ମାନସିକ ରୋଗକୁ କେମିତି ଚିହ୍ନିବେ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର
https://www.youtube.com/watch?v=VuZeZzweCHU
ମାନସିକ ରୋଗକୁ ଚିହ୍ନିବେ କେମିତି? ରୋଗକୁ ଜାଣିଲେ ସିନା ଏହାର ଚିକିତ୍ସା କରିବେ। ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଜୟପ୍ରକାଶ ରେସଲ ରାବଣଙ୍କଠାରୁ ଏବିଷୟରେ ଆସନ୍ତୁ ଜାଣିବା
ମାନସିକ ରୋଗର କାରଣମାନସିକ ରୋଗକୁ ଚିହ୍ନିବା କେମିତି?ସ୍କିଜୋଫ୍ରେନିଆ ରୋଗ କ’ଣ?ଦୁଃଖରେ ଅତ୍ୟଧିକ ଭାଙ୍ଗି ପଡ଼ିଲେ ମାନସିକ ରୋଗ ହୋଇପାରେ
ମନୁଷ୍ୟର...
ଆପଣାନ୍ତୁ ମ୍ୟୁଜିକ୍ ଥେରାପି ରହନ୍ତୁ ଚିନ୍ତାମୁକ୍ତ
କୁହାଯାଏ ଗୀତ ଶୁଣିଲେ ମନର ସମସ୍ତ ଦୁଃଖ, ଅବସାଦ ଭୁଲି ହୋଇଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୀତ ଶୁଣିବା ଦ୍ୱାରା ମଣିଷ ମାନସିକ ଚିନ୍ତାରୁ ମଧ୍ୟ ମୁକ୍ତି ପାଇଥାଏ। ତେବେ କିଭଳି ଗୀତ ମାନସିକ ଚାପ ଦୂର କରିବାରେ ସାହାଯ୍ୟ କରେ ଆସନ୍ତୁ ଜାଣିବା।
କାମର...
ଖାଲି ପେଟରେ ଖାଆନ୍ତୁ ନାହିଁ ମସଲାଯୁକ୍ତ ଖାଦ୍ୟ
ଜଳଖିଆ ହେଉଛି ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ। ତେବେ ଆସନ୍ତୁ ଜାଣିବା ସକାଳ ସମୟରେ ଖାଲି ପେଟରେ କେଉଁ ଖାଦ୍ୟ ଖାଇବା କଥା ନୁହେଁ।
ଦିନ ସାରା ଆପଣଙ୍କ ଶରୀରର ବିଭିନ୍ନ ପ୍ରକ୍ରିୟା ଚାଲୁ ରହିଥାଏ। ଏକ ସୁସ୍ଥ ବ୍ରେକଫାଷ୍ଟରୁ ଆପଣ ଦିନ ଆରମ୍ଭ କଲେ ପୁରା ଦିନ...
ଆତ୍ମହତ୍ୟାକୁ କେମିତି ରୋକାଯାଇ ପାରିବ?
https://www.youtube.com/watch?v=QQ4ClU_viBg&t=76s
ଆତ୍ମହତ୍ୟାର ଲକ୍ଷଣ ସବୁ କ’ଣ? ଆସନ୍ତୁ ଜାଣିବା ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ଏନେଇ କ’ଣ କହୁଛନ୍ତି।
ଆତ୍ମହତ୍ୟା ପୂର୍ବର ସମ୍ଭାବ୍ୟ ଲକ୍ଷଣକେଉଁ ବୟସରେ ଆତ୍ମହତ୍ୟା ଅଧିକ ହେଉଛି?ଆତ୍ମହତ୍ୟା ପ୍ରବଣତାକୁ କେମିତି ରୋକିବା?ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସନ୍ତୁଳତ ଦରକାର
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସାରା ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ କେହି ନା କେହି ଆତ୍ମହତ୍ୟା କରୁଛନ୍ତି। ସାଧାରଣତଃ...
ପ୍ରଶ୍ୱାସ ନେବାର ସଠିକ ଉପାୟ, ଜାଣି ରଖନ୍ତୁ
ଆପଣ ଜାଣିଛନ୍ତି କି ପ୍ରଶ୍ୱାସ ନେବାର ମଧ୍ୟ ଉପଯୁକ୍ତ ଉପାୟ ରହିଛି। ଠିକ୍ ଭାବେ ପ୍ରଶ୍ୱାସ ନେଲେ ଏହା ଆପଣଙ୍କର ସ୍ୱାସ୍ଥ୍ୟ ଏପରିକି ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ।
ଯେପର୍ଯ୍ୟନ୍ତ ଶ୍ୱାସକ୍ରିୟା ଚାଲୁଛି ସେ ପର୍ଯ୍ୟନ୍ତ ଆପଣ ଜୀବିତ ଅଛନ୍ତି। ଏହା ବନ୍ଦ ହେଲେ ଜୀବନ ଶେଷ। ଏପରିସ୍ଥଳେ...
