child

କିପରି ଛଡ଼ାଇବେ ପିଲାଙ୍କ ପାଟିରେ ଆଙ୍ଗୁଠି ପୁରାଇବା ଅଭ୍ୟାସ? ଜାଣନ୍ତୁ

0
ସାଧାରଣତଃ ଛୋଟ ବେଳେ ପିଲାମାନେ ଆଙ୍ଗୁଠି ପାଟିରେ ପୁରାଇଥାଆନ୍ତି। କିନ୍ତୁ ୫ ବର୍ଷ ପରେ ଏପରି କରିବା ଠିକ ନୁହେଁ। ଆସନ୍ତୁ ଜାଣିବା ପିଲାଙ୍କଠାରୁ କିପରି ଦୂରେଇବା ଏହି ଅଭ୍ୟାସ। ପିଲାମାନେ ଛୋଟବେଳେ ଆଙ୍ଗୁଠି ପାଟିରେ ପୁରାଇବାର ଦେଖିବାକୁ ମିଳିଥାଏ। ପାଖାପାଖି ୩ ବର୍ଷ ଯାଏଁ ଆଙ୍ଗୁଠି ପୁରାଇବା...

ଗର୍ଭାବସ୍ଥାରେ କରନ୍ତୁ ଏହି ବ୍ୟାୟାମ, ଉଭୟ ଶିଶୁ ଏବଂ ମା’ ରହିବେ ସୁସ୍ଥ

0
ଗର୍ଭାବସ୍ଥାରେ ବ୍ୟାୟାମ କରିବା ଫଳରେ ଉଭୟ ମା' ଏବଂ ଶିଶୁ ସୁସ୍ଥ ରହିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ ଭଳି ବ୍ୟାୟାମ କରିବା ଉଚିତ। ଗର୍ଭାବସ୍ଥାରେ ମହିଳାମାନଙ୍କର ବିଶେଷ ଧ୍ୟାନ ନେବାକୁ ପଡ଼ିଥାଏ। ଏହି ସମୟରେ ଶରୀରରେ ହରମୋନ ପରିବର୍ତ୍ତନ ସହ ଶାରୀରିକ ପରିବର୍ତ୍ତନ ମଧ୍ୟ...
odisha police collecting fine

ଭାରି ପଡୁଛି କରୋନା ନିୟମ ଉଲଙ୍ଘନ – ଦୁଇ ଦିନରେ ୫୧ ଲକ୍ଷ ୬୧ ହଜାର ଟଙ୍କା ଜରିମାନା...

0
ଓଡ଼ିଶା ପୋଲିସ୍ ତରଫରୁ କୋଭିଡ୍ ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅପ୍ରେଲ୍ ୭ରୁ ଚାଲିଥିବା ଓଡ଼ିଶା ପୋଲିସ୍‌ର ସ୍ୱତନ୍ତ୍ର ଡ୍ରାଇଭ୍‌ର ଦ୍ୱିତୀୟ ଦିନରେ ସମୁଦାୟ ୧୧୮୦୧ ବ୍ୟକ୍ତିଙ୍କଠାରୁ ୨୬ ଲକ୍ଷ୬୧ ହଜାର ୪୫୦ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଦୁଇ ଦିନ ମଧ୍ୟରେ ମୋଟ...
baby

ପିଲାଙ୍କୁ ଜୋର ଜବରଦସ୍ତ ଖାଦ୍ୟ ଦେଉଛନ୍ତି କି? ହୋଇପାରେ ଅନେକ ସମସ୍ୟା

0
ଛୋଟ ବେଳେ ବାପା ମା' ପିଲାମାନଙ୍କ ଅନିଚ୍ଛା ସତ୍ତ୍ୱେ ଖାଦ୍ୟ ଖୁଆଇଥାନ୍ତି। ଜବରଦସ୍ତ ଖାଦ୍ୟ ଖୁଆଇବା ଫଳରେ ଛୁଆମାନଙ୍କ ନିକଟରେ ଅନେକ ସମସ୍ୟା ଦେଖା ଦେଇଥାଏ। ଛୁଆ ଛୋଟ ଥିବା ଅବସ୍ଥାରେ ବାପା ମା'ମାନେ ସେମାନଙ୍କ ଖାଦ୍ୟପେୟକୁ ନେଇ ବେଶ ଚିନ୍ତିତ ଥାଆନ୍ତି। ତେଣୁ ଦିନର ସବୁ ସମୟରେ...
laughing is good for health

ଅଧିକ ହସିବା ଯୋଗୁଁ ହୋଇପାରେ କାଟାପ୍ଲେସି ଡିସଅର୍ଡର

0
ହସିବା ସ୍ୱାସ୍ଥ୍ୟ ପ୍ରତି ଭଲ ହୋଇଥାଏ। କିନ୍ତୁ ଅଧିକ ହସିବା ଯୋଗୁଁ ପକ୍ଷାଘାତ ଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏଭଳି ସମସ୍ୟାକୁ ଡାକ୍ତରୀ ଭାଷାରେ କାଟାପ୍ଲେକ୍ସି କୁହାଯାଏ। କାଟାପ୍ଲେକ୍ସି ହେଉଛି ଏକ ମାନସିକ ଅସନ୍ତୁଳନ ଅବସ୍ଥା। ଏହା ଦ୍ୱାରା ମସ୍ତିଷ୍କର କିଛି ଅଂଶରେ ସୁକ୍ଷ୍ମ ରକ୍ତବାହୀ...

