ଏସିଡିଟି ସମସ୍ୟାରୁ କେମିତି ପାଇବେ ମୁକ୍ତି?

0
ଏସିଡିଟି ଦୂର କରିବା ପାଇଁ କ’ଣ ସବୁ ଘରୋଇ ଉପଚାର ରହିଛି ଚାଲନ୍ତୁ ସେ ବିଷୟରେ ଜାଣିବା। ପରିବର୍ତ୍ତିତ ଜୀବନଶୈଳୀ ଏବଂ ଅନିୟମିତ ଖାଦ୍ୟପାନୀୟ ଯୋଗୁଁ ବର୍ତ୍ତମାନ ଏସିଡିଟି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି। ଏସିଡିଟି ପାଇଁ ଅନେକ ସମୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି...
lunch time

ଲଞ୍ଚ ବିଳମ୍ବରେ କରୁଛନ୍ତି? ହୋଇପାରେ ଏହିସବୁ ସମସ୍ୟା

0
ଲଞ୍ଚ ଓ ଡିନରର ଟାଇମରେ ନକଲେ ବଢ଼ିପାରେ ଓଜନ – ସର୍ଭେ   ଓଜନ ନିୟନ୍ତ୍ରଣରେ ରଖିବା ଓ କମ୍ କରିବା ଯେମିତି ଆଜିକା ସମୟରେ ପ୍ରତିଟି ପିଢିରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହାପାଇଁ ଅନେକ ଲୋକ ବିଶେଷଜ୍ଞଙ୍କ ପରାମର୍ଶ ନେବାଠୁ ଆରମ୍ଭ କରି ବିଭିନ୍ନ ସୋସିଆଲ ସାଇଟ ଫଲୋ...
angry mood

କାହିଁକି ଛୋଟ ଛୋଟ କଥାରେ ମନକୁ ରାଗ ଆସିଥାଏ? ଜାଣନ୍ତୁ ଏହାର କାରଣ 

0
ଆଜିକା ସମୟରେ ଅନେକ ଲୋକ କିଛି କାରଣ ନଥାଇ ଚିଡଚିଡ୍ ହୋଇଥାନ୍ତି। ଅନ୍ୟମାନଙ୍କ ଉପରେ ରାଗିଥାନ୍ତି। ତେବେ କେବେ ଭାବିଛନ୍ତି କାହିଁକି ଏମିତି ହେଉଛି, କେତେ ଦିନ ହେବ ଏମିତି ହେଉଛି, ଏହା ପଛରେ କାରଣ କଣ ହୋଇପାରେ? ଯଦି ନ ଭାବିଛନ୍ତି ତେବେ ସମୟ ମିଳିଲେ...
mud therapy

ଖରାଦିନେ ମଡ ଥେରାପିର ଫାଇଦା, ଜାଣନ୍ତୁ କେମିତି କରିବେ ପ୍ରୟୋଗ?

0
ଖରାଦିନ ପାଇଁ ମଡ୍ ଥେରାପି ଅତ୍ୟନ୍ତ ଉପଯୋଗୀ। ଗରମ ଲାଗି ହେଉଥବୋ ବିଭିନ୍ନ ସମସ୍ୟାରୁ ଏହି ମୁକ୍ତି ଦେଇଥାଏା ତ୍ୱଚାକୁ ସୁରକ୍ଷିତ ରଖିବା ସହ ଏହା ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏା କେମିତି କରିବେ ପ୍ରୟୋଗ? -ମଡ୍ ଥେରାପି ପାଇଁ ମୁଲତାନି ମାଟିର ବ୍ୟବହାର କରାଯାଏ। ଖରାଦିନେ ତ୍ୱଚାରେ...
food before work out

ବ୍ୟାୟାମ କରିବା ପୂର୍ବରୁ ଖାଆନ୍ତୁ ଏହି ଖାଦ୍ୟ

0
ଆମ ମଧ୍ୟରୁ ଅଧିକାଂଶ ଲୋକ ଏହା ମନେ କରନ୍ତି ଯେ ଖାଲି ପେଟରେ ବ୍ୟାୟାମ କରିବା ଉଚିତ୍। ପ୍ରକୃତରେ କିନ୍ତୁ ଖାଲିପେଟରେ ବ୍ୟାୟାମକୁ ଡାକ୍ତରମାନେ ମଧ୍ୟ ମନା କରୁଛନ୍ତି। ବ୍ୟାୟାମ କରିବା ପୂର୍ବରୁ ଅଳ୍ପ କିଛି ଖାଇନେଲେ ଆପଣଙ୍କୁ ଶକ୍ତି ମିଳିବ। କଦଳୀ: କଦଳୀ ହେଉଛି ଏପରି ଏକ...
yoga

ଜାଣନ୍ତୁ କେଉଁ ଯୋଗାସନର କ’ଣ ଫାଇଦା?