ପ୍ରତିଦିନ ଉଷୁମ ଲୁଣ ପାଣିରେ କୁଳି କରନ୍ତୁ
ଘରେ କାହାର ଗଳା ଦରଜ ହେଲେ ବା ତଣ୍ଟି କୁଣ୍ଡାଇ ହେଲେ ଉଷୁମ ଲୁଣ ପାଣି କୁଳି କରିବାକୁ କହିଥାଉ। ଏହା ସବୁଠାରୁ ସହଜ ଓ ସରଳ ଘରୋଇ ଉପାୟ। ସବୁଠାରୁ ବଡ଼ କଥା ହେଉଛି, ଏଥିରେ କୌଣସି କୁପ୍ରଭାବ ନାହିଁ। ଶରୀରର କେତେକ ରୋଗ ଏହା...
କେମିତି କରିବେ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ?
https://www.youtube.com/watch?v=zcVB0FMj-Sw&t=1s
କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କେମିତି କରିବେ? ଏଥିପାଇଁ କ’ଣ ଖାଇବା ଦରକାର? ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ବିନୟ ଭୂଷଣ ବିଣାକରଙ୍କଠାରୁ ଆସନ୍ତୁ ଜାଣିବା।
କୋଲେଷ୍ଟ୍ରୋଲ କେମିତି ବଢେ଼?କେମିତି ନିୟନ୍ତ୍ରଣ କରିବେ କୋଲେଷ୍ଟ୍ରୋଲ?କୋଲେଷ୍ଟ୍ରୋଲର ବଢ଼ିବାର ଜଟିଳତାଡାକ୍ତରଙ୍କ ପରାମର୍ଶ
ଅତ୍ୟଧିକ ଚର୍ବିଜାତୀୟ ତଥା ତେଲମସଲା ଖାଦ୍ୟ ଖାଇବା ଫଳରେ ଆମ ଶରୀରରେ କୋଲେଷ୍ଟ୍ରୋଲର...
ଭିଟାମିନ୍ ସି’ – କାହିଁକି ଜରୁରୀ?
ସଠିକ୍ ଖାଦ୍ୟ ଏବଂ ସୁସ୍ଥ ଜୀବନଶୈଳୀ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିପାରିବ। ଶରୀରକୁ ସୁସ୍ଥ ରଖିବା ପାଇଁ ସଠିକ ପ୍ରତିଷେଧକ ଭାବେ ଭିଟାମିନ୍ ସି କାମ କରେ।
ଉଚ୍ଚ ରକ୍ତଚାପ ଏପରି ଏକ ଗମ୍ଭୀର ଅବସ୍ଥା ଯାହାର ଠିକ ସମୟରେ ଚିକିତ୍ସା ଆବଶ୍ୟକ। ଆପଣ ଯାହା ଖାଉଛନ୍ତି ତାହା...
ନ୍ୟୁରୋପାଥୀ ହେବାର କାରଣ କ’ଣ?
https://www.youtube.com/watch?v=8ojB0ZXZFLQ&t=4s
ନ୍ୟୁରୋପାଥୀ ରୋଗର କାରଣ କ’ଣ? ଏହି ରୋଗ ହେଲେ ଶରୀରରେ କ’ଣ ସମସ୍ୟା ଦେଖାଯାଏ? ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା।
ନ୍ୟୁରୋପାଥୀ ରୋଗର କାରଣନ୍ୟୁରୋପାଥୀ ରୋଗର ଲକ୍ଷଣନ୍ୟୁରୋପାଥୀ ଜନିତ ବିଭିନ୍ନ ସମସ୍ୟାନ୍ୟୁରୋପାଥୀର ପରୀକ୍ଷଣନ୍ୟୁରୋପାଥୀର ଚିକିତ୍ସାକ’ଣ ସତର୍କତା ଅବଲମ୍ବନ କରିବେ?
ଆମ ଶରୀରରେ...
ଶରୀର ପାଇଁ ଲାଭଦାୟକ ଗ୍ରୀନ୍ ଟି
ଶରୀର ପାଇଁ ଗ୍ରୀନ୍ ଟି ବହୁତ ଉପଯୋଗୀ। ଆସନ୍ତୁ ଜାଣିବା ଗ୍ରୀନ ଟି ପିଇଲେ କ’ଣ ସମସ୍ୟା ଦୂର ହୁଏ?
ଗ୍ରୀନ ଟି ରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି, ଯାହା ଆମକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଗ୍ରୀନ ଟି...