ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବ କିପରି?

0
https://youtu.be/Vp4Z2fn_8eI କୋଭିଡ୍ ବିପକ୍ଷରେ କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? ବିଶିଷ୍ଟ ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଶରୀରର ପ୍ରତିରକ୍ଷା ପ୍ରଣାଳୀ ଠିକ୍‌ ଭାବେ କାମ କରିବା ପାଇଁ ଅନେକଗୁଡ଼ିଏ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍‌ ଆବଶ୍ୟକତା ପଡ଼ିଥାଏ। ଶରୀରରେ ଭିଟାମିନ୍-ଏ, ଡି, ଇ, ଜିଙ୍କ, ସେଲେନିୟମ୍‌...

କୋଭିଡ ଟିକା ଉପରୁ ଜିଏସଟି ହଟାଇବାକୁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା, ରାଜ୍ୟ ନିଜ ଢାଞ୍ଚାରେ କରିବ ସାର୍ଟିଫିକେଟ୍

0
(ଭୁବନେଶ୍ୱରରୁ ନୀଳାମ୍ବର ରଥ) ୧୮ରୁ ୪୪ ବୟସ ବର୍ଗରେ କୋଭିଡ ଟିକାକରଣ ନିୟମରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଲାଗି ଦାବି କରି କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା। ରାଜ୍ୟ ସରକାର କିଣୁଥିବା କୋଭିଡ ଟିକା ଉପରୁ ଜିଏସଟି ହଟାଇବାକୁ କେନ୍ଦ୍ରକୁ ଅନୁରୋଧ।ଟିକା ନିର୍ମାଣକାରୀ ସଂସ୍ଥା ଯଥେଷ୍ଟ ପରିମାଣ ଟିକା ନ...

ଆଇସୋଲେସନ୍‌ରେ ରହିଛନ୍ତି କି? କ’ଣ କରିବେ ଏବଂ କ’ଣ ନାହିଁ?

0
କରୋନାରେ ସଂକ୍ରମଣ ହୋଇଥିଲେ ମଧ୍ୟ ଭୟବିତ ନ ହୋଇ ସଠିକ ଚିକିତ୍ସା ଏବଂ ସଚେତନ ରହିଲେ ଏଥିରୁ ସୁସ୍ଥ ହୋଇପାରିବା। ମଧ୍ୟମ ଓ ସାଧାରଣ ଲକ୍ଷଣ ଦେଖାଦେଉଥିବା ରୋଗୀମାନେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ସଙ୍ଗରୋଧରେ ଥିବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଜାଣନ୍ତୁ।  କ’ଣ...
corona

ଚିନ୍ତା ବଢ଼ାଉଛି କରୋନା – ୨୪ ଘଣ୍ଟାରେ ରାଜ୍ୟରୁ ୬୯୯୮ ପଜିଟିଭ୍‌

0
ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୬ହଜାରରୁ ୭ହଜାର ମଧ୍ୟରେ ରହିଥିବାବେଳେ, ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୬୯୯୮ ନୂଆ ପଜିଟିଭ୍ ଚିହ୍ନଟ...

କୋଭିଡ୍ ରୋଗୀ ସଂସ୍ପର୍ଶରେ ଆସିଥିଲେ କ’ଣ କରିବେ?

0
https://youtu.be/e9ErYM962Mc କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସମସ୍ତଙ୍କୁ ଅଧିକ ସତର୍କ ହେବାକୁ ପଡ଼ିବ ଓ ନିୟମ ମାନି ଚଳିବାକୁ ହେବ ବୋଲି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ପରାମର୍ଶ ଦେଇଛନ୍ତି। କୋଭିଡ୍‌ର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଦ୍ରୁତ ବେଗରେ ବ୍ୟାପି ଚାଲିଛି। ତେଣୁ ସମସ୍ତଙ୍କୁ ଅଧିକ...
coronavirus, virus, mask

କରୋନାକୁ ନେଇ ମନକୁ ଆସୁଥିବା ପ୍ରଶ୍ନ ଓ ଉତ୍ତର

0
କରୋନା ଭାଇରସକୁ ନେଇ ଆପଣଙ୍କ ମନକୁ ଆସୁଥିବା ସାଧାରଣ ପ୍ରଶ୍ନର ଉତ୍ତର। କରୋନାର ଦ୍ୱିତୀୟ ଲହରୀକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସୁଥାଇପାରେ। ଯେମିତିକି କେତେ ଦିନ ଆଇସୋଲେସନରେ ରହିବେ? ଭ୍ୟାକ୍ସିନ ନେବେ କି ନାହିଁ? ଭ୍ୟାକ୍ସିନ୍‌ ନେବା ପରେ ପାର୍ଶ୍ଵପ୍ରତିକ୍ରିୟା ରହିଛି କି ନାହିଁଐ କରୋନାରୁ...

