office stress

ଅଫିସରେ ନିଦ ଆସୁଛି କି? କ’ଣ କରିବେ ଆସନ୍ତୁ ଜାଣିବା

0
ଅଫିସରେ କାମ କରୁଥିବା ସମୟରେ ନିଦ ଲାଗିବା ସମସ୍ୟା ସୃଷ୍ଟି କରିପାରେ। ସେସବୁରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଟିପ୍ସ। ଅଫିସରେ କାମ କରୁଥିବା ବେଳେ କିଛି ଲୋକଙ୍କୁ ନିଦ ଲାଗିଥାଏ। ଆଉ କିଛି ଲୋକ ଅଫିସରେ ଶୋଇପଡ଼ିଥାନ୍ତି। ଏପରି ଶୋଇବା ଫଳରେ ଅଫିସରେ ଅନେକ ସମସ୍ୟା ଦେଖାଦେଇଥାଏ।...
Subroto Bagchi on Transforming Cancer & Palliative care in Odisha

କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଦିନେ ଭାରତରେ ଅଗ୍ରଣୀ କେନ୍ଦ୍ର ହେବ – ସୁବ୍ରତ ବାଗ୍‌ଚୀ

0
https://www.youtube.com/watch?v=ewwnMaNA2BE ଓଡ଼ିଶାରେ କ୍ୟାନ୍‌ସର ଚିକିତ୍ସାର ସ୍ଥିତି ଓ ଏହାର ନିରାକରଣ ସମ୍ପର୍କରେ ସ୍ୱାସ୍ଥ୍ୟପ୍ଲସ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ସୁବ୍ରତ ବାଗ୍‌ଚୀ। ଓଡ଼ିଶାରେ ଏକ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ୍‌‌ ସହ ଏକ ପାଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠା ଲାଗି ୩୪୦ କୋଟି ଟଙ୍କା ଦାନ ଘୋଷଣା କରି ସୋମବାର ଦିନ...
odisha police collecting fine

ଭାରି ପଡୁଛି କରୋନା ନିୟମ ଉଲଙ୍ଘନ – ଦୁଇ ଦିନରେ ୫୧ ଲକ୍ଷ ୬୧ ହଜାର ଟଙ୍କା ଜରିମାନା...

0
ଓଡ଼ିଶା ପୋଲିସ୍ ତରଫରୁ କୋଭିଡ୍ ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅପ୍ରେଲ୍ ୭ରୁ ଚାଲିଥିବା ଓଡ଼ିଶା ପୋଲିସ୍‌ର ସ୍ୱତନ୍ତ୍ର ଡ୍ରାଇଭ୍‌ର ଦ୍ୱିତୀୟ ଦିନରେ ସମୁଦାୟ ୧୧୮୦୧ ବ୍ୟକ୍ତିଙ୍କଠାରୁ ୨୬ ଲକ୍ଷ୬୧ ହଜାର ୪୫୦ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଦୁଇ ଦିନ ମଧ୍ୟରେ ମୋଟ...
KNB Season Three Thumbnails

‘କେତେ ନୂଆ ବାଟ ସିଜିନ୍ ୨’ – ଆସନ୍ତାକାଲି ଶୁଣନ୍ତୁ ଅଡିଓ ସିରିଜର ତୃତୀୟ ଅଧ୍ୟାୟ

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ https://youtu.be/BV5R0LiDU8o ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନଅଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ସମୟରେ ପିଲାଙ୍କ ସୁରକ୍ଷା ଲାଗି ଏକାଠି ହେବା’ରବିବାର ସକାଳ ୧୦ଟାରେ ଶୁଣନ୍ତୁ ଆକାଶବାଣୀରେଦିନ ୧୧ଟାରେ ରେଡିଓ ଚକଲେଟ୍‌ ୧୦୪ ଏଫ୍‌ଏମରେ ଗତ ଦେଢ଼...

ଆନ୍ତର୍ଜାତିକ ଯୋଗ ଦିବସ – ସୁସ୍ଥତାର ଆଧାର ଯୋଗ

0
ଶରୀର ଏବଂ ମନକୁ ସୁସ୍ଥ ରଖିବାର ବଳିଷ୍ଠ ମାଧ୍ୟମ ହେଉଛି ଯୋଗ। ତେଣୁ ପ୍ରତିବର୍ଷ ଜୁନ ୨୧କୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଏ। ଯୋଗ ହେଉଛି ଏକ ସଂସ୍କୃତ ଶବ୍ଦ ଯାହାର ଅର୍ଥ ଯୋଡ଼ିବା। ଯୋଗ ଦ୍ୱାରା ସମୟରେ ଶରୀର, ମନ ଏବଂ ମସ୍ତିଷ୍କକୁ ନିୟନ୍ତ୍ରଣ...
child

ଜାଣନ୍ତୁ, କିପରି ରଖିବେ ଡାଇପର ରାସେସରୁ ପିଲାଙ୍କୁ ସୁରକ୍ଷିତ?

