍ରାଇଟିସ୍ ଚିକିତ୍ସା? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://www.youtube.com/watch?v=GHFJMdbcCng&t=3s ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗର ଚିକିତ୍ସା ସମ୍ଭବ। ଆସନ୍ତୁ ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଆର୍ଥ୍ରାଇଟିସ୍ ରୋଗ ବିଷୟରେ ଅଧିକ ଜାଣିବା। ଗଣ୍ଠିବାତ ରୋଗର ପ୍ରକାରଭେଦକେଉଁ ବୟସରେ ହୁଏ ଗଣ୍ଠିବାତ ରୋଗ?ଗଣ୍ଡିବାତ ରୋଗର ଚିକିତ୍ସାଗଣ୍ଠିବାତ ରୋଗୀ କ’ଣ ଖାଇବେ ନାହିଁ ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ...

ବୟସ ବଢ଼ିଲେ କାହିଁକି ହୁଏ ଆଣ୍ଠୁଗଣ୍ଠି ସମସ୍ୟା?

0
https://www.youtube.com/embed/eqoI2-BO6bE ଆସନ୍ତୁ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ବେହେରାଙ୍କଠାରୁ ବୟସ୍କ ବ୍ୟକ୍ତିଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ତା’ର ଚିକିତ୍ସା ବିଷୟରେ ଜାଣିବା। ଆଣ୍ଠୁଗଣ୍ଠି ସମସ୍ୟାରୁ କେମିତି ପାଇବେ ମୁକ୍ତି?ଅଷ୍ଟିଓପୋରସିସର ନିରାକରଣଆର୍ଥ୍ରାଇଟିସ୍ ରୋଗର ଚିକିତ୍ସାଆଣ୍ଠୁ ପ୍ରତିରୋପଣ କାହାକୁ ଦରକାର?ଫିଜିଓଥେରାପି କାହାକୁ ଦରକାର ବୟସ୍କ ବ୍ୟକ୍ତିଙ୍କଠାରେ ନାନା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ।...

ଅଣ୍ଟା ବିନ୍ଧା – କେମିତି ପାଇବେ ମୁକ୍ତି?

0
https://www.youtube.com/embed/xnB36gd7Xo8 କାହିଁକି ହୁଏ ଅଣ୍ଟା ବିନ୍ଧା? ଏଥିରୁ କେମିତି ପାଇବେ ମୁକ୍ତି? ବିଶିଷ୍ଟ ରୁମାଟୋଲୋଷ୍ଟି ଡାକ୍ତର ଜ୍ୟୋତିରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (Back Pain: Causes, Symptoms and treatment in Odia) ଅଣ୍ଟା ବିନ୍ଧାର କାରଣ କ’ଣ?ଅଣ୍ଟା ବିନ୍ଧାର ଲକ୍ଷଣ କ’ଣ?କେତେବେଳେ ଡାକ୍ତରଙ୍କ ପାଖକୁ...

ଆର୍ଥ୍ରାଇଟିସ୍ ରୋଗୀ କ’ଣ ଖାଇବେ?

0
https://www.youtube.com/embed/xFZJX9KH4Fc ଆର୍ଥ୍ରାଇଟିସ୍ ରୋଗୀ ସୁସ୍ଥ ରହିବା ପାଇଁ କ'ଣ ଖାଇବା ଦରକାର? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଆର୍ଥ୍ରାଇଟିସ୍ ରୋଗୀ କ'ଣ ଖାଇବା ଉଚିତ ଏବଂ କ'ଣ ଖାଇବା ଉଚିତ ନୁହେଁ, ସେନେଇ ଆମ ସମାଜରେ ବିଭିନ୍ନ ଭ୍ରାନ୍ତ ଧାରଣା...
error: Content is protected !!