ନିୟମିତ ଫାଷ୍ଟଫୁଡ୍‌ ଖାଉଛନ୍ତି କି?

0
ଆଜିକାଲି ଫାଷ୍ଟଫୁଡ୍‌ର ଚାହିଦା ବେଶୀ। ଛୁଆ ହୁଅନ୍ତୁ ବା ବୁଢ଼ା ସମସ୍ତେ ସେମାନଙ୍କର ନିତିଦିନିଆ ଖାଦ୍ୟଶୈଳୀରେ ଫାଷ୍ଟଫୁଡ୍‌ ଖାଉଛନ୍ତି। ହେଲେ ଏହା ସ୍ୱାସ୍ଥ୍ୟ ପାଇଁ କେତେ ଖରାପ ଜାଣିଛନ୍ତି କି? ଫାଷ୍ଟଫୁଡ୍‌ର ଅର୍ଥ ହେଉଛି ଫାଷ୍ଟ ତିଆରି ହୋଇଥିବା ଖାଦ୍ୟ ବା ଶୀଘ୍ର ପସ୍ତୁତ ହୋଇପାରୁଥିବା ଖାଦ୍ୟ। ଏଥିରେ...
watery eyes

ଆଖିରୁ ପାଣି ଗଡ଼ିବା ସମସ୍ୟା, ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

0
https://youtu.be/e0JE42oOpg4 ଆସନ୍ତୁ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟସ୍ନାତ ରଥଙ୍କଠାରୁ ଆଖିରୁ ପାଣି ଗଡ଼ିବା ସମସ୍ୟା ଓ ଏହାର ଚିକିତ୍ସା ବିଷୟରେ ଅଧିକ ଜାଣିବା। ଡାକ୍ତରଙ୍କୁ କେତେବେଳେ ପରାମର୍ଶ କରିବେ?ଆଖିରୁ ପାଣି ଗଡ଼ିବା ସମସ୍ୟାର କାରଣକେମିତି କରାଯାଏ ପରୀକ୍ଷା?ଆଖିରୁ ପାଣି ଗଡ଼ିବା ସମସ୍ୟାର ଚିକିତ୍ସାକେମିତି କରିବେ ନିରାକରଣ? ଆଖି ହେଉଛି ଆମ...
Dr Jyoti Ranjan Parida on Treatment of Arthritis

କେମିତି କରିବେ ଆର୍ଥ୍ରାଇଟିସ୍ ଚିକିତ୍ସା? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://www.youtube.com/watch?v=GHFJMdbcCng&t=3s ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗର ଚିକିତ୍ସା ସମ୍ଭବ। ଆସନ୍ତୁ ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଆର୍ଥ୍ରାଇଟିସ୍ ରୋଗ ବିଷୟରେ ଅଧିକ ଜାଣିବା। ଗଣ୍ଠିବାତ ରୋଗର ପ୍ରକାରଭେଦକେଉଁ ବୟସରେ ହୁଏ ଗଣ୍ଠିବାତ ରୋଗ?ଗଣ୍ଡିବାତ ରୋଗର ଚିକିତ୍ସାଗଣ୍ଠିବାତ ରୋଗୀ କ’ଣ ଖାଇବେ ନାହିଁ ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ...

କୋଭିଡ୍‌ ଟିକା ନେବା ପାଇଁ କେମିତି କରିବେ ପଞ୍ଜୀକରଣ?

0
ଜାନୁଆରି ୧୬ରୁ ସାରା ଦେଶରେ ଆରମ୍ଭ ହେଉଛି ଟିକାକରଣ। ଟିକା ନେବା ପାଇଁ ଜଣେ ବ୍ୟକ୍ତିଙ୍କୁ କ’ଣ କରିବାକୁ ପଡ଼ିବ? କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ‘କୋ-ୱିନ୍’ ଆପ୍ କ’ଣ ଓ ଏହା କିପରି କାମ କରେ ତାକୁ ନେଇ ଏବେ ବି ଲୋକଙ୍କ ମନରେ...
hand sanitizer

ଖାଇବାର ଠିକ୍‌ ପୂର୍ବରୁ ହାତରେ ସାନିଟାଇଜର ଲଗାଉଛନ୍ତି କି?

0
ହାତରେ ସାନିଟାଇଜର ଲଗାଇବା ପରେ ସଙ୍ଗେ ସଙ୍ଗେ ଖାଦ୍ୟ ଖାଇବା ଠିକ ନୁହେଁ। ଏବେ ସାନିଟାଇଜରର ଚାହିଦା ଖୁବ ବଢ଼ିଯାଇଛି। ସବୁ ଲୋକ ସବୁ ସମୟରରେ ଏହାର ବ୍ୟବହାର କରୁଛନ୍ତି। ଅଧିକାଂଶ ଲୋକ ସାନିଟାଇଜର ବ୍ୟବହାର କରୁଛନ୍ତି ସତ କିନ୍ତୁ ଏହାର ଠିକ ବ୍ୟବହାର ବାବଦରେ ଜାଣିନାହାନ୍ତି। ବିଶେଷ କରି...

ୟୁରିନ୍‌ ଇନ୍‌ଫେକ୍ସନ୍‌ ରୋକିବା ପାଇଁ ଆପଣାନ୍ତୁ ଏହି ସତର୍କତା

0
ମଣିଷ ଶରୀରରେ ସବୁଠୁ ଅଧିକ ଦେଖାଦେଉଥିବା ସମସ୍ୟା ଭିତରେ ୟୁରିନ୍‌ ଇନ୍‌ଫେକ୍ସନ୍‌ ସଂକ୍ରମଣ ଅନ୍ୟତମ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ। ତେବେ, ଜାଣନ୍ତୁ ୟୁରିନ୍‌ ଇନ୍‌ଫେକ୍ସନ୍‌କୁ ରୋକିବା ପାଇଁ କିଛି ସତର୍କତା। ୟୁରିନ୍‌ ଇନ୍‌ଫେକ୍ସନ୍‌ ରୋକିବା ପାଇଁ ପରିଷ୍କାର ପରିଚ୍ଛନତା ଉପରେ ଗୁରୁତ୍ୱ ଦେବା...
Dr Amrit Pattojoshi on Bipolar Disorder

କାହିଁକି ହୁଏ ବାଇପୋଲାର ଡିସଅର୍ଡର?

0
https://www.youtube.com/watch?v=Gk-xHnLedTY ବାଇପୋଲାର ଡିସଅର୍ଡର କ’ଣ? ଏହି ସମସ୍ୟା ଥିଲେ ବ୍ୟକ୍ତିଠାରେ କ’ଣ ଅସୁବିଧା ହୋଇଥାଏ? ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତ ପାଟ୍ଟଜୋଶୀଙ୍କଠାରୁ ଆସନ୍ତୁ ବାଇପୋଲାର ଡିସଅର୍ଡର ବିଷୟରେ ଅଧିକ ଜାଣିବା। ବାଇପୋଲାର ଡିସଅର୍ଡରର ପ୍ରକାରବାଇପୋଲାର ଡିସ୍‌ଅର୍ଡରର କାରଣବାଇପୋଲାର ଡିସ୍‌ଅର୍ଡରର ପରୀକ୍ଷଣବାଇପୋଲାର ଡିସ୍‌ଅର୍ଡରର ଚିକିତ୍ସାକେମିତି ରୋକିବା ବାଇପୋଲାର ଡିସଅର୍ଡର? ଆମ...
Osteoarthritis

ଚାଲିବା ବେଳେ ଆଣ୍ଠୁ ଫୁଟୁଛି କି? ଜାଣନ୍ତୁ

0
୪୦ରୁ ୫୦ ବର୍ଷ ବୟସ ପରେ ଅଷ୍ଟିଓଆର୍ଥ୍ରାଇଟିସ୍‌ର ସମସ୍ୟା ଆରମ୍ଭ ହୋଇଥାଏ। ଅଷ୍ଟିଓଆର୍ଥ୍ରାଇଟିସ୍‌ ହେଉଛି ଆର୍ଥ୍ରାଇଟିସ୍‌ର ସବୁଠାରୁ ସାଧାରଣ ରୂପ। ଆଣ୍ଠୁ, କହୁଣୀ ଏବଂ ଅଣ୍ଟା ହାଡ଼ର ଜଏଣ୍ଟ ମଧ୍ୟରେ କାର୍ଟିଲେଜ୍‌ ରହିଥାଏ, ଯାହାକି ଗଦି ଭଳି କାମ କରିଥାଏ। ଯାହାଫଳରେ ଚଳପ୍ରଚଳ ହେବା ବେଳେ ହାଡ଼ରେ ହାଡ଼...
Dr Sangram Keshari Mahapatra on Chickenpox

ହାଡ଼ଫୁଟି ହେବାର କାରଣ କ’ଣ? କେମିତି କରିବେ ଚିକିତ୍ସା

0
https://youtu.be/DY3WNDakZvg ହାଡ଼ଫୁଟି କାହିଁକି ହୁଏ? ଏହାର ସଂକ୍ରମଣକୁ କେମିତି ରୋକିପାରିବା? ସେ ବିଷୟରେ ଡାକ୍ତର ସଂଗ୍ରାମ କେଶରୀ ମହାପାତ୍ରଙ୍କଠାରୁ ଆସନ୍ତୁ ଜାଣିବା। କାହିଁକି ହୁଏ ହାଡ଼ଫୁଟି?ହାଡ଼ଫୁଟି ସଂକ୍ରମଣକୁ କେମିତି ରୋକିବେ?ହାଡ଼ଫୁଟିର ପରୀକ୍ଷଣହାଡ଼ଫୁଟିର ଚିକିତ୍ସାହାଡ଼ଫୁଟିକୁ ନେଇ ଅନ୍ଧବିଶ୍ୱାସରୁ ଦୂରେଇ ରହନ୍ତୁହାଡ଼ଫୁଟିକୁ ରୋକିବା ପାଇଁ ଟିକାଡାକ୍ତରଙ୍କ ପରାମର୍ଶ ହାଡ଼ଫୁଟି ବା ଚିକେନ୍ ପକ୍ସ ଭୂତାଣୁ ଜନିତ...
exercise

କେଉଁ ସମୟରେ କରିବେ ବ୍ୟାୟାମ?

0
ବ୍ୟସ୍ତବହୁଳ ଜୀବନରେ, ଆମେ ବ୍ୟାୟାମ କରିବାକୁ ସମୟ ପାଉନାହୁଁ। କିନ୍ତୁ, ସୁସ୍ଥ ଶରୀର ପାଇଁ ବ୍ୟାୟାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଆମକୁ ଫିଟ୍‌ ରଖିବାରେ ସାହାଯ୍ୟ କରିଥାଏ। ହେଲେ ଅଧିକାଂଶ ଲୋକ ଜାଣିନାହାନ୍ତି ବ୍ୟାୟାମ କେଉଁ ସମୟରେ କରିବା ଦରକାର। ଆସନ୍ତୁ ଜାଣିବା ବ୍ୟାୟାମ...