corona_mask_new

ମାସ୍କ କେତେ ପ୍ରକାରର – କେଉଁଟି ସବୁଠୁ ସୁରକ୍ଷିତ?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ https://www.youtube.com/watch?v=FnCNnYJcQSk&t=2s   ଚୀନରୁ ଆରମ୍ଭ ହୋଇଥିବା କୋରୋନା ଭାଇରସର ଆତଙ୍କ ଏବେ ବିଶ୍ୱ ସମୁଦାୟକୁ  ଭୟଭୀତ କରି ରଖିଛି। ଓଡ଼ିଶା ସରକାର ଏହାର ମୁକାବିଲା ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ନିବେଦନ କରୁଛନ୍ତି। ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧନ୍ତୁ ବୋଲି ସରକାର କହୁଛନ୍ତି। ତେବେ...

ଥାଇରଏଡ୍‌ ରୋଗର ଚିକିତ୍ସା କ’ଣ?

0
ଥାଇରଏଡ୍‌ ରୋଗର ଚିକିତ୍ସା ବିଷୟରେ ଜାଣନ୍ତୁ। ଆମ ଶରୀରର ସମସ୍ତ କାର୍ଯ୍ୟ ଥାଇରଏଡ୍ ହରମୋନ ଉପରେ ନିର୍ଭର କରିଥାଏ। ଥାଇରଏଡ୍‌ ଗ୍ରନ୍ଥିରୁ T୩ ଓ T୪ ହରମୋନ୍‌ କ୍ଷରଣ ହୋଇଥାଏ। ଯଦି କୌଣସି କାରଣରୁ ସେହି ହରମୋନ୍‌ ଅଧିକ ପରିମାଣର କ୍ଷରଣ ହୁଏ ବା କମ୍‌ ପରିମାଣରେ କ୍ଷରଣ ହୁଏ,...

ତଣ୍ଟି ଦରଜ ହେଉଛି କି?

0
ତଣ୍ଟି ଦରଜ ହୁଏ କାହିଁକି? ଏଥିରୁ କେମିତି ପାଇବେ ମୁକ୍ତି। ଗଳା ସମ୍ବନ୍ଧୀୟ ସମସ୍ୟା ଭିତରେ ଗଳା ଦରଜ ହେବା ଓ ଗଳା ବସିଯିବା ଏକ ସାଧାରଣ ସମସ୍ୟା। ଅଧିକାଂଶ ଲୋକ ଖରାରୁ ଆସିବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇଦେଇଥା’ନ୍ତି। ଫଳରେ ଗଳା ଦରଜ ହୋଇଯାଏ।...

କୋଭିଡ୍‌-୧୯ ଟିକାକୁ ନେଇ କିଛି ତଥ୍ୟ ଜାଣିରଖନ୍ତୁ

0
କୋଭିଡ୍-୧୯ ଟିକାକରଣକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ତେବେ ଏହି ଟିକାକୁ ନେଇ କିଛି ତଥ୍ୟ ଜାଣିରଖନ୍ତୁ। କମ୍‌ ଦିନ ମଧ୍ୟରେ ତିଆରି ହୋଇଥିବା ଟିକା ନିରାପଦ କି? ଦେଶର ନିୟାମକ ଓ ନିୟନ୍ତ୍ରକ ଦଳ ଏହାର ବୈଜ୍ଞାନିକ ପରୀକ୍ଷା ନୀରିକ୍ଷା କରି ଅନୁମତି ଦେବା...

ବିଭିନ୍ନ ସମସ୍ୟା ପାଇଁ ଆପେଲ ସାଇଡର ଭିନେଗାର

0
ଅଧିକ ପଢ଼ନ୍ତୁ: ସତରେ! ଦୈନିକ ଗୋଟେ ସେଓ ଖାଇଲେ କ’ଣ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ି ନଥାଏ? ଓଜନ ହ୍ରାସ କରିବାଠାରୁ ଆରମ୍ଭ କରି ମୁହଁରୁ ବ୍ରଣ ଦୂର କରିବା ଯାଏଁ ଆପେଲ ସାଇଡର ଭିନେଗାର ମ୍ୟାଜିକ୍‌ ଭଳି କାମ କରେ। ଆପେଲ ସାଇଡର ଭିନେଗାର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ...
trembling of hand

