ଗର୍ଭାବସ୍ଥାରେ କେଉଁଭଳି ଖାଦ୍ୟ ଖାଇବେ?
ମା’ ସୁସ୍ଥ ହେଲେ ଶିଶୁ ହେବ ସୁସ୍ଥ। ତେଣୁ, ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତ୍ୟେକ ମହିଳାଙ୍କର ଅଧିକାର।
ମା’ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲେ ଗର୍ଭସ୍ଥ ଶିଶୁକୁ ଉପଯୁକ୍ତ ପୋଷଣ ମିଳିଥାଏ। ତେଣୁ, ସଠିକ୍ ପୋଷଣ ନେବା ନିହାତି ଜରୁରୀ। ତେବେ, ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ କେଉଁ ଭଳି ଖାଦ୍ୟ...
ପାଳଙ୍ଗର ପାଞ୍ଚଟି ଫାଇଦା
ସ୍ନିଗ୍ଧାରାଣୀ ଷଡ଼ଙ୍ଗୀ
ଶରୀର ପାଇଁ ପାଳଙ୍ଗ ଶାଗ ବେଶ୍ ଲାଭଦାୟକ। ଏଥିରେ ଭିଟାମିନ୍ ଏ, ସି, କେ, ମ୍ୟାଗ୍ନେସିୟମ, ଆଇରନ ଏବଂ ମାଙ୍ଗାନିଜ୍ ଭରପୁର ମାତ୍ରାରେ ରହିଥାଏ। ପାଳଙ୍ଗ ଶାଗ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତିରେ ସୁଧାର ଆସିଥାଏ, ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।
ତେଣୁ, ପାଳଙ୍ଗ ଖାଇବାର ପାଞ୍ଚୋଟି ଫାଇଦା...
ଭିଟାମିନ୍ ସି’ କେଉଁ ଖାଦ୍ୟରୁ ମିଳିଥାଏ ଜାଣନ୍ତୁ
ଭିଟାମିନ୍ ସି’ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଫଳରେ ଶରୀରକୁ ବାହ୍ୟ ଭୂତାଣୁ ସଂକ୍ରମଣ କରିପାରିନଥାଏ।
ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥାଏ ଭିଟାମିନ୍ ସି’, ଯାହା ଶରୀରର ବିଷାକ୍ତ କିମ୍ବା କ୍ଷତିକାରକ ପଦାର୍ଥକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ...
କାହିଁକି ଭଲ ନୁହେଁ ଚିନି?
ଅଧିକାଂଶ ଲୋକ ମିଠା ଖାଇବାକୁ ପସନ୍ଦ କରନ୍ତି। ପର୍ବପର୍ବାଣୀରେ, ବାହାଘରରେ କିମ୍ବା କୌଣସି ଖୁସିର ମୁହୂର୍ତ୍ତରେ ଲୋକେ ମିଠା ଖାଇବାକୁ ଏବଂ ଖୁଆଇବାକୁ ପସନ୍ଦ କରନ୍ତି। ହେଲେ ଏହି ମିଠାରେ ବ୍ୟବହାର ହେଉଥିବା ଚିନି ସ୍ୱାସ୍ଥ୍ୟ ପାଇଁ କେତେ ଖରାପ ଜାଣିଛନ୍ତି କି?
ଆପଣ ପିଉଥିବା ମିଲ୍କ ସେକ୍,...
ଶୀତଦିନେ ଡାଏଟ୍ରେ ସାମିଲ କରନ୍ତୁ ଏହି ଫଳ
ଶୀତଋତୁରେ ନିଜ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ଏହିସବୁ ଫଳଗୁଡ଼ିକୁ ଡାଏଟ୍ରେ ସାମିଲ କରନ୍ତୁ।
କୋଭିଡ -୧୯ ମହାମାରୀ ପ୍ରଥମରୁ ହିଁ ଦୁନିଆକୁ ଦୋହଲାଇ ଦେଇଛି। ଯାହା ଫଳରେ କେତେ ଲୋକଙ୍କ ଜୀବନ ଚାଲିଯାଇଛି। ଏଥିପାଇଁ ଆମେ ଆମର ଇମ୍ୟୁନ୍ ସିଷ୍ଟମକୁ ମଜଭୁତ ରଖିବା ଦରକାର। ସାଧାରଣତଃ ଶୀତଦିନେ...
