Nidhi Garg_anxiety

ଆଙ୍ଗଜାଇଟି ଡିଜଅର୍ଡର କ’ଣ?

0
https://youtu.be/Yc4rTF5ZVRg ବିଶିଷ୍ଟ ମନୋବିଜ୍ଞାନୀ ଡାକ୍ତର ନିଧି ଗର୍ଗଙ୍କଠାରୁ ମାନସିକ ଉଦ୍‌ବେଗ ରୋଗ ବା ଆଙ୍ଗଜାଇଟି ବିଷୟରେ ଅଧିକ ଜାଣିବା। ମାନସିକ ଉଦ୍‌ବେଗ ହେବାର କାରଣ କ’ଣ?ମାନସିକ ଉଦ୍‌ବେଗ ହେବାର ଲକ୍ଷଣମାନସିକ ଉଦ୍‌ବେଗ କେଉଁ ବୟସରେ ଅଧିକ ଦେଖାଯାଏ?ମାନସିକ ଉଦ୍‌ବେଗର ଚିକିତ୍ସାମାନସିକ ଉଦ୍‌ବେଗର ନିରାକରଣମାନସିକ ରୋଗକୁ ଜାଣିବା ଦରକାରପରିବାର ସଦସ୍ୟଙ୍କ ଭୂମିକା ଆଙ୍ଗଜାଇଟି ବା ମାନସିକ ଉଦ୍‌ବେଗ ରୋଗ। ଏହା ଏମିତି ଏକ ରୋଗ ଯେଉଁଥିରେ ରୋଗୀ ଅଧିକା ଚିନ୍ତା କରିଥାଏ। ଏହି...
Dr Satyakam Mohapatra on Stress Management

ମାନସିକ ଚାପରୁ କେମିତି ପାଇବେ ମୁକ୍ତି?

0
https://youtu.be/Uu6knyFzD2M କେମିତି କରିବେ ମାନସିକ ଚାପର ମୁକାବିଲା? ଏନେଇ ବିଶିଷ୍ଟ ସ୍ନାୟୁ-ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ମାନସିକ ଚାପର କାରଣ କ’ଣ?ମାନସିକ ଚାପର ଲକ୍ଷଣ ମାନସିକ ଚାପକୁ କେମିତି କରିବେ ମୁକାବିଲା ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଆମେ ସମସ୍ତେ କିଛି ନା କିଛି...

ସାଇକୋସିସ୍‌ ରୋଗର କାରଣ କ’ଣ?

0
https://www.youtube.com/embed/gBDQAgOp3UQ ମାନସିକ ରୋଗ ସାଇକୋସିସ୍‌ କ’ଣ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ ଅଧିକ ଜାଣନ୍ତୁ। ମାନସିକ ରୋଗ ସାଇକୋସିସ୍‌ କ’ଣ?ସାଇକୋସିସ୍‌ ରୋଗର ଲକ୍ଷଣସାଇକୋସିସ୍‌ ରୋଗ ହେବାର କାରଣସାଇକୋସିସ୍‌ ରୋଗର ଚିକିତ୍ସା ହ୍ୱାଟ୍‌ସଆପ୍‌ରେ ମାଗଣାରେ ପାଆନ୍ତୁ ଓଡ଼ିଆ ଡିଜିଟାଲ ସ୍ୱାସ୍ଥ୍ୟ...

ଦୀର୍ଘ ଦିନ ଧରି ଶାରୀରିକ ଯନ୍ତ୍ରଣା ଲାଗି ରହୁଛି କି? ହୋଇପାରେ ସୋମାଟୋଫର୍ମ ରୋଗ

0
https://www.youtube.com/embed/q_yGr0vKcBE ସୋମାଟୋଫର୍ମ ରୋଗ କ’ଣ? ଏହାର ଚିକିତ୍ସା ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ସତ୍ୟକାମ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ମାନସିକ ରୋଗ ସୋମାଟୋଫର୍ମ କ’ଣ?ସୋମାଟୋଫର୍ମ ରୋଗର ଲକ୍ଷଣସୋମାଟୋଫର୍ମ ରୋଗର କାରଣସୋମାଟୋଫର୍ମ ରୋଗର ଚିକିତ୍ସା କେମିତି ହୁଏ?ସୋମାଟୋଫର୍ମ ରୋଗୀ ଜାଣିରଖନ୍ତୁ ମାନସିକ ରୋଗ ସୋମାଟୋଫର୍ମ କ’ଣ? (What is...

ମାନସିକ ରୋଗ କାହିଁକି ଦେଖାଦିଏ? ଏହାର କାରଣ ଓ ଚିକିତ୍ସା ବିଷୟରେ ଜାଣନ୍ତୁ

0
https://www.youtube.com/watch?v=kQXyUJKRb4s ମାନସିକ ରୋଗର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ମାନସିକ ରୋଗ ମନର ଏକ ଅସାଧାରଣ ଅବସ୍ଥା ଯାହା ମନୁଷ୍ୟର ବ୍ୟବହାରରୁ ଜଣାପଡ଼େ। ହସିବା, କାନ୍ଦିବା, ଦୁଃଖ କରିବା, ରାଗିଯିବା, ଏହା ଜଣେ ସାଧାରଣ ବ୍ୟକ୍ତିର ବ୍ୟବହାର। ଏହି ବ୍ୟବହାର ଯଦି ଅଧିକ ହୋଇଯାଉଛି, ଯାହା ଫଳରେ ଆପଣଙ୍କ ସମାଜିକ ତଥା ବୃତ୍ତିଗତ ଜୀବନରେ ବ୍ୟାଘାତ...

