ପୁଷ୍ଟିରେ ଭରପୂର ମାଣ୍ଡିଆ ଏବଂ ପାଚିଲା କଦଳୀର ସୁଜି – କେମିତି କରିବେ ପ୍ରସ୍ତୁତ
ପଲ୍ଲବୀ ସାବତ
ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଖାଦ୍ୟ। ମାଣ୍ଡିଆରେ ୩୦ ଗୁଣ ଅଧିକ କ୍ୟାଲସିୟମ୍ ଏବଂ ୪ ଗୁଣ ଅଧିକ ଲୌହସାର ରହିଛି। ଏଥିସହ ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଓ ତନ୍ତୁ ଭରି ରହିଛି। ଏହା ସ୍ୱଳ୍ପ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଥିବାରୁ ଏହାକୁ...
ବ୍ରେକ୍ଫାଷ୍ଟରେ ଖାଆନ୍ତୁ ପୁଷ୍ଟିକର ବେସନ ସୁଜି ପିଠା – ଜାଣନ୍ତୁ ପ୍ରସ୍ତୁତି
ପଲ୍ଲବୀ ସାବତ
ବ୍ରେକ୍ଫାଷ୍ଟରେ ପ୍ରସ୍ତୁତ କରନ୍ତୁ ବେସନ ସୁଜି ପିଠା। ଜାଣନ୍ତୁ କେମିତି ପ୍ରସ୍ତୁତ କରନ୍ତୁ।
ଆବଶ୍ୟକୀୟ ସାମଗ୍ରୀ
ବେସନ – ୧ କପ୍ସୁଜି – ୨ କପ୍ଦହି – ୧ କପ୍କ୍ୟାପ୍ସିକମ୍ - ୧ଟାପିଆଜ – ୧ଟାଟମାଟୋ – ୧ଟାକଞ୍ଚାଲଙ୍କା – ୧ଟାଧନିଆପତ୍ର ମୁଠାଏଅଦା ରସୁଣ ପେଷ୍ଟ – ୧...
ବ୍ରେକ୍ଫାଷ୍ଟରେ ଖାଆନ୍ତୁ ପୂର ଇଡ଼ଲି – ଜାଣନ୍ତୁ ପ୍ରସ୍ତୁତି
ପଲ୍ଳବୀ ସାବତ
ଆବଶ୍ୟକୀୟ ସାମଗ୍ରୀ:-
ବିରିଡାଲି - ୧ କପ୍
ଚାଉଳ – ୨ କପ୍ (ଉଷୁନା କିମ୍ବା ଅରୁଆ ଚାଉଳ)
ମେଥି - ୧ ଚାମଚ
ଲୁଣ ସ୍ୱାଦ ଅନୁଯାୟୀ
ନଡ଼ିଆ କୋରା -୧ କପ୍
ଗୁଡ଼ – ୧/୩ କପ୍
ଗୋଲମରିଚ ଗୁଣ୍ଡ - ଅଧା ଚାମଚ
ଗୁଜୁରାତି ଗୁଣ୍ଡ -ଅଧା ଚାମଚ
ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ବିରିଡାଲି ଏବଂ...
ପୁଷ୍ଟିକର ଓଡ଼ିଶା ପ୍ରସିଦ୍ଧ ଡାଲ୍ମା, ଜାଣନ୍ତୁ ପ୍ରସ୍ତୁତି?
ପୁଷ୍ଟିକର ଓ ସ୍ୱାଦିଷ୍ଟ ଓଡ଼ିଶା ପ୍ରସିଦ୍ଧ ଡାଲ୍ମା। ଜାଣନ୍ତୁ ଏହାର ପ୍ରସ୍ତୁତି?
ଆବଶ୍ୟକୀୟ ସାମଗ୍ରୀ:-
ଡାଲି (ହରଡ) - ୧ କପ୍କଟା ପରିବା - ୧ କପ୍ (ବାଇଗଣ, କଖାରୁ, ସାରୁ, ଦେଶୀ ଆଳୁ, ପୋଟଳ, ଜହ୍ନି)ଟମାଟୋ ଫାଳେଲୁଣ, ହଳଦିଗୁଣ୍ଡଜୀରା ଗୁଣ୍ଡ, ଡାଲଚିନି ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡଶୁଖିଲା ଲଙ୍କା...
ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ଚିତ୍ତଉ ପିଠା – ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ
ପଲ୍ଲବୀ ସାବତ
କେମିତି ପ୍ରସ୍ତୁତ କରିବେ ଚିତ୍ତଉ ପିଠା, ଜାଣନ୍ତୁ ।
ଆବଶ୍ୟକୀୟ ସାମଗ୍ରୀ
ଅରୁଆ ଚାଉଳ - 1 କପ୍ନଡ଼ିଆ କୋରା - 11/2 କପ୍ଅଳ୍ପ ଲୁଣଏକ ଚାମଚ ଦେଶୀ ଘିଅ
ପ୍ରସ୍ତୁତି ପ୍ରଣାଳୀ -:
ପ୍ରଥମେ ଅରୁଆ ଚାଉଳକୁ ଭଲ ଭାବରେ ଧୋଇ ଦେବେ। ତା’ ପରେ ଚାଉଳ ବୁଡ଼ିଲା ପର୍ଯ୍ୟନ୍ତ...