କରୋନାରୁ ସୁସ୍ଥ ହେବା ପରେ ନିଜର କାର୍ଯ୍ୟକ୍ଷମତା ବୃଦ୍ଧି କରିବେ କିପରି?

0
କୋଭିଡ୍‌ରୁ ସୁସ୍ଥ ହେବା ପରେ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ପୁନଃ ମଜଭୁତ କରିବେ କିପରି ଜାଣନ୍ତୁ। କରୋନାରୁ ସୁସ୍ଥ ହେବା ପରେ ଶରୀରରେ ଥକ୍କାପଣ, ଦୁର୍ବଳତା, ମାନସିକ ଅସ୍ଥିରତା ଏସବୁ ଲାଗିରହିଥାଏ। କୋଭିଡ୍‌ ଭୂତାଣୁ ଫୁସଫୁସ୍ ସହିତ ସମ୍ପୂର୍ଣ୍ଣ ଶରୀରକୁ ପ୍ରଭାବିତ କରିଥିବାରୁ ଶରୀର ପୂର୍ବାବସ୍ଥାକୁ ଫେରିବା ପାଇଁ...
corona

ରାଜ୍ୟରେ ପ୍ରଥମଥର ପାଇଁ ୮୩୮୬ କରୋନା ପଜିଟିଭ୍ ଚିହ୍ନଟ, ୧୦ମୃତ

0
କରୋନାର ଦ୍ୱିତୀୟ ଲହର ଭୟଙ୍କର ହେବାରେ ଲାଗିଛି। ରାଜ୍ୟରୁ କିଛିଦିନ ହେବ ଲଗାତାର ୬ହଜାରରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାବେଳେ, ଆଜି ପ୍ରଥମଥର ପାଇଁ ରେକର୍ଡ ସଂଖ୍ୟକ ପଜିଟିଭ୍ ହୋଇଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୮୩୮୬ ନୂଆ ପଜିଟିଭ୍...

କୋଭିଡ୍‌ ଦ୍ୱିତୀୟ ଲହରୀ – ପଜିଟିଭ୍‌ ଥିଲେ କ’ଣ କରିବେ?

0
https://youtu.be/dhNRSBSeRgg କୋଭିଡ୍‌ ଦ୍ୱିତୀୟ ଲହରୀର ଭୟାବହତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଭୂତାଣୁ ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ। ତେବେ କୋଭିଡ୍‌ର ନୂଆ ଲକ୍ଷଣ କ’ଣ? ଏହା କେଉଁ ବୟସର ବ୍ୟକ୍ତିଙ୍କୁ ଅଧିକ ପ୍ରଭାବିତ କରୁଛି। ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ରଙ୍କଠାରୁ...

କରୋନା ସମୟରେ ମାନସିକ ସୁସ୍ଥତା

0
କୋଭିଡ୍‌ ଜନିତ ଭୟ ସମସ୍ତଙ୍କର ମାନସିକ ଚାପକୁ ବଢ଼ାଇ ଦେଇଛି। ଫଳରେ ଅବସାଦ, ଉଦ୍‌ବେଗ, ନିଦ୍ରାହୀନତା ଭଳି ମାନସିକ ଅସୁସ୍ଥତା ଦେଖାଦେଉଛି। ତେଣୁ କୋଭିଡ୍‌ରୁ ସୁସ୍ଥ ହେବା ପରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ କିଭଳି ନେବେ ଜାଣିରଖନ୍ତୁ। ସାରା ବିଶ୍ୱରେ ଏବେ ଦେଖିବାକୁ ମିଳୁଛି କରୋନାର କରାଳ ରୂପ। କେଉଁଠି...
error: Content is protected !!