ଏରୋବିକ୍‌ ଏକ୍ସରସାଇଜ୍‌ – ଓଜନ କମ୍‌ କରିବାର ସମାଧାନ

0
ଓଜନ କମ୍‌ କରିବା ପାଇଁ ଏବଂ ଫିଟ୍‌ ରହିବା ପାଇଁ ଏରୋବିକ୍‌ ଏକ ଉତ୍ତମ ବ୍ୟାୟାମ। ନିୟମିତ ଏରୋବିକ୍‌ ଏକ୍ସରସାଇଜ୍‌ କରିବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ। ଆସନ୍ତୁ ଜାଣିବା ଏରୋବିକ୍‌ ଏକ୍ସରସାଇଜ୍‌ କରିବାର ଫାଇଦା ସମ୍ପର୍କରେ। ହୃଦୟ ସୁସ୍ଥ ରହେ ହୃଦ୍‌ରୋଗୀଙ୍କୁ ଡାକ୍ତର ଏରୋବିକ୍ସ ଏକ୍ସରସାଇଜ୍‌ କରିବାକୁ ପରାମର୍ଶ...

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି? – ଜାଣନ୍ତୁ ସାତ ଦିନିଆ ଡାଏଟ୍‌ ପ୍ଲାନ୍

0
‌ଓଜନ କମ୍‌ କରିବା ପାଇଁ ୨୦ ପ୍ରତିଶତ ବ୍ୟାୟାମ ଓ ୮୦ ପ୍ରତିଶତ ଡାଏଟ୍‌ର ଭୂମିକା ରହିଛି। ତେଣୁ ଡାଏଟ୍‌ ଉପରେ ଧ୍ୟାନ ଦେଲେ ଓଜନ କମ୍‌ ହେବାର ସମ୍ଭାବନା ରହିଛି। ସୋମବାର ଜଳଖିଆ: ୩/୪ କପ୍ କର୍ଣ୍ଣଫ୍ଲେକ୍ସ, ଗୋଟିଏ କଦଳୀ କିମ୍ବା ସେଓ, ୧ କପ୍ କ୍ଷୀର। ମଧ୍ୟାହ୍ନଭୋଜନ: ଭାତ,...

ନିୟମିତ କରନ୍ତୁ ଏହି ବ୍ୟାୟାମ – କମିବ ପେଟ

0
ପୂରା ଶରୀରକୁ ସୁଦୃଢ଼ ଓ ମଜଭୁତ କରିବା ପାଇଁ ପ୍ଲାଙ୍କ୍‌ ହେଉଛି ଉତ୍ତମ ବ୍ୟାୟାମ। ପ୍ଲାଙ୍କ୍‌ କରିବା ଦ୍ୱାରା ଅଣ୍ଟା, ପେଟ, ମେରୁଦଣ୍ଡ ସୁଦୃଢ଼ ରହିଥାଏ। ପ୍ଲାଙ୍କ୍‌ କରିବାର ଫାଇଦା ଆପଣ କେତେ ସମୟ ପ୍ଲାଙ୍କ୍‌ କରୁଛନ୍ତି, ସେହି ଅନୁଯାୟୀ ଆପଣଙ୍କ କ୍ୟାଲୋରି ଖର୍ଚ୍ଚ ହେବ। ମନେକର, ଜଣେ ୬୫...

ଏହି ୫ଟି ବ୍ୟାୟାମ କରନ୍ତୁ, ଫିଟ୍ ରହନ୍ତୁ

0
https://www.youtube.com/watch?v=NxNQzLGCNp0 ଘରେ ଥାଇ ମଧ୍ୟ ଫିଟ୍ ରହିପାରିବେ। ଆସନ୍ତୁ କରାଟେ କୋଚ୍ ତଥା ଫିଟ୍‌ନେସ୍ ବିଶେଷଜ୍ଞ ହରିପ୍ରସାଦ ପଟ୍ଟନାୟକଙ୍କଠାରୁ ଶିଖିବା ୫ଟି ସରଳ ବ୍ୟାୟାମ। ସ୍ପଟ୍‌ ଜଗିଂଜମ୍ପିଂ ଜ୍ୟାକ୍‌ହିପ୍‌ ଟୁଇଷ୍ଟଲେଗ୍‌ ରେଜ୍‌ ଟୁ ଆର୍ମ ପାମବରପି ଲୋକଙ୍କୁ ଶାରୀରିକ ଭାବେ ଫିଟ୍ ରହିବା ପାଇଁ ବ୍ୟାୟାମ କରିବା ଜରୁରୀ। ହେଲେ ଘରେ ରହିବି ବିନା କୌଣସି ଉପକରଣ ସାହାଯ୍ୟରେ ଏବଂ କମ୍‌ ସ୍ଥାନରେ...
exercise

କେଉଁ ସମୟରେ କରିବେ ବ୍ୟାୟାମ?