0
ଆଜି ବିଶ୍ୱ ଅନ୍ତର୍ଜାତୀୟ ଯୋଗ ଦିବସ। ଯୋଗ ମନ, ମସ୍ତିଷ୍କ ଏବଂ ଶରୀରର ପାଇଁ ବେଶ୍ ଲାଭଦାୟକ। ଯୋଗ ଶରୀର ସଙ୍ଗେ ସଙ୍ଗେ ମନକୁ ବି ସୁସ୍ଥ ରଖିଥାଏ। ଯୋଗର ବିଭିନ୍ନ ଶୈଳୀ ଥାଏ, ଯେଉଁଥିରେ ଶାରୀରିକ ମୁଦ୍ରା, ନିଶ୍ୱାସ ପ୍ରଶ୍ୱାସ ନେବାର ଟେକନିକ ଏବଂ ମେଡିଟେସନ...
green tea

କଳାଦାଗ ସମସ୍ୟାରୁ ମୁକ୍ତି ଦେଇଥାଏ ଗ୍ରୀନ ଟି

0
ବ୍ୟସ୍ତବହୁଳ ଜୀବନଶୈଳୀରେ ନିଦ ପୂରା ନ ହେବା, ପାଣି କମ୍ ପିଇବା, ହରମୋନରେ ପରିବର୍ତ୍ତନ ଭଳି ସମସ୍ୟା ଯୋଗୁଁ ଲୋକମାନଙ୍କର ଆଖିତଳେ କଳାଦାଗ ଦେଖାଯାଇଥାଏ। ଅନେକ ଲୋକ ସେଥିରୁ ରକ୍ଷା ପାଇବା ଲାଗି ଦାମୀ କ୍ରିମ୍ ବ୍ୟବହାର କରିଥାନ୍ତି। ହେଲେ ଗ୍ରୀନ୍ ଟି ବ୍ୟବହାର କରି ମଧ୍ୟ...
belly fat

ପେଟ ଚର୍ବି କମାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ

0
ଆଜିର ଆଧୁନିକ ଜୀବନଶୈଳୀ ଭିତରେ ପେଟ ଚର୍ବି ବଢିବା ସମସ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି। ପେଟରେ ଅତ୍ୟାଧିକ ଚର୍ବି କାରଣରୁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଶରୀର ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ଥାଏ। ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଆମେ ସକାଳ ଖାଇବା ପ୍ରାୟତଃ ଭୁଲିଯାଉ। ଯାହା...
ear pain

ଘରୋଇ ଉପାୟରେ କାନ ଯନ୍ତ୍ରଣାରୁ କେମିତି ପାଇବେ ରକ୍ଷା?

0
ସାଧାରଣତଃ ଥଣ୍ଡା, ଜ୍ୱର, ପାଣି ଜମିବା, ସଂକ୍ରମଣ ଇତ୍ୟାଦି ଯୋଗୁ କାନରେ ଯନ୍ତ୍ରଣା ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି। ହେଲେ ଘରୋଇ ଉପାୟରେ ମଧ୍ୟ ଏହାର ଚିକିତ୍ସା ସମ୍ଭବପର। କାନରେ ଅଚାନକ ତୀବ୍ର ଯନ୍ତ୍ରଣା ହେଲେ ତର୍ଜନୀ ଆଙ୍ଗୁଠି ସାହାଯ୍ୟରେ...

ନଡ଼ିଆ ତେଲର ଔଷଧୀୟ ଗୁଣ

0
ଆୟୁର୍ବେଦ ଅନୁସାରେ ନଡ଼ିଆ ତେଲ ତ୍ୱଚା ପାଇଁ ଖୁବ୍ ଉପକାରୀ। ଏହା ପ୍ରାକୃତିକ ମଏଶ୍ଚରାଇଜର ଭାବେ କାମ କରିଥାଏ। ଏହା ମୃତ ତ୍ୱଚାକୁ ବାହାର କରି ତ୍ୱଚାର ରଙ୍ଗକୁ ଉଜ୍ଜ୍ୱଳ କରିଥାଏ। -ଏହି ତେଲ ବ୍ୟବହାର କଲେ କୌଣସି ପାଶ୍ୱର୍ପ୍ରତିକ୍ରିୟା ହୋଇ ନଥାଏ। ଏହାକୁ ଚର୍ମ ରୋଗ, ଡର୍ମିଟାଇଟିସ୍,...
error: Content is protected !!