0
ପିଲାମାନଙ୍କ ଚର୍ମ ବହୁତ ସମ୍ବେଦନଶୀଳ ହୋଇଥାଏ। ଏପରିସ୍ଥଳେ ଅଧିକ ସମୟ ଧରି ଡାଇପର ପିନ୍ଧିବା ଯୋଗୁଁ ଡାଇପର ରାସେସ ହୋଇଥାଏ। ଡାଇପର ଯୋଗୁଁ ଚର୍ମ ଲାଲି ହୋଇଯାଇ ଯନ୍ତ୍ରଣା ହୋଇଥାଏ। ଛୋଟ ବେଳେ ପିଲାମାନଙ୍କର ପରିସ୍ରା ଏବଂ ଝାଡ଼ା କରିବାରେ କୌଣସି ନିୟନ୍ତ୍ରଣ ନଥାଏ। ତେଣୁ କାମ ବ୍ୟସ୍ତତା...
green vegetable

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପିଅନ୍ତୁ ସବୁଜ ଜୁସ

0
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସବୁଜ ପନିପରିବା ଜୁସ ବେଶ ଉପାଦେୟ। ଶରୀରକୁ ବିଭିନ୍ନ ସମସ୍ୟାରୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଦିନ ସବୁଜ ଜୁସ ପିଅନ୍ତୁ। ଅଧିକ ପଢ଼ନ୍ତୁ: ଖାଦ୍ୟ ସୁରକ୍ଷାକୁ ନେଇ ‘WHO’ର ୫ଟି ମନ୍ତ୍ର ସବୁଜ ପନିପରିବା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। କେତେକ ପନିପରିବା...

“କୋଭିଡ୍ ପଜିଟିଭ୍ ହେଲେ ହଠାତ୍ ହସ୍ପିଟାଲ୍ ଆସନ୍ତୁ ନାହିଁ, ଘରେ ରହି ଚିକିତ୍ସିତ ହୁଅନ୍ତୁ”

0
କୋଭିଡ୍ ନିୟମ ପାଳନ କଲେ ହିଁ ମହାମାରୀକୁ ନିୟନ୍ତ୍ରଣକୁ ଆଣିପାରିବା ବୋଲି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। କୋଭିଡ୍ ପଜିଟିଭ୍ ହେଲେ ଛାନିଆ ହୋଇ ହସ୍ପିଟାଲ୍ ଆସିବା ଆବଶ୍ୟକ ନାହିଁପଜିଟିଭ୍ ବାହାରିଲେ ଘରେ ରହି...
depression

ପୁରୁଷଙ୍କ ମଧ୍ୟରେ ଉଦାସୀନତାର ଲକ୍ଷଣ ବିଷୟରେ ଜାଣନ୍ତୁ

0
ପୁରୁଷମାନେ ନିଜ କାମ, ଘରୋଇ ଦାୟିତ୍ଵ କିମ୍ଵା ଅନ୍ୟାନ୍ୟ କାରଣରୁ ମାନସିକ ଚାପର ଶିକାର ହୋଇଥାଆନ୍ତି। ଆସନ୍ତୁ ଜାଣିବା ମାନସିକ ଚାପ ସେମାନଙ୍କ ଉପରେ କେଉଁଭଳି ଭାବେ ପ୍ରଭାବ ପକାଇଥାଏ। ଉଦାସୀନତା ବା ଚାପର ଲକ୍ଷଣ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ଭିନ୍ନ ହୋଇପାରେ। ବିଶେଷକରି ମହିଳାମାନଙ୍କଠାରୁ ପୁରୁଷମାନେ...
depression

କୌଣସି କାମରେ ଧ୍ୟାନ ରହୁନି କି? ଜାଣନ୍ତୁ ଏହାର କାରଣ

0
ଅନେକ ସମୟରେ କୌଣସି କାମ କିମ୍ବା ପାଠରେ ଧ୍ୟାନ ନ ରହିବା ଯୋଗୁଁ ଅନେକ ସମସ୍ୟା ହୋଇଥାଏ। ଏହି ସମସ୍ୟାକୁ ଡାକ୍ତରୀ ଭାଷାରେ ଆଟେନସନ ଡେଫିକ୍ଟ ହାଇପରାକ୍ଟିଭିଟି ଡିସଅର୍ଡର କୁହାଯାଏ। ବୟସ୍କମାନଙ୍କ ଧ୍ୟାନ-ନିଅଣ୍ଟ କିମ୍ବା ହାଇପରାକ୍ଟିଭିଟି ଡିସଅର୍ଡର୍ ହେଉଛି ଏକ ପ୍ରକାର ମାନସିକ ରୋଗ। ଏହି ରୋଗ ପ୍ରଭାବରେ...
error: Content is protected !!