ୱାର୍କଆଉଟ୍ ପରେ ବି କମୁନି କି ଓଜନ?
ଅନେକ ଲୋକ ଜିମରେ ୱାର୍କଆଉଟରେ ଏପରି କିଛି ଭୁଲ୍ କରନ୍ତି ଯାହାଦ୍ୱାରା ଓଜନ କମିନଥାଏ। ଯଦି ଆପଣ ପ୍ରତିଦିନ ଗୋଟିଏ ପ୍ରକାର ୱାର୍କଆଉଟ୍ କରିବେ ତା’ ହେଲେ କିଛି ସୁଫଳ ମିଳିବ ନାହିଁ। ତା’ ବଦଳରେ ଟ୍ରେଡ୍ ମିଲରେ ପୂରା ଦୌଡ଼ନ୍ତୁ, ଭାରୀ ଡମ୍ବଲ ଉଠାନ୍ତୁ, ଡିପ୍...
କିଡ୍ନିକୁ ସୁସ୍ଥ ରଖିବା ପାଇଁ ବଦଳାନ୍ତୁ ଆପଣଙ୍କ ଲାଇଫଷ୍ଟାଇଲ୍
ସଠିକ୍ ଜ୍ଞାନ ଓ ସୁସ୍ଥ ଜୀବନଶୈଳୀ ଆପଣେଇବା ଦ୍ୱାରା କିଡ୍ନି ରୋଗକୁ ପ୍ରତିରୋଧ କରାଯାଇ ପାରିବ। କିଡ୍ନି ଅସୁସ୍ଥତାର କାରଣଗୁଡ଼ିକ ଜାଣନ୍ତୁ ଏବଂ ସୁରକ୍ଷିତ ରହନ୍ତୁ।
କିଡ୍ନି ରୋଗ ହେବାର ମୁଖ୍ୟ କାରଣ ହେଉଛି ଅନିୟନ୍ତ୍ରିତ ମଧୁମେହ ଓ ଉଚ୍ଚ ରକ୍ତଚାପ। ଏହାଛଡ଼ା ପନିପରିବାରେ ମାତ୍ରାଧିକ ରାସାୟନିକ ଦ୍ରବ୍ୟର...
ପୋଷଣରେ ଭରପୂର ମୁଗଡାଲି
ମୁଗଡାଲି ହେଉଛି ଓଡିଆଙ୍କ ପ୍ରିୟ ଡାଲି। ଓଡ଼ିଶାରେ ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ମୁଗଡାଲିରୁ ପ୍ରସ୍ତୁତ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ଖାଇବାକୁ ପସନ୍ଦ କରନ୍ତି। ଏହା ହେଉଛି ଶକ୍ତିବର୍ଦ୍ଧନକାରୀ ଖାଦ୍ୟ, ଯାହା ସହଜରେ ହଜମ ହେବା ସହିତ ଶରୀରକୁ ସୁସ୍ଥ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।...
ଖାଦ୍ୟରେ ସାମିଲ କରନ୍ତୁ ମାଛ
ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ମାଛରେ ଓମେଗା-୩ ଫ୍ୟାଟି ଏସିଡ୍ ଏବଂ ଭିଟାମିନ୍ ଯେପରିକି ଭିଟାମିନ୍ ଡି, ବି୨ (ରିବୋଫ୍ଲାବିନ୍) ଭଳି ପୋଷକତତ୍ୱ ଭରି ରହିଛି। ମାଛରେ କ୍ୟାଲସିୟମ୍, ଫସ୍ଫରସ୍ ଏବଂ ମିନେରାଲ୍ସ ଯଥା ଜିଙ୍କ, ଆୟୋଡିନ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଭରି ରହିଛି।
ହୃଦୟ ଓ ମସ୍ତିଷ୍କ ପାଇଁ ଭଲ: ମାଛ ଓମେଗା-୩...
ଔଷଧୀୟ ଗୁଣରେ ଭରପୂର ଭୁର୍ସୁଙ୍ଗ ପତ୍ର
ଭୁର୍ସୁଙ୍ଗ ଖାଦ୍ୟରେ ସୁଗନ୍ଧ ବଢ଼ାଇବା ସହ ଖାଦ୍ୟର ସ୍ୱାଦ ବଢ଼ାଇଥାଏ। ହେଲେ ଭୁର୍ସୁଙ୍ଗ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଆସନ୍ତୁ ଜାଣିବା ଦୈନନ୍ଦିନ ଜୀବନରେ ଭୁର୍ସୁଙ୍ଗ ପତ୍ର ବ୍ୟବହାର କରି କିପରି ସୁସ୍ଥ ରହିବେ।
କେଶ ସମସ୍ୟା ଦୂର କରେ: ଭୁର୍ସୁଙ୍ଗ ପତ୍ରରେ ଥିବା ଆଣ୍ଟି ଅକ୍ସିଡାଣ୍ଟ କେଶକୁ...
