Sambit_Nanda_speech delay

ଶିଶୁ ବିଳମ୍ବରେ କଥା କହୁଛି କି? ଜାଣନ୍ତୁ ଏହାର କାରଣ

0
ଶିଶୁ ଜନ୍ମ ହେବାର ୧୨ରୁ ୧୫ ମାସ ମଧ୍ୟରେ କଥା କହିବା ଆରମ୍ଭ କରେ। ଅନେକ ସମୟରେ ପିଲାମାନେ ବିଳମ୍ବରେ କଥା କହନ୍ତି। ଏହାର କାରଣ ଏବଂ ନିରାକରଣ ବିଷୟରେ ସାଇକୋଲୋଜିଷ୍ଟ ସମ୍ବିତ ନନ୍ଦ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (SPEECH AND LANGUAGE DELAY OF...

ଗର୍ଭାବସ୍ଥାରେ ପାଦ ଫୁଲିଲେ କ’ଣ କରିବେ?

0
ସାଧାରଣତଃ ଗର୍ଭାବସ୍ଥାରେ ଝରୁଥିବା ହରମୋନ୍‌ ଦେହରେ ଜଳୀୟଅଂଶ ଧରି ରଖିବାର କ୍ଷମତା ଥାଏ। ତେଣୁ, ଜଳୀୟଅଂଶ ବଢ଼ିଯାଇ ଗୋଡ଼ ଫୁଲିଥାଏ। ଏହାସହ ଗର୍ଭାଶୟର ଚାପ ଯୋଗୁଁ ଗୋଡ଼ ଫୁଲେ। ଏହା ୪୦ରୁ ୫୦ ପ୍ରତିଶତ ଗର୍ଭବତୀ ମହିଳାଙ୍କଠାରେ ଦେଖାଦିଏ। ତେବେ, ଏହାକୁ ଏଡ଼ାଇବେ କିପରି? ବସିଲା ବେଳେ ଗୋଡ଼କୁ...
baby

୬ରୁ ୧୨ ମାସ ପର୍ଯ୍ୟନ୍ତ ଶିଶୁଙ୍କର କେମିତି ନେବେ ଯତ୍ନ?

0
ଶିଶୁ ଜନ୍ମ ହେବା ପରଠୁ ହିଁ ସେମାନଙ୍କର ଯତ୍ନ ନେବା ନିହାତି ଜରୁରୀ। ଶିଶୁକୁ ଆକର୍ଷଣୀୟ ରଙ୍ଗର ବସ୍ତୁ ଦେଖାନ୍ତୁ,  ଯାହାକୁ ଦେଖି ସେ ଧରିବା ପାଇଁ ଚେଷ୍ଟା କରିବ। ଶିଶୁ ସହିତ କଥାବାର୍ତ୍ତା ହୁଅନ୍ତୁ। ଶବ୍ଦ ଏବଂ ଭାବଭଙ୍ଗୀରେ ଶିଶୁ ସହିତ କଥାବାର୍ତ୍ତା କରନ୍ତୁ। ୬ ମାସ ବେଳକୁ ଅଧିକାଂଶ...

ନବଜାତ ଶିଶୁର ଯତ୍ନ କିଭଳି ନେବେ? ଜାଣିରଖନ୍ତୁ

0
ଶିଶୁ ମା’ ପେଟରେ ଥିବା ଦିନଠାରୁ ତା’ର ଯତ୍ନ ଆରମ୍ଭ ହୋଇଥାଏ। ତେଣୁ ଶିଶୁ ଜନ୍ମ ହେବା ଯାଏଁ ମା’ର ଅଧିକ ଯତ୍ନ ନେବା ଦରକାର। ଶିଶୁକୁ ଉଷୁମ ରଖନ୍ତୁ। ନବଜାତ ଶିଶୁକୁ ଜନ୍ମର ୧ ଘଣ୍ଟା ଭିତରେ ସ୍ତନ୍ୟପାନ କରାନ୍ତୁ। ଶିଶୁକୁ ୬ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଦିଅନ୍ତୁ। ଶିଶୁ...
pregnancy

ଅଳ୍ପ ବୟସରେ ଗର୍ଭଧାରଣର ନିରାକରଣ

0
ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଅଳ୍ପ ବୟସରେ ଗର୍ଭଧାରଣ ଜଣେ ନାରୀ ପାଇଁ ନାହିଁ ନଥିବା ଶାରୀରିକ, ସାମାଜିକ ତଥା ମାନସିକ ସମସ୍ୟା ସୃଷ୍ଟି କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଭଳି ଭାରତବର୍ଷରେ ମଧ୍ୟ ଅବାଞ୍ଛିତ ଗର୍ଭଧାରଣ ପାଇଁ ବର୍ଷକୁ ହାରାହାରି ୧.୫ ନିୟୁତ ଗର୍ଭପାତ ହୋଇଥାଏ। ତେଣୁ ଅଳ୍ପ ବୟସରେ ଗର୍ଭଧାରଣର ସାମାଜିକ ଓ ଶାରୀରିକ ସମସ୍ୟା ବିଷୟରେ ଜନସାଧାରଣ ଅବଗତ ହେବା ଜରୁରୀ ଏବଂ ଏହାକୁ କିପରି କମାଯାଇ ପାରିବ ସେଥିପାଇଁ...

