ସାଂଘାତିକ ମାନସିକ ରୋଗ – ସ୍କିଜୋଫ୍ରେନିଆ (୨)

0
ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଚାରି ପ୍ରକାର ସ୍କିଜୋଫ୍ରେନିଆ ଦେଖିବାକୁ ମିଳେ। ସେଗୁଡ଼ିକ (କ) ସରଳ ସ୍କିଜୋଫ୍ରେନିଆ (ଖ) ହେବେଫ୍ରେନିଆ (ଗ) କାଟାଟୋନିଆ (ଘ) ପାରାନୋଇଆ। (କ) ସରଳ ସ୍କିଜୋଫ୍ରେନିଆ (Simple Schizophrenia) ଏ ପ୍ରକାର ସ୍କିଜୋଫ୍ରେନିଆ ଚିହ୍ନିବା ସବୁଠାରୁ କଷ୍ଟ। କାରଣ ଏହାର ଏକମାତ୍ର ଲକ୍ଷଣ ହେଲା ଆବେଗ ଅନୁଭବ କରିବା ଶକ୍ତିର ହ୍ରାସ।...
Schizophrenia

ସାଂଘାତିକ ମାନସିକ ରୋଗ – ସ୍କିଜୋଫ୍ରେନିଆ (୧)

0
ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଏହାକୁ ସବୁଠାରୁ ସାଙ୍ଘାତିକ ମାନସିକ ବ୍ୟାଧି ବୋଲି କୁହାଯାଇପାରେ। ମଣିଷର ସମୁଦାୟ ବ୍ୟକ୍ତିତ୍ୱକୁ ଏହା ଆକ୍ରମଣ କରି ତା’ର ଭାବନା, ଆବେଗ ଓ କାମନାକୁ ବ୍ୟାଧିଗ୍ରସ୍ତ କରି ପକାଏ। ତେଣୁ ତା’କୁ ସାଧାରଣ ଜୀବନରୁ ଅବସର ନେବାକୁ ପଡ଼େ। ସ୍କିଜୋଫ୍ରେନିଆର ପ୍ରାରମ୍ଭିକ ଉତ୍ତେଜନା...
alcohol consumption

ମଦ କାହିଁକି ଲୋକେ ପିଅନ୍ତି?

0
ଗୀତା ଦାସ ମଦ କାହିଁକି ଲୋକେ ପିଅନ୍ତି? ପଢ଼ନ୍ତୁ ଏ ବାବଦରେ କ’ଣ କହନ୍ତି ଡାକ୍ତର, ସମାଜବିଜ୍ଞାନୀ ଓ ମନ–ବିଶେଷଜ୍ଞ ମଦ ପିଇବାକୁ ଭଲ ଲାଗିବାର କାରଣ ବହୁ ଅଂଶରେ ଶାରୀରିକ। ମଦ୍ୟାସକ୍