ମାନସିକ ସ୍ୱାସ୍ଥ୍ୟ କାହିଁକି ଗୁରୁତ୍ଵପୂର୍ଣ୍ଣ?
ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମାନସିକ ଚାପରେ ପୀଡ଼ିତ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ, ୨୦୨୦ ସୁଦ୍ଧା ବିଶ୍ୱରେ ଦ୍ଵିତୀୟ ସର୍ବାଧିକ ରୋଗ ଭାବେ ମାନସିକ ଅବସାଦ ପରିଗଣିତ ହୋଇଛି। ତେଣୁ, ମାନସିକ ସ୍ଵାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ମାନସିକ ସ୍ୱାସ୍ଥ୍ୟ ଓ ଶାରୀରିକ ସ୍ୱାସ୍ଥ୍ୟ ଉଭୟ ନିବିଡ଼ତାର ସହ...
ଅଂଶୁଘାତରୁ କେମିତି ପାଇବେ ରକ୍ଷା?
ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା କିଛି ଦିନରେ ତାପମାତ୍ରା ଆହୁରି ବଢ଼ିବ ଏବଂ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ଅର୍ଥାତ୍ ଦିନରେ ଭୀଷଣ ଗରମ ଅନୁଭୂତ ହେବ। ପ୍ରଚୁର ଗରମ ଯୋଗୁଁ ରାଜ୍ୟରେ ଅଂଶୁଘାତ...
କାହିଁକି ହେଉଛି କିଡ୍ନି ଖରାପ?
https://www.youtube.com/embed/BhpgmViN-WA
କାହିଁକି ଖରାପ ହୁଏ କିଡନି? କିଡନି ଖରାପ ହେଲେ କ’ଣ କରିବେ? ବିଶିଷ୍ଟ ୟୁରୋଲଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନ ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
କିଡ୍ନିର କାମ କ’ଣ?କିଡନି ଖରାପ ହେବାର କାରଣ କ’ଣ?କିଡ୍ନି ଖରାପ ହେବାର ଲକ୍ଷଣକିଡନି ରୋଗକୁ ଚିହ୍ନିବା କେମିତି?କିଡ୍ନି ରୋଗର ଚିକିତ୍ସା...
ଦୈନିକ ଖାଆନ୍ତୁ ମୁଠାଏ ଆଲମଣ୍ଡ
ଡାଏବେଟିସ୍, ହାଇ ବ୍ଲଡପ୍ରେସର ଓ ହାଇକୋଲେଷ୍ଟ୍ରୋଲ ରୋଗୀଙ୍କ ପାଇଁ ଆଲମଣ୍ଡ ଖାଇବା ଖୁବ୍ ଭଲ। ବାଦାମ ଶରୀରରେ ରକ୍ତ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖେ।
ବାଦାମରେ ଥିବା ମ୍ୟାଗ୍ନେସିୟମ୍ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭପ୍ରଦ। ଏହାବ୍ୟତୀତ ଆଲମଣ୍ଡ୍ ମାନସିକ ବିକାଶ, କେଶ ସମସ୍ୟା, ତ୍ୱଚାରେ ଚମକ ଆଣିବାରେ...
କେମିତି କମାଇବେ ଅଣ୍ଟା ଓ ପେଟ ଚର୍ବି?
ଅଧିକ ପଢ଼ନ୍ତୁ: ଓଜନକୁ ନେଇ ଚିନ୍ତିତ କି? ସକାଳୁ ପିଅନ୍ତୁ ଜିରା ପାଣି
ସାଧାରଣତଃ ପେଟ ଏବଂ ଅଣ୍ଟାରେ ଜମିଥିବା ଚର୍ବିକୁ କମାଇବା ଏକପ୍ରକାର କାଠିକରପାଠ। ଏହାକୁ କମ୍ କରିବା ପାଇଁ ସଠିକ ବ୍ୟାୟାମ କରିବାକୁ ପଡ଼ିଥାଏ। ପେଟ ଓ ଅଣ୍ଟାର ଚର୍ବି କମାଇବା ପାଇଁ କେଉଁଭଳି ବ୍ୟାୟାମ...