ସ୍ୱାସ୍ଥ୍ୟ ପାଇଁ ହିତକର ଏହି ସୁପ୍‌ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

0
ପଲ୍ଲବୀ ସାବତ ପ୍ରସ୍ତୁତ କରନ୍ତୁ ସୁଆଦିଆ, ସ୍ୱାସ୍ଥ୍ୟକର ପୋଦିନା ପତ୍ର, ଭୁର୍ସଙ୍ଗ ପତ୍ର ଓ ଧନିଆ ପତ୍ର ସୁପ୍‌। ଆବଶ୍ୟକୀୟ ସାମଗ୍ରୀ ପୋଦିନା ପତ୍ରଭୁର୍ସଙ୍ଗ ପତ୍ରଧନିଆ ପତ୍ରତାଳଗୁଡ଼ ମିଶ୍ରିବିଟ୍‌ ଲୁଣଅଦା ଖଣ୍ଡେଲେମ୍ବୁ ଅଧିକ ପଢ଼ନ୍ତୁ: ଖରାଦିନେ ପିଅନ୍ତୁ ପୋଦିନା ପତ୍ର ସୁପ୍‌ ପ୍ରସ୍ତୁତି ପ୍ରଣାଳୀ ସମାନ ମାତ୍ରାର ପୋଦିନା ପତ୍ର, ଧନିଆ ପତ୍ର ଓ ଭୁର୍ସଙ୍ଗ...

ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ଓଟ୍‌ସ ଉପମା – ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ?

0
ପଲ୍ଲବୀ ସାବତ ସକାଳ ଖାଦ୍ୟ ଉପରେ ଆମର ପୂରା ଦିନ ନିର୍ଭର କରିଥାଏ। ସକାଳେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ଏବଂ ମସ୍ତିଷ୍କ ଦିନତମାମ ସକ୍ରିୟ ରହିଥାଏ। ତେଣୁ ବ୍ରେକ୍‌ଫାଷ୍ଟରେ ଆପଣ ଓଟ୍‌ସ ଉପମା ଖାଇପାରିବେ, ଯାହା ସ୍ୱାସ୍ଥ୍ୟକର ହେବା ସହ ସୁଆଦିଆ ମଧ୍ୟ। ଆବଶ୍ୟକୀୟ ସାମଗ୍ରୀ ଓଟ୍‌ସ...

କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ?

0
https://youtu.be/2v_rXp8muPo ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ପାଇଁ କେଉଁଭଳି ଖାଦ୍ୟ ଖାଇବେ? କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ? ଏନେଇ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାଶଙ୍କଠାରୁ ଅଧିକ ଜାଣନ୍ତୁ। କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବେ କିପରି?ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜଭୁତ...

ସ୍ୱାସ୍ଥ୍ୟ ପାଇଁ ହିତକର ବନ୍ଧାକୋବି ସୁପ୍‌ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

0
ପଲ୍ଲବୀ ସାବତ ପାଟିକୁ ସୁଆଦିଆ ଏବଂ ଦେହକୁ ହିତ ବନ୍ଧାକୋବି ସୁପ୍‌। ଆବଶ୍ୟକୀୟ ସାମଗ୍ରୀ ଗୋଟେ ବନ୍ଧାକୋବିପିଆଜ ୨ଟାଟମାଟୋ ୧ଟାରଶୁଣ ୧ କୋଲାକଞ୍ଚାଲଙ୍କା ୧ଟାଧନିଆପତ୍ରଲୁଣ ଏବଂ ଗୋଲମରିଚ ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗୋଟେ କଡ଼େଇରେ ଗୋଟିଏ ଚାମଚ ଦେଶୀ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ କଟା ପିଆଜ ପକାଇ...

କେମିତି ପ୍ରସ୍ତୁତ କରିବେ ଜାମୁକୋଳି ସରବତ?

0
ପଲ୍ଲବୀ ସାବତ ଜାମୁକୋଳି ସ୍ୱାସ୍ଥ୍ୟପାଇଁ ଖୁବ୍ ଉପକାରୀ। ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ଭରି ରହିଛି। ବିଶେଷକରି ମଧୁମେହ ରୋଗୀମାନେ ଜାମୁକୋଳି ଏବଂ ତା’ର ପତ୍ରକୁ ସେବନ କରିବା ଦ୍ୱାରା ସେମାନଙ୍କର ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରିତ ହୋଇଥାଏ। ଆବଶ୍ୟକୀୟ ସାମଗ୍ରୀ ଜାମୁକୋଳି – ୮୦୦ ଗ୍ରାମ୍‌ତାଳଗୁଡ଼ – ୮୦...

ପ୍ରସବ ପରେ ମହିଳାମାନେ କ’ଣ ଖାଇବେ?

