ଗଣ୍ଠିବାତ ରୋଗ କାହିଁକି ହୁଏ? ଏହାର ନିରାକରଣ ସମ୍ପର୍କରେ ଜାଣନ୍ତୁ
https://www.youtube.com/embed/bZfAV7L7pgc
କେମିତି କରିବେ ଆଣ୍ଠୁଗଣ୍ଠି ବାତ ରୋଗର ଚିକିତ୍ସା? ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପରେଶ ଚନ୍ଦ୍ର ଦେ’ଙ୍କଠାରୁ ଆଣ୍ଠୁଗଣ୍ଠି ବାତ ରୋଗର ଚିକିତ୍ସା, ସଫଳ ଆଣ୍ଠୁ ପ୍ରତିରୋପଣ ବିଷୟରେ ଆସନ୍ତୁ ଜାଣିବା।
ଆଣ୍ଠୁଗଣ୍ଠି ବାତ ରୋଗ କ’ଣ?ଆଣ୍ଠୁଗଣ୍ଠି ବାତ ରୋଗ କାହିଁକି ହୁଏ?ଗଣ୍ଠିବାତ ରୋଗର ପ୍ରକାରଗଣ୍ଠିବାତ ରୋଗକୁ ଚିହ୍ନିବେ...
ନିୟମିତ ଫାଷ୍ଟଫୁଡ୍ ଖାଉଛନ୍ତି କି?
ଆଜିକାଲି ଫାଷ୍ଟଫୁଡ୍ର ଚାହିଦା ବେଶୀ। ଛୁଆ ହୁଅନ୍ତୁ ବା ବୁଢ଼ା ସମସ୍ତେ ସେମାନଙ୍କର ନିତିଦିନିଆ ଖାଦ୍ୟଶୈଳୀରେ ଫାଷ୍ଟଫୁଡ୍ ଖାଉଛନ୍ତି। ହେଲେ ଏହା ସ୍ୱାସ୍ଥ୍ୟ ପାଇଁ କେତେ ଖରାପ ଜାଣିଛନ୍ତି କି?
ଫାଷ୍ଟଫୁଡ୍ର ଅର୍ଥ ହେଉଛି ଫାଷ୍ଟ ତିଆରି ହୋଇଥିବା ଖାଦ୍ୟ ବା ଶୀଘ୍ର ପସ୍ତୁତ ହୋଇପାରୁଥିବା ଖାଦ୍ୟ। ଏଥିରେ...
ଆଖିରୁ ପାଣି ଗଡ଼ିବା ସମସ୍ୟା, ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର
https://youtu.be/e0JE42oOpg4
ଆସନ୍ତୁ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟସ୍ନାତ ରଥଙ୍କଠାରୁ ଆଖିରୁ ପାଣି ଗଡ଼ିବା ସମସ୍ୟା ଓ ଏହାର ଚିକିତ୍ସା ବିଷୟରେ ଅଧିକ ଜାଣିବା।
ଡାକ୍ତରଙ୍କୁ କେତେବେଳେ ପରାମର୍ଶ କରିବେ?ଆଖିରୁ ପାଣି ଗଡ଼ିବା ସମସ୍ୟାର କାରଣକେମିତି କରାଯାଏ ପରୀକ୍ଷା?ଆଖିରୁ ପାଣି ଗଡ଼ିବା ସମସ୍ୟାର ଚିକିତ୍ସାକେମିତି କରିବେ ନିରାକରଣ?
ଆଖି ହେଉଛି ଆମ...
କେଶ ରଙ୍ଗ କରୁଥିଲେ, ଜାଣିରଖନ୍ତୁ
ଅଧିକ ପଢ଼ନ୍ତୁ: କସ୍ମେଟିକ୍ ସର୍ଜରୀ କ’ଣ ଓ ଏହା କାହିଁକି ଦରକାର?
ଆଜିକାଲି କେଶରେ ରଙ୍ଗ ଲଗାଇବା ଏକ ଫ୍ୟାସନ୍ ପାଲଟିଗଲାଣି। ନିଜ କେଶକୁ ଷ୍ଟାଇଲ୍ କରିବା ପାଇଁ ପୁରୁଷ ହେଉ ବା ମହିଳା ସମସ୍ତେ କେଶକୁ ରଙ୍ଗ କରୁଛନ୍ତି। ତେବେ କେଶ ରଙ୍ଗ କରିବା ପୂର୍ବରୁ କେଉଁସବୁ ଦିଗ...
କେମିତି କରିବେ ଆର୍ଥ୍ରାଇଟିସ୍ ଚିକିତ୍ସା? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ
https://www.youtube.com/watch?v=GHFJMdbcCng&t=3s
ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ରୋଗର ଚିକିତ୍ସା ସମ୍ଭବ। ଆସନ୍ତୁ ବିଶିଷ୍ଟ ରୁମାଟୋଲୋଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଆର୍ଥ୍ରାଇଟିସ୍ ରୋଗ ବିଷୟରେ ଅଧିକ ଜାଣିବା।
ଗଣ୍ଠିବାତ ରୋଗର ପ୍ରକାରଭେଦକେଉଁ ବୟସରେ ହୁଏ ଗଣ୍ଠିବାତ ରୋଗ?ଗଣ୍ଡିବାତ ରୋଗର ଚିକିତ୍ସାଗଣ୍ଠିବାତ ରୋଗୀ କ’ଣ ଖାଇବେ ନାହିଁ
ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ...
