padmavati_kete nua bata

କୋଭିଡ୍ ସମୟରେ ସହାୟତାର ହାତ ବଢ଼ାଇଛନ୍ତି କଳାହାଣ୍ଡିର ପଦ୍ମାବତୀ – ଘର ଘର ବୁଲି ଲୋକଙ୍କୁ କରୁଛନ୍ତି ସଚେତନ

0
ସ୍ୱାସ୍ଥ୍ୟପ୍ଲସ୍‌ ବ୍ୟୁରୋ କରୋନା ସମୟରେ ଲୋକଙ୍କ ପାଖରେ ସୁବିଧା ଥାଇ ମଧ୍ୟ ସେମାନେ ମାନସିକ ସ୍ତରରେ ଦୁର୍ବଳ ହୋଇ ପଡ଼ୁଛନ୍ତି। ପରିବାରର କୌଣସି ସଦସ୍ୟ କରୋନା ସଂକ୍ରମିତ ଶୁଣିବା ପରେ ମନୋବଳ ଭାଙ୍ଗିଯାଉଛି। ସାହି ପଡ଼ିଶା ମଧ୍ୟ ସାହାଯ୍ୟ କରିବାକୁ ସଙ୍କୋଚ କରୁଛନ୍ତି। ଏଭଳି ସଙ୍କଟ ସମୟରେ କିଛି...

ସ୍ୱାସ୍ଥ୍ୟ ସଚିବଙ୍କ ଅପିଲ୍ – ‘‘ସମସ୍ତେ କୋଭିଡ ନିୟମ ମାନନ୍ତୁ’’

0
ସ୍ୱାସ୍ଥ୍ୟପ୍ଲସ ବ୍ୟୁରୋ https://youtu.be/c753aIbJCmo କେତେ ନୂଆ ବାଟ’ର ସିଜିନ୍‌ ୨ରେ ଭାଗ ନେଇ କୋଭିଡ ଉପଯୋଗୀ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ‘‘ଦ୍ୱିତୀୟ ଲହର ସଂକ୍ରମଣ ସାରାଦେଶରେ ମାଡ଼ି ଚାଲିଛି। ଓଡ଼ିଶାରେ ମଧ୍ୟ...

ଟିକା ନେବା ପରେ ବି କୋଭିଡ୍‌ ନିୟମ ପାଳନ୍ତୁ – ଡାକ୍ତର ଜୟନ୍ତ କୁମାର ପଣ୍ଡା

0
ସ୍ୱାସ୍ଥ୍ୟପ୍ଲସ ବ୍ୟୁରୋ https://youtu.be/EudHlY1Nrzw ଟିକା ନେବା କେତେ ଜରୁରୀ, ଶରୀର ଉପରେ ଏହାର ପ୍ରଭାବ ସମ୍ପର୍କରେ କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା। କୋଭିଡ୍‌ ଟିକାକୁ ନେଇ ଲୋକମାନଙ୍କ ମନରେ ଏବେ ବି ଅନେକ ଭ୍ରାନ୍ତଧାରଣା ରହିଛି। କିଏ ଟିକା ନେବେ ଓ କିଏ ନେବେନି, ଗୋଟେ ଡୋଜ୍‌ ଟିକା ନେବାର କେତେ...

ଛୋଟ ପିଲାଙ୍କ ପାଇଁ ପୁଷ୍ଟିକର ଛତୁଆ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

0
ପଲ୍ଲବୀ ସାବତ ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ଛୋଟ ପିଲାଙ୍କୁ ଛତୁଆ ପିଇବାକୁ ଅନେକ ଡାକ୍ତର ପରାମର୍ଶ ଦେଇଥାନ୍ତି। କାରଣ ଏହା ସ୍ୱାସ୍ଥ୍ୟକର ହୋଇଥିବା ସଙ୍ଗେ ସଙ୍ଗେ ପେଟକୁ ଥଣ୍ଡା ରଖିଥାଏ। ଆସନ୍ତୁ ଜାଣିବା ଛତୁଆର ଫାଇଦା ସମ୍ପର୍କରେ। ଆବଶ୍ୟକୀୟ ସାମଗ୍ରୀ ଚୁଡ଼ା – ୧ କିଲୋଗ୍ରାମ୍‌ ଦେଶୀ ବୁଟ – ୨୦୦ ଗ୍ରାମ୍‌ କାଜୁ ବାଦାମ –...

ପେଟରେ ଯନ୍ତ୍ରଣା ହେବା କୋଭିଡ୍‌ର ନୂଆ ଲକ୍ଷଣ

0
କରୋନାର ଦ୍ୱିତୀୟ ଲହର ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ଏବେ କରୋନା ରୋଗୀଙ୍କ କ୍ଷେତ୍ରରେ ନୂଆ ନୂଆ ଲକ୍ଷଣ ଦେଖା ଦେଉଛି। ପୂର୍ବରୁ ଏହି ଭୂତାଣୁ ମଣିଷର ଫୁସ୍‌ଫୁସ୍ ଓ କିଡ୍‌ନିକୁ ଅଧିକ ଆକ୍ରାନ୍ତ କରୁଥିଲା। କିନ୍ତୁ ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ସାଧାରଣ ମନେ ହେଉଥିବା...

ଖାଆନ୍ତୁ ଏହି ଖାଦ୍ୟ – ମଜଭୁତ ହେବ ରୋଗ ପ୍ରତିରୋଧକ ଶକ୍ତି

0
ମଜଭୁତ ରୋଗ ପ୍ରତିରୋଧକ ଶକ୍ତି ଆମକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ। ଶରୀରର ପ୍ରତିରକ୍ଷା ପ୍ରଣାଳୀ ମଜଭୁତ ହେଲେ ଏହା ବାହ୍ୟ ସଂକ୍ରମଣ ଯେପରିକି ଥଣ୍ଡା, କାଶ, ଜ୍ୱରରୁ ରକ୍ଷା କରିଥାଏ। ଜାଣନ୍ତୁ, ଇମ୍ୟୁନିଟି ପାଓ୍ଵାର ବଢ଼ାଇବା ପାଇଁ ଏହିସବୁ ଖାଦ୍ୟ ଖାଆନ୍ତୁ। ଛୁଇଁ – ଛୁଇଁରେ ଭିଟାମିନ୍‌...

ବିଶ୍ୱ ଆଜ୍‌ମା ଦିବସ: ଜାଣନ୍ତୁ, ଆଜ୍‌ମାର କାରଣ ଓ ନିରାକରଣ ସମ୍ପର୍କରେ

0
ଆଜି ହେଉଛି ବିଶ୍ୱ ଶ୍ୱାସ ରୋଗ ଦିବସ। ଶ୍ୱାସ ରୋଗର କାରଣ, ନିରାକରଣ, ପ୍ରତିକାର, ସଚେତନତା ସୃଷ୍ଟି କରିବା ହେଉଛି, ଏହି ଦିବସର ମୂଳ ଲକ୍ଷ୍ୟ। ଚଳିତବର୍ଷ ଶ୍ୱାସରୋଗର ବିଷୟବସ୍ତୁ ରହିଛି ଶ୍ୱାସରୋଗ ଭ୍ରାନ୍ତିର ଅନାବରଣ। ଆସ୍ଥମା ରୋଗ, ସାଧାରଣରେ ଏହାକୁ ଆଜମା ବୋଲି ମଧ୍ୟ କୁହାଯାଏ। ଆଜ୍‌ମା...

ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବ କିପରି?

0
https://youtu.be/Vp4Z2fn_8eI କୋଭିଡ୍ ବିପକ୍ଷରେ କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? ବିଶିଷ୍ଟ ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଶରୀରର ପ୍ରତିରକ୍ଷା ପ୍ରଣାଳୀ ଠିକ୍‌ ଭାବେ କାମ କରିବା ପାଇଁ ଅନେକଗୁଡ଼ିଏ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍‌ ଆବଶ୍ୟକତା ପଡ଼ିଥାଏ। ଶରୀରରେ ଭିଟାମିନ୍-ଏ, ଡି, ଇ, ଜିଙ୍କ, ସେଲେନିୟମ୍‌...

ବିଶ୍ଵ ମ୍ୟାଲେରିଆ ଦିବସ – ମ୍ୟାଲେରିଆରୁ କିପରି ରହିବେ ସୁରକ୍ଷିତ?

0
ଆଜି ବିଶ୍ଵ ମ୍ୟାଲେରିଆ ଦିବସ। ମଶା ଦାଉରୁ ନିଜକୁ ରକ୍ଷା କରି ମ୍ୟାଲେରିଆ ମୁକ୍ତ ସମାଜ ଗଠନ କରିବା ଏହି ଦିବସର ମୂଳ ଲକ୍ଷ୍ୟ। ୨୦୧୮ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମ୍ୟାଲେରିଆ ରିପୋର୍ଟ ଅନୁସାରେ ମ୍ୟାଲେରିଆ ଆକ୍ରାନ୍ତ କ୍ଷେତ୍ରରେ ଭାରତ ୪ର୍ଥ ସ୍ଥାନ ହାସଲ କରିଛି। ୨୦୧୭ରେ ଭାରତରେ...

ଜ୍ୱର ଓ ଆଇସୋଲେସନ୍‌ ପାଇଁ ହସ୍ପିଟାଲରେ ଖୋଲିବ ସ୍ୱତନ୍ତ୍ର ୱାର୍ଡ

0
ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ ହସ୍ପିଟାଲ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର ହେବ ଥର୍ମାଲ ସ୍କ୍ରିନିଂ। ପ୍ରତ୍ୟେକ ହସ୍ପିଟାଲରେ ଅଲଗା ଜ୍ୱର ଓ ଆଇସୋଲେସନ ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ...
error: Content is protected !!