eye care

କେମିତି ରଖିବେ ନିଜ ଆଖିକୁ ସମ୍ପୂର୍ଣ୍ଣ ସୁରକ୍ଷିତ? ଜାଣନ୍ତୁ କ’ଣ କହୁଛନ୍ତି ଚକ୍ଷୁରୋଗ ବିଶେଷଜ୍ଞ ଶ୍ରୀକାନ୍ତ କୁମାର ସାହୁ  

0
ଆଖି ମଣିଷ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାର ଯତ୍ନ ନେବା ନିହାତି ଆବଶ୍ୟକ। ଆମେ ଯଦି ଆମ ଆଖିର ସଠିକ୍‌ ଭାବେ ଯତ୍ନ ନେବା, ତେବେ ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ସମସ୍ୟାକୁ ଏଡ଼ାଇ ପାରିବା। ଆସନ୍ତୁ, ଭୁବନେଶ୍ୱରସ୍ଥିତ ଏଲ୍. ଭି. ପ୍ରସାଦ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାନର ଚକ୍ଷୁ ରୋଗ...
WORLD SIGHT DAY

ଆଖି ସମସ୍ୟା ଦେଖାଦେବା ପୂର୍ବରୁ କେମିତି ରହିବେ ସଜାଗ – କ’ଣ କହନ୍ତି ଡାକ୍ତର ସଂଘମିତ୍ରା ଦାଶ

0
ଆଜି ବିଶ୍ୱ ଦୃଷ୍ଟି ଦିବସ। ଆସନ୍ତୁ, ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ୍ସ ବରିଷ୍ଠ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସଂଘମିତ୍ରା ଦାଶଙ୍କଠାରୁ ଶୁଣିବା ପିଲାଠୁ ବୁଢ଼ା ପର୍ଯ୍ୟନ୍ତ କେମିତି ନେବା ଆମ ଆଖିର ଯତ୍ନ। ପ୍ରତିବର୍ଷ ଅକ୍ଟୋବର (ଦ୍ୱିତୀୟ ଗୁରୁବାର)କୁ ବିଶ୍ୱ ଦୃଷ୍ଟି ଦିବସ ରୂପେ ପାଳନ କରାଯାଏ। ଚଳିତବର୍ଷର...

ଶରୀର ପାଇଁ ଲୌହର ଆବଶ୍ୟକତା

0
  ଡାକ୍ତରମାନଙ୍କ ଅନୁସାରେ ଲୌହ ହିମୋଗ୍ଲୋବିନ ପ୍ରସ୍ତୁତିରେ ସହାୟକ ହୋଇଥାଏ। ହିମୋଗ୍ଲୋବିନ ପୂରା ଶରୀରକୁ ଅମ୍ଳଜାନ ଯୋଗାଣ, କୋଷିକାଗୁଡ଼ିକର ତାକୁ ବ୍ୟବହାର ଏବଂ ଶରୀରରେ ଶକ୍ତିର ସ୍ତର ବଜାୟ ରଖିବାରେ ସାହାଯ୍ୟ କରେ। ତେବେ ମହିଳାମାନଙ୍କୁ ଏହାର ଅଧିକ ଆବଶ୍ୟକତା ରହିଛି। କାରଣ ମାସିକ ଋତୁସ୍ରାବ ମାଧ୍ୟମରେ ସେମାନଙ୍କର...

କେଉଁ ଯନ୍ତ୍ରଣା ହେଲେ କେଉଁ ସେକ ଦେବେ?

0
ଶରୀରର ଭିନ୍ନ ଭିନ୍ନ ଅଙ୍ଗରେ ଯନ୍ତ୍ରଣା ହେବା ଏବଂ ଆଘାତ ଲାଗିଲେ ଗରମ ବା ଥଣ୍ଡା ସେକ ବହୁତ ଉପଯୋଗୀ ହୋଇଥାଏ। କେଉଁ ଅଙ୍ଗରେ ଯନ୍ତ୍ରଣା ହେଲେ କେଉଁ ସେକ ଦେବେ ତାହା ଜାଣନ୍ତୁ। ଆର୍ଥରାଇଟିସରୁ ଆରମ୍ଭ କରି ମାଂସପେଶୀ କ୍ରାମ୍ପ ହୋଇଯିବା ଏବଂ ଫୁଲିବା ଯାଏଁ ସେକ...
Professor Ayushman

ପିଲାଙ୍କୁ ଜଡ଼ିବୁଟି ସଂପର୍କରେ ସଚେତନ କରିବ ‘ପ୍ରଫେସର ଆୟୁଷ୍ମାନ’

0
ଛୋଟ ପିଲାଙ୍କ ପାଇଁ କମିକ୍ସ ସିରିଜ୍‌ର ଗୁରୁତ୍ୱ ସର୍ବାଧିକ। ଏହାକୁ ସେମାନେ ଆଗ୍ରହ ସହକାରେ ପଢ଼ିବା ସହ ଏହା ମାଧ୍ୟମରେ ବିଭିନ୍ନ ପ୍ରକାର ସୂଚନା ପାଇଥାନ୍ତି। ଛୋଟ ପିଲାଙ୍କର ଏଭଳି ଆଗ୍ରହକୁ ଦେଖି ସେମାନଙ୍କୁ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଏବଂ ଏହାର ଘରୋଇ ବ୍ୟବହାର ସଂପର୍କରେ...
care hospital

