କରୋନାର ଦ୍ୱିତୀୟ ଲହରୀ – କେତେବେଳେ ଡାକ୍ତରଖାନା ଯିବା ଆବଶ୍ୟକ?

0
କରୋନା ସଂକ୍ରମିତଙ୍କଠାରେ ସାଧାରଣ, ମଧ୍ୟମ ଏବଂ ଗୁରୁତର ଲକ୍ଷଣ ଦେଖିବାକୁ ମିଳୁଛି। ଅନେକଙ୍କଠାରେ କୌଣସି ଲକ୍ଷଣ ଦେଖାଦେଉ ନାହିଁ। ଏନେଇ ଲୋକେ ଦ୍ୱନ୍ଦ୍ୱରେ ଥାଆନ୍ତି କ’ଣ କରିବେ କ’ଣ ନାହିଁ। ସାଧାରଣ ଲକ୍ଷଣ ଥିଲେ କ’ଣ କରିବେ?  ସାଧାରଣ ଲକ୍ଷଣ ଥିଲେ ବ୍ୟକ୍ତିଙ୍କଠାରେ ଜ୍ୱର, କାଶ ଏବଂ ଥଣ୍ଡା ଭଳି ଲକ୍ଷଣ...

ଦେଶରେ ତିନି ଲକ୍ଷ ମୁହାଁ ସଂକ୍ରମଣ, ୧୬୧୯ ମୃତ

0
ଦିନକୁ ଦିନ ଦେଶରେ ଅସମ୍ଭାଳ ହେଲାଣି କରୋନା ପରିସ୍ଥିତି। ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ଦିନକରେ ରେକର୍ଡ ସଂଖ୍ୟକ ୨ଲକ୍ଷ ୭୩ହଜାର ୮୧୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ ସଂକ୍ରମିତଙ୍କ ସଂଖ୍ୟା ସହ ମୃତ୍ୟୁସଂଖ୍ୟା ମଧ୍ୟ...
corona_covid 19 child

କୋଭିଡ୍‌ରୁ ସୁସ୍ଥ ହେବା ପରର କିଛି ସାବଧାନତା

0
କୋଭିଡ୍‌ରୁ ସୁସ୍ଥ ହେବା ପରେ ଭାବନ୍ତୁ ନାହିଁ ଯେ, ଆପଣ ସମ୍ପୂର୍ଣ୍ଣ ସୁରକ୍ଷିତ। ପୁଣି ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ରହିଛି। କୋଭିଡ୍‌-୧୯ରୁ ସୁସ୍ଥ ହେବା ପରେ ବ୍ୟକ୍ତି ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହୋଇପଡ଼ୁଛନ୍ତି। ଏହାସହ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଉଛି। ଫଳରେ...

କରୋନା ଭାଇରସ୍ ଯୋଗୁଁ ଘରେ ଘରେ ଅର୍ଥନୈତିକ ସମସ୍ୟା – କେମିତି ସମ୍ଭାଳିବା ମାନସିକ ଚାପ?

0
ଗୀତା ଦାସ https://www.youtube.com/watch?v=fadTtV9l8N4 ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି। (ପ୍ରସ୍ତୁତି: ସ୍ଵାସ୍ଥ୍ୟ ପ୍ଲସ୍‌) କରୋନା ପାଇଁ...
Corona Baleswar

ରାଜ୍ୟରେ ଆଉ ଦୁଇ ପଜିଟିଭ୍‌ ଚିହ୍ନଟ – ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି

0
  ରାଜ୍ୟରେ ପୁଣି ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବାଲେଶ୍ଵର ଜିଲ୍ଲାର। ଏଥିସହିତ ବାଲେଶ୍ଵରରେ ମୋଟ୍‌ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଗୋଟିଏ ଦିନରେ ରାଜ୍ୟରେ ୬ କରୋନା ପଜିଟିଭ୍‌ କେସ ସାମ୍ନାକୁ ଆସିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ...
corona fear

କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଛାଡ଼ିବାକୁ ହେବ ଏହି ୫ଟି ଅଭ୍ୟାସ

0
ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଅନ୍ୟପଟେ କରୋନା ମୃତ୍ୟୁସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷ କରି ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି ସେମାନେ ଏହି ମହାମାରୀ କରୋନା ଭାଇରସ ଦ୍ଵାରା ଅଧିକ ଆକ୍ରାନ୍ତ...
corona symptoms_Dr Niroj Kumar Mishra_Doctor Advice in odia

ଲକ୍ଷଣରୁ ଜାଣନ୍ତୁ କରୋନା ଭାଇରସ୍‌ ସମ୍ପର୍କରେ

0
କରୋନା ଭାଇରସ୍‌ (କୋଭିଡ୍‌-୧୯)ର ଲକ୍ଷଣ ବିଷୟରେ ଜାଣନ୍ତୁ ଡାକ୍ତର ନିରୋଜ କୁମାର ମିଶ୍ରଙ୍କ ମୁହଁରୁ। ଚୀନରୁ ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ (କୋଭିଡ୍‌-୧୯) ସାରା ବିଶ୍ୱରେ କାୟା ବିସ୍ତାର କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ପ୍ରତିଷେଧକ ବାହାରି ନଥିବାରୁ ଏହା ଏକ ଚିନ୍ତାର ବିଷୟ...

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ସର୍ଦ୍ଦି ଓ ଜ୍ୱର ହେବା, ବାରମ୍ବାର କାଶିବା ଓ ଛିଙ୍କିବା ସହ...
Corona 1

କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା। କୋରୋନା ଭାଇରସର ଲକ୍ଷଣ କ’ଣ? କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ସର୍ଦ୍ଦି ଓ ଜ୍ୱର ହେବା, ବାରମ୍ବାର କାଶିବା ଓ ଛିଙ୍କିବା ସହ...

ଆକାଶବାଣୀରେ ପ୍ରସାରିତ ହେଲା କୋଭିଡ୍-୧୯ ମୁକାବିଲା ଉପରେ ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ର ତୃତୀୟ ସଂସ୍କରଣ

0
ୟୁନିସେଫ୍‌ ସହଯୋଗରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନ ‘କେତେ ନୂଆ ବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରଣ ଓଡ଼ିଶାର ପ୍ରଥମ କରୋନା ରୋଗୀ, ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ଅଂଗେନିଭା କଥା କୋଭିଡ୍‌ ଯୋଦ୍ଧା ସରପଞ୍ଚ ଓ ସଫେଇ କର୍ମଚାରୀଙ୍କ ଅନୁଭୂତି ସାମାଜିକ ବାସନ୍ଦ ଓ ଭେଦଭାବ ରୋକିବାକୁ ସରକାର ଓ ୟୁନିସେଫ୍‌ର କାର୍ଯ୍ୟକ୍ରମ କୋଭିଡ୍‌-୧୯ ମହାମାରୀ ବେଳେ ସାମାଜିକ ବାସନ୍ଦ ଏବଂ ଭେଦଭାବକୁ ନେଇ ରାଜ୍ୟରେ ଚିନ୍ତା ବଢ଼ିଛି। କରୋନା ସଂକ୍ରମିତ ରୋଗୀ, ପ୍ରବାସୀ ଶ୍ରମଜୀବୀ ବିଭିନ୍ନ ସ୍ଥାନରେ ସାମାଜିକ ବାସନ୍ଦ...
error: Content is protected !!