ଦୈନିକ ଖାଆନ୍ତୁ ମୁଠାଏ ଆଲମଣ୍ଡ

0
ଡାଏବେଟିସ୍, ହାଇ ବ୍ଲଡପ୍ରେସର ଓ ହାଇକୋଲେଷ୍ଟ୍ରୋଲ ରୋଗୀଙ୍କ ପାଇଁ ଆଲମଣ୍ଡ ଖାଇବା ଖୁବ୍ ଭଲ। ବାଦାମ ଶରୀରରେ ରକ୍ତ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖେ। ବାଦାମରେ ଥିବା ମ୍ୟାଗ୍ନେସିୟମ୍ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭପ୍ରଦ। ଏହାବ୍ୟତୀତ ଆଲମଣ୍ଡ୍ ମାନସିକ ବିକାଶ, କେଶ ସମସ୍ୟା, ତ୍ୱଚାରେ ଚମକ ଆଣିବାରେ...

କେମିତି କମାଇବେ ଅଣ୍ଟା ଓ ପେଟ ଚର୍ବି?

0
ଅଧିକ ପଢ଼ନ୍ତୁ: ଓଜନକୁ ନେଇ ଚିନ୍ତିତ କି? ସକାଳୁ ପିଅନ୍ତୁ ଜିରା ପାଣି ସାଧାରଣତଃ ପେଟ ଏବଂ ଅଣ୍ଟାରେ ଜମିଥିବା ଚର୍ବିକୁ କମାଇବା ଏକପ୍ରକାର କାଠିକରପାଠ। ଏହାକୁ କମ୍‌ କରିବା ପାଇଁ ସଠିକ ବ୍ୟାୟାମ କରିବାକୁ ପଡ଼ିଥାଏ। ପେଟ ଓ ଅଣ୍ଟାର ଚର୍ବି କମାଇବା ପାଇଁ କେଉଁଭଳି ବ୍ୟାୟାମ...

ଶଜନା ଛୁଇଁର ଫାଇଦା

0
ଶଜନା ଛୁଇଁକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ଵାସ୍ଥ୍ୟ ପାଇଁ ସର୍ବୋତ୍ତମ। ଶଜନା ଛୁଇଁରେ କ’ଣ କ’ଣ ଭିଟାମିନ ଥାଏ ? ଶଜନାଛୁଇଁରେ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ଥାଏ। ଏହାଛଡ଼ା ଏଥିରେ ବିଟା କେରାଟିନ୍‌, ପ୍ରୋଟିନ୍‌, ମ୍ୟାଗ୍ନେସିୟମ୍‌,...
healthy vegetables

ଏହି ୪ଟି ଜିରୋ କ୍ୟାଲୋରି ପରିବା ଖାଆନ୍ତୁ, ଓଜନ ରହିବ ଠିକ୍

0
କମ୍‌ କ୍ୟାଲୋରିଯୁକ୍ତ ପନିପରିବା ଖାଇବା ଫଳରେ ଶରୀର ସୁସ୍ଥ ରହିବା ସହ ପୋଷକ ମଧ୍ୟ ମିଳିଥାଏ। ଅଧିକ ପଢ଼ନ୍ତୁ: ଗର୍ଭବତୀ ମହିଳାଙ୍କ ପାଇଁ ବେଷ୍ଟ ଫୁଡ, ଶିଶୁ ବୁଦ୍ଧିମାନ ସହ ରହିବ ରୋଗ ମୁକ୍ତ ଅଧିକ କ୍ୟାଲୋରି ଥିବା ଭୟରେ ଆମେ ଅନେକ ଖାଦ୍ୟ ଖାଇନଥାଉ। ଅତ୍ୟଧିକ କ୍ୟାଲୋରି ଥିବା ଖାଦ୍ୟ...

ଆପଣଙ୍କ ପିଲା ମୋବାଇଲ ଦେଖିବାକୁ ପସନ୍ଦ କରୁଛି କି? ହୋଇପାରେ ଏହି ସମସ୍ୟା

0
ଅନେକ ସମୟରେ ଅଭିଭାବକମାନେ ଛୋଟ ପିଲାଙ୍କ ହାତରେ ମୋବାଇଲ୍‌ ଧରାଦେଇଥାନ୍ତି। ପିଲା ଯଦି କାନ୍ଦୁଛି ଶାନ୍ତ କରିବା ଲାଗି ଫୋନ୍‌, ପିଲା ଯଦି ଖାଉନି ତେବେ ମୋବାଇଲ ଦେଖାଇ ଖୁଆଇବା, ଏପରି କି ଯଦି ବାପା ମା’ଙ୍କ କୌଣସି କାମ ଅଛି ଆଉ ପିଲା ଅଝଟ କରୁଛି...
depression

କେମିତି ଜାଣିବେ ଜଣେ ଡିପ୍ରେସନ୍‌ରେ ଅଛି କି ନାହିଁ?