0
ପ୍ରସବ ପରେ ମା’ର ସ୍ୱାସ୍ଥ୍ୟ ସୁରକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ। କାରଣ ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ ତଥା ଯନ୍ତ୍ରଣା ଯୋଗୁଁ ସେମାନଙ୍କର ଶରୀରର ସନ୍ତୁଳନ ବିଗିଡ଼ିଯାଏ। ଏଭଳି କ୍ଷେତ୍ରରେ ସେମାନେ ନିଜର ଧ୍ୟାନ ଦେବା ଜରୁରୀ। ପ୍ରସବ ପରେ ମା’ମାନଙ୍କର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଆଯିବା...

ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟକର ବିଟ୍‌ରୁଟ୍‌ ହାଲଓ୍ୱା

0
ପଲ୍ଲବୀ ସାବତ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ବିଟ୍‌ରୁଟ୍‌ ହାଲଓ୍ୱା ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ। ଆବଶ୍ୟକୀୟ ସାମଗ୍ରୀ ବିଟ୍‌ରୁଟ୍‌ -୨ଟାଘିଅ – ୨ ଚାମଚକ୍ଷୀର – ୩୦୦ ଗ୍ରାମ୍‌ଚିନି – ୧୦୦ ଗ୍ରାମ୍‌କାଜୁବାଦାମ -୧୦ରୁ ୧୨ଟାଆଲମଣ୍ଡ – ୮ରୁ ୧୦ଟାଖିସ୍‌ମିସ୍‌ - ୧୦ଟାଗୁଜୁରାତି...

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟକର ବାଦାମ ସୁପ୍‌

0
ବର୍ଷାଦିନେ ଥଣ୍ଡା ସର୍ଦ୍ଦି ଆଦି ରୋଗର ଆଶଙ୍କା ଅଧିକ ଥାଏ। ତେବେ ଏବି ସମୟରେ ନିଜ ଖାଇବା ପିଇବାର ଯଥେଷ୍ଟ ଧ୍ୟାନ ରଖିବା ଆବଶ୍ୟକ। ଖାସ୍‌ କରି ବର୍ଷା ଦିନେ ଗରମାଗରମ ସୁପ୍‌ ପିଇବା ଦ୍ୱାରା ଶରୀରକୁ ଫୂର୍ତ୍ତି ଓ ଆରାମ ଲାଗିଥାଏ। ତେଣୁ, ବର୍ଷା ଦିନମାନଙ୍କରେ...

ହାଡ଼କୁ ମଜଭୁତ କରେ ମଟନ ସୁପ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

0
ପଲ୍ଳବୀ ସାବତ ଛେଳି ଗୋଡ଼ରେ ତିଆରି ସୁପ୍‌ ପିଇବା ଦ୍ୱାରା ହାଡ଼ ମଜଭୁତ ହେବା ସହ ଆଣ୍ଠୁଗଣ୍ଠି ବିନ୍ଧା ଦୂର ହୋଇଥାଏ। ଆବଶ୍ୟକୀୟ ସାମଗ୍ରୀ ମଟନ୍‌ ଗୋଡ଼ – ୨୦୦ ଗ୍ରାମ୍‌ ଗୋଲମରିଚ – ୧୦ ଗ୍ରାମ୍‌ ବାର୍ଲି ପାଉଡର – ୧୦ ଗ୍ରାମ୍‌ କୋଳଥ ଡାଲି – ୧୦ ଗ୍ରାମ୍‌ ପ୍ରସ୍ତୁତି ପ୍ରଣାଳୀ ଛେଳି ଗୋଡ଼ର ଛୋଟ...

ଓଜନ ନିୟନ୍ତ୍ରଣ କରେ ଲାଉ ଜୁସ୍‌ – ଜାଣନ୍ତୁ ଏହାର ପ୍ରସ୍ତୁତି

0
ପଲ୍ଲବୀ ସାବତ ସ୍ୱାସ୍ଥ୍ୟ ପାଇଁ ହିତକର ଲାଉ ଜୁସ୍‌। ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ? ଆବଶ୍ୟକୀୟ ସାମଗ୍ରୀ ଲାଉ – ଛୋଟ ଖଣ୍ଡପୋଦିନା ପତ୍ର – ୪ରୁ ୫ଟି ପାଖୁଡ଼ାଗୋଲମରିଚ ଗୁଣ୍ଡ – ଛୋଟ ଚାମଚରେ ଅଧ ଚାମଚଜିରା ଗୁଣ୍ଡ - ଛୋଟ ଚାମଚରେ ଅଧ ଚାମଚବିଟ ଲୁଣ – ଅଧ...
error: Content is protected !!