ମିଠା ନୁହେଁ ବରଂ ଏହି ସବୁ କାରଣ ପାଇଁ ହୋଇଥାଏ ଡାଏବେଟିସ

0
ଅଧିକ ମିଠା ଖାଇବା ଯୋଗୁଁ ଡାଏବେଟିସ ହୋଇଥାଏ। ଏପରି ଅନେକ ଲୋକଙ୍କ ଧାରଣା ରହିଛି। କିନ୍ତୁ ଏହା ଭୁଲ କଥା। ମିଠା ନୁହେଁ ବରଂ ଏହି ସବୁ କାରଣ ଯୋଗୁଁ ଡାଏବେଟିସ ହୋଇଥାଏ। ଡାଏବେଟିସ ଏକ ରୋଗ ନୁହେଁ। କିନ୍ତୁ ଥରେ ଆକ୍ରାନ୍ତ କରିବା ମାତ୍ରକେ ଶରୀରର ରୋଗ...

ବିଶ୍ଵ ମ୍ୟାଲେରିଆ ଦିବସ – ମ୍ୟାଲେରିଆରୁ କିପରି ରହିବେ ସୁରକ୍ଷିତ?

0
ଆଜି ବିଶ୍ଵ ମ୍ୟାଲେରିଆ ଦିବସ। ମଶା ଦାଉରୁ ନିଜକୁ ରକ୍ଷା କରି ମ୍ୟାଲେରିଆ ମୁକ୍ତ ସମାଜ ଗଠନ କରିବା ଏହି ଦିବସର ମୂଳ ଲକ୍ଷ୍ୟ। ୨୦୧୮ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମ୍ୟାଲେରିଆ ରିପୋର୍ଟ ଅନୁସାରେ ମ୍ୟାଲେରିଆ ଆକ୍ରାନ୍ତ କ୍ଷେତ୍ରରେ ଭାରତ ୪ର୍ଥ ସ୍ଥାନ ହାସଲ କରିଛି। ୨୦୧୭ରେ ଭାରତରେ...
water

ଖାଇବା ପରେ ତୁରନ୍ତ ପାଣି ପିଇଲେ କେଉଁ ସବୁ ସମସ୍ୟା ଦେଖାଦିଏ?

0
ଖାଦ୍ୟ ଗ୍ରହଣର କରିସାରିବା ପରେ ତୁରନ୍ତ ପାଣି ପିଉଥିବା ଲୋକମାନେ ସାବଧାନ ହୋଇଯାନ୍ତୁ। ଶରୀର ପାଇଁ ଏହା କ୍ଷତିକାରକ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅନେକ ଲୋକ ଖାଇବା ପରେ ସଙ୍ଗେ ସଙ୍ଗେପାଣି ପିଅନ୍ତି। ଏହା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। ଏପରିକି ହୃଦଘାତ ଭଳି...
curry leaves

ଔଷଧୀୟ ଗୁଣରେ ଭରପୂର ଭୁର୍ସୁଙ୍ଗ ପତ୍ର

0
ଭୁର୍ସୁଙ୍ଗ ଖାଦ୍ୟରେ ସୁଗନ୍ଧ ବଢ଼ାଇବା ସହ ଖାଦ୍ୟର ସ୍ୱାଦ ବଢ଼ାଇଥାଏ। ହେଲେ ଭୁର୍ସୁଙ୍ଗ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଆସନ୍ତୁ ଜାଣିବା ଦୈନନ୍ଦିନ ଜୀବନରେ ଭୁର୍ସୁଙ୍ଗ ପତ୍ର ବ୍ୟବହାର କରି କିପରି ସୁସ୍ଥ ରହିବେ। କେଶ ସମସ୍ୟା ଦୂର କରେ: ଭୁର୍ସୁଙ୍ଗ ପତ୍ରରେ ଥିବା ଆଣ୍ଟି ଅକ୍ସିଡାଣ୍ଟ କେଶକୁ...

ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବ କିପରି?

0
https://youtu.be/Vp4Z2fn_8eI କୋଭିଡ୍ ବିପକ୍ଷରେ କେମିତି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି? ବିଶିଷ୍ଟ ଇମ୍ୟୁନୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଶରୀରର ପ୍ରତିରକ୍ଷା ପ୍ରଣାଳୀ ଠିକ୍‌ ଭାବେ କାମ କରିବା ପାଇଁ ଅନେକଗୁଡ଼ିଏ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍‌ ଆବଶ୍ୟକତା ପଡ଼ିଥାଏ। ଶରୀରରେ ଭିଟାମିନ୍-ଏ, ଡି, ଇ, ଜିଙ୍କ, ସେଲେନିୟମ୍‌...

