ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟକର ବିଟ୍‌ରୁଟ୍‌ ହାଲଓ୍ୱା

0
ପଲ୍ଲବୀ ସାବତ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ବିଟ୍‌ରୁଟ୍‌ ହାଲଓ୍ୱା ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ। ଆବଶ୍ୟକୀୟ ସାମଗ୍ରୀ ବିଟ୍‌ରୁଟ୍‌ -୨ଟାଘିଅ – ୨ ଚାମଚକ୍ଷୀର – ୩୦୦ ଗ୍ରାମ୍‌ଚିନି – ୧୦୦ ଗ୍ରାମ୍‌କାଜୁବାଦାମ -୧୦ରୁ ୧୨ଟାଆଲମଣ୍ଡ – ୮ରୁ ୧୦ଟାଖିସ୍‌ମିସ୍‌ - ୧୦ଟାଗୁଜୁରାତି...

ମାଂସପେଶୀରେ କ୍ରାମ୍ପସ୍ କାହିଁକି ହୁଏ?

0
ଏକ ବା ଏକାଧିକ ମାଂସପେଶୀ ଅଚାନକ ପରସ୍ପର ଉପରେ ଚଢ଼ିଗଲେ କ୍ରାମ୍ପସ୍ ହୋଇଥାଏ। କିଛି ସମୟ ପରେ ତାହା ଠିକ ହୋଇଯାଏ। ଏହାଦ୍ୱାରା ଶରୀରର କିଛି କ୍ଷତି ହୁଏନାହିଁ, କିନ୍ତୁ କିଛି ସମୟ ପାଇଁ ମାଂସପେଶୀ କାମ କରିପାରେନାହିଁ। ଏହାର ବିଭିନ୍ନ ପ୍ରକାର କାରଣ ରହିଛି। ରକ୍ତ ପ୍ରବାହ...

କୋଭିଡ୍‌ ସମୟରେ ଜିମ୍‌ ଯାଉଥିଲେ, ଜାଣିରଖନ୍ତୁ

0
ଓଡ଼ିଶା ସରକାର ଜୁଲାଇ ୧୬ରୁ ଜିମ୍ ଖୋଲିବା ଲାଗି ମଞ୍ଜୁରି ଦେଇଛନ୍ତି। ତେବେ ଜିମ୍ ଯାଉଥିଲେ କେତେକ ସତର୍କତା ପାଳନ କରନ୍ତୁ, ଯେପରି ଆପଣ କୋଭିଡ୍‌ରୁ ସୁରକ୍ଷିତ ରହିପାରିବେ। -ଜିମ୍ ଯିବା ସମୟରେ ସାମାଜିକ ଦୂରତା ପାଳନ କରନ୍ତୁ। ଅତି କମ୍‌ରେ ୬ ଫୁଟ ଦୂରତା ବଜାୟ ରଖନ୍ତୁ। -ମାସ୍କ,...

ସବୁ ବୟସରେ ଆଖିର ଯତ୍ନ କିପରି ନେବେ?

0
https://youtu.be/7QkWh0vU0IE ଆଖି ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେଣୁ ଏହାର ଯତ୍ନ ନେବା ନିହାତି ଜରୁରୀ। ତେବେ ସବୁ ବୟସର ଲୋକଙ୍କଠାରେ କ’ଣ କ’ଣ ଆଖି ସମସ୍ୟା ଦେଖାଦିଏ ଓ ଏହାର ସମାଧାନ ଏବଂ ଯତ୍ନ କିପରି ନେବେ? ଏନେଇ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ମିହିର...
Chhaya Mahanand - Kete Nua Bata

ଗୀତ ଗାଇ କରୋନା ସଚେତନତା ବାର୍ତ୍ତା ଦେଉଛନ୍ତି ସୁବର୍ଣ୍ଣପୁରର ଅଙ୍ଗନବାଡ଼ି କର୍ମୀ ଛାୟା ମହାନନ୍ଦ

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/XbiBSM4HqMQ ଗୀତ ମାଧ୍ୟମରେ କରୋନା ସଚେତନତା। ଗାଁ ମଝିରେ ହାତରେ ମାଇକ୍ ଧରି, ଗୀତ ଗାଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି ଅଙ୍ଗନବାଡ଼ି କର୍ମୀ। ସୁବର୍ଣ୍ଣପୁର ଜିଲ୍ଲା ସିଂହ ବହାଲି ଗାଁର ଅଙ୍ଗନବାଡ଼ି କର୍ମୀ ଛାୟା ମହାନନ୍ଦ ଲୋକଙ୍କୁ କରୋନା ସଚେତନତା ଦେବା ଲାଗି ଏମିତି ବାଟ...