ଗର୍ଭାବସ୍ଥାରେ ଭ୍ରମଣ କରିବା କେତେ ସୁରକ୍ଷିତ?

0
ଗର୍ଭାବସ୍ଥାରେ ଭ୍ରମଣ କରୁଥିଲେ କିଛିଟା ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ପୂର୍ବରୁ ଗର୍ଭବତୀ ମହିଳାଙ୍କୁ ବାହାରକୁ ଯିବାକୁ ମନା କରାଯାଉଥିଲା। ହେଲେ ବର୍ତ୍ତମାନ ମହିଳାମାନେ ସ୍ୱାବଲମ୍ବୀ ଓ କର୍ମଜୀବୀ ହୋଇ ଜୀବନ ନିର୍ବାହ କରୁଛନ୍ତି। ଫଳରେ ଗର୍ଭଧାରଣ କଲା ପରେ ମଧ୍ୟ ତାଙ୍କ ପାଇଁ ଭ୍ରମଣ କରିବା ଜରୁରୀ...
food for pregnant lady

ଗର୍ଭାବସ୍ଥାରେ କ’ଣ ଖାଇବେ ନାହିଁ?

0
ଜାଣନ୍ତୁ, ଗର୍ଭାବସ୍ଥାରେ କ’ଣ ଖାଇବା ଦ୍ଵାରା ଶିଶୁ ଉପରେ ଖରାପ ପ୍ରଭାବ ପଡ଼ିଥାଏ। କଫି, ଚା’ ଆଦି ପିଇବେ ନାହିଁ। ଗର୍ଭାବସ୍ଥାର ପ୍ରଥମ ତିନି ମାସ ଏହା ପିଇଲେ ଶିଶୁ ବିକଳାଙ୍ଗ ହେବାର ଆଶଙ୍କା ଥାଏ।ଗର୍ଭାବସ୍ଥାରେ ଅମୃତ ଭଣ୍ଡା, ପାଚିଲା ସପୁରୀ, ଫାଷ୍ଟଫୁଡ୍‌, ଗୁପ୍‌ଚୁପ୍‌, ଅତ୍ୟଧିକ ଲୁଣ ଥିବା...

ନବଜାତ ଶିଶୁକୁ ଜଣ୍ଡିସ୍‌ ହେଲେ କ’ଣ କରିବେ?

0
https://www.youtube.com/embed/PHsjtxkMmKQ ନବଜାତ ଶିଶୁଠାରେ କେଉଁ ଭଳି ଲକ୍ଷଣ ଦେଖାଦେଲେ ଜଣ୍ଡିସ୍ ରୋଗ ହୋଇଛି ବୋଲି ଜାଣିବା? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ସାଧାରଣତଃ ନବଜାତ ଶିଶୁକୁ ଜଣ୍ଡିସ୍ ରୋଗ କହିଲେ ବାପା ମା’ମାନେ...
exercise for pregnancy

ଗର୍ଭାବସ୍ଥାରେ ବ୍ୟାୟାମ କେତେ ଜରୁରୀ?

0
ଗର୍ଭାବସ୍ଥାରେ ଶାରୀରିକ ପରିଶ୍ରମ କରିବା ବେଶ ଉପଯୋଗୀ। କିନ୍ତୁ ଏଥିପାଇଁ ବିଶେଷ ଯତ୍ନବାନ ହେବା ଆବଶ୍ୟକ। ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ କରନ୍ତୁ ଏହି ବ୍ୟାୟାମ, ଉଭୟ ଶିଶୁ ଏବଂ ମା’ ରହିବେ ସୁସ୍ଥ ଗର୍ଭାବସ୍ଥାରେ ଶାରୀରିକ ପରିଶ୍ରମ କରିବା ନେଇ ଅନେକ ମହିଳା ଦ୍ଵନ୍ଦରେ ଥାଆନ୍ତି। କିଛି କ୍ଷେତ୍ରରେ ମହିଳାମାନଙ୍କୁ...
healthy girl

ପିଲାଙ୍କୁ ଫିଟ୍ ରଖିବା ପାଇଁ ଆପଣାନ୍ତୁ ଏହି ୫ଟି ଟିପ୍ସ

0
ଛୋଟ ବେଳେ ମେଦ ବହୁଳତା ଯୋଗୁଁ ପିଲାମାନଙ୍କ ନିକଟରେ ଅନେକ ସମସ୍ୟା ଦେଖା ଦେଇଥାଏ। ତେଣୁ ପିଲାଙ୍କୁ ସୁସ୍ଥ ଏବଂ ଫିଟ୍ ରଖିବେ କିପରି ଜାଣି ରଖନ୍ତୁ ସେ ବାବଦରେ। ଅଧିକ ପଢ଼ନ୍ତୁ:ଶିଶୁଙ୍କୁ ଡାଇରିଆରୁ କିପରି ରଖିବେ ସୁରକ୍ଷିତ? ଛୋଟ ବେଳେ ପିଲାମାନେ ନିଜ ଖାଦ୍ୟପେୟ ଏବଂ ସ୍ୱାସ୍ଥ୍ୟ ପ୍ରତି...