ଏହି ୭ଟି ଖାଦ୍ୟ ଆଖିକୁ ରଖିଥାଏ ସୁସ୍ଥ
ବିଭିନ୍ନ କାରଣରୁ ଆମ ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟ ପଦାର୍ଥ ଖାଇଲେ ଆମକୁ ଆଖି ସମ୍ବନ୍ଧୀୟ ସମସ୍ୟାରୁ ଉପଶମ ମିଳିଥାଏ।
ଅଧିକ ପଢ଼ନ୍ତୁ: ଦୃଷ୍ଟି ଶକ୍ତି ବୃଦ୍ଧି ପାଇଁ କରନ୍ତୁ ଆଖି ଏକ୍ସରସାଇଜ
ଆଜିକାଲି ସମସ୍ତେ କାମରେ ବ୍ୟସ୍ତ ରହି ନିଜ ସ୍ୱାସ୍ଥ୍ୟ...
ଆଖିର କରନ୍ତୁ ବ୍ୟାୟାମ – ମିଳିବ ଆରାମ
କମ୍ପ୍ୟୁଟର ସାମ୍ନାରେ ଘଣ୍ଟା ଘଣ୍ଟା କାମ କରିବା ସମୟରେ ଆପଣଙ୍କ ଆଖି ଚାପଗ୍ରସ୍ତ ଓ ଯନ୍ତ୍ରଣା ହେଉଛି କି? ଯଦି ଏହା ହୁଏ, ତେବେ ଆପଣ ଆଖି ପାଇଁ କେତେକ ବ୍ୟାୟାମ କରିପାରିବେ ଯାହାକି ଆଖିକୁ ଆରାମ ଦେଇଥାଏ।
ଆଜିକାଲି ବ୍ୟସ୍ତବହୁଳ ଜୀବନରେ କାର୍ଯ୍ୟରତ ଲୋକଙ୍କୁ ୮ରୁ ୧୦...
୪୦ ବର୍ଷ ବୟସ ପୂର୍ବରୁ ବି ହୋଇପାରେ ଚାଳିଶିଆ
https://www.youtube.com/embed/NLQjTAqPv0k
ଚାଳିଶିଆ ହେଲେ କ’ଣ ଅସୁବିଧା ହୁଏ? ଏହାର ଚିକିତ୍ସା କେମିତି କରାଯାଏ? ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସ୍ୱାତୀ ସାମନ୍ତଙ୍କଠାରୁ ଆସନ୍ତୁ ଏବିଷୟରେ ଜାଣିବା।
ଚାଳିଶିଆ କ’ଣ?ଚାଳିଶିଆର ଲକ୍ଷଣ ସବୁ କ’ଣ?କେଉଁ ବୟସରେ ଦେଖାଯାଏ ଚାଳିଶିଆ?ଚାଳିଶିଆ ଚିକିତ୍ସା କେମିତି ହୁଏ?ଚାଳିଶିଆକୁ ରୋକି ପାରିବା କି?୪୦ ବର୍ଷ ବୟସ ପରେ...
ଆଖିରୁ ପାଣି ଗଡ଼ୁଛି କି?
ଆଖିରୁ ପାଣି ଗଡ଼ୁଥିଲେ ଆପଣାନ୍ତୁ ଏହି ଉପାୟ।
ଆଖି ହେଉଛି ଆମ ଶରୀରର ଏକ ସମ୍ବେଦନଶୀଳ ଅଙ୍ଗ। ଆଖି ଭିତର ପୃଷ୍ଠକୁ ଆର୍ଦ୍ର ରଖିଥାଏ ଆମ ଆଖିର ଲୁହ। ଏହା ସହିତ ଆଖିରେ ପଡୁଥିବା ଛୋଟ କଣିକାଗୁଡ଼ିକୁ ସଫା କରିବାରେ ମଧ୍ୟ ଲୁହ ସାହାଯ୍ୟ କରିଥାଏ। ହେଲେ କେତେକଙ୍କଠାରେ...