ଭୁବନେଶ୍ୱର କେୟାର ହସ୍ପିଟାଲରେ ଏଣିକି ହୋଇପାରିବ ‘ହୃଦ୍‌ ଓ ଫୁସ୍‌ଫୁସ୍‌’ ପ୍ରତିରୋପଣ

0
କେୟାର ହସ୍ପିଟାଲ, ଭୁବନେଶ୍ୱର ପକ୍ଷରୁ ‘ହୃଦ୍‌ ଓ ଫୁସ୍‌ଫୁସ୍‌’ ପ୍ରତିରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏହାକୁ ଖ୍ୟାତିସମ୍ପନ୍ନ ହୃଦ୍‌ ଓ ଫୁସ୍‌ଫୁସ୍‌ ପ୍ରତିରୋପଣ ବିଶେଷଜ୍ଞ ଡାକ୍ତର କେ ଆର୍‌ ବାଲକ୍ରିଷ୍ଣନ ଶୁଭାରମ୍ଭ କରିଥିଲେ। ମେଡିକାଲ ଡାଇରେକ୍ଟର ମହେନ୍ଦ୍ର ପ୍ରସାଦ ତ୍ରିପାଠୀ, କେୟାର ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ...
cancer cells

କାହିଁକି ହୁଏ କ୍ୟାନ୍ସର? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ସରୋଜ ଦାସ

0
କ୍ୟାନ୍ସର ବା କର୍କଟ ରୋଗ ସମଗ୍ର ଦେଶରେ ଏବେ ଉତ୍କଟ ରୂପ ଧାରଣ କରିଛି। ଅଧିକାଂଶ ଲୋକ ଏହି କର୍କଟ ରୋଗରେ ପ୍ରାଣ ହରାଉଥିବାରୁ ଏବେ ଚିନ୍ତା ବଢ଼ିଛି। କର୍କଟ ରୋଗ କାହିଁକି ହୁଏ ଏବଂ କେଉଁ ବର୍ଗର ଲୋକଙ୍କୁ ଏହା ଆକ୍ରାନ୍ତ କରେ ସେ ସମ୍ପର୍କରେ...
first aid

ଆଖି ଆଗରେ କୌଣସି ଦୁର୍ଘଟଣା ଘଟିଥିବାର ଦେଖିଲେ କିପରି ଯୋଗାଇବେ ପ୍ରାଥମିକ ଚିକିତ୍ସା

0
ଦୁର୍ଘଟଣା ଆକସ୍ମିକ ଭାବରେ ଘଟିଥାଏ। ଦୁର୍ଘଟଣାରେ ପ୍ରଭାବିତ ବ୍ୟକ୍ତି ସାମାନ୍ୟରୁ ଗୁରୁତର ଆହତ ହୋଇପାରନ୍ତି। ସାଧାରଣ ମଣିଷ ଭାବରେ ଆମ୍ଭେମାନେ ଦୁର୍ଘଟଣାର ସମ୍ମୁଖୀନ ହେଲେ କାତର ହୋଇପଡ଼ୁ। କିନ୍ତୁ ଏହି ସମୟରେ ସାମାନ୍ୟ ଧୈର୍ଯ୍ୟର ସହ କାର୍ଯ୍ୟ କଲେ ଆମେ ବହୁ ମୂଲ୍ୟବାନ ଜୀବନ ରକ୍ଷା କରିପାରିବା। ଦୁର୍ଘଟଣାଗ୍ରସ୍ତଙ୍କ...
SOA TO SET UP MOLECULAR DIAGNOSTIC AND RESEARCH CENTRE AT SUM HOSPITAL

ସମ୍ ହସ୍ପିଟାଲରେ ବ୍ଲଡ କ୍ୟାନ୍ସର ଚିକିତ୍ସା ପାଇଁ ଖୋଲିବ ରିସର୍ଚ୍ଚ ସେଣ୍ଟର

0
ଖୁବ୍ ଶୀଘ୍ର  ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବ୍ଲଡ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ ମଲିକ୍ୟୁଲାର୍ ଡାଏଗ୍ନୋଷ୍ଟିକ୍ ଏବଂ ରିସର୍ଚ୍ଚ ସେଂଟର ଖୋଲାଯିବ। ଏହା ଦ୍ୱାରା ରାଜ୍ୟର ବ୍ଲଡ କ୍ୟାନ୍ସର...

ପିରିୟଡ ବା ଋତୁଚକ୍ର ବିଷୟରେ ଜାଣନ୍ତୁ

0
ଋତୁଚକ୍ର – ନାରୀମାନଙ୍କ ଶରୀରରେ ପ୍ରତି ମାସରେ ଘଟୁଥିବା ଏକ ପ୍ରାକୃତିକ ଘଟଣା। ଏହା ନାରୀମାନେ ପ୍ରଜନନକ୍ଷମ ହେବା ଦର୍ଶାଇଥାଏ। ଭାରତୀୟ ନାରୀଙ୍କ ଜୀବନର ପ୍ରାୟ ୩୮ ବର୍ଷ ପ୍ରଜନନକ୍ଷମ ହୋଇଥିବା ବେଳେ ଏହି ସମୟରେ ସେ ହାରାହାରି ୪୫୬ ଥର ଋତୁଚକ୍ରର ସାମନା କରିଥାଏ। ନିଜ...
error: Content is protected !!