ଗୋଡ଼ ହାତ ଥରୁଛି କି? ଜାଣନ୍ତୁ ଏହାର କାରଣ

0
ଶାରୀରିକ ଦୁର୍ବଳତା ଯୋଗୁଁ ଗୋଡ଼ ହାତ ଥରିଥାଏ ବୋଲି ଅନେକଙ୍କ ଧାରଣ ରହିଛି। ମାତ୍ର ଏହା ସମ୍ପୂର୍ଣ୍ଣ ଠିକ ନୁହେଁ। ଗୋଡ଼ ହାତ ଥରିବାର ଅନ୍ୟ କାରଣ କ'ଣ ଆସନ୍ତୁ ଜାଣିବା। ଆଜିକାଲି ଭୁଲ ଖାଦ୍ୟପେୟ ଅଭ୍ୟାସ ପାଇଁ ପ୍ରାୟ ସମସ୍ତ ବ୍ୟକ୍ତିଙ୍କଠାରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଉଛି।...
walnut for health and lifestyle

ଅଖରୋଟ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

0
ଆପଣଙ୍କୁ ଯଦି ସୁସ୍ଥ ଏବଂ ଫିଟ୍ ରହିବାକୁ ଅଛି ତାହେଲେ ସର୍ବପ୍ରଥମେ ନ୍ୟୁଟ୍ରିସନ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଦିନକୁ ମୁଠାଏ ଅଖରୋଟ ଖାଇଲେ ଆପଣଙ୍କର ନ୍ୟୁଟ୍ରିସନ ସମ୍ବନ୍ଧୀୟ ଆବଶ୍ୟକତା ପୂରା ହୋଇପାରିବ। ଜାଣନ୍ତୁ ଅଖରୋଟର ଉପକାରିତା ସଂପର୍କରେ.. ଅଖରୋଟରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍ କେବଳ...
aloe vera for hair

ଅନେକ ରୋଗରୁ ଉପଶମ ଦେଇଥାଏ ଘିକୁଆଁରି

0
ଘିକୁଆଁରି ବା ଏଲୋବେରା ଜେଲ୍‌ ତ୍ଵଚା ପାଇଁ ବହୁତ ଉପଯୋଗୀ ହୋଇଥାଏ। ଏହାକୁ ନିୟମିତ ଭାବେ ବ୍ୟବହାର କଲେ ତ୍ଵଚା ସମ୍ବନ୍ଧୀୟ ଅନେକ ରୋଗ ଦୂର ହୋଇଥାଏ। ଆସନ୍ତୁ ଜାଣିବା ଘିକୁଆଁରିର ଉପକାରିତା..      ଆଖି ସମସ୍ୟା: ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ଆଖି ସମସ୍ୟା ବହୁଳ ଭାବରେ...
diabetes patient

କେଉଁ ଖାଦ୍ୟ ବ୍ଲଡ୍‌ସୁଗାର ନିୟନ୍ତ୍ରଣ କରେ?

0
ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ସୁଗାର ସମସ୍ୟା ସାଧାରଣ ହୋଇଗଲାଣି। ଏହାକୁ ନିୟନ୍ତ୍ରଣରେ ରଖିବାକୁ ୫ଟି ଘରୋଇ ଉପାୟ ସଂପର୍କରେ ଜାଣନ୍ତୁ। ଭେଣ୍ଡି: ରାତିରେ ୪-୫ଟି ଭେଣ୍ଡିକୁ କାଟି ଏକ ପାଣିଥିବା କାଚପାତ୍ରରେ ରଖନ୍ତୁ। ସକାଳୁ ସେହି ପାଣିକୁ ଛାଣି ପିଅନ୍ତୁ। ଏହା ସୁଗାରକୁ ନିୟନ୍ତ୍ରଣ କରିଥାଏ । ନିମ୍ବପତ୍ର:...

ଆଣ୍ଠୁ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି?

0
https://www.youtube.com/embed/2tBM0g_uRAY ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଯାଏଁ, ସବୁ ବୟସର ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳୁଛି ଆଣ୍ଠୁ ଯନ୍ତ୍ରଣା। ତେବେ କେମିତି ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ପାଇବେ? ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଆଣ୍ଠୁ ଯନ୍ତ୍ରଣା କ’ଣ?ଛୋଟ...
error: Content is protected !!