food

‘WHO’ର ପରାମର୍ଶରେ ଖାଆନ୍ତୁ ଏହି ୫ଟି ଲୌହଯୁକ୍ତ ଖାଦ୍ୟ, ନହେଲେ ହୋଇପାରେ ରକ୍ତହୀନତା

0
ଶରୀରରେ ଲୌହ ଅଭାବ ହେଲେ ରକ୍ତହୀନତା ଦେଖାଦେଇଥାଏ। ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୫ଟି ଲୌହଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛି। ଶରୀରର ସାମଗ୍ରିକ ବିକାଶ ଏବଂ ବୃଦ୍ଧି ପାଇଁ ଲୌହଯୁକ୍ତ ଖାଦ୍ୟର ଆବଶ୍ୟକ ରହିଛି। ଖାଲି ସେତିକି ନୁହେଁ ମାନସିକ ଅଭିବୃଦ୍ଧି ପାଇଁ ମଧ୍ୟ ଲୌହଯୁକ୍ତ ଖାଦ୍ୟ...
KNB Season Two Thumbnails_2nd episode

‘କେତେ ନୂଆ ବାଟ ସିଜିନ୍ ୨’ – ରବିବାର ଶୁଣନ୍ତୁ ଅଡିଓ ସିରିଜର ଦ୍ଵିତୀୟ ଅଧ୍ୟାୟ ‘ଓଡ଼ିଶାରେ ଆଦିବାସୀଙ୍କ...

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/e7bPQfzycFY ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘ଓଡ଼ିଶାରେ ଆଦିବାସୀଙ୍କ ଉପରେ କୋଭିଡର ପ୍ରଭାବ’ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ କୋଭିଡ୍-୧୯ ମହାମାରୀ ଜନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ଗାଁଠୁ ନେଇ ସହର ପର୍ଯ୍ୟନ୍ତ...
yoga exercise

ମଧୁମେହ ରୋଗୀ ନିୟମିତ ଅଭ୍ୟାସ କରନ୍ତୁ ଏହି ୩ଟି ଆସନ

0
ମଧୁମେହ ରୋଗୀମାନେ ନିଜକୁ ସୁସ୍ଥ ରଖିବା ପାଇଁ ନିୟମିତ ଏହି ତିନୋଟି ଆସନ ଅଭ୍ୟାସ କରିବା ଉଚିତ। ଯୋଗ ଶରୀର ଓ ମନକୁ ସୁସ୍ଥ ରଖିଥାଏ। ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ବିଶେଷ କରି ମଧୁମେହ ରୋଗୀମାନେ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ...
Dr Sarat Kumar Sahoo

ଶିକ୍ଷା ଓ ଅନୁସନ୍ଧାନର ନୂଆ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଯୋଗଦେଲେ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଶରତ କୁମାର ସାହୁ

0
ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ ‘ସମ୍‌ ଅଲ୍‌ଟିମେଟ୍ ମେଡିକେୟାର’ରେ ଯୋଗ ଦେଇଛନ୍ତି ଜଣାଶୁଣା ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଶରତ କୁମାର ସାହୁ। ସେ ସିନିୟର କନ୍‌ସଲଟାଣ୍ଟ୍ ଇଣ୍ଟରଭେନ୍ସନାଲ୍‌ କାର୍ଡିଓଲୋଜିଷ୍ଟ୍ ଭାବେ ଯୋଗ ଦେଇଛନ୍ତି। ଡାକ୍ତର ଶରତ...
swasthys.plus

ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ପୋର୍ଟାଲ୍ ‘ସ୍ୱାସ୍ଥ୍ୟ ଡଟ୍ ପ୍ଲସ୍’

0
ଆଜିର ଅତ୍ୟାଧୁନିକ ତଥା ବ୍ୟସ୍ତବହୁଳ ଜୀବନ ଭିତରେ ଆମ ପାଇଁ ସବୁଠାରୁ ବଡ଼ କଥା ହୋଇଛି ନିଜର ସ୍ୱାସ୍ଥ୍ୟ ଠିକ୍ ରଖିବା। ସେହିପରି ବିଭିନ୍ନ ରୋଗର ସଂକ୍ରମଣରୁ ନିଜକୁ ମୁକ୍ତ ରଖିବା ଏବଂ ଆବଶ୍ୟକ ସମୟରେ ଉଚିତ୍ ସ୍ୱାସ୍ଥ୍ୟ ସେବା ପାଇପାରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବିଷୟକୁ...
swasthya.plus

‘ସ୍ୱାସ୍ଥ୍ୟ ଡଟ୍ ପ୍ଲସ୍’- ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ପୋର୍ଟାଲ୍

