office stress

କର୍ମଜୀବୀମାନେ ଆଦୌ ଭୁଲନ୍ତୁ ନାହିଁ ଏହି ୮ଟି କଥା, ହୋଇପାରେ ଅନେକ ସମସ୍ୟା

0
କର୍ମଜୀବୀମାନେ କାମ ଆଳରେ ନିଜ ସ୍ୱାସ୍ଥ୍ୟ ପ୍ରତି ଵିଶେଷ ଧ୍ୟାନ ଦେଇପାରନ୍ତି ନାହିଁ। କିନ୍ତୁ ଏପରି ହେଲେ ଅତି ଶୀଘ୍ର ସେମାନଙ୍କର କାମ ପ୍ରତି ଆଗ୍ରହ କମିଯିବା ସହ ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ। ଆଜିକାଲି ପ୍ରାୟ ସମସ୍ତେ ସ୍ୱାବଲମ୍ବୀ ହେବାକୁ ପସନ୍ଦ କରୁଛନ୍ତି। ତେଣୁ ସବୁ...

କରୋନା ଭଳି ଲକ୍ଷଣ ଦେଖାଗଲେ କ’ଣ କରିବେ?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ଯଦି ଆପଣଙ୍କ ପରିବାରରେ ବା ସୋସାଇଟିରେ କାହାର ଥଣ୍ଡା ଜ୍ୱର ସହ ବାରମ୍ବାର କାଶ ବା ଛିଙ୍କ ହେଉଥାଏ ତେବେ, ତାଙ୍କୁ ପ୍ରଥମେ ଅନ୍ୟମାନଙ୍କ ସହ ମିଶିବାରୁ ବାରଣ କରନ୍ତୁ। କାଶିବା ବା ଛିଙ୍କିଲା ବେଳେ ମୁହଁରେ ରୁମାଲ ବା କପଡ଼ା ଦିଅନ୍ତୁ।...

ନିମ୍ନ ରକ୍ତଚାପ ବି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

0
ଜୀବନଶୈଳୀରେ ପରିର୍ବତ୍ତନ ଏବଂ ଖାଦ୍ୟପାନୀୟରେ ଅନିୟମିତା ଯୋଗୁଁ ହାଇପୋଟେନ୍‌ସନ୍‌ ବା ନିମ୍ନ ରକ୍ତଚାପ ସମସ୍ୟା ହୋଇଥାଏ। ନିମ୍ନ ରକ୍ତଚାପ କଣ? ଶରୀରରେ ସିଷ୍ଟୋଲିକ ଚାପ ୯୦ ଏବଂ ଡାଇଷ୍ଟୋଲିକ ଚାପ ୬୦ରୁ କମ ରହିଲେ ରକ୍ତଚାପ ନିମ୍ନକୁ ଖସିଆସେ। ନିଶାଦ୍ରବ୍ୟର ସେବନ, ଶରୀରରେ ପାଣିର ମାତ୍ରା କମିଗଲେ ଏବଂ ଔଷଧର...

ମସ୍ତିଷ୍କକୁ ବି ସଂକ୍ରମଣ କରିପାରେ କରୋନା ଭୂତାଣୁ

0
ଆପଣ ଜାଣିଛନ୍ତି କି, କରୋନା ଭୂତାଣୁ ମସ୍ତିଷ୍କକୁ ମଧ୍ୟ ପ୍ରଭାବିତ କରିପାରେ। ତେବେ କରୋନା ଭୂତାଣୁ କିଭଳି ମସ୍ତିଷ୍କକୁ ସଂକ୍ରମଣ କରେ? ଏନେଇ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା କ'ଣ କହୁଛନ୍ତି ଆସନ୍ତୁ ଜାଣିବା।  କରୋନା ଭାଇରସ (କୋଭିଡ୍‌-୧୯) ସାରା ବିଶ୍ଵରେ ଏକ ବିରାଟ ସମସ୍ୟା ଭାବେ ମୁଣ୍ଡ...

ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ, କରୋନା ସଂକ୍ରମଣର ମୁକାବିଲା କରନ୍ତୁ

0
ସ୍ୱାସ୍ଥ୍ୟପ୍ଲସ୍ କରୋନା ବ୍ୟୁରୋ କରୋନା ଭୂତାଣୁଜନିତ ସଂକ୍ରମଣ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରି ସ୍ଥିତିରେ ସମସ୍ତେ ନିଜକୁ କରୋନା ପ୍ରଭାବରୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି। କରୋନା ଭୂତାଣୁଜନିତ ସଂକ୍ରମଣରୁ ନିଜକୁ ବଞ୍ଚେଇ ରଖିବାରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି...
workout exercise_gym

