hair fall

କେଶ ଝଡ଼ିବା ନେଇ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ

0
କେଶ ଝଡ଼ିବା ମହିଳାମାନଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା। ତେବେ ବିଭିନ୍ନ କାରଣରୁ ଏହି କେଶ ଝଡ଼ିବା ସମସ୍ୟା ହୋଇଥାଏ। ଏହାକୁ ରୋକିବା ପାଇଁ ମହିଳାମାନେ ବିଭିନ୍ନ ଉପାୟ ଆପଣେଇ ନିଅନ୍ତି। ତେବେ ଜାଣନ୍ତୁ କେମିତି ରୋକିବେ ଏହି ସମସ୍ୟା.. ଅଁଳା ଅଁଳା ବିଭିନ୍ନ  ସ୍ଵାସ୍ଥ୍ୟଗତ ସମସ୍ୟା ଦୂର କରିଥାଏ। ସ୍ଵାସ୍ଥ୍ୟ...

ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି କି? ଶୋଇବା ପୂର୍ବରୁ ଆପଣାନ୍ତୁ ଏହି ଟିପ୍ସ

0
ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟେକ ଲୋକ କିଛି ନା କିଛି ଉପାୟ ଆପଣେଇଥାନ୍ତି। ସେ ଘରୋଇ ଉପାୟରେ ହେଉ ବା କୌଣିସି ବ୍ୟୁଟି ପ୍ରଡକ୍ଟସ୍ ବ୍ୟବହାର କରି ହେଉ। କେମିତି ସୁନ୍ଦର ଦେଖାଯିବେ ସେନେଇ ଉଭୟ ପୁରୁଷ ଓ ମହିଳା ଚିନ୍ତାରେ ଥାଆନ୍ତି। ତେବେ ଯଦି ଆପଣ ପ୍ରାକୃତିକ...
sleeplessness reason

ଅନିଦ୍ରାର କାରଣ କ’ଣ?

0
ଆଜିକାଲି ନିଦ ନ ହେବା ଲୋକମାନଙ୍କର ଏକ ପ୍ରମୁଖ ସମସ୍ୟା ପାଲଟିଛି। ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଏହା ଅଧିକ ଦେଖାଦିଏ। ଠିକ୍ ଭାବେ ନିଦ ନ ହେବା ଯୋଗୁଁ ଅଧିକାଂଶ ମହିଳା ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି। -ଅବ୍ୟବସ୍ଥିତ ଜୀବନଶୈଳୀ ଯୋଗୁଁ ହରମୋନ ପରିବର୍ତ୍ତନ ହେବା ଏକ...
oily food

ଖରାଦିନେ ଖାଦ୍ୟ ପ୍ରତି ରହନ୍ତୁ ସଜାଗ, ନହେଲେ ହୋଇପାରେ ସମସ୍ୟା

0
ଗରମ ଦିନରେ ଖାଦ୍ୟ ପାନୀୟକୁ ନେଇ ସାବଧାନ ରହିବା ଜରୁରୀ। ଅଧିକ ତାପମାତ୍ରା ଥିବାରୁ ଏହି ସମୟରେ ଖାଦ୍ୟ ମଧ୍ୟ ଶୀଘ୍ର ଖରାପ ହୋଇଯାଇଥାଏ। ସେଥିରୁ ବିଭିନ୍ନ ସମସ୍ୟା ହୋଇପାରେ। -ଗରମ ଦିନରେ ଛଣାଛଣି, ତେଲମସଲା ଜାତୀୟ ଖାଦ୍ୟକୁ ଏଡ଼ାଇ ଯାଆନ୍ତୁ। ଏହାଛଡ଼ା ଫ୍ରିଜରେ ୨-୩ ଦିନ ଧରି...
care hospitals building

କେୟାର ହସ୍ପିଟାଲ ଆଣିଲା ନୂଆ ବ୍ୟବସ୍ଥା – ଏଣିକି ବିନା ଅସ୍ତ୍ରୋପଚାରରେ କମିବ ଓଜନ

0
କେୟାର ହସ୍ପିଟାଲ ରାଜ୍ୟରେ ପ୍ରଥମ ଥର ବିନା ଅସ୍ତ୍ରୋପଚାରରେ ଚିକିତ୍ସା ମାଧ୍ୟମରେ ଓଜନ ହ୍ରାସ କାର୍ଯ୍ୟକ୍ରମର ଶୁଭାରମ୍ଭ। ଏଣିକି ମେଦବହୁଳତା ରୋଗୀଙ୍କ ପାଇଁ ନୂଆ ସୁବିଧା। ଭୁବନେଶ୍ଵର କେୟାର ହସ୍ପିଟାଲ ଆଣିଛି ଏକ ନୂତନ ସୁବିଧା। ଏଣିକି ବିନା ଅସ୍ତ୍ରୋପଚାରରେ କମାଇପାରିବେ ଓଜନ। ଶନିବାର ଭୁବନେଶ୍ଵର କେୟାର ହସ୍ପିଟାଲ...
coconut for health