1
ଆଜିର ଅତ୍ୟାଧୁନିକ ତଥା ବ୍ୟସ୍ତବହୁଳ ଜୀବନ ଭିତରେ ଆମ ପାଇଁ ସବୁଠାରୁ ବଡ଼ ଖବର ହୋଇଛି ନିଜର ସ୍ୱାସ୍ଥ୍ୟ ଠିକ୍ ରଖିବା। ସେହିପରି ବିଭିନ୍ନ ରୋଗର ସଂକ୍ରମଣରୁ ନିଜକୁ ମୁକ୍ତ ରଖିବା ଏବଂ ଆବଶ୍ୟକ ସମୟରେ ଉଚିତ୍ ସ୍ୱାସ୍ଥ୍ୟ ସେବା ପାଇପାରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବିଷୟକୁ...
Medical Tourism in India

ଜାଣନ୍ତୁ ମେଡିକାଲ ଟୁରିଜିମ୍ କଣ?

0
ଆଜିକାଲି ମେଡିକାଲ ଟୁରିଜିମ୍ ଅର୍ଥାତ୍ ଚିକିତ୍ସା ପର୍ଯ୍ୟଟନ ଖୁବ୍ ପ୍ରସାର ଲାଭ କରୁଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭ୍ରମଣ ସାଙ୍ଗକୁ ଶାରିରୀକ ଆରାମ। ଖୁବ୍ ଭଲ ସୁବିଧା, କମ୍ ଖର୍ଚ୍ଚ କାରଣରୁ ବିଦେଶର ବହୁ ଲୋକ ଭାରତକୁ ଏଥିପାଇଁ ବାଛୁଛନ୍ତି। ଏକ ଆକଳନ ଅନୁସାରେ ବିଦେଶରେ...
operation

ମିଶନ ସ୍ମାଇଲ୍ ଜରିଆରେ ଗ୍ରହଣ ଖଣ୍ଡିଆ ଶିଶୁଙ୍କର ହେବ ମାଗଣା ଚିକିତ୍ସା

0
 ଶିଶୁମାନଙ୍କର ଓଠ ଏବଂ ପାଟିର ଉପରଭାଗରେ (ତାଳୁ) ଗ୍ରହଣ ଖଣ୍ଡିଆର ଚିକିତ୍ସା ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଏବଂ ସମ୍ ହସ୍ପିଟାଲଠାରେ “ଫ୍ୟୁଚର୍ ଅଫ୍ ସ୍ମାଇଲ୍ସ ମିଶନ୍” ମାଧ୍ୟମରେ...
suicide cause

କିଶୋର ଅବସ୍ଥାରେ ଆତ୍ମହତ୍ୟାର କାରଣ କ’ଣ ହୋଇଥାଏ?

0
୧୫- ୧୯ ବର୍ଷ ବୟସ ମଧ୍ୟରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ହେଉଛି ଆତ୍ମହତ୍ୟା। କିଶୋର ଅବସ୍ଥା ହେଉଛି ଶାରୀରିକ ଓ ମାନସିକ ବିକାଶର ଏକ ଜଟିଳ ପର୍ଯ୍ୟାୟ। ଶାରୀରିକ ଗଠନରେ ପରିବର୍ତ୍ତନ, ଯୌନାଙ୍ଗ ବିକଶିତ ହେବା, ବିଭିନ୍ନ ହର୍ମୋନ୍ ସ୍ତରରେ ପରିବର୍ତ୍ତନ ଯୋଗୁଁ ଆବେଗଗତ ପରିବର୍ତ୍ତନ ମଧ୍ୟ...
dog bite

କୁକୁର କାମୁଡ଼ିଲେ କେମିତି କରିବେ ପ୍ରାଥମିକ ଉପଚାର?

0
  ସାରା ପୃଥିବୀରେ ବର୍ଷକୁ ପ୍ରାୟ ୧୦ ନିୟୁତ ବ୍ୟକ୍ତି କୁକୁର କାମୁଡ଼ାରେ ଆକ୍ରାନ୍ତ ହୋଇଥାନ୍ତି। ଛୋଟ ପିଲାଙ୍କ କ୍ଷେତ୍ରରେ କୁକୁର କାମୁଡ଼ାର ଆଶଙ୍କା ଅଧିକ ରହିଥାଏ। ବୟସ୍କମାନଙ୍କ ତୁଳନାରେ ପିଲାମାନଙ୍କ କ୍ଷେତ୍ରରେ କୁକୁର କାମୁଡ଼ିବା କାରଣରୁ ମୁଣ୍ଡରେ ଓ ବେକରେ ଆଘାତର ଆଶଙ୍କା ଅଧିକ ରହିଥାଏ। ଫଳରେ...
error: Content is protected !!