0
ମାନସିକ ଅବସାଦ ବା ଡିପ୍ରେସନ୍‌ ଏବେ ସାଧାରଣ ସମସ୍ୟା ଭାବେ ପରିଗଣିତ ହେଲାଣି। ଆମ ଆଖାପାଖରେ କିଏ ନା କିଏ ମାନସିକ ଅବସାଦର ଶିକାର ହେଉଛନ୍ତି ଏବଂ ତାହା ଜଣାପଡ଼ିନଥାଏ। ଧୀରେ ଧୀରେ ବ୍ୟକ୍ତି ଡିପ୍ରେସନ୍‌ର ଶେଷ ପର୍ଯ୍ୟାୟକୁ ଯାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ। ତେଣୁ...

ଭାରତରେ ୨୦୨୫ ସୁଦ୍ଧା ଟିବି ମୂଳୋତ୍ପାଟନ ଲକ୍ଷ୍ୟ

0
୨୦୨୫ ସୁଦ୍ଧା ଯକ୍ଷ୍ମା ବା ଟ୍ୟୁବରକ୍ୟୁଲୋସିସ୍ (ଟିବି)ର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ ଭାରତ ଲକ୍ଷ୍ୟ ରଖିଛି। ଏହି ରୋଗ ସହ ଯୁଦ୍ଧ କରିବା ପାଇଁ କ୍ୟାଟରିଜ ବ୍ୟବହୃତ ନ୍ୟୁକ୍ଲି ଏସିଡ୍ ଆମ୍ପ୍ଲିଫିକେସନ୍ ଟେଷ୍ଟ(ସିବିନାଟ) ମେସିନ୍‌ର ବ୍ୟବହାର ଖୁବ୍ ଶକ୍ତିଶାଳୀ ଅସ୍ତ୍ର ଭାବେ ଉଭା ହୋଇପାରିଛି। ଓଡ଼ିଶାର ସମସ୍ତ ଜିଲ୍ଲାରେ...

ନିଜ ପାଖରେ ରଖନ୍ତୁ ଫାଷ୍ଟଏଡ୍‌ କିଟ୍

0
କାହିଁକି ଜରୁରୀ ଫାଷ୍ଟଏଡ୍‌ କିଟ୍‌?‌ ରୋଷେଇ କରିବା ବେଳେ, ହାତରେ ଚେଙ୍କ ଲାଗିଗଲେ କିମ୍ବା ହାତ କଟିଗଲେ ବା ଛୋଟ ମୋଟ ଖଣ୍ଡିଆ ହେଲେ କିମ୍ବା ଅନ୍ୟ କୌଣସି ବଡ଼ ଦୁର୍ଘଟଣା ବେଳେ ଫାଷ୍ଟଏଡ୍‌ କିଟ୍‌ର ବ୍ୟବହାର କରିପାରିବା। ଆଘାତ ଯେତେ ଛୋଟ ହେଉ ନା କାହିଁକି ଏହାକୁ...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଟମାଟ ସୁପ୍

0
‌ବିଭିନ୍ନ ସଂକ୍ରମଣ ଯେପରିକି ଥଣ୍ଡା, କାଶ, ଜ୍ଵରରୁ ଶରୀରକୁ ରକ୍ଷା କରିବା ପାଇଁ ସୁଦୃଢ଼ ରୋଗ ପ୍ରତିରୋଧକ ଶକ୍ତି ଆବଶ୍ୟକ। ଏଥିପାଇଁ ନିୟମିତ ସନ୍ତୁଳିତ ଖାଦ୍ୟ ସହିତ ବ୍ୟାୟାମ କରିବା ଜରୁରୀ। ତେବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଖାଦ୍ୟରେ ଟମାଟ ସୁପ୍‌ ସେବନ...

ପତଳାପଣକୁ ନେଇ ଚିନ୍ତିତ କି?

0
ଅଧିକ ପଢ଼ନ୍ତୁ: ମୋଟା ହାତକୁ ପତଳା କରିବା ପାଇଁ କରନ୍ତୁ ଏହି ଯୋଗ ଓଜନ କମ୍‌ କରିବା ଯେତିକି ଚିନ୍ତାର ବିଷୟ, ଓଜନ ବୃଦ୍ଧି କରିବା ମଧ୍ୟ ସେତିକି ଚିନ୍ତାର ବିଷୟ। ଅଧିକାଂଶ ଲୋକ ନିଜ ପତଳାପଣ, ଦୁର୍ବଳ ଶରୀରକୁ ନେଇ ଚିନ୍ତିତ ଥାଆନ୍ତି। ଇଣ୍ଟରନେଟ୍‌ରେ ମୋଟା ହେବାର...