ଟିକା ନେବା ପରେ ବି କୋଭିଡ୍‌ ନିୟମ ପାଳନ୍ତୁ – ଡାକ୍ତର ଜୟନ୍ତ କୁମାର ପଣ୍ଡା

0
ସ୍ୱାସ୍ଥ୍ୟପ୍ଲସ ବ୍ୟୁରୋ https://youtu.be/EudHlY1Nrzw ଟିକା ନେବା କେତେ ଜରୁରୀ, ଶରୀର ଉପରେ ଏହାର ପ୍ରଭାବ ସମ୍ପର୍କରେ କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା। କୋଭିଡ୍‌ ଟିକାକୁ ନେଇ ଲୋକମାନଙ୍କ ମନରେ ଏବେ ବି ଅନେକ ଭ୍ରାନ୍ତଧାରଣା ରହିଛି। କିଏ ଟିକା ନେବେ ଓ କିଏ ନେବେନି, ଗୋଟେ ଡୋଜ୍‌ ଟିକା ନେବାର କେତେ...
yo yo diet

ୟୋ-ୟୋ ଡାଏଟ୍ ସିଣ୍ଡ୍ରୋମକୁ କରନ୍ତୁ ନାହିଁ ଅଣଦେଖା

0
ଅନେକ ସମୟରେ ଲୋକେ ଓଜନକୁ ନିୟନ୍ତ୍ରଣ କରିବା ଲାଗି ୱାର୍କଆଉଟ୍ କରିଥା’ନ୍ତି। ଡାଏଟ୍ ଉପରେ ଧ୍ୟାନ ଦେଇଥା’ନ୍ତି। କିଛି ଦିନ ଧରି ସେହି ରୁଟିନ୍‌କୁ ଫଲୋ ବି କରନ୍ତି। କିନ୍ତୁ ହଠାତ୍ ସେମାନଙ୍କର ଓଜନ ବଢ଼ିବାକୁ ଲାଗିଥାଏ। ଏହାର କାରଣ ୟୋ-ୟୋ ଡାଏଟ୍ ସିଣ୍ଡ୍ରୋମ୍ ହୋଇପାରେ। ୟୋ...
Subroto Bagchi on Transforming Cancer & Palliative care in Odisha

କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଦିନେ ଭାରତରେ ଅଗ୍ରଣୀ କେନ୍ଦ୍ର ହେବ – ସୁବ୍ରତ ବାଗ୍‌ଚୀ

0
https://www.youtube.com/watch?v=ewwnMaNA2BE ଓଡ଼ିଶାରେ କ୍ୟାନ୍‌ସର ଚିକିତ୍ସାର ସ୍ଥିତି ଓ ଏହାର ନିରାକରଣ ସମ୍ପର୍କରେ ସ୍ୱାସ୍ଥ୍ୟପ୍ଲସ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ସୁବ୍ରତ ବାଗ୍‌ଚୀ। ଓଡ଼ିଶାରେ ଏକ ଅତ୍ୟାଧୁନିକ କ୍ୟାନ୍‌ସର ହସ୍ପିଟାଲ୍‌‌ ସହ ଏକ ପାଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠା ଲାଗି ୩୪୦ କୋଟି ଟଙ୍କା ଦାନ ଘୋଷଣା କରି ସୋମବାର ଦିନ...

ଛୋଟ ପିଲାଙ୍କ ପାଇଁ ପୁଷ୍ଟିକର ଛତୁଆ – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

0
ପଲ୍ଲବୀ ସାବତ ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ଛୋଟ ପିଲାଙ୍କୁ ଛତୁଆ ପିଇବାକୁ ଅନେକ ଡାକ୍ତର ପରାମର୍ଶ ଦେଇଥାନ୍ତି। କାରଣ ଏହା ସ୍ୱାସ୍ଥ୍ୟକର ହୋଇଥିବା ସଙ୍ଗେ ସଙ୍ଗେ ପେଟକୁ ଥଣ୍ଡା ରଖିଥାଏ। ଆସନ୍ତୁ ଜାଣିବା ଛତୁଆର ଫାଇଦା ସମ୍ପର୍କରେ। ଆବଶ୍ୟକୀୟ ସାମଗ୍ରୀ ଚୁଡ଼ା – ୧ କିଲୋଗ୍ରାମ୍‌ ଦେଶୀ ବୁଟ – ୨୦୦ ଗ୍ରାମ୍‌ କାଜୁ ବାଦାମ –...
teeth pain

ଦାନ୍ତ ମୂଳରୁ ରକ୍ତ ବାହାରୁଛି କି? ଆପଣାନ୍ତୁ ଏହି ଘରୋଇ ଉପାୟ

0
https://www.youtube.com/embed/spjzUQprUY0 ଦାନ୍ତ ମାଢ଼ିରୁ ରକ୍ତ ବାହାରିବା ହେଉଛି ପାଇରିଆର ଲକ୍ଷଣ। ଦାନ୍ତ ମୂଳରୁ ରକ୍ତ ବାହାରିବା ଯୋଗୁଁ ପାଟି ଦୁର୍ଗନ୍ଧ ହେବା ସହ ମାଢ଼ି ଫୁଲିଯାଏ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ। ଅଧିକ ପଢ଼ନ୍ତୁ: ଶୋଇବା ପୂର୍ବରୁ ଦାନ୍ତ ଘଷିବା କାହିଁକି ଜରୁରୀ? ପ୍ରତିଦିନ...
error: Content is protected !!