dr subhransu sekhar jena

ନ୍ୟୁରୋପାଥୀ ରୋଗର କାରଣ କ’ଣ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://youtu.be/8ojB0ZXZFLQ ନ୍ୟୁରୋପାଥୀ ହେବାର କାରଣ ସବୁ କ’ଣ? ଏହି ରୋଗ ହେଲେ ଶରୀରରେ କ’ଣ ସମସ୍ୟା ଦେଖାଯାଏ? ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା। ନ୍ୟୁରୋପାଥୀ ରୋଗର କାରଣନ୍ୟୁରୋପାଥୀ ରୋଗର ଲକ୍ଷଣନ୍ୟୁରୋପାଥୀ ଜନିତ ବିଭିନ୍ନ ସମସ୍ୟାନ୍ୟୁରୋପାଥୀର ପରୀକ୍ଷଣନ୍ୟୁରୋପାଥୀର ଚିକିତ୍ସାକ’ଣ ସତର୍କତା ଅବଲମ୍ବନ କରିବେ? ଆମ...
drinking alcohol

ମଦ ପିଇବାର ଇଛାକୁ କେମିତି କରିବେ ନିୟନ୍ତ୍ରଣ?

0
ଗୀତା ଦାସ ମଦ ଅଭ୍ୟାସରେ ପଡ଼ିଲେ ଶେଷରେ ଲାଳସାରେ ପରିଣତ ହୋଇଯାଏ।  ପୂର୍ବରୁ ଆମେ ଜାଣୁ ଯେ ମଦ୍ୟପାୟୀର ମଦ ପିଇବା ଲାଳସାର ପ୍ରଧାନ କାରଣ ହେଲା ଶାରୀରିକ। ରକ୍ତରେ ଶର୍କରାର ପରିମାଣ ସମାନ ଅବସ୍ଥାରେ ନ ରହିଲେ ତା’ର ମଦ ପିଇବାର ଇଚ୍ଛା ବହୁତ ବଢ଼ିଯାଏ। ସେଥିଲାଗି ଉପଯୁକ୍ତ ଖାଦ୍ୟ ଖାଇବା...
baby eye care

ଦୃଷ୍ଟିଶକ୍ତି କମିଲେ କେମିତି ଜାଣିବେ?

0
https://www.youtube.com/embed/GnNHz6vMQQk ଜଣାଶୁଣା ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସଂଘମିତ୍ରା ଦାଶଙ୍କଠାରୁ ଆସନ୍ତୁ ଜାଣିବା କେମିତି ନେବେ ଆଖିର ଯତ୍ନ? (EYE CARE TIPS IN ODIA) ଆଖି ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ଯତ୍ନ ନେବା ନିହାତି ଆବଶ୍ୟକ। ଆମେ ଯଦି ଆମ ଆଖିର ସଠିକ୍‌ ଯତ୍ନ ନ...
pregnancy

ଅଳ୍ପ ବୟସରେ ଗର୍ଭଧାରଣର ନିରାକରଣ

0
ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଅଳ୍ପ ବୟସରେ ଗର୍ଭଧାରଣ ଜଣେ ନାରୀ ପାଇଁ ନାହିଁ ନଥିବା ଶାରୀରିକ, ସାମାଜିକ ତଥା ମାନସିକ ସମସ୍ୟା ସୃଷ୍ଟି କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଭଳି ଭାରତବର୍ଷରେ ମଧ୍ୟ ଅବାଞ୍ଛିତ ଗର୍ଭଧାରଣ ପାଇଁ ବର୍ଷକୁ ହାରାହାରି ୧.୫ ନିୟୁତ ଗର୍ଭପାତ ହୋଇଥାଏ। ତେଣୁ ଅଳ୍ପ ବୟସରେ ଗର୍ଭଧାରଣର ସାମାଜିକ ଓ ଶାରୀରିକ ସମସ୍ୟା ବିଷୟରେ ଜନସାଧାରଣ ଅବଗତ ହେବା ଜରୁରୀ ଏବଂ ଏହାକୁ କିପରି କମାଯାଇ ପାରିବ ସେଥିପାଇଁ...
cataract

ମୋତିଆବିନ୍ଦୁ ଅପରେସନ୍‌ ପରେ ସତର୍କତା

0
https://www.youtube.com/embed/8O875N4a6_s କାହିଁକି ହୋଇଥାଏ ମୋତିଆବିନ୍ଦୁ? ଏନେଇ ଡାକ୍ତର ଶ୍ରୀକାନ୍ତ କୁମାର ସାହୁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। (CATARACTS – CAUSES, SYMPOTOMS & TREATMENT) ମୋତିଆବିନ୍ଦୁ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କ ଆଖିରେ ଦେଖିବାକୁ ମିଳିଥାଏ। କିନ୍ତୁ ବର୍ତ୍ତମାନ ଛୋଟ ଛୁଆମାନେ ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି। ମୋତିଆବିନ୍ଦୁରେ...

