ଉଚ୍ଚତା ଅନୁସାରେ ଓଜନ କେତେ ରହିବା ଆବଶ୍ୟକ। ଜାଣନ୍ତୁ।

ଯେତେବେଳେ ଜଣେ ବ୍ୟକ୍ତିଙ୍କ ଓଜନ ତାଙ୍କ ଉଚ୍ଚତା ଅନୁଯାୟୀ ରହିଥାଏ, ତେବେ ଏହାକୁ ସୁସ୍ଥ ଓଜନ କୁହାଯାଏ। ହେଲେ ଉଚ୍ଚତା ଅନୁସାରେ ଓଜନ କମ୍‌ ବା ବେଶୀ ହୁଏ, ତାହାହେଲେ ଏହା ଅସାମାନ୍ୟ। ଏହି ଓଜନ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ। ଆସନ୍ତୁ, ଜାଣିବା ଆପଣଙ୍କ ଉଚ୍ଚତା ଅନୁସାରେ ଓଜନ ଠିକ୍‌ ରହିଛି ତ?

ପୁରୁଷ

ଉଚ୍ଚତା – ଓଜନ

୪’୬” – ୨୮.୫-୩୪.୯ କିଲୋଗ୍ରାମ

୪’୭” – ୩୦.୮-୩୮.୧ କିଲୋଗ୍ରାମ

୪’୮” – ୩୩.୫-୪୦.୮ କିଲୋଗ୍ରାମ

୪’୯” – ୩୫.୮-୪୩.୯ କିଲୋଗ୍ରାମ

୪’୧୦” – ୩୮.୫-୪୬.୭ କିଲୋଗ୍ରାମ

୪’୧୧” – ୪୦.୮-୪୯.୯ କିଲୋଗ୍ରାମ

୫’୦” – ୪୧-୫୩ କିଲୋଗ୍ରାମ

୫’୧” – ୪୫.୮-୫୫.୮ କିଲୋଗ୍ରାମ

୫’୨” – ୪୮.୧-୫୮.୯ କିଲୋଗ୍ରାମ୍‌

୫’୩” – ୫୦.୮-୬୦.୧ କିଲୋଗ୍ରାମ୍‌

୫’୪” – ୫୦-୬୪.୮ କିଲୋଗ୍ରାମ

୫’୫” – ୫୫.୩-୬୮ କିଲୋଗ୍ରାମ୍‌

୫’୬” – ୫୮-୭୦.୭ କିଲୋଗ୍ରାମ୍‌

୫’୭” – ୬୦.୩-୭୩.୯ କିଲୋଗ୍ରାମ୍‌

୫’୮” – ୬୩-୭୦.୬ କିଲୋଗ୍ରାମ୍‌

୫’୯” – ୬୫.୩-୭୯.୮ କିଲୋଗ୍ରାମ୍‌

୫’୧୦” – ୬୭.୬-୮୩ କିଲୋଗ୍ରାମ

୫’୧୧” – ୭୦.୩-୮୫.୭ କିଲୋଗ୍ରାମ୍‌

୬’୦” – ୭୨.୬-୮୮.୯ କିଲୋଗ୍ରାମ

ମହିଳା

ଉଚ୍ଚତା – ଓଜନ

୪’୬” – ୨୮.୫-୩୪.୯ କିଲୋଗ୍ରାମ

୪’୭” – ୩୦.୮-୩୭.୬ କିଲୋଗ୍ରାମ

୪’୮” – ୩୨.୬-୩୯.୯ କିଲୋଗ୍ରାମ

୪’୯” – ୩୪.୯-୪୨.୬ କିଲୋଗ୍ରାମ

୪’୧୦” – ୩୬.୪-୪୪.୯ କିଲୋଗ୍ରାମ

୪’୧୧” – ୩୯-୪୭.୬ କିଲୋଗ୍ରାମ

୫’୦” – ୪୦.୮-୪୯.୯ କିଲୋଗ୍ରାମ

୫’୧” – ୪୩.୧-୫୨.୬ କିଲୋଗ୍ରାମ

୫’୨” – ୪୪.୯-୫୪.୯ କିଲୋଗ୍ରାମ୍‌

୫’୩” – ୪୭.୨-୫୭.୬ କିଲୋଗ୍ରାମ୍‌

୫’୪” – ୪୯-୫୯.୯ କିଲୋଗ୍ରାମ

୫’୫” – ୫୧.୨-୬୨.୬ କିଲୋଗ୍ରାମ୍‌

୫’୬” – ୫୩-୬୪.୮ କିଲୋଗ୍ରାମ୍‌

୫’୭” – ୫୫.୩-୬୭.୬ କିଲୋଗ୍ରାମ୍‌

୫’୮” – ୫୭.୧-୬୯.୮ କିଲୋଗ୍ରାମ୍‌

୫’୯” – ୫୯.୪-୭୨.୬ କିଲୋଗ୍ରାମ୍‌

୫’୧୦” – ୬୧.୨-୭୪.୮ କିଲୋଗ୍ରାମ

୫’୧୧” – ୬୩.୫-୭୭.୫ କିଲୋଗ୍ରାମ୍‌

୬’୦” – ୬୫.୩-୭୯.୮ କିଲୋଗ୍ରାମ