ଓଜନ ନିୟନ୍ତ୍ରଣ କରେ ଲାଉ ଜୁସ୍ – ଜାଣନ୍ତୁ ଏହାର ପ୍ରସ୍ତୁତି
ପଲ୍ଲବୀ ସାବତ
ସ୍ୱାସ୍ଥ୍ୟ ପାଇଁ ହିତକର ଲାଉ ଜୁସ୍। ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ?
ଆବଶ୍ୟକୀୟ ସାମଗ୍ରୀ
ଲାଉ – ଛୋଟ ଖଣ୍ଡପୋଦିନା ପତ୍ର – ୪ରୁ ୫ଟି ପାଖୁଡ଼ାଗୋଲମରିଚ ଗୁଣ୍ଡ – ଛୋଟ ଚାମଚରେ ଅଧ ଚାମଚଜିରା ଗୁଣ୍ଡ - ଛୋଟ ଚାମଚରେ ଅଧ ଚାମଚବିଟ ଲୁଣ – ଅଧ...
ବିଶ୍ୱ ସ୍ତନ୍ୟପାନ ସପ୍ତାହ – ସ୍ତନ୍ୟପାନ ଶିଶୁ ବିକାଶର ଅନ୍ୟତମ ବିକଳ୍ପ
ସ୍ତନ୍ୟପାନ ଦ୍ୱାରା ଉଭୟ ମା’ ଏବଂ ଶିଶୁ ଉପକୃତ ହୋଇଥାଆନ୍ତି।
ପ୍ରତିବର୍ଷ ଅଗଷ୍ଟ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ। ସମଗ୍ର ବିଶ୍ଵର ୧୨୦ଟି ଦେଶରେ ଏହା ପାଳନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ଭିତରେ ଏହି...
ଜାଣନ୍ତୁ, କେଶରେ ତେଲ ମାଲିସ୍ କରିବାର ଫାଇଦା
ପ୍ରାୟ ଲୋକ ନିଜ କେଶରେ ତେଲ ଲଗାଇବାକୁ ପସନ୍ଦ କରି ନଥା’ନ୍ତି। କିନ୍ତୁ, କେଶରେ ତେଲ ନ ଲଗାଇବା ଫଳରେ କେଶ ପାଇଁ ବିଭିନ୍ନ ସମସ୍ୟା ଉପୁଜୁଥାଏ।
କେଶରେ ତେଲ ଲଗାଇବା ଫଳରେ କେଶର ମୂଳ ମଜବୁତ୍ ହେବା ସହ ରକ୍ତ ସଞ୍ଚାଳନ ଭଲ ହୋଇଥାଏ।
ପ୍ରତିଦିନ କେଶରେ ତେଲ...
ପିରିୟଡ୍ସ ବେଳେ ଅତ୍ୟଧିକ ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି?
ପିରିୟଡ୍ସ ସମୟରେ ପ୍ରତ୍ୟେକ ମହିଳା କିଛି ନା କିଛି ଯନ୍ତ୍ରଣା ଦେଇକି ଗତି କରନ୍ତି। ଯେପରିକି କେତେକ ମହିଳାଙ୍କର ପିରିୟଡ୍ସ ବେଳେ ପେଟ ବ୍ୟଥା, ଗୋଡ଼ ହାତ ବିନ୍ଧା ଛିଟିକା ଭଳି ସମସ୍ୟା ହୋଇଥାଏ। ବେଳେବେଳେ କେତେକ ମହିଳା ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପେନ୍...
ଘରେ ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟକର ବାଦାମ ସୁପ୍
ବର୍ଷାଦିନେ ଥଣ୍ଡା ସର୍ଦ୍ଦି ଆଦି ରୋଗର ଆଶଙ୍କା ଅଧିକ ଥାଏ। ତେବେ ଏବି ସମୟରେ ନିଜ ଖାଇବା ପିଇବାର ଯଥେଷ୍ଟ ଧ୍ୟାନ ରଖିବା ଆବଶ୍ୟକ। ଖାସ୍ କରି ବର୍ଷା ଦିନେ ଗରମାଗରମ ସୁପ୍ ପିଇବା ଦ୍ୱାରା ଶରୀରକୁ ଫୂର୍ତ୍ତି ଓ ଆରାମ ଲାଗିଥାଏ। ତେଣୁ, ବର୍ଷା ଦିନମାନଙ୍କରେ...