କରୋନା ସଂକ୍ରମିତଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ଅଧିକ – ଅଭିଭାବକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ବିଶେଷଜ୍ଞ

0
ଦ୍ୱିତୀୟ ଲହରି କରୋନା ସଂକ୍ରମଣରେ ଅଧିକରୁ ଅଧିକ ଶିଶୁ ସଂକ୍ରମିତ ହେଉଛନ୍ତି। ତେଣୁ ଏ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ କୁହାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଶିଶୁ ରୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପିଲାଙ୍କୁ ସୁରକ୍ଷିତ ରଖିବା ଲାଗି ଅଭିଭାବକମାନେ ବିଶେଷ ଧ୍ୟାନ ଦେବା ଦରକାର। ଗତବର୍ଷ...

ରାଜ୍ୟରେ ଦିନକରେ ୩୧୪୪ ପଜିଟିଭ୍ ଚିହ୍ନଟ

0
ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲାଣି। ଲଗାତାର ଦୁଇ ଦିନ ହେବ ୩ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଆଜି ୩୧୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୨୩ଜଣ ଚିହ୍ନଟ ହୋଇଥିବା...

ଦେଶରେ ଭୟଙ୍କର ରୂପ ନେଉଛି କରୋନା – ଦିନକରେ ୨ଲକ୍ଷ ପାର୍

0
ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଲଗାତର ଦେଶରେ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଉପରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୩୪ ହଜାର ୬୯୨ ନୂଆ ମାମଲା ଚିହ୍ନଟ ହୋଇଛି।...

‘‘କରୋନା ଦ୍ୱିତୀୟ ଲହରିରେ ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବଗୋଷ୍ଠୀ ଓ ଶିଶୁ’’

0
କରୋନାର ଦ୍ୱତୀୟ ଷ୍ଟ୍ରେନ୍‌ରେ ଯୁବକମାନେ ବେଶୀ ଆକ୍ରାନ୍ତ ହେଉଛନ୍ତି - ଡାକ୍ତର ବିଜୟ ପାଣିଗ୍ରାହୀ। କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ରେ ଯୁବଗୋଷ୍ଠୀ ଅଧିକ ସଂକ୍ରମିତ ହେଉଛନ୍ତି। ଏପରିକି ୧୮ ବର୍ଷରୁ କମ୍‌ ବୟସ୍କ ଆକ୍ରାନ୍ତ ମାମଲା ଅଧିକ ଆସୁଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର...
corona

ରାଜ୍ୟରେ ଥମିବାର ନା ନେଉନାହିଁ କରୋନା – ଦିନକରେ ୩୧୦୮ ପଜିଟିଭ୍

0
ରାଜ୍ୟରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଦୈନିକ ବଢୁଛି ପଜିଟିଭ୍ ସଂଖ୍ୟା। ୨୪ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୧୦୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୦୬ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବାବେଳେ, ୧୩୦୨ ଲୋକଲ୍ ସଂକ୍ରମିତ ରହିଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ...

ଦେଶରେ ୨ଲକ୍ଷ ପାର୍‌ କରୋନା ସଂକ୍ରମଣ, ୧୦୩୮ ମୃତ

0
ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ, ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ପୂର୍ବ ଅପେକ୍ଷା ଚଳିତ ବର୍ଷ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି। ଦୈନିକ ସଂକ୍ରମଣ ଦୁଇଗୁଣା ବୃଦ୍ଧି ପାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୂତାବକ, ଗତ ୨୪ଘଣ୍ଟା ମଧ୍ୟରେ ୨ଲକ୍ଷ ୭୩୯...

ସୁନ୍ଦରଗଡ଼ରୁ ସର୍ବାଧିକ ୪୫୮ କରୋନା ପଜିଟିଭ୍‌ ଚିହ୍ନଟ

0
ରାଜ୍ୟରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି। ଦିନକୁ ଦିନ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା। କରୋନା ଲେଉଟାଣି ପରେ ପ୍ରଥମ ଥର ପାଇଁ ଆଜି ରାଜ୍ୟରୁ ୨ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଦିନକରେ ୨୨୬୭ ପଜିଟିଭ୍ ଚିହ୍ନଟ...
corona

ଦେଶରେ କରୋନାର ଭୟଙ୍କର ପରିସ୍ଥିତି – ଦିନକରେ ୨ ଲକ୍ଷ ମୁହାଁ କରୋନା ସଂକ୍ରମଣ

0
ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୧ ଲକ୍ଷ ୮୪ ହଜାର ୩୭୨ ଜଣ ନୂଆ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୧୦୨୭ ଜଣଙ୍କ ମୃତ୍ୟୁ...
Subroto Bagchi on Transforming Cancer & Palliative care in Odisha

କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଦିନେ ଭାରତରେ ଅଗ୍ରଣୀ କେନ୍ଦ୍ର ହେବ – ସୁବ୍ରତ ବାଗ୍‌ଚୀ

0
https://www.youtube.com/watch?v=ewwnMaNA2BE ଓଡ଼ିଶାରେ କ୍ୟାନ୍‌ସର ଚିକିତ୍ସାର ସ୍ଥିତି ଓ ଏହାର ନିରାକରଣ ସମ୍ପର୍କରେ ସ୍ୱାସ୍ଥ୍ୟପ୍ଲସ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ସୁବ୍ରତ ବାଗ୍‌ଚୀ। ଓଡ଼ିଶାରେ ଏକ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ୍‌‌ ସହ ଏକ ପାଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠା ଲାଗି ୩୪୦ କୋଟି ଟଙ୍କା ଦାନ ଘୋଷଣା କରି ସୋମବାର ଦିନ...

ଓଡ଼ିଶାରେ ଗରିବ ଲୋକଙ୍କୁ ମାଗଣାରେ ଆଧୁନିକ କ୍ୟାନସର ଚିକିତ୍ସା ଓ ପାଲିଏଟିଭ କେୟାର ଯୋଗାଇଦେବା ଆମର ଲକ୍ଷ୍ୟ :...

0
ଭୁବନେଶ୍ୱରରେ କ୍ୟାନ୍‌ସର ଚିକିତ୍ସା ପାଇଁ ୩୪୦ କୋଟି ଟଙ୍କା ଦାନ କରିବେ ବାଗ୍‌ଚୀ ଦମ୍ପତି, ରାଜ୍ୟ ସରକାର ଦେବେ ୪୦ ଏକର ଜମି। ‘‘୧୦ ବର୍ଷ ତଳେ ମୋ’ ମା’ଙ୍କର କ୍ୟାନ୍‌ସର ଚିହ୍ନଟ ହୋଇଥିଲା। ମୁଁ ଡେରି ନକରି ମା’ଙ୍କୁ ଭୁବନେଶ୍ୱରରୁ ବେଙ୍ଗାଳୁରୁ ନେଇ ତାଙ୍କର ଚିକିତ୍ସା ଆରମ୍ଭ...