corona

ରାଜ୍ୟରେ ଥମିବାର ନା ନେଉନାହିଁ କରୋନା – ଦିନକରେ ୩୧୦୮ ପଜିଟିଭ୍

0
ରାଜ୍ୟରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଦୈନିକ ବଢୁଛି ପଜିଟିଭ୍ ସଂଖ୍ୟା। ୨୪ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୦୬ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବାବେଳେ, ୧୩୦୨ ଲୋକଲ୍ ସଂକ୍ରମିତ ରହିଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ...

ସୁନ୍ଦରଗଡ଼ରୁ ସର୍ବାଧିକ ୪୫୮ କରୋନା ପଜିଟିଭ୍‌ ଚିହ୍ନଟ

0
ରାଜ୍ୟରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି। ଦିନକୁ ଦିନ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା। କରୋନା ଲେଉଟାଣି ପରେ ପ୍ରଥମ ଥର ପାଇଁ ଆଜି ରାଜ୍ୟରୁ ୨ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଦିନକରେ ୨୨୬୭ ପଜିଟିଭ୍ ଚିହ୍ନଟ...
corona_Oldpeople

କରୋନା ସଂକ୍ରାନ୍ତୀୟଙ୍କ ଜରୁରୀ ଚିକିତ୍ସା ଓ ଅସ୍ତ୍ରୋପଚାରକୁ ପ୍ରାଥମିକତା ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

0
ରାଜ୍ୟର ହସ୍ପିଟାଲଗୁଡ଼ିକରେ ବର୍ତ୍ତମାନ କି ପ୍ରକାର ଚିକିତ୍ସା ହେବ ସେ ନେଇ ଓଡ଼ିଶା ସରକାର ସୋମବାର ଦିନ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ଅସ୍ତ୍ରୋପଚାର ଏବଂ ଅତି ଜରୁରୀ ନଥିବା ଚିକିତ୍ସାକୁ କିଛି ଦିନ ପାଇଁ ଘୁଞ୍ଚାଇବାକୁ ହେବ। ଉଭୟ...

ମନକୁ ଶାନ୍ତ ରଖିବେ କେମିତି?

0
ଅଧିକ ପଢ଼ନ୍ତୁ: ମାନସିକ ସ୍ୱାସ୍ଥ୍ୟ କାହିଁକି ଗୁରୁତ୍ଵପୂର୍ଣ୍ଣ? ନିତିଦିନିଆ ଜୀବନରେ ଆମେ ଅନେକ ଲୋକଙ୍କ ସହ ମିଳାମିଶା କରିଥାଉ। ହେଲେ କିଏ କାହା ଜୀବନରେ କେତେ ଦୁଃଖୀ ଓ ଚାପଗ୍ରସ୍ତ, ତାହା ଆମେ ଅନୁମାନ କରିପାରିବା ନାହିଁ। କାରଣ ମାନସିକ ଚାପ ବାହାରକୁ ଦେଖାଯାଇନଥାଏ। ସାଧାରଣରେ ହସିପାରୁଥିବା ବ୍ୟକ୍ତି,...

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ସ୍ୱତନ୍ତ୍ର କ୍ୟାନସର ହସ୍ପିଟାଲ – ବାଗ୍‌ଚୀ ଦମ୍ପତି ଦେଲେ ୩୪୦ କୋଟି

0
ଭୁବନେଶ୍ୱରରେ ପ୍ରତିଷ୍ଠା ହେବାକୁ ଯାଉଛି ଏକ ନୂଆ କ୍ୟାନସର ହସ୍ପିଟାଲ। ବାଗ୍‌ଚୀ ଶ୍ରୀ ଶଙ୍କର କ୍ୟାନସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି। ଏହି ହସ୍ପିଟାଲ ପ୍ରତିଷ୍ଠା ପାଇଁ ୨୧୦କୋଟି ଟଙ୍କା ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସୁବ୍ରତ ବାଗ୍‌ଚୀ...
Corona 1

ବାଲେଶ୍ୱର ଇମାମୀ ପେପର ମିଲରୁ ଦିନକରେ ୧୦୧ କରୋନା ପଜିଟିଭ୍

0
‌ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଭୟଙ୍କର ହେବାରେ ଲାଗିଛି। ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁସାରେ, ଆଜି ବାଲେଶ୍ୱରରୁ ୧୫୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଇମାମୀ ପେପର୍ ମିଲ୍‌ରୁ ୧୦୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ଇମାମୀର ଏକ କଲୋନୀକୁ...

ବିଶ୍ୱର ସବୁଠାରୁ ବଡ଼ ଟିକା ଉତ୍ପାଦନକାରୀ ଦେଶ ଭାରତରେ ଆଜି ଟିକାର ସ୍ଥିତି ଅସମ୍ଭାଳ କାହିଁକି?

0
ସ୍ୱାସ୍ଥ୍ୟପ୍ଲସ୍ ସମ୍ପାଦକୀୟ କୋଭିଡ ପୂର୍ବବର୍ତ୍ତୀ ସମୟରେ ବିଶ୍ୱକୁ ଟିକା ଯୋଗାଉଥିଲା ଭାରତ। ସାରା ପୃଥିବୀର ଟିକା ଚାହିଦାର ପ୍ରାୟ ୬୦% ଉତ୍ପାଦନ ସମ୍ଭାଳି ନେଉଥିଲା ଆମ ଦେଶ। କିନ୍ତୁ ଆଜି ଭାରତରେ ଟିକା ଅବସ୍ଥା ଏକ ପ୍ରକାର ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଏଥିପାଇଁ ଦାୟୀ କିଏ? ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍...

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା – ଦିନକରେ ୧୭୪୧ ପଜିଟିଭ୍ ଚିହ୍ନଟ

0
ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦିନକରେ ଦୁଇ ହଜାରକୁ ମୁହାଁଇଲାଣି ସଂକ୍ରମିତଙ୍କ ସଂଖ୍ୟା। ଆଜି ରାଜ୍ୟରୁ ୧୭୪୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୧୫ଜଣ ଥିବାବେଳେ, ୭୨୬ ସ୍ଥାନୀୟ ସଂକ୍ରମିତ। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ...

ଦେଶରେ ୨୪ଘଣ୍ଟା ମଧ୍ୟରେ ୧ଲକ୍ଷ ୬୦ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

0
ଦେଶରେ କରୋନାର ଦ୍ୱିତୀୟ ଷ୍ଟ୍ରେନ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ ୧ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ୧ଲକ୍ଷ ୬୮ହଜାର ୯୧୨ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ୯୦୪ଜଣଙ୍କ ମୃତ୍ୟୁ ହୋଇଛି। ନୂଆ ସଂକ୍ରମିତଙ୍କୁ...

ଗର୍ଭାବସ୍ଥାରେ କ’ଣ ଖାଇବେ ଓ କ’ଣ ନାହିଁ?

0
ମା’ ସୁସ୍ଥ ହେଲେ ଶିଶୁ ହେବ ସୁସ୍ଥ। ମା’ ସୁଷମ ଖାଦ୍ୟ ଖାଇଲେ ଗର୍ଭସ୍ଥ ଶିଶୁକୁ ଉପଯୁକ୍ତ ପୋଷଣ ମିଳିପାରିବ। ଗର୍ଭାବସ୍ଥାରେ ସୁଷମ ଖାଦ୍ୟ ପ୍ରତ୍ୟେକ ମହିଳାଙ୍କ ପାଇଁ ଜରୁରୀ। ଏହା ଗର୍ଭସ୍ଥ ଶିଶୁର ଶାରୀରିକ ଓ ମାନସିକ ବିକାଶରେ ସାହାଯ୍ୟ କରେ। ଗର୍ଭାବସ୍ଥାରେ ସୁଷମ ଓ ପୁଷ୍ଟିକର ଖାଦ୍ୟ...