କୋଭିଡ୍ ଟିକା କିଏ ନେବେ, କିଏ ନେବେ ନାହିଁ?

0
https://youtu.be/zDNBtQ3wkwM କରୋନା ଟିକାକରଣକୁ ନେଇ ଏବେ ବି ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ରହିଛି। କେରାନା ଟିକା କ’ଣ? କିଏ ଟିକା ନେଇ ପାରିବେ, କିଏ ନେଇ ପାରିବେ ନାହିଁ? ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ରଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା। ବର୍ତ୍ତମାନ ଓଡ଼ିଶାରେ ଦୁଇଟି...

ମାସ୍କ ପିନ୍ଧନ୍ତୁ – କୋଭିଡ୍‌ରୁ ସୁରକ୍ଷିତ ରହନ୍ତୁ

0
ଦେଶରେ ଦ୍ରୁତଗତିରେ କରୋନା ସଂକ୍ରମଣ ମାଡ଼ି ଚାଲିଛି। କରୋନା ବିରୋଧୀ ଲଢ଼େଇରେ ମାସ୍କ ଏକ ପ୍ରମୁଖ ଅସ୍ତ୍ର ସାଜିଛି। ସବୁବେଳେ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।  ମାସ୍କ ପିନ୍ଧିବା ପୂର୍ବରୁ ହାତକୁ ଆଲକହଲଯୁକ୍ତ ସାବୁନ୍‌ରେ ଭଲ ଭାବରେ ଧୁଅନ୍ତୁ।ମାସ୍କର କେଉଁ ପଟ ଭିତରକୁ ଓ କେଉଁ...

ରାଜ୍ୟରେ ଦିନକରେ ୧୦ହଜାର ଟପିଲା କରୋନା ପଜିଟିଭ୍ ସଂଖ୍ୟା, ୧୧ମୃତ

0
ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ କମିବାରେ ନାଁ ଧରୁନାହିଁ। ପ୍ରତିଦିନ ପୁଳା ପୁଳା କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପ୍ରଥମ ଓ ଦ୍ୱିତୀୟ ଲହର କରୋନା ସଂକ୍ରମଣରେ ଆଜି ପ୍ରଥମଥର ପାଇଁ ରାଜ୍ୟରୁ ୧୦ହଜାରରୁ ଅଧିକ ପଜିଟିଭ୍...

“କୋଭିଡ୍ ପଜିଟିଭ୍ ହେଲେ ହଠାତ୍ ହସ୍ପିଟାଲ୍ ଆସନ୍ତୁ ନାହିଁ, ଘରେ ରହି ଚିକିତ୍ସିତ ହୁଅନ୍ତୁ”

0
କୋଭିଡ୍ ନିୟମ ପାଳନ କଲେ ହିଁ ମହାମାରୀକୁ ନିୟନ୍ତ୍ରଣକୁ ଆଣିପାରିବା ବୋଲି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। କୋଭିଡ୍ ପଜିଟିଭ୍ ହେଲେ ଛାନିଆ ହୋଇ ହସ୍ପିଟାଲ୍ ଆସିବା ଆବଶ୍ୟକ ନାହିଁପଜିଟିଭ୍ ବାହାରିଲେ ଘରେ ରହି...
covid vaccine

କରୋନାରୁ ସୁସ୍ଥ ହେବାର କେତେ ଦିନ ପରେ ନେବେ ଟିକା?

0
ଜଣେ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଥିଲେ ଟିକା ନେବେ ନା ନାହିଁ? ଯଦି ନେବେ ତା’ହେଲେ କେତେ ଦିନ ପରେ ନେବେ? ଏଭଳି କିଛି ପ୍ରଶ୍ନ ଲୋକଙ୍କ ଭିତରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି...

କରୋନାର ଦ୍ୱିତୀୟ ଲହରୀ – କେତେବେଳେ ଡାକ୍ତରଖାନା ଯିବା ଆବଶ୍ୟକ?

