କେଶ ରଙ୍ଗ କରୁଥିଲେ, ଜାଣିରଖନ୍ତୁ
ଅଧିକ ପଢ଼ନ୍ତୁ: କସ୍ମେଟିକ୍ ସର୍ଜରୀ କ’ଣ ଓ ଏହା କାହିଁକି ଦରକାର?
ଆଜିକାଲି କେଶରେ ରଙ୍ଗ ଲଗାଇବା ଏକ ଫ୍ୟାସନ୍ ପାଲଟିଗଲାଣି। ନିଜ କେଶକୁ ଷ୍ଟାଇଲ୍ କରିବା ପାଇଁ ପୁରୁଷ ହେଉ ବା ମହିଳା ସମସ୍ତେ କେଶକୁ ରଙ୍ଗ କରୁଛନ୍ତି। ତେବେ କେଶ ରଙ୍ଗ କରିବା ପୂର୍ବରୁ କେଉଁସବୁ ଦିଗ...
କେମିତି କରିବେ ଆର୍ଥ୍ରାଇଟିସ୍ ଚିକିତ୍ସା? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ
https://www.youtube.com/watch?v=GHFJMdbcCng&t=3s
ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗର ଚିକିତ୍ସା ସମ୍ଭବ। ଆସନ୍ତୁ ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଆର୍ଥ୍ରାଇଟିସ୍ ରୋଗ ବିଷୟରେ ଅଧିକ ଜାଣିବା।
ଗଣ୍ଠିବାତ ରୋଗର ପ୍ରକାରଭେଦକେଉଁ ବୟସରେ ହୁଏ ଗଣ୍ଠିବାତ ରୋଗ?ଗଣ୍ଡିବାତ ରୋଗର ଚିକିତ୍ସାଗଣ୍ଠିବାତ ରୋଗୀ କ’ଣ ଖାଇବେ ନାହିଁ
ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ...
କୋଭିଡ୍ ଟିକା ନେବା ପାଇଁ କେମିତି କରିବେ ପଞ୍ଜୀକରଣ?
ଜାନୁଆରି ୧୬ରୁ ସାରା ଦେଶରେ ଆରମ୍ଭ ହେଉଛି ଟିକାକରଣ। ଟିକା ନେବା ପାଇଁ ଜଣେ ବ୍ୟକ୍ତିଙ୍କୁ କ’ଣ କରିବାକୁ ପଡ଼ିବ? କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ‘କୋ-ୱିନ୍’ ଆପ୍ କ’ଣ ଓ ଏହା କିପରି କାମ କରେ ତାକୁ ନେଇ ଏବେ ବି ଲୋକଙ୍କ ମନରେ...
ଖାଇବାର ଠିକ୍ ପୂର୍ବରୁ ହାତରେ ସାନିଟାଇଜର ଲଗାଉଛନ୍ତି କି?
ହାତରେ ସାନିଟାଇଜର ଲଗାଇବା ପରେ ସଙ୍ଗେ ସଙ୍ଗେ ଖାଦ୍ୟ ଖାଇବା ଠିକ ନୁହେଁ।
ଏବେ ସାନିଟାଇଜରର ଚାହିଦା ଖୁବ ବଢ଼ିଯାଇଛି। ସବୁ ଲୋକ ସବୁ ସମୟରରେ ଏହାର ବ୍ୟବହାର କରୁଛନ୍ତି। ଅଧିକାଂଶ ଲୋକ ସାନିଟାଇଜର ବ୍ୟବହାର କରୁଛନ୍ତି ସତ କିନ୍ତୁ ଏହାର ଠିକ ବ୍ୟବହାର ବାବଦରେ ଜାଣିନାହାନ୍ତି।
ବିଶେଷ କରି...
ୟୁରିନ୍ ଇନ୍ଫେକ୍ସନ୍ ରୋକିବା ପାଇଁ ଆପଣାନ୍ତୁ ଏହି ସତର୍କତା
ମଣିଷ ଶରୀରରେ ସବୁଠୁ ଅଧିକ ଦେଖାଦେଉଥିବା ସମସ୍ୟା ଭିତରେ ୟୁରିନ୍ ଇନ୍ଫେକ୍ସନ୍ ସଂକ୍ରମଣ ଅନ୍ୟତମ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ। ତେବେ, ଜାଣନ୍ତୁ ୟୁରିନ୍ ଇନ୍ଫେକ୍ସନ୍କୁ ରୋକିବା ପାଇଁ କିଛି ସତର୍କତା।
ୟୁରିନ୍ ଇନ୍ଫେକ୍ସନ୍ ରୋକିବା ପାଇଁ ପରିଷ୍କାର ପରିଚ୍ଛନତା ଉପରେ ଗୁରୁତ୍ୱ ଦେବା...