ଅତ୍ୟଧିକ ବ୍ୟାୟାମ କରିବା ଯୋଗୁଁ ହୋଇପାରେ ବି ସମସ୍ୟା

0
ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମର ଆବଶ୍ୟକତା ରହିଛି। କିନ୍ତୁ ଅଧିକ ବ୍ୟାୟାମ କରିବା ଫଳରେ ଅନେକ ସମସ୍ୟା ଦେଖାଦେଇଥାଏ। ଆସନ୍ତୁ ଜାଣିବା ସେସବୁ ସମସ୍ୟା ବାବଦରେ। କିଛି ଲୋକ ଜଲଦି ଓଜନ ହ୍ରାସ କରିବା ଆଳରେ ଗୋଟିଏ ଦିନରେ ଅଧିକ ବ୍ୟାୟାମ କରିଦିଅନ୍ତି। ସେହିପରି ଆଉ କିଛି...
eye dark circle

ଖାଆନ୍ତୁ ଏହି ୫ଟି ଭିଟାମିନଯୁକ୍ତ ଖାଦ୍ୟ ଦୂର ହେବ ଆଖି ତଳ କଳା ଦାଗ

0
ଶରୀରରେ କେତେକ ପୋଷକ ତତ୍ତ୍ୱ ଅଭାବରୁ ଆଖି ତଳ କଳା ପଡ଼ିଥାଏ। ଆସନ୍ତୁ ଜାଣିବା କ'ଣ ଖାଇଲେ ପୋଷକ ତତ୍ତ୍ୱର ପରିମାଣ ଠିକ ରହିଥାଏ। ଅଧିକ ପଢ଼ନ୍ତୁ: ଆଖି ତଳ କଳା ଦାଗ ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ଟିପ୍ସ ସାଧାରଣତଃ ଝିଅମାନେ ତ୍ୱଚାକୁ ସୁନ୍ଦର ଏବଂ କୋମଳ...

ପିଲାମାନଙ୍କ ରାଗକୁ କିପରି କରିବେ ନିୟନ୍ତ୍ରଣ?

0
ବେଳେ ବେଳେ ଛୋଟଛୁଆମାନେ ଟିକେ ଟିକେ କଥାରେ ଚିଡ଼ି ଯାଆନ୍ତି। ସେହି ସମୟରେ ସେମାନଙ୍କ ରାଗକୁ କିପରି ନିୟନ୍ତ୍ରଣ କରିବେ ଆସନ୍ତୁ ଜାଣିବା। ଅଧିକାଂଶ ସମୟରେ ଛୋଟପିଲାମାନେ କୌଣସି କାରଣ ପାଇଁ ଅଧିକ କ୍ରୋଧିତ ହୋଇଯାଆନ୍ତି। ବାରମ୍ବାର ପଚାରିବା ସତ୍ତ୍ଵେ ମଧ୍ୟ ଉତ୍ତର ଦିଅନ୍ତି ନାହିଁ। ଅଧିକ ରାଗ...
cancer cells

କାହିଁକି ହୁଏ କ୍ୟାନ୍ସର? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର ସରୋଜ ଦାସ

0
କ୍ୟାନ୍ସର ବା କର୍କଟ ରୋଗ ସମଗ୍ର ଦେଶରେ ଏବେ ଉତ୍କଟ ରୂପ ଧାରଣ କରିଛି। ଅଧିକାଂଶ ଲୋକ ଏହି କର୍କଟ ରୋଗରେ ପ୍ରାଣ ହରାଉଥିବାରୁ ଏବେ ଚିନ୍ତା ବଢ଼ିଛି। କର୍କଟ ରୋଗ କାହିଁକି ହୁଏ ଏବଂ କେଉଁ ବର୍ଗର ଲୋକଙ୍କୁ ଏହା ଆକ୍ରାନ୍ତ କରେ ସେ ସମ୍ପର୍କରେ...

ବାତ୍ୟା ବେଳେ ନିଜକୁ ସୁରକ୍ଷିତ ରଖିବେ କିପରି?

0
ବାତ୍ୟା ପୂର୍ବରୁ, ବାତ୍ୟା ବେଳେ ଓ ବାତ୍ୟା ପରେ କ’ଣ କରିବେ ଓ କିପରି ନିଜକୁ ସୁରକ୍ଷିତ ରଖିବେ। ସାଧାରଣତଃ ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ସମୟରେ ଲୋକ ଭୟଭୀତ ହୋଇ ଯାଆନ୍ତି। ଆତଙ୍କିତ, ଅଧୈର୍ଯ୍ୟ ହୋଇପଡ଼ନ୍ତି। ଏମିତି ହେବା ଦ୍ୱାରା ଆପଣ ଅଧିକ କ୍ଷତି ସହିପାରନ୍ତି। ତେବେ...
error: Content is protected !!