ଶିଶୁମାନଙ୍କୁ ଜଙ୍କ ଫୁଡ୍‌ରୁ ଦୂରରେ ରଖନ୍ତୁ – କର୍କଟ ରୋଗ ବିଶେଷଜ୍ଞ

0
ଶିଶୁମାନଙ୍କୁ ସବୁଜ ପନିପରିବା ଓ ଫଳ ଖୁଆନ୍ତୁ ଏବଂ କର୍କଟ ରୋଗ ଭଳି ମାରାତ୍ମକ ରୋଗ ଦାଉରୁ ରକ୍ଷା କରନ୍ତୁ। ପ୍ରତିବର୍ଷ ପୃଥିବୀରେ ପ୍ରାୟ ଚାରି ଲକ୍ଷ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିମଧ୍ୟରୁ ଭାରତରେ ପାଖାପାଖି ୧୨ ପ୍ରତିଶତ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି।...
colour therapy for recude stress

ମାନସିକ ଅବସାଦରୁ ମୁକ୍ତି ପାଇଁ ଆପଣାନ୍ତୁ କଲର ଥେରାପି

0
ମାନସିକ ଅବସାଦରୁ ମୁକ୍ତି ପାଇଁ ସାଇକୋଥେରାପି କରାଯାଇଥାଏ। ଏହା ବ୍ୟତୀତ କଲର ଥେରାପି ମାଧ୍ୟମରେ ମଧ୍ୟ ଜଣେ ବ୍ୟକ୍ତି ଚାପମୁକ୍ତ ରହିପାରିବ। ଆଜିକାଲି ଲୋକମାନେ ଲକଡାଉନ ସକାଶେ ଘରେ ରହି ରହି ବିରକ୍ତି ହୋଇଯାଉଛନ୍ତି। ଏପରି ସ୍ଥଳେ ସେମାନେ ଏକ ପ୍ରକାର ଚାପଗ୍ରସ୍ତ ହୋଇପଡ଼ୁଛନ୍ତି। ଚାପ ଯୋଗୁଁ ଠିକ...

ଆମିଷ ଖାଇବା ଦ୍ୱାରା କୋରୋନା ଭାଇରସ ହୋଇଥାଏ କି?

0
କୋରୋନା ଭାଇରସ୍ ହେଉଛି ଏକ ଶ୍ୱାସକ୍ରିୟା ଦ୍ୱାରା ସଂକ୍ରମିତ ହେଉଥିବା ଭୂତାଣୁ। ଏହା ମୁଖ୍ୟତ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଆସିଲେ ହୋଇଥାଏ। ଏହି ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କ କାଶ, ଛିଙ୍କ, ଲାଳ କିମ୍ବା ସିଙ୍ଘାଣି ମାଧ୍ୟମରେ ଅନ୍ୟକୁ ବ୍ୟାପିଥାଏ। ତେବେ ଭାରତରେ ଆମିଷ ଖାଇବା ଦ୍ୱାରା...

ଡାଏବେଟିସ୍‌ ରୋଗୀ କିଭଳି କରିବେ କରୋନା ମୁକାବିଲା?

0
ଡାଏବେଟିସ୍ ରୋଗୀଙ୍କ ପାଇଁ କରୋନା ସଂକ୍ରମଣ କେତେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ ଓ ସେମାନେ ଏହାର ମୁକାବିଲା କିପରି କରିବେ? ଚାଲନ୍ତୁ ଏନେଇ ଜାଣିବା ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସୁନିଲ କୁମାର କୋଟାଙ୍କ ପରାମର୍ଶ। (COVID-19 INFECTION IN PEOPLE WITH DIABETES) ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ କରୋନା...

ଜାଣନ୍ତୁ, ଚକୋଲେଟ ଖାଇବାର ଫାଇଦା

0
ଚକୋଲେଟ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଚକୋଲେଟ ଖାଇବା ଦ୍ୱାରା ଆମକୁ ଅନେକ ଉପକାରିତା ମିଳିଥାଏ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଚକୋଲେଟ ଖାଇବାକୁ ଭଲ ଲାଗେ। କେବଳ ସେତିକି ନୁହେଁ ଚକୋଲେଟ ଆମକୁ ଏକ ପ୍ରକାର ମାନସିକ ଶାନ୍ତି ଦେଇଥାଏ। ଡାର୍କ...
error: Content is protected !!