0
କରୋନା ସଂକ୍ରମିତଙ୍କଠାରେ ସାଧାରଣ, ମଧ୍ୟମ ଏବଂ ଗୁରୁତର ଲକ୍ଷଣ ଦେଖିବାକୁ ମିଳୁଛି। ଅନେକଙ୍କଠାରେ କୌଣସି ଲକ୍ଷଣ ଦେଖାଦେଉ ନାହିଁ। ଏନେଇ ଲୋକେ ଦ୍ୱନ୍ଦ୍ୱରେ ଥାଆନ୍ତି କ’ଣ କରିବେ କ’ଣ ନାହିଁ। ସାଧାରଣ ଲକ୍ଷଣ ଥିଲେ କ’ଣ କରିବେ?  ସାଧାରଣ ଲକ୍ଷଣ ଥିଲେ ବ୍ୟକ୍ତିଙ୍କଠାରେ ଜ୍ୱର, କାଶ ଏବଂ ଥଣ୍ଡା ଭଳି ଲକ୍ଷଣ...

ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବ କିପରି?

0
https://youtu.be/Vp4Z2fn_8eI କୋଭିଡ୍ ବିପକ୍ଷରେ କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? ବିଶିଷ୍ଟ ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଶରୀରର ପ୍ରତିରକ୍ଷା ପ୍ରଣାଳୀ ଠିକ୍‌ ଭାବେ କାମ କରିବା ପାଇଁ ଅନେକଗୁଡ଼ିଏ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍‌ ଆବଶ୍ୟକତା ପଡ଼ିଥାଏ। ଶରୀରରେ ଭିଟାମିନ୍-ଏ, ଡି, ଇ, ଜିଙ୍କ, ସେଲେନିୟମ୍‌...

କୋଭିଡ ଟିକା ଉପରୁ ଜିଏସଟି ହଟାଇବାକୁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା, ରାଜ୍ୟ ନିଜ ଢାଞ୍ଚାରେ କରିବ ସାର୍ଟିଫିକେଟ୍

0
(ଭୁବନେଶ୍ୱରରୁ ନୀଳାମ୍ବର ରଥ) ୧୮ରୁ ୪୪ ବୟସ ବର୍ଗରେ କୋଭିଡ ଟିକାକରଣ ନିୟମରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଲାଗି ଦାବି କରି କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା। ରାଜ୍ୟ ସରକାର କିଣୁଥିବା କୋଭିଡ ଟିକା ଉପରୁ ଜିଏସଟି ହଟାଇବାକୁ କେନ୍ଦ୍ରକୁ ଅନୁରୋଧ।ଟିକା ନିର୍ମାଣକାରୀ ସଂସ୍ଥା ଯଥେଷ୍ଟ ପରିମାଣ ଟିକା ନ...

ଆଇସୋଲେସନ୍‌ରେ ରହିଛନ୍ତି କି? କ’ଣ କରିବେ ଏବଂ କ’ଣ ନାହିଁ?

0
କରୋନାରେ ସଂକ୍ରମଣ ହୋଇଥିଲେ ମଧ୍ୟ ଭୟବିତ ନ ହୋଇ ସଠିକ ଚିକିତ୍ସା ଏବଂ ସଚେତନ ରହିଲେ ଏଥିରୁ ସୁସ୍ଥ ହୋଇପାରିବା। ମଧ୍ୟମ ଓ ସାଧାରଣ ଲକ୍ଷଣ ଦେଖାଦେଉଥିବା ରୋଗୀମାନେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଛନ୍ତି। ସଙ୍ଗରୋଧରେ ଥିବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଜାଣନ୍ତୁ।  କ’ଣ...
corona

ଚିନ୍ତା ବଢ଼ାଉଛି କରୋନା – ୨୪ ଘଣ୍ଟାରେ ରାଜ୍ୟରୁ ୬୯୯୮ ପଜିଟିଭ୍‌

0
ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୬ହଜାରରୁ ୭ହଜାର ମଧ୍ୟରେ ରହିଥିବାବେଳେ, ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୬୯୯୮ ନୂଆ ପଜିଟିଭ୍ ଚିହ୍ନଟ...
error: Content is protected !!