0
ବ୍ୟସ୍ତବହୁଳ ଜୀବନରେ, ଆମେ ବ୍ୟାୟାମ କରିବାକୁ ସମୟ ପାଉନାହୁଁ। କିନ୍ତୁ, ସୁସ୍ଥ ଶରୀର ପାଇଁ ବ୍ୟାୟାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଆମକୁ ଫିଟ୍‌ ରଖିବାରେ ସାହାଯ୍ୟ କରିଥାଏ। ହେଲେ ଅଧିକାଂଶ ଲୋକ ଜାଣିନାହାନ୍ତି ବ୍ୟାୟାମ କେଉଁ ସମୟରେ କରିବା ଦରକାର। ଆସନ୍ତୁ ଜାଣିବା ବ୍ୟାୟାମ...

କରନ୍ତୁ ଏହି ବ୍ୟାୟାମ – ପେଟରୁ କମିବ ଚର୍ବି

0
ପେଟର ଚର୍ବି କମେଇବାକୁ କିଏ ବା ନ ଚାହେଁ। ଆଜିକାଲି ପିଲାଠୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ପେଟର ଚର୍ବିକୁ ନେଇ ଚିନ୍ତିତ। ଅତ୍ୟଧିକ ପେଟର ଚର୍ବି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଏହା ଉଚ୍ଚ ରକ୍ତ ଶର୍କରା, ଉଚ୍ଚ କୋଲେଷ୍ଟ୍ରଲ, ଉଚ୍ଚ...

ଚର୍ବି କମ୍‌ କରିବା ପାଇଁ କ’ଣ କରିବେ, କ’ଣ ନାହିଁ?

0
ଅଧିକ ପଢ଼ନ୍ତୁ: ମେଦ ବହୁଳତା ଯୋଗୁଁ କ’ଣ ଅସୁବିଧା ହୁଏ? ଆପଣ ଯେତିକି କ୍ୟାଲୋରିର ଖାଦ୍ୟ ଖାଉଛନ୍ତି, ସେତିକି କ୍ୟାଲୋରି ଖର୍ଚ୍ଚ ହେଲେ ଆପଣଙ୍କ ଓଜନ ସ୍ଥିର ରହିବ। ହେଲେ କ୍ୟାଲୋରିଯୁକ୍ତ ଖାଦ୍ୟ ଅଧିକ ଖାଇଲେ ଓ ଖର୍ଚ୍ଚ ନ ହେଲେ ଆପଣଙ୍କ ଓଜନ ବୃଦ୍ଧି ପାଇବ। ଜାଣନ୍ତୁ,...

ଅଫିସ୍‌ ସମୟରେ ବି ଆପଣ ଯୋଗ କରିପାରିବେ – ଜାଣନ୍ତୁ କେମିତି?

0
ଅଫିସ୍‌ରେ ଅଧିକ ସମୟ ବସିରହି କାର୍ଯ୍ୟ କରୁଥିଲେ କରନ୍ତୁ ଏହି ଯୋଗ। ୮ରୁ ୧୦ ଘଣ୍ଟା ଧରି ଡେସ୍କରେ ବସି ରହି କାମ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଅଧିକ ସମୟ ବସି ରହି କାମ କରିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ...

ସାଇକେଲ ଚଳାନ୍ତୁ – ଓଜନ କମାନ୍ତୁ

0
ଅଧିକ ପଢ଼ନ୍ତୁ: ଆପଣଙ୍କ ଉଚ୍ଚତା ଅନୁସାରେ ଓଜନ ଠିକ୍‌ ଅଛି ତ? ସାଇକେଲ ଚଳାଇବା ଦ୍ୱାରା କେବଳ ଯେ ବ୍ୟାୟାମ ହୋଇଥାଏ ତା’ ନୁହେଁ, ମାନସିକ ଭାବେ ବ୍ୟକ୍ତିକୁ ଏହା ସୁସ୍ଥ ରଖିଥାଏ। ସାଇକେଲ ଚାଳନାର ଅନ୍ୟ କିଛି ଉପକାରିତା ଜାଣନ୍ତୁ। ହୃତପିଣ୍ଡ ସୁସ୍ଥ ରହେ: ସାଇକେଲ ଚଳାଇବା ଦ୍ୱାରା...
water

‘ଜିଏମ୍‌ ଡାଏଟ୍‌’ ଅନୁସରଣ କରୁଥିଲେ ଜାଣିରଖନ୍ତୁ

0
ଅଧିକ ପଢ଼ନ୍ତୁ: ସାତ ଦିନିଆ ଡାଏଟ୍‌ ପ୍ଲାନ୍‌ ଆପଣାନ୍ତୁ – କମିବ ଓଜନ ଜିଏମ୍ ଡାଏଟ୍ ହେଉଛି ଏକ ୭ ଦିନର ସରଳ ଆହାର ଯୋଜନା। ଯାହାକି ଶୀଘ୍ର ଓଜନ କମ୍‌ କରିବାରେ ସାହାଯ୍ୟ କରେ। ହେଲେ ଏହାର ବି ପାର୍ଶ୍ୱପ୍ରତିକ୍ରିୟା ରହିଛି। ଶୀଘ୍ର ଓଜନ କମ୍‌ କରିବା ନିଶାରେ ଲୋକେ...
error: Content is protected !!