ଓଜନ ନିୟନ୍ତ୍ରଣ ପାଇଁ ଖାଆନ୍ତୁ ମୁଗ ଡାଲି ସୁପ୍, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ
ଅଧିକ ପଢ଼ନ୍ତୁ: ସ୍ୱାଦ ଓ ପୋଷଣରେ ଭରପୂର ଓଟ୍ସ୍ ଉପମା – ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ
ଫାଇବର ଓ ପ୍ରୋଟିନ୍ରେ ଭରପୂର ମୁଗଡାଲି। ଏଥିରେ କମ୍ ପରିମାଣର କାର୍ବୋହାଇଡ୍ରେଟ୍ ଥାଏ। ମୁଗଡ଼ାଲି ସହଜ ପାଚ୍ୟ ହୋଇଥିବାରୁ ଏହା ଶୀଘ୍ର ହଜମ ହୋଇଥାଏ।
ମୁଗଡାଲିରେ ୩୪୮ କ୍ୟାଲୋରି, ୧.୨ ଫ୍ୟାଟ୍,...
କେଉଁ ଖାଦ୍ୟରୁ କେତେ କ୍ୟାଲୋରି ମିଳେ ଜାଣନ୍ତୁ
ମଣିଷ ବଞ୍ଚିବା ପାଇଁ କ୍ୟାଲୋରିର ଆବଶ୍ୟକତା ରହିଛି। କ୍ୟାଲୋରି ମଣିଷ ଶରୀରକୁ ଶକ୍ତି ଯୋଗାଇଥାଏ ଫଳରେ ମଣିଷ କାମ କରିବାରେ ସକ୍ଷମ ହୋଇପାରେ। ଦୈନିକ ଗ୍ରହଣ କରୁଥିବା ଖାଦ୍ୟ ଓ ପାନୀୟରୁ ଶରୀରକୁ କ୍ୟାଲୋରି ମିଳିଥାଏ।
ବିଭିନ୍ନ ଖାଦ୍ୟରୁ ଭିନ୍ନ ଭିନ୍ନ ପରିମାଣର କ୍ୟାଲୋରି ମିଳିଥାଏ। ୧ ଗ୍ରାମ୍...
ଖାଦ୍ୟରେ ସାମିଲ କରନ୍ତୁ ଏହି ୪ ପ୍ରକାର ଶାଗ
ଅଧିକ ପଢ଼ନ୍ତୁ: ସଜନା ଶାଗ, କେତେ ଉପକାରୀ
ଶାଗରେ ଆଇରନ୍, କ୍ୟାଲ୍ସିୟମ୍, ମିନେରାଲ୍ସ ଓ ଖଣିଜପଦାର୍ଥ ପ୍ରଚୁର ପରିମାଣରେ ଥାଏ। ଦୈନନ୍ଦିନ ଖାଦ୍ୟରେ ଏହାକୁ ସାମିଲ କଲେ ଆମକୁ ଉପଯୁକ୍ତ ପୋଷଣ ମିଳିପାରିବ। ତେଣୁ, ଖାଦ୍ୟରେ ଏହି ୪ ପ୍ରକାର ଶାଗକୁ ସାମିଲ କରନ୍ତୁ।
ପାଳଙ୍ଗ: ଆଇରନ୍, ମ୍ୟାଗ୍ନେସିୟମ, ଭିଟାମିନ୍ ଏ...
ରାତିରେ କଦଳୀ ଖାଇବା କେତେ ଠିକ୍?
ରାତିରେ କଦଳୀ ଖାଇବାର ଅନେକ ଫାଇଦା ରହିଛି।
କଦଳୀ ଏମିତି ଏକ ଫଳ ଯେଉଁଥିରେ ସବୁପ୍ରକାର ପୋଷକ ତତ୍ତ୍ୱ ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥାଏ। ଏଥିରେ ଭିଟାମିନ୍, ଫାଇବର, ପୋଟାସିୟମ, ମ୍ୟାଗ୍ନେସିୟମ୍, ଭିଟାମିନ୍ ସି, ଭିଟାମିନ୍ ବି୬ ଏବଂ ପ୍ରାକୃତିକ ଚିନି ଭରପୂର ମାତ୍ରାରେ ଥାଏ। ଏଥିପାଇଁ...
ତୁଳସୀର ୫ଟି ଫାଇଦା ବିଷୟରେ ଜାଣନ୍ତୁ
ଭାରତୀୟ ସଂସ୍କୃତିରେ ତୁଳସୀକୁ କେବଳ ପୂଜା କରାଯାଇନଥାଏ, ଏହାକୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ। ଆୟୁର୍ବେଦରେ ତୁଳସୀର ପତ୍ର, ଡାଳ ଓ ମଞ୍ଜିକୁ ଔଷଧ ତିଆରି କରିବା ପାଇଁ ବ୍ୟବହାର କରାଯାଏ। ସାଧାରଣ ଜ୍ୱରଠାରୁ ଆରମ୍ଭ କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ତୁଳସୀକୁ...