କାହିଁକି କରାଯାଏ ରୁଟ୍‌ କେନାଲ?

0
https://youtu.be/G_w1T-r-ufs ରୁଟ୍‌ କେନାଲ କେତେବେଳେ ଦରକାର ପଡ଼େ? କେମିତି ହୁଏ ରୁଟ୍‌ କେନାଲ? ଏନେଇ ବିଶିଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ରୋସଞ୍ଜୟ ପଟ୍ଟନାୟକ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ରୁଟ୍ କେନାଲ କ'ଣ?କେତେବେଳେ ଦରକାର ପଡ଼େ ରୁଟ୍ କେନାଲ?ରୁଟ୍ କେନାଲ କାହିଁକି କରିବେ?କେମିତି ହୁଏ ରୁଟ୍ କେନାଲ?ଡାକ୍ତରଙ୍କ ପାଖକୁ କେତେଥର...

ପାଟିରେ କର୍କଟ କାହିଁକି ହୁଏ?

0
https://www.youtube.com/embed/OTgn2pXvssU କାହିଁକି ବଢୁଛି ମୁଖ ଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା? ପାଟିରେ କର୍କଟ ହେବା କେତେ ମାରାତ୍ମକ? ଏନେଇ ବିଶଷ୍ଟ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ଲୋଚନ ସ୍ୱାଇଁଙ୍କଠାରୁ ଅଧିକ ଜାଣନ୍ତୁ। କାହିଁକି ହୁଏ ପାଟିରେ କ୍ୟାନ୍‌ସର?ପାଟିରେ କ୍ୟାନ୍‌ସର ହେବାର ଲକ୍ଷଣପାଟିରେ କ୍ୟାନ୍‌ସର ହେଲେ କେମିତି ଚିହ୍ନିବେ?ଓରାଲ କ୍ୟାନ୍‌ସରର ଚିକିତ୍ସାଓରାଲ...
dental braces benefits

ଦାନ୍ତରେ କ୍ଲିପ ଲଗାଇବା କେତେ ସୁରକ୍ଷିତ?

0
ଆଜିକାଲି ବଙ୍କା ଦାନ୍ତକୁ ସିଧା କରିବା ପାଇଁ ଦାନ୍ତ କ୍ଲିପ ବା ବ୍ରେସେସ ଲଗାଯାଉଛି। ମାତ୍ର ତାହା କେତେ ନିରାପଦ ଜାଣନ୍ତୁ। ମୁହଁକୁ ଆକର୍ଷଣୀୟ କରିବାରେ ଦାନ୍ତର ବେଶ ଭୂମିକା ରହିଛି। ସେଥିପାଇଁ ଅଧିକାଂଶ ଝିଅ ନିଜ ବଙ୍କା ଦାନ୍ତକୁ ନେଇ ଚିନ୍ତିତ ହୋଇପଡ଼ନ୍ତି। ଦାନ୍ତ ସିଧା କରିବା...
Dr Dibya Lochan Swain on Pyorrhea (Gum Disease)

ପାଇରିଆର ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣନ୍ତୁ

0
https://www.youtube.com/watch?v=spjzUQprUY0 ଆସନ୍ତୁ ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ଲୋଚନ ସ୍ୱାଇଁଙ୍କଠାରୁ ପାଇରିଆ ରୋଗର କାରଣ, ଲକ୍ଷଣ, ଜଟିଳତା ଏବଂ ଚିକିତ୍ସା ବିଷୟରେ ଅଧିକ ଜାଣିବା। କାହିଁକି ହୁଏ ପାଇରିଆ?ପାଇରିଆ ରୋଗର ଲକ୍ଷଣପାଇରିଆ ରୋଗର ଜଟିଳତାପାଇରିଆ ରୋଗର ଚିକିତ୍ସାପାଇରିଆ ଯୋଗୁଁ କ୍ୟାନ୍‌ସର ହୋଇପାରେ କି?ପାଇରିଆ ରୋଗର ନିରାକରଣ ଦାନ୍ତ ମାଢ଼ିରୁ ରକ୍ତ ବାହାରିବା...
error: Content is protected !!