baby

ଛୋଟ ଛୁଆଙ୍କୁ କେବେଠୁ ଦେବେ ଖଟା ଜାତୀୟ ଖାଦ୍ୟ?

0
ଛୋଟ ଛୁଆମାନଙ୍କୁ ଖଟା ଜାତୀୟ ଖାଦ୍ୟ ଖାଇବାକୁ ମନା କରାଯାଇଥାଏ। କିନ୍ତୁ ଦହି ଭଳି କେତେକ ଖଟା ଦ୍ରବ୍ୟ ଖାଇବା ଦ୍ୱାରା ସେମାନଙ୍କ ହାଡ଼ ମଜଭୁତ ହୋଇଥାଏ। ସାଧାରଣତଃ ଛୋଟ ବେଳେ ପିଲାମାନଙ୍କୁ ଖଟା ଜାତୀୟ ଖାଦ୍ୟ ଖାଇବାକୁ ଦିଆଯାଇନଥାଏ। ଛୋଟ ପିଲାମାନେ କ୍ଷୀର ଜାତୀୟ ଖାଦ୍ୟ ଖାଇବାକୁ...
food

କେମିତି ଖାଇବେ ଖାଦ୍ୟ?

0
ଖାଦ୍ୟ ଖାଇବାକୁ ନେଇ କିଛି ଜାଣିବା କଥା। ଖାଦ୍ୟ ଖାଇବା ପୂର୍ବରୁ ହାତକୁ ସାବୁନରେ ଧୋଇ ଖାଆନ୍ତୁ। ନିୟମିତ ସୁଷମ ଖାଦ୍ୟ ଗ୍ରହଣ କରିବା ଉଚିତ। ପେଟ ପୂରା ଖାଆନ୍ତୁ ନାହିଁ। ନିୟମିତ ତନ୍ତୁଯୁକ୍ତ ଖାଦ୍ୟ ଯଥା: ଶାଗ, ଫଳ, ସାଲାଡ, ଡାଲି, ପନିପରିବା ଜାତୀୟ ଶାକାହାରୀ ଖାଦ୍ୟଗ୍ରହଣ କରିବା ଉଚିତ। ଚା ଓ...

ସାଇଲେଣ୍ଟ ଷ୍ଟ୍ରୋକ୍ ବିଷୟରେ ଜାଣନ୍ତୁ

0
ସାଧାରଣତଃ କୌଣସି ବ୍ୟକ୍ତିଙ୍କ ନିକଟରେ ଷ୍ଟ୍ରୋକର ଲକ୍ଷଣ ଦେଖାଗଲେ ପରିବାର ଲୋକ ତାଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଥାନ୍ତି। କିନ୍ତୁ ସାଇଲେଣ୍ଟ ଷ୍ଟ୍ରୋକରେ ଏପରି ହୋଇନଥାଏ। ଏହି ସମୟରେ ସେପରି କିଛି ବଡ଼ ଧରଣର ଲକ୍ଷଣ ଦେଖାଯାଉଥିବାରୁ ଏହା ଅଧିକ ଘାତକ ହୋଇଥାଏ।ଜାଣନ୍ତୁ, ସାଇଲେଣ୍ଟ ଷ୍ଟ୍ରୋକର ମୁଖ୍ୟ...

ଜାଣିଛନ୍ତି କି? ଦୁବ ଘାସର ଫାଇଦା ବାବଦରେ

0
ଅଧିକ ପଢ଼ନ୍ତୁ: ସଠିକ ହଜମର ୩ଟି ସରଳ ଉପାୟ ବିଭିନ୍ନ ପୂଜା ବା ଶୁଭକାର୍ଯ୍ୟରେ ଦୁବ ଘାସକୁ ବ୍ୟବହାର କରାଯାଏ। ଏହା ଏକ ପ୍ରାକୃତିକ ମହୋଷଧି। ଦୁବରେ ଫାଇବର୍, ପ୍ରୋଟିନ୍, ଫସ୍‌ଫରସ୍, ପୋଟାସିୟମ୍, କ୍ୟାଲସିୟମ୍, ପ୍ରୋଟିନ୍‌ ଆଦି ପୋଷକ ତତ୍ୱ ଭରି ରହିଛି। ସୌନ୍ଦର୍ଯ୍ୟ ଉପଚାର, ହାଲିଆ ଲାଗିବା,...
back pain

ଅଫିସରେ ଗୋଟିଏ ଜାଗାରେ ଅଧିକ ସମୟ ବସୁଛନ୍ତି କି?

