cold and cough

ଥଣ୍ଡା ଦୂର କରିବା ପାଇଁ ଆପଣାନ୍ତୁ ଏହି ୧୦ଟି ଟିପ୍ସ

0
ଶୀତଦିନେ ଅନେକ ଥଣ୍ଡା, ଜ୍ୱର ଓ କାଶ ଭଳି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଖାସ୍‌ କରି ଶୀତ ଦିନେ ଶୀତୁଆ ପବନ ଓ ଥଣ୍ଡା ଜଳବାୟୁ ଯୋଗୁଁ ଅଧିକାଂଶ ଲୋକଙ୍କଠାରେ ସାମାନ୍ୟ ଥଣ୍ଡା ଜ୍ୱର ହୋଇଥାଏ। ଏହି ସବୁ ଥଣ୍ଡାଜନିତ ରୋଗରୁ ଉପଶମ ପାଇବା ପାଇଁ ଆପଣାନ୍ତୁ ଏହି...
Sambit_Nanda_speech delay

ଶିଶୁ ବିଳମ୍ବରେ କଥା କହୁଛି କି? ଜାଣନ୍ତୁ ଏହାର କାରଣ

0
ଶିଶୁ ଜନ୍ମ ହେବାର ୧୨ରୁ ୧୫ ମାସ ମଧ୍ୟରେ କଥା କହିବା ଆରମ୍ଭ କରେ। ଅନେକ ସମୟରେ ପିଲାମାନେ ବିଳମ୍ବରେ କଥା କହନ୍ତି। ଏହାର କାରଣ ଏବଂ ନିରାକରଣ ବିଷୟରେ ସାଇକୋଲୋଜିଷ୍ଟ ସମ୍ବିତ ନନ୍ଦ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (SPEECH AND LANGUAGE DELAY OF...

ଥଣ୍ଡାରୁ ମୁକ୍ତି ଦେଇଥାଏ ଡାଲଚିନି

0
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଡାଲଚିନି ବେଶ୍‌ ଲାଭଦାୟକ। ବଦ୍‌ହଜମୀ, ଦାନ୍ତ ସମସ୍ୟା, ମୁଣ୍ଡ ବିନ୍ଧା, ମାସିକ ଋତୁଚକ୍ରରେ ହେଉଥିବା ଯନ୍ତ୍ରଣା ଆଦି ସମସ୍ୟାର ସମାଧାନ ପାଇଁ ଡାଲଚିନି ବ୍ୟବହାର କରାଯାଇଥାଏ। ଦାନ୍ତ ବିନ୍ଧା ହେଲେ ଡାଲଚିନିର ତେଲକୁ ଏକ ତୂଳା ସାହାଯ୍ୟରେ ଦାନ୍ତରେ ଲଗାଇଲେ ଉପଶମ ମିଳିଥାଏ। ମୁଣ୍ଡ...
obesity

ହୃଦ୍‌ଘାତର କାରଣ ହୋଇପାରେ ମେଦବହୁଳତା

0
https://www.youtube.com/watch?v=FsR6X2NF2ks&t=9s ମୋଟାପଣକୁ ନେଇ ସମସ୍ତେ ଚିନ୍ତିତ। ତେବେ କେମିତି କମାଇବେ ମେଦବହୁଳତା? ଏନେଇ କ’ଣ କହୁଛନ୍ତି ବିଶିଷ୍ଟ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରଲୋଜିଷ୍ଟ ଡାକ୍ତର ନୟନ ରଞ୍ଜନ ନନ୍ଦ ଆସନ୍ତୁ ଜାଣିବା। ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ମେଦବହୁଳତା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ମେଦବହୁଳତା ଯୋଗୁଁ ଆମ ଶରୀରରେ ଅନ୍ୟାନ୍ୟ...
crack heels

ଗୋଇଠି ଫାଠୁଛି କି? ଆପଣାନ୍ତୁ ଏହି ଟିପ୍ସ

0
ଆରମ୍ଭ ହେଲାଣି ଶୀତଋତୁ। ଏହି ଋତୁରେ ଥଣ୍ଡା ଜଳବାୟୁ ଯୋଗୁଁ ଦେହ ହାତ ଶୁଷ୍କ ହୋଇଯାଏ। ଅଧିକାଂଶ ଲୋକଙ୍କର ଗୋଇଠି ଫାଟିବା ସହ ଚାଲିବା ବେଳେ ଦରଜ ହେବା ଓ ବେଳେ ବେଳେ ରକ୍ତ ମଧ୍ୟ ବାହାରିଥାଏ। ତେବେ କିଛି ଟିପ୍ସ ଆପଣେଇ ଏହି ସମସ୍ୟାରୁ ମୁକ୍ତି...