ପିଲାମାନଙ୍କୁ ସୁସ୍ଥ ରଖିବା ପାଇଁ ଦିଅନ୍ତୁ ଏହି ଖାଦ୍ୟ

0
ପଲ୍ଲବୀ ସାବତ ପିଲାଙ୍କ ଶାରୀରିକ ତଥା ମାନସିକ ଅଭିବୃଦ୍ଧି ପାଇଁ ପିଲାଙ୍କ ଖାଦ୍ୟ ତାଲିକାରେ ଏହିସବୁ ଖାଦ୍ୟ ସାମିଲ କରନ୍ତୁ। ନିୟମିତ ପିଲାଙ୍କୁ ଗୋଟେ ଚାମଚ ଘିଅ ଖାଇବାକୁ ଦିଅନ୍ତୁ। ଭାତରେ କିମ୍ବା ରୁଟିରେ ପିଲାଙ୍କୁ ଘିଅ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ପିଲାଙ୍କୁ ସଠିକ୍‌ ପରିମାଣର କ୍ୟାଲ୍‌ସିୟମ୍‌ ମିଳିବା ସହ...

ମଦ୍ୟପାନ – କାହିଁକି ସ୍ଵାସ୍ଥ୍ୟ ପକ୍ଷେ କ୍ଷତିକାରକ?

0
https://youtu.be/AGuLYokGNkY ମଦ ପିଇବା ଦ୍ୱାରା ଶାରୀରିକ ଓ ମାନସିକ ଭାବେ କ’ଣ କ୍ଷତି ହୁଏ? ମଦ ପିଇବା ଛାଡ଼ିବେ କିପରି? ଏନେଇ ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ଊମା ଶଙ୍କର ମିଶ୍ରଙ୍କ ପରାମର୍ଶ, ଜାଣନ୍ତୁ। ମଦ୍ୟପାନର କାରଣ କ’ଣ?ମଦ୍ୟପାନ କରିବା ଦ୍ୱାରା ଶାରୀରିକ ଓ ମାନସିକ ସମସ୍ୟାମଦ ଛାଡ଼ିବେ...

ଖରାଦିନେ ତ୍ୱଚାର ଯତ୍ନ କିପରି ନେବେ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://youtu.be/dG7CVGtLEg0 ଖରାଦିନେ କିପରି ନେବେ ତ୍ୱଚାର ଯତ୍ନ? ମାସ୍କ ଓ ସାନିଟାଇଜର ବ୍ୟବହାର ଯୋଗୁଁ ହେଉଥିବା ସମସ୍ୟାରୁ କିପରି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟାର୍ଥ ପ୍ରକାଶ କ’ଣ କହୁଛନ୍ତି, ଜାଣନ୍ତୁ। ଖରାଦିନେ ତ୍ୱଚା ସମସ୍ୟାର ଚିକିତ୍ସାତ୍ୱଚାର କିପରି ନେବେ ଯତ୍ନ?ମାସ୍କ ଓ ସାନିଟାଇଜର...

ସ୍ୱାସ୍ଥ୍ୟ ପାଇଁ ହିତକର ବନ୍ଧାକୋବି ସୁପ୍‌ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

0
ପଲ୍ଲବୀ ସାବତ ପାଟିକୁ ସୁଆଦିଆ ଏବଂ ଦେହକୁ ହିତ ବନ୍ଧାକୋବି ସୁପ୍‌। ଆବଶ୍ୟକୀୟ ସାମଗ୍ରୀ ଗୋଟେ ବନ୍ଧାକୋବିପିଆଜ ୨ଟାଟମାଟୋ ୧ଟାରଶୁଣ ୧ କୋଲାକଞ୍ଚାଲଙ୍କା ୧ଟାଧନିଆପତ୍ରଲୁଣ ଏବଂ ଗୋଲମରିଚ ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗୋଟେ କଡ଼େଇରେ ଗୋଟିଏ ଚାମଚ ଦେଶୀ ଘିଅ ପକାଇ ଗରମ କରନ୍ତୁ। ଘିଅ ଗରମ ହୋଇଗଲେ କଟା ପିଆଜ ପକାଇ...

ଆଖି ତଳ କଳା ଦାଗ ପଡ଼ୁଛି କି?

0
ଆଖି ତଳେ କଳା ଦାଗ ପଡ଼ିଲେ ମୁହଁର ସୌନ୍ଦର୍ଯ୍ୟ ନଷ୍ଟ କରିଦେଇଥାଏ। ତେଣୁ ଏହି କଳା ଦାଗରୁ ମୁକ୍ତି ପାଇବା ପାଇଁ କ’ଣ କରିବେ ଜାଣନ୍ତୁ। ମୁହଁର ସୁନ୍ଦରତା ପାଇଁ ଆଖିର ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏକ ସୁନ୍ଦର ଆଖି ଅନ୍ୟକୁ ଆକୃଷ୍ଟ କରିଥାଏ। କିନ୍ତୁ ଆଖି...
error: Content is protected !!