ବୟସ୍କ ଲୋକଙ୍କଠାରେ ଚକ୍ଷୁ ସମସ୍ୟା

0
https://www.youtube.com/embed/j3joocbnw8s କେମିତି ନେବେ ବୟସ୍କ ବ୍ୟକ୍ତିଙ୍କ ଆଖିର ଯତ୍ନ? ଏନେଇ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟକିରଣ ପଟ୍ଟନାୟକ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ବୟସ୍କ ବ୍ୟକ୍ତିଙ୍କଠାରେ ଚକ୍ଷୁ ସମସ୍ୟା ଦେଖାଯିବା ଏକ ସାଧାରଣ କଥା। ତେଣୁ ଆଖିରେ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।...
Woman holding her head

ଛୋଟ ଛୋଟ କଥାରେ ମନକୁ ରାଗ ଆସେ କାହିଁକି?

0
ଆଜିକା ସମୟରେ ଅନେକ ଲୋକ କିଛି କାରଣ ନଥାଇ ଚିଡଚିଡ୍ ହୋଇଥା’ନ୍ତି। ତେବେ କେବେ ଭାବିଛନ୍ତି କାହିଁକି ଏମିତି ହେଉଛି? ଏହା ପଛରେ କାରଣ କ’ଣ ହୋଇପାରେ? କାହିଁକି ହୁଏ ସାଧାରଣତଃ କାମର ଚାପ ବଢ଼ିଲେ ତାହା ନିତିଦିନିଆ ଜୀବନଶୈଳୀ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଅନେକ କ୍ଷେତ୍ରରେ ଦେଖାଯାଇଥାଏ...

ପିଠି ଯନ୍ତ୍ରଣା ହେଉଛି କି? କରନ୍ତୁ ଅର୍ଦ୍ଧ ଚକ୍ରାସନ

0
ଗୋଟେ ସ୍ଥାନରେ ଅଧିକ ସମୟ ଧରି ଭୁଲ ଶୈଳୀରେ ବସିରହିବା ଫଳରେ ପିଠି ଓ ଅଣ୍ଟା ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ। ଅର୍ଦ୍ଧ ଚକ୍ରାସନ କରିବା ଫଳରେ ଏଥିରୁ ଉପଶମ ମିଳିପାରିବ। ଅର୍ଦ୍ଧ ଅର୍ଥ ଅଧା ଏବଂ ଚକ୍ର ଅର୍ଥାତ ଚକ। ଏହି ଆସନରେ ଶରୀର ଅଧାଚକ ଆକାରରେ...

ମୁହଁରେ ବ୍ରଣ ହେଉଛି କି? ଜାଣନ୍ତୁ, କେମିତି ପାଇବେ ମୁକ୍ତି

0
https://www.youtube.com/embed/tbyt65sKmJE ମୁହଁରେ ବ୍ରଣ ହେବାର କାରଣ କ’ଣ? ଏନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ କୁମାର ଅଭିଷେକ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ମୁଖ ବ୍ରଣର କାରଣ କ’ଣ?ଘରୋଇ ଉପଚାର କେତେ ସୁରକ୍ଷିତ?ମୁଖ ବ୍ରଣର ଚିକିତ୍ସାମୁଖ ବ୍ରଣର ନିରାକରଣମୁହଁରେ ସାବୁନ ବ୍ୟବହାର କରିବା କେତେ ଭଲ? ଯୁବାବସ୍ଥାରେ ମୁଖ ବ୍ରଣ ଏକ...
Woman in gray tank top showing distress

ଚାପ କମାଇବାର ସହଜ ଉପାୟ, ଜାଣିରଖନ୍ତୁ

0
ଗୀତା ଦାସ ଆଜିର ଦିନରେ ଚାପ ବା ଷ୍ଟ୍ରେସ୍‌ କମାଇବାର ଏକ ବଡ଼ ଚିକିତ୍ସା ହେଉଛି ଶରୀରଚର୍ଯା ଓ ବ୍ୟାୟାମ। ଜାଣନ୍ତୁ କିପରି:  ଶରୀରଚର୍ଯ୍ୟା କୁସ୍ତି-କସରତ କରିବା, ପହଁରିବା, ଡଙ୍ଗା ବାହିବା, ମାଇଲ ଦୁଇ ମାଇଲ ବାଟ ନିୟମିତ ଭାବେ ଚାଲିବା ଇତ୍ୟାଦି ଯେକୌଣସି ମଧ୍ୟମ ଧରଣର ପରିଶ୍ରମ କଲେ ଯେ...
error: Content is protected !!