0
ଅଫିସରେ ଅଧିକ ସମୟ ଗୋଟିଏ ଜାଗାରେ ବସି ରହିବା ଯୋଗୁଁ ମଧୁମେହ ଏବଂ ହୃଦ ରୋଗ ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ସେସବୁରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଟିପ୍ସ। ଆଜିକାଲି ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ଦେହ ପ୍ରତି ପ୍ରାୟ କମ ଲୋକ ଯତ୍ନବାନ ରହୁଛନ୍ତି।...
skin care

କଳା ଲୁଣରୁ ପାଆନ୍ତୁ ସୁନ୍ଦର ତ୍ୱଚା

0
ରାଇତାରୁ ଆରମ୍ଭ କରି ସାଲାଡ୍‌ର ସ୍ୱାଦ ବଢ଼ାଇବା ଯାଏଁ କଳା ଲୁଣ ପ୍ରାୟ ସମସ୍ତଙ୍କ ଘରେ ବ୍ୟବହାର ହୋଇଥାଏ। କିନ୍ତୁ ସୌନ୍ଦର୍ଯ୍ୟଚର୍ଚ୍ଚା ତଥା ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସଂପର୍କରେ ଅଧିକାଂଶ ଜାଣିନଥାନ୍ତି। ଏହାକୁ ଆପଣ ତ୍ୱଚା ଏବଂ କେଶର ବିଭିନ୍ନ ସମସ୍ୟାର ଉପଚାର ପାଇଁ ବ୍ୟବହାର...

ହୋଲି ଖେଳିବା ପୂର୍ବରୁ ଆପଣାନ୍ତୁ ଏହି ଟିପ୍ସ

0
ବର୍ଷକୁ ଥରେ ଆସେ ହୋଲି ପର୍ବ। ଆମ ଦେଶବାସୀଙ୍କ ପାଇଁ ଏହା ଏକ ହର୍ଷଉଲ୍ଲାସର ଦିବସ। ହେଲେ ସଠିକ ଭାବରେ ଏହି ପର୍ବ ପାଳନ ନ କଲେ ଏହା ବେଳେ ବେଳେ ଡାକିଆଣିଥାଏ ଅନେକ ଅସୁବିଧା ଓ ବିପଦ। ଏହି ଭଳି ଏକ ଦିଗ ହେଲା ହୋଲିର...
sleeplessness reason

ରାତିରେ ଡେରି ପର୍ଯ୍ୟନ୍ତ ଅନିଦ୍ରା ରହୁଛନ୍ତି କି, ହୋଇପାରେ ସମସ୍ୟା?

0
ବହୁ ଗବେଷକଙ୍କ ମତରେ ଏକ ସାଧାରଣ ମନୁଷ୍ୟ ପାଇଁ ଦୈନିକ ଅତିକମରେ ୭ ରୁ ୮ ଘଣ୍ଟାର ନିଦ ଜରୁରୀ ଅଟେ। ଏଥିରୁ ବିଚ୍ୟୁତି ନିଶ୍ଚିନ୍ତ ରୂପେ କ୍ଷତିକାରକ। ତେଣୁ ପ୍ରକୃତରେ ପର୍ଯାପ୍ତ ପରିମାଣର ନିଦର ଅଭାବରେ କି କି ଅସୁବିଧା ହୁଏ ଜାଣି ରଖନ୍ତୁ। ସାଧାରଣ ଭାବରେ...
mobile phone during pregnancy

ଗର୍ଭାବସ୍ଥାରେ ଅଧିକ ମୋବାଇଲ ଫୋନର ବ୍ୟବହାର ହୋଇପାରେ କ୍ଷତିକାରକ

0
ଗର୍ଭବତୀ ମହିଳାଙ୍କ ପାଇଁ ସ୍ମାର୍ଟଫୋନ ଘାତକ ସାବ୍ୟସ୍ତ ହୋଇପାରେ। ଏଭଳି କି ଗର୍ଭପାତର ଆଶଙ୍କା ମଧ୍ୟ ଉପୁଜିବାର ଆଶଙ୍କା ରହିଛି। ଅଧିକ ପଢ଼ନ୍ତୁ: ମସ୍ତିଷ୍କ ଏବଂ ଶରୀରକୁ କ୍ଷତି ପହଞ୍ଚାଏ ମୋବାଇଲ ଆଜିକାଲି ସମୟରେ ମୋବାଇଲ ପ୍ରତ୍ୟେକ ମଣିଷର ସବୁଠାରୁ ଜରୁରୀ ଉପକରଣ ହୋଇଗଲାଣି। ମୋବାଇଲ ବିନା କିଛି କ୍ଷଣ...
dates for health

କ’ଣ ରହିଛି ଖଜୁରି କୋଳିର ଉପକାରୀ ଗୁଣ ଆସନ୍ତୁ ଜାଣିବା

0
ଖଜୁରି କୋଳି ଖାଇବାକୁ ଯେତିକି ସ୍ଵାଦିଷ୍ଟ ହୋଇଥାଏ, ତା’ଠାରୁ ଅଧିକ ଫାଇଦା ଶରୀର ପାଇଁ ରହିଥାଏ। ଖଜୁରି କୋଳିରେ ଆଇରନ୍, ମିନେରାଲ୍ସ, କ୍ୟାଲସିୟମ୍, ଫସଫରସ୍ ଓ ଭିଟାମିନ୍ ଭରପୁର ମାତ୍ରାରେ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବଢ଼ାଇବାରେ ସହାୟକ ହୋଇଥାଏ। ଡାଇବେଟିସ୍ ଓ ହୃଦରୋଗ: ଗ୍ଲୁକୋଜରେ...
error: Content is protected !!