ଅମ୍ଳ ସମସ୍ୟା ଦୂର କରିଥାଏ ନଡ଼ିଆ

0
ହିନ୍ଦୁ ଧର୍ମରେ ପୂଜାର୍ଚ୍ଚନା କରିବା ବେଳେ ନଡ଼ିଆର ଆବଶ୍ୟକତା ରହିଥାଏ। ନଡ଼ିଆ ଓ ନଡ଼ିଆ ପାଣିର ବ୍ୟବହାର ପ୍ରାୟ ସମସ୍ତେ କରିଥାନ୍ତି। ନଡ଼ିଆର ତେଲ ବି ବେଶୀ ବ୍ୟବହାର କରାଯାଇଥାଏ। ଉଭୟ ନଡ଼ିଆ ନଡ଼ିଆ ପାଣିରୁ ଶରୀରକୁ ଶକ୍ତି ମିଳିଥାଏ। ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ।...
hair color risk

କେଶ ରଙ୍ଗ କରୁଛନ୍ତି କି? ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

0
ଆଜିକାଲି କେଶ ରଙ୍ଗ କରିବା ଏକ ଫ୍ୟାସନ ପାଲଟିଛି। ପାଚି ନଥିଲେ ମଧ୍ୟ ନିଜ କେଶକୁ ଷ୍ଟାଇଲ୍ କରିବା ପାଇଁ ବା ଷ୍ଟାଇଲିସ୍‌ ଲୁକ୍‌ ଦେବା ପାଇଁ ପୁରୁଷ ମହିଳା ଶେଷରେ ସମସ୍ତେ କେଶକୁ ରଙ୍ଗ କରୁଛନ୍ତି। କିନ୍ତୁ କେଶକୁ ରଙ୍ଗ କରିବା ବେଳେ କିଛିଟା ଦିଗ...
black pepper

ଗୋଲମରିଚ ଖାଇଲେ କ’ଣ ଉପକାର ମିଳେ?

0
  ଅଧିକାଂଶ ସମୟରେ ରୋଷେଇରେ ବ୍ୟବହୃତ ହେଉଥିବା ଗୋଲମରିଚର ବହୁ ଔଷଧୀୟ ଗୁଣ ରହିଛି। ତେଣୁ ନିୟମିତ ଭାବେ ଏହାକୁ ଖାଇଲେ ଆପଣ ଉପକାର ପାଇପାରିବେ। ତେବେ ଆସନ୍ତୁ ଜାଣିବା ଗୋଲମରିଚ ଦେହ ପାଇଁ କେତେ ଉପକାରୀ। ଆୟୁର୍ବେଦ ଅନୁସାରେ ସକାଳୁ ଖାଲି ପେଟରେ ଉଷୁମ ପାଣି ଓ ଗୋଲମରିଚ...
sunscreen for hair

କେବଳ ତ୍ୱଚା ପାଇଁ ନୁହେଁ, କେଶ ପାଇଁ ବି ଜରୁରୀ ସନସ୍କ୍ରିନ୍

0
ତ୍ୱଚା ପରି ଆମର କେଶ ପାଇଁ ମଧ୍ୟ ସନସ୍କ୍ରିନ୍ ଆବଶ୍ୟକ ହୋଇଥାଏ। ବଜାରରେ ଅନେକ ପ୍ରକାର ହେଆର ସନସ୍କ୍ରିନ୍ ଉପଲବ୍ଧ ହେଉଛି। କିନ୍ତୁ ପ୍ରାକୃତିକ ଭାବେ ଘରେ ମଧ୍ୟ ଆପଣ କେଶ ପାଇଁ ସନସ୍କ୍ରିନ୍ ପ୍ରସ୍ତୁତ କରିପାରିବେ। କେଶ ପାଇଁ ଏକ ପ୍ରାକୃତିକ ସନସ୍କ୍ରିନ୍ ହେଲା ରାଶି ତେଲ।...
Hiccups

ହାକୁଟିରୁ ଜାଣନ୍ତୁ ରୋଗ ବିଷୟରେ

0
ସାଧାରଣତଃ ଖାଇବା ପରେ ହାକୁଟି ଆସିଥାଏ। ହାକୁଟି ହେବାକୁ ଅନେକ ଲୋକ ଖାଦ୍ୟ ଠିକ୍ ଭାବେ ହଜମ ହୋଇନଥିବାର ସଙ୍କେତ ଭାବେ ଗ୍ରହଣ କରିଥାନ୍ତି। କିନ୍ତୁ ବାରମ୍ବାର ହାକୁଟି ଦେଲେ ଏହା ବିଭିନ୍ନ ପ୍ରକାର ରୋଗ ବା ସମସ୍ୟାକୁ ସୂଚାଇଥାଏ। ଶରୀରରେ ଥିବା ବାୟୁ ଖାଦ୍ୟ ନଳୀ ମଧ୍ୟକୁ...
error: Content is protected !!