ଆଖିରୁ ପାଣି ଗଡ଼ିବା ସମସ୍ୟା, ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର
https://youtu.be/e0JE42oOpg4
ଆସନ୍ତୁ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟସ୍ନାତ ରଥଙ୍କଠାରୁ ଆଖିରୁ ପାଣି ଗଡ଼ିବା ସମସ୍ୟା ଓ ଏହାର ଚିକିତ୍ସା ବିଷୟରେ ଅଧିକ ଜାଣିବା।
ଡାକ୍ତରଙ୍କୁ କେତେବେଳେ ପରାମର୍ଶ କରିବେ?ଆଖିରୁ ପାଣି ଗଡ଼ିବା ସମସ୍ୟାର କାରଣକେମିତି କରାଯାଏ ପରୀକ୍ଷା?ଆଖିରୁ ପାଣି ଗଡ଼ିବା ସମସ୍ୟାର ଚିକିତ୍ସାକେମିତି କରିବେ ନିରାକରଣ?
ଆଖି ହେଉଛି ଆମ...
ଲମ୍ବା ସମୟ ଧରି କମ୍ପ୍ୟୁଟର ଆଗରେ କାମ କରୁଥିଲେ, ହୋଇଯାଆନ୍ତୁ ସତର୍କ
https://www.youtube.com/embed/DJQIpHTIsxs
ଅଧିକ ସମୟ ଧରି କମ୍ପ୍ୟୁଟର, ଲାପ୍ଟପ୍ ଆଗରେ କାମ କରୁଥିଲେ ହୋଇପାରେ କମ୍ପ୍ୟୁଟର୍ ଭିଜନ ସିଣ୍ଡ୍ରୋମ୍। ଏନେଇ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସ୍ୱାତୀ ସାମନ୍ତଙ୍କଠାରୁ ଏବିଷୟରେ ଅଧିକ ଜାଣିବା।
କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ କ’ଣ?କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମର ଲକ୍ଷଣକାହିଁକି ବଢୁଛି କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ?କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମକୁ...
କେମିତି କରିବେ ଚକ୍ଷୁଦାନ, ଜାଣନ୍ତୁ
https://www.youtube.com/embed/IR5cwAimNDA
କେମିତି କରିବେ ଚକ୍ଷୁଦାନ? ଆସନ୍ତୁ ଏ ବିଷୟରେ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୁଜାତା ଦାସଙ୍କଠାରୁ ଅଧିକ ଜାଣିବା।
ଚକ୍ଷୁ ଦାନ ମହତ ଦାନ। ଜଣେ ବ୍ୟକ୍ତି ଚକ୍ଷୁ ଦାନ କଲେ ୨ଜଣ ବ୍ୟକ୍ତି ସ୍ଵଚ୍ଛପଟଳ ଜନିତ ଅନ୍ଧତ୍ୱରୁ ରକ୍ଷା ପାଇପାରିବେ ଏବଂ ଦୁନିଆକୁ ଦେଖିପାରିବେ। ତେଣୁ ଚକ୍ଷୁଦାନ ନିହାତି...
କାନ ବିନ୍ଧିଲେ କ’ଣ କରିବେ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ
https://www.youtube.com/embed/y5JYweWBW0I
କାନ, ନାକ ଓ ଗଳା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ବିଷୟରେ ଡାକ୍ତର ରାଜଲକ୍ଷ୍ମୀ ପାଣିଗ୍ରାହୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଆମ ଶରୀରରେ କାନ, ନାକ ଏବଂ ଗଳା ପରସ୍ପର ସହିତ ଜଡ଼ିତ। ଏହି ୩ଟି ଅଙ୍ଗରେ ସମସ୍ୟା ଦେଖାଦେଲେ ସମାଧାନ ପାଇଁ ସ୍ୱତନ୍ତ୍ର ବିଭାଗ ରହିଛି, ଯାହାକୁ ଇଏନ୍ଟି...
କଣ୍ଟାକ୍ଟଲେନ୍ସ କେମିତି ଲଗାଇବେ?
ବର୍ତ୍ତମାନ ସମୟରେ ଛୁଆଠୁ ଆରମ୍ଭ କରି ବୁଢ଼ାଙ୍କର ଦୃଷ୍ଟିଶକ୍ତି ଦୁର୍ବଳ ହେଉଛି। ଏଥିପାଇଁ ଲୋକମାନେ ଚଷମାର ସାହାର ନେଉଛନ୍ତି। ହେଲେ ଚଷମା କେତେକଙ୍କୁ ଅସୁବିଧା କରାଉଥିବା ବେଳେ କେତେ ଜଣ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ଏଭଳି କ୍ଷେତ୍ରରେ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରିପାରିବେ।
ସାଧାରଣତଃ କଣ୍ଟାକ୍ଟ ଲେନ୍ସକୁ...