କାହିଁକି ହୁଏ ଫୁସଫୁସ୍ କର୍କଟ? ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜାଣନ୍ତୁ

0
https://www.youtube.com/watch?v=9Ol9PeS0suE ଫୁସ୍‌ଫୁସ୍‌ କର୍କଟ କାହିଁକି ହୁଏ? ଏନେଇ ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର ମିଶ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (LUNG CANCER: CAUSES, SYMPTOMS AND TREATMENTS IN ODIA) ଆମର ଫୁସଫୁସରେ କୋଷିକାଗୁଡ଼ିକ ଅନିୟନ୍ତ୍ରିତ ଭାବେ ବଢ଼ିଲେ ତାହା ଏକ ଟ୍ୟୁମରର ରୂପ ନେଇଥାଏ। ସେହି ଟ୍ୟୁମର...

ବଂଶଗତ କାରଣ ଯୋଗୁଁ ହୋଇପାରେ ସ୍ତନ କର୍କଟ

0
https://www.youtube.com/embed/fI6Wf3Y6s74 ବର୍ତ୍ତମାନ ସ୍ତନ କର୍କଟ ଏକ ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ତେବେ ସ୍ତନ କର୍କଟର କାରଣ କ’ଣ? ଏହାର ଚିକିତ୍ସାକୁ ନେଇ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦୀପକ କୁମାର ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। (BREAST CANCER: CAUSES, SYMPTOMS &...

ସାଇକେଲ ଚଳାନ୍ତୁ – ଓଜନ କମାନ୍ତୁ

0
ଅଧିକ ପଢ଼ନ୍ତୁ: ଆପଣଙ୍କ ଉଚ୍ଚତା ଅନୁସାରେ ଓଜନ ଠିକ୍‌ ଅଛି ତ? ସାଇକେଲ ଚଳାଇବା ଦ୍ୱାରା କେବଳ ଯେ ବ୍ୟାୟାମ ହୋଇଥାଏ ତା’ ନୁହେଁ, ମାନସିକ ଭାବେ ବ୍ୟକ୍ତିକୁ ଏହା ସୁସ୍ଥ ରଖିଥାଏ। ସାଇକେଲ ଚାଳନାର ଅନ୍ୟ କିଛି ଉପକାରିତା ଜାଣନ୍ତୁ। ହୃତପିଣ୍ଡ ସୁସ୍ଥ ରହେ: ସାଇକେଲ ଚଳାଇବା ଦ୍ୱାରା...

ମାନସିକ ରୋଗକୁ ନେଇ ଦୂର କରନ୍ତୁ ଭୁଲ ଧାରଣା

0
https://www.youtube.com/embed/Pu0fcoE46Ek ଆସନ୍ତୁ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ ଜାଣିବା ମାନସିକ ରୋଗକୁ ନେଇ ଆମ ସମାଜରେ କ’ଣ ସବୁ ଭୁଲ ଧାରଣା ରହିଛି। ଏହାକୁ ଜାଣିବା ଏବଂ ସଚେତନ ହେବା। ସୁସ୍ଥ ମଣିଷ କହିଲେ ଆମେ ଶାରୀରିକ ସୁସ୍ଥତା ଏବଂ ମାନସିକ ସୁସ୍ଥତାକୁ ବୁଝି...

କାନ ବିନ୍ଧିଲେ କ’ଣ କରିବେ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://www.youtube.com/embed/y5JYweWBW0I କାନ, ନାକ ଓ ଗଳା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ବିଷୟରେ ଡାକ୍ତର ରାଜଲକ୍ଷ୍ମୀ ପାଣିଗ୍ରାହୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଆମ ଶରୀରରେ କାନ, ନାକ ଏବଂ ଗଳା ପରସ୍ପର ସହିତ ଜଡ଼ିତ। ଏହି ୩ଟି ଅଙ୍ଗରେ ସମସ୍ୟା ଦେଖାଦେଲେ ସମାଧାନ ପାଇଁ ସ୍ୱତନ୍ତ୍ର ବିଭାଗ ରହିଛି, ଯାହାକୁ ଇଏନ୍‌ଟି...
error: Content is protected !!