ମାନସିକ ରୋଗକୁ ନେଇ ଦୂର କରନ୍ତୁ ଭୁଲ ଧାରଣା

0
https://www.youtube.com/embed/Pu0fcoE46Ek ଆସନ୍ତୁ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କଠାରୁ ଜାଣିବା ମାନସିକ ରୋଗକୁ ନେଇ ଆମ ସମାଜରେ କ’ଣ ସବୁ ଭୁଲ ଧାରଣା ରହିଛି। ଏହାକୁ ଜାଣିବା ଏବଂ ସଚେତନ ହେବା। ସୁସ୍ଥ ମଣିଷ କହିଲେ ଆମେ ଶାରୀରିକ ସୁସ୍ଥତା ଏବଂ ମାନସିକ ସୁସ୍ଥତାକୁ ବୁଝି...
love marriage

ପ୍ରେମ ସବୁଦିନ ରହିବ କେମିତି?

0
https://www.youtube.com/embed/IbUvMKJnixY ପ୍ରେମ ବିବାହ କରି ବି ଝଗଡ଼ା ହେଉଛି କି? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କରଙ୍କଠାରୁ ଅଧିକ ଜାଣନ୍ତୁ। ପ୍ରେମ ହେଲେ ଜଣେ ଶହେ ଜଣଙ୍କ ମଧ୍ୟରୁ ଜଣେ ପୁଅ କିମ୍ବା ଝିଅ ପ୍ରତି ଆକର୍ଷିତ ହୋଇଥାଏ। ତେବେ ସମସ୍ତଙ୍କ ମନକୁ ପ୍ରଶ୍ନ ଆସେ...

ବୟସ ସାଙ୍ଗକୁ ସ୍ମରଣଶକ୍ତି କମିଯାଉଛି କି?

0
https://www.youtube.com/embed/DoyuQds8DfY କାହିଁକି ହୋଇଥାଏ ଡିମେନ୍‌ସିଆ ରୋଗ? କେମିତି ନିଜ ସ୍ମୃତିଶକ୍ତି ବଢ଼ାଇପାରିବେ? ଏନେଇ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଡିମେନ୍‌ସିଆ ହେଉଛି ଏକ ମାନସିକ ସମସ୍ୟା। ଡିମେନ୍‌ସିଆ ରୋଗୀ ସାଧରଣତଃ ଗୋଟିଏ ଜିନିଷକୁ ଭୁଲି ଯାଆନ୍ତି। ସେମାନଙ୍କ ମଧ୍ୟରେ ସ୍ମୃତି...
Woman in gray tank top showing distress

ଚାପ କମାଇବାର ସହଜ ଉପାୟ, ଜାଣିରଖନ୍ତୁ

0
ଗୀତା ଦାସ ଆଜିର ଦିନରେ ଚାପ ବା ଷ୍ଟ୍ରେସ୍‌ କମାଇବାର ଏକ ବଡ଼ ଚିକିତ୍ସା ହେଉଛି ଶରୀରଚର୍ଯା ଓ ବ୍ୟାୟାମ। ଜାଣନ୍ତୁ କିପରି:  ଶରୀରଚର୍ଯ୍ୟା କୁସ୍ତି-କସରତ କରିବା, ପହଁରିବା, ଡଙ୍ଗା ବାହିବା, ମାଇଲ ଦୁଇ ମାଇଲ ବାଟ ନିୟମିତ ଭାବେ ଚାଲିବା ଇତ୍ୟାଦି ଯେକୌଣସି ମଧ୍ୟମ ଧରଣର ପରିଶ୍ରମ କଲେ ଯେ...
corona mental health 2

କୋଭିଡ୍‌ରୁ ସୁସ୍ଥ ହେବା ପରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ

0
କୋଭିଡ୍‌ ଜନିତ ଭୟ ସମସ୍ତଙ୍କର ମାନସିକ ଚାପକୁ ଅନେକ ପରିମାଣରେ ବଢ଼ାଇ ଦେଇଛି। ଏସବୁ କାରଣରୁ ଅବସାଦ, ଉଦ୍‌ବେଗ, ନିଦ୍ରାହୀନତା ଆଦି ମାନସିକ ଅସୁସ୍ଥତା ଦେଖାଦେଉଛି। ତେବେ କୋଭିଡ୍‌ରୁ ସୁସ୍ଥ ହେବା ପରେ ମାନସିକ ସ୍ୱାସ୍ଥ୍ୟର ଯତ୍ନ କିଭଳି ନେବେ ଜାଣିରଖନ୍ତୁ। ମନ ସର୍ବଦା ଖୁସି ରଖନ୍ତୁ। କୌଣସି...
error: Content is protected !!