କୋଭିଡ୍ ଟିକା ନେବା ପାଇଁ କେମିତି କରିବେ ପଞ୍ଜୀକରଣ?
ଜାନୁଆରି ୧୬ରୁ ସାରା ଦେଶରେ ଆରମ୍ଭ ହେଉଛି ଟିକାକରଣ। ଟିକା ନେବା ପାଇଁ ଜଣେ ବ୍ୟକ୍ତିଙ୍କୁ କ’ଣ କରିବାକୁ ପଡ଼ିବ? କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ‘କୋ-ୱିନ୍’ ଆପ୍ କ’ଣ ଓ ଏହା କିପରି କାମ କରେ ତାକୁ ନେଇ ଏବେ ବି ଲୋକଙ୍କ ମନରେ...
ୟୁରିନ୍ ଇନ୍ଫେକ୍ସନ୍ ରୋକିବା ପାଇଁ ଆପଣାନ୍ତୁ ଏହି ସତର୍କତା
ମଣିଷ ଶରୀରରେ ସବୁଠୁ ଅଧିକ ଦେଖାଦେଉଥିବା ସମସ୍ୟା ଭିତରେ ୟୁରିନ୍ ଇନ୍ଫେକ୍ସନ୍ ସଂକ୍ରମଣ ଅନ୍ୟତମ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ। ତେବେ, ଜାଣନ୍ତୁ ୟୁରିନ୍ ଇନ୍ଫେକ୍ସନ୍କୁ ରୋକିବା ପାଇଁ କିଛି ସତର୍କତା।
ୟୁରିନ୍ ଇନ୍ଫେକ୍ସନ୍ ରୋକିବା ପାଇଁ ପରିଷ୍କାର ପରିଚ୍ଛନତା ଉପରେ ଗୁରୁତ୍ୱ ଦେବା...
କାହିଁକି ହୁଏ ବାଇପୋଲାର ଡିସଅର୍ଡର?
https://www.youtube.com/watch?v=Gk-xHnLedTY
ବାଇପୋଲାର ଡିସଅର୍ଡର କ’ଣ? ଏହି ସମସ୍ୟା ଥିଲେ ବ୍ୟକ୍ତିଠାରେ କ’ଣ ଅସୁବିଧା ହୋଇଥାଏ? ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତ ପାଟ୍ଟଜୋଶୀଙ୍କଠାରୁ ଆସନ୍ତୁ ବାଇପୋଲାର ଡିସଅର୍ଡର ବିଷୟରେ ଅଧିକ ଜାଣିବା।
ବାଇପୋଲାର ଡିସଅର୍ଡରର ପ୍ରକାରବାଇପୋଲାର ଡିସ୍ଅର୍ଡରର କାରଣବାଇପୋଲାର ଡିସ୍ଅର୍ଡରର ପରୀକ୍ଷଣବାଇପୋଲାର ଡିସ୍ଅର୍ଡରର ଚିକିତ୍ସାକେମିତି ରୋକିବା ବାଇପୋଲାର ଡିସଅର୍ଡର?
ଆମ...
ଚାଲିବା ବେଳେ ଆଣ୍ଠୁ ଫୁଟୁଛି କି? ଜାଣନ୍ତୁ
୪୦ରୁ ୫୦ ବର୍ଷ ବୟସ ପରେ ଅଷ୍ଟିଓଆର୍ଥ୍ରାଇଟିସ୍ର ସମସ୍ୟା ଆରମ୍ଭ ହୋଇଥାଏ।
ଅଷ୍ଟିଓଆର୍ଥ୍ରାଇଟିସ୍ ହେଉଛି ଆର୍ଥ୍ରାଇଟିସ୍ର ସବୁଠାରୁ ସାଧାରଣ ରୂପ। ଆଣ୍ଠୁ, କହୁଣୀ ଏବଂ ଅଣ୍ଟା ହାଡ଼ର ଜଏଣ୍ଟ ମଧ୍ୟରେ କାର୍ଟିଲେଜ୍ ରହିଥାଏ, ଯାହାକି ଗଦି ଭଳି କାମ କରିଥାଏ। ଯାହାଫଳରେ ଚଳପ୍ରଚଳ ହେବା ବେଳେ ହାଡ଼ରେ ହାଡ଼...
ପିଲାଙ୍କ ମୋଟାପଣକୁ କେମିତି କରିବେ ନିୟନ୍ତ୍ରଣ?
ଅଧିକ ପଢ଼ନ୍ତୁ: କରନ୍ତୁ ଏହି ବ୍ୟାୟାମ – ପେଟରୁ କମିବ ଚର୍ବି
ଖରାପ ଖାଦ୍ୟାଭ୍ୟାସ ଯେପରିକି ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ, ସ୍ନାକ୍ସ, ଜଙ୍କଫୁଡ୍, ଅଧିକ ମିଠା ଖାଇବା ଯୋଗୁ ଆଜିକାଲି ଛୋଟ ପିଲାମାନେ ମୋଟାପା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଏହାକୁ କିପରି ନିୟନ୍ତ୍ରିତ କରିବେ ଜାଣନ୍ତୁ।
ଅଧିକାଂଶ ସମୟରେ ଗୋଟିଏ...