କାହିଁକି ହୁଏ ବାଇପୋଲାର ଡିସଅର୍ଡର?
https://www.youtube.com/watch?v=Gk-xHnLedTY
ବାଇପୋଲାର ଡିସଅର୍ଡର କ’ଣ? ଏହି ସମସ୍ୟା ଥିଲେ ବ୍ୟକ୍ତିଠାରେ କ’ଣ ଅସୁବିଧା ହୋଇଥାଏ? ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତ ପାଟ୍ଟଜୋଶୀଙ୍କଠାରୁ ଆସନ୍ତୁ ବାଇପୋଲାର ଡିସଅର୍ଡର ବିଷୟରେ ଅଧିକ ଜାଣିବା।
ବାଇପୋଲାର ଡିସଅର୍ଡରର ପ୍ରକାରବାଇପୋଲାର ଡିସ୍ଅର୍ଡରର କାରଣବାଇପୋଲାର ଡିସ୍ଅର୍ଡରର ପରୀକ୍ଷଣବାଇପୋଲାର ଡିସ୍ଅର୍ଡରର ଚିକିତ୍ସାକେମିତି ରୋକିବା ବାଇପୋଲାର ଡିସଅର୍ଡର?
ଆମ...
ଚାଲିବା ବେଳେ ଆଣ୍ଠୁ ଫୁଟୁଛି କି? ଜାଣନ୍ତୁ
୪୦ରୁ ୫୦ ବର୍ଷ ବୟସ ପରେ ଅଷ୍ଟିଓଆର୍ଥ୍ରାଇଟିସ୍ର ସମସ୍ୟା ଆରମ୍ଭ ହୋଇଥାଏ।
ଅଷ୍ଟିଓଆର୍ଥ୍ରାଇଟିସ୍ ହେଉଛି ଆର୍ଥ୍ରାଇଟିସ୍ର ସବୁଠାରୁ ସାଧାରଣ ରୂପ। ଆଣ୍ଠୁ, କହୁଣୀ ଏବଂ ଅଣ୍ଟା ହାଡ଼ର ଜଏଣ୍ଟ ମଧ୍ୟରେ କାର୍ଟିଲେଜ୍ ରହିଥାଏ, ଯାହାକି ଗଦି ଭଳି କାମ କରିଥାଏ। ଯାହାଫଳରେ ଚଳପ୍ରଚଳ ହେବା ବେଳେ ହାଡ଼ରେ ହାଡ଼...
ପିଲାଙ୍କ ମୋଟାପଣକୁ କେମିତି କରିବେ ନିୟନ୍ତ୍ରଣ?
ଅଧିକ ପଢ଼ନ୍ତୁ: କରନ୍ତୁ ଏହି ବ୍ୟାୟାମ – ପେଟରୁ କମିବ ଚର୍ବି
ଖରାପ ଖାଦ୍ୟାଭ୍ୟାସ ଯେପରିକି ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ, ସ୍ନାକ୍ସ, ଜଙ୍କଫୁଡ୍, ଅଧିକ ମିଠା ଖାଇବା ଯୋଗୁ ଆଜିକାଲି ଛୋଟ ପିଲାମାନେ ମୋଟାପା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଏହାକୁ କିପରି ନିୟନ୍ତ୍ରିତ କରିବେ ଜାଣନ୍ତୁ।
ଅଧିକାଂଶ ସମୟରେ ଗୋଟିଏ...
ଲମ୍ବା ସମୟ ଧରି କମ୍ପ୍ୟୁଟରରେ କାମ କରୁଛନ୍ତି କି?
ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ଆଗରେ ବସି କାମ କରିବା ଫଳରେ ଶୁଷ୍କ ଆଖି ସମସ୍ୟା ଦେଖାଦେଇଥାଏ।
ଅଧିକ ପଢ଼ନ୍ତୁ: ମସ୍ତିଷ୍କ ଏବଂ ଶରୀରକୁ କ୍ଷତି ପହଞ୍ଚାଏ ମୋବାଇଲ
ଆଜିକାଲି ଡିଜିଟାଲ ଯୁଗ ସହ ପ୍ରତିଯୋଗିତାର ଯୁଗ ମଧ୍ୟ ଚାଲିଛି। ସେଥିପାଇଁ ଅଫିସରେ ଘଣ୍ଟା ଘଣ୍ଟା ସମୟ ବିତିଗଲେ ମଧ୍ୟ କାମ...
ହାଡ଼ଫୁଟି ହେବାର କାରଣ କ’ଣ? କେମିତି କରିବେ ଚିକିତ୍ସା
https://youtu.be/DY3WNDakZvg
ହାଡ଼ଫୁଟି କାହିଁକି ହୁଏ? ଏହାର ସଂକ୍ରମଣକୁ କେମିତି ରୋକିପାରିବା? ସେ ବିଷୟରେ ଡାକ୍ତର ସଂଗ୍ରାମ କେଶରୀ ମହାପାତ୍ରଙ୍କଠାରୁ ଆସନ୍ତୁ ଜାଣିବା।
କାହିଁକି ହୁଏ ହାଡ଼ଫୁଟି?ହାଡ଼ଫୁଟି ସଂକ୍ରମଣକୁ କେମିତି ରୋକିବେ?ହାଡ଼ଫୁଟିର ପରୀକ୍ଷଣହାଡ଼ଫୁଟିର ଚିକିତ୍ସାହାଡ଼ଫୁଟିକୁ ନେଇ ଅନ୍ଧବିଶ୍ୱାସରୁ ଦୂରେଇ ରହନ୍ତୁହାଡ଼ଫୁଟିକୁ ରୋକିବା ପାଇଁ ଟିକାଡାକ୍ତରଙ୍କ ପରାମର୍ଶ
ହାଡ଼ଫୁଟି ବା ଚିକେନ୍ ପକ୍ସ ଭୂତାଣୁ ଜନିତ...