କୋଭିଡ୍‌ରୁ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟ ସମସ୍ୟା

0
https://youtu.be/iC52sB9yAko ପୋଷ୍ଟ କୋଭିଡ୍‌ ସିଣ୍ଡ୍ରୋମ୍‌ କ’ଣ? ଏନେଇ ଅଧିକ ଜାଣନ୍ତୁ କ୍ରିଟିକାଲ କେୟାର ମେଡିସିନ୍‌ ସ୍ପେଶାଲିଷ୍ଟ ଡାକ୍ତର ପ୍ରଶାନ୍ତ ରଞ୍ଜନ ବେହେରାଙ୍କଠାରୁ। ପୋଷ୍ଟ କୋଭିଡ୍ ସିଣ୍ଡ୍ରୋମ୍ କ’ଣ?କୋଭିଡ୍‌ରୁ ସୁସ୍ଥ ହେବା ପରର ସମସ୍ୟା ଓ ଚିକିତ୍ସାକୋଭିଡ୍‌ରୁ ସୁସ୍ଥତା ପରେ ଜୀବନଶୈଳୀକୋଭିଡ୍‌ରୁ ସୁସ୍ଥତା ପରେ ପୁଣି ସଂକ୍ରମଣର ଆଶଙ୍କା ଅଛି କି?ସୁସ୍ଥ...

ସୁସ୍ଥ ଶରୀର ପାଇଁ କରନ୍ତୁ ଏହି ଆସନ

0
ନିଜକୁ ସୁସ୍ଥ ରଖିବା ପାଇଁ ନିୟମିତ ଏହି ଆସନ ଅଭ୍ୟାସ କରନ୍ତୁ। ଯୋଗ ଶରୀର ଓ ମନକୁ ସୁସ୍ଥ ରଖିଥାଏ। ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ବିଶେଷ କରି ମଧୁମେହ ରୋଗୀମାନେ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବା ପାଇଁ ଓ ଶରୀରରେ...

ରାତିରେ ଶୋଇଥିବା ଅବସ୍ଥାରେ ଝାଳ ବାହାରୁଛି କି?

0
ଦେହରୁ ଝାଳ ବାହାରିବା ସାଧାରଣ କଥା। ରାତିରେ ଶୋଇବା ସମୟରେ ଝାଳ ବୋହିବା ଫଳରେ ଅଶ୍ୱସ୍ତିକର ଏବଂ ଅସହଜ ମନେ ହୁଏ। କୌଣସି କାମ କରୁଥିବା ବେଳେ କିମ୍ବା ଜିମ୍‌ରେ ବ୍ୟାୟମ କରୁଥିବା ସମୟରେ ଝାଳ ବାହାରିବା ସ୍ୱାଭାବିକ। ମାତ୍ର ରାତିରେ ଶୋଇବା ସମୟରେ ଝାଳ ବାହାରିଲେ ଠିକ୍‌ରେ...

ତ୍ଵଚାକୁ ସଫା କରିବା ପାଇଁ ବ୍ୟବହାର କରନ୍ତୁ ଘରୋଇ ଫେସ୍‌ଓ୍ଵାସ୍‌

0
ମୁହଁକୁ ଉଜ୍ୱଳ ଓ ଚମକଦାର କରିବା ପାଇଁ ମହିଳାମାନେ ନାନାଦି କ୍ରିମ୍‌, ଫେସ୍‌ଓ୍ୱାସ୍‌ ବ୍ୟବହାର କରିଥାଆନ୍ତି। ହେଲେ କେମିକାଲଯୁକ୍ତ ଏହି ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଉଜ୍ୱଳତା ଆସିଥାଏ, କିନ୍ତୁ କିଛି କ୍ଷଣକ ପାଇଁ। ଏହାପରେ ତ୍ୱଚାଜନିତ ବିଭିନ୍ନ ସମସ୍ୟା ଉପୁଜିଥାଏ। ଆପଣ କିଛି ଘରୋଇ...

କାହାକୁ ହୋଇପାରେ ହ୍ୱାଇଟ୍‌ ଫଙ୍ଗସ୍‌?

0
https://youtu.be/jI9fsM6HOu0 ହ୍ୱାଇଟ୍‌ ଫଙ୍ଗସ୍‌ କ’ଣ? ଏଥିରୁ ସୁରକ୍ଷିତ ରହିବେ କିପରି? ଏନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନୀଲ କୁମାର କୋଟା କ’ଣ କହୁଛନ୍ତି, ଜାଣନ୍ତୁ। ହ୍ୱାଇଟ୍ ଫଙ୍ଗସ୍ କ’ଣ? (What is White Fungus in Odia) ବ୍ଲାକ୍‌ ଫଙ୍ଗସ୍‌ ପରେ ବର୍ତ୍ତମାନ ହ୍ୱାଇଟ୍‌ ଫଙ୍ଗସ୍‌ ସଂକ୍ରମଣ ଦେଖାଦେବାରେ ଲାଗିଛି। କୋଭିଡ୍‌-୧୯ରେ...

ବିଶ୍ୱ ତମାଖୁ ବର୍ଜନ ଦିବସ – ତମାଖୁ ବର୍ଜନ କରନ୍ତୁ, ସୁସ୍ଥ ଜୀବନ ଆପଣାନ୍ତୁ

0
ପ୍ରତିବର୍ଷ ମେ’ ୩୧ରେ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଏ। ଏହି ଦିବସ ମାଧ୍ୟମରେ ତମାଖୁ ସେବନ ଦ୍ୱାରା ହେଉଥିବା କ୍ଷତି ବିଷୟରେ ଲୋକଙ୍କୁ ସଚେତନ କରାଯାଏ। ଫିଲ୍ମ ଆରମ୍ଭ ପୂର୍ବରୁ କିମ୍ବା ଟେଲିଭିଜନରେ ବିଭିନ୍ନ ସମୟରେ ଏକ ବାର୍ତ୍ତା ଆସିଥାଏ ଯେ  ‘ତମାଖୁ ସ୍ୱାସ୍ଥ୍ୟ...
mobile

ଲମ୍ବା ସମୟ କମ୍ପ୍ୟୁଟର ବ୍ୟବହାର କରି ଆଖି ଯନ୍ତ୍ରଣା ହେଉଛି କି?

0
କୋଭିଡ୍‌ ମହାମାରୀ ଯୋଗୁଁ ଅଧିକାଂଶ ଲୋକ ଓ୍ଵାର୍କ ଫ୍ରମ୍‌ ହୋମ୍‌ କରୁଛନ୍ତି। ପିଲାମାନେ ଘରେ ରହି ଅନ୍‌ଲାଇନ୍‌ କ୍ଲାସ୍‌ କରୁଥିବା ବେଳେ ଅନ୍ୟ ବର୍ଗର ଲୋକମାନେ ଅଧିକାଂଶ ସମୟ ମୋବାଇଲ ଫୋନ୍‌ର ବ୍ୟବହାର କରୁଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ସମସ୍ତେ ଅନ୍‌ଲାଇନ୍‌ ଉପରେ ନିର୍ଭରଶୀଳ। ପିଲାଙ୍କ ଅନ୍‌ଲାଇନ୍‌ କ୍ଲାସ୍‌,...

କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ?

0
https://youtu.be/2v_rXp8muPo ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ପାଇଁ କେଉଁଭଳି ଖାଦ୍ୟ ଖାଇବେ? କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେ? ଏନେଇ ଖାଦ୍ୟ ବିଶେଷଜ୍ଞ ନିହାରିକା ଦାଶଙ୍କଠାରୁ ଅଧିକ ଜାଣନ୍ତୁ। କୋଭିଡ୍‌ରୁ ସୁସ୍ଥ ହେବା ପରେ କ’ଣ ଖାଇବେରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବେ କିପରି?ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜଭୁତ...

ଭଲ ନିଦ ପାଇଁ ରାତିରେ ପିଅନ୍ତୁ ହଳଦୀ ମିଶ୍ରିତ କ୍ଷୀର – ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

0
ପଲ୍ଲବୀ ସାବତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପ୍ରତିଦିନ ପିଅନ୍ତୁ ହଳଦୀମିଶ୍ରିତ କ୍ଷୀର। ଆବଶ୍ୟକୀୟ ସାମଗ୍ରୀ ଗୋଟେ ଗ୍ଲାସ୍‌ କ୍ଷୀରଅଧା ଚାମଚ ଚିନିଗୋଟେ ଚାମଚ ହଳଦୀଅଳ୍ପ ଗୋଲମରିଚ ଗୁଣ୍ଡ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗ୍ୟାସ୍‌ରେ ଗୋଟେ ସସ୍‌ପେନ୍‌ ବସାନ୍ତୁ। ସେଥିରେ ଗୋଟେ ଗ୍ଲାସ୍‌ କ୍ଷୀର ଢାଳି ଫୁଟାନ୍ତୁ। କ୍ଷୀର ଫୁଟିଗଲେ ଏଥିରେ ଗୋଟେ...

ସ୍ୱାସ୍ଥ୍ୟ ପାଇଁ ହିତକର ଏହି ସୁପ୍‌ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

0
ପଲ୍ଲବୀ ସାବତ ପ୍ରସ୍ତୁତ କରନ୍ତୁ ସୁଆଦିଆ, ସ୍ୱାସ୍ଥ୍ୟକର ପୋଦିନା ପତ୍ର, ଭୁର୍ସଙ୍ଗ ପତ୍ର ଓ ଧନିଆ ପତ୍ର ସୁପ୍‌। ଆବଶ୍ୟକୀୟ ସାମଗ୍ରୀ ପୋଦିନା ପତ୍ରଭୁର୍ସଙ୍ଗ ପତ୍ରଧନିଆ ପତ୍ରତାଳଗୁଡ଼ ମିଶ୍ରିବିଟ୍‌ ଲୁଣଅଦା ଖଣ୍ଡେଲେମ୍ବୁ ଅଧିକ ପଢ଼ନ୍ତୁ: ଖରାଦିନେ ପିଅନ୍ତୁ ପୋଦିନା ପତ୍ର ସୁପ୍‌ ପ୍ରସ୍ତୁତି ପ୍ରଣାଳୀ ସମାନ ମାତ୍ରାର ପୋଦିନା ପତ୍ର, ଧନିଆ ପତ୍ର ଓ ଭୁର୍ସଙ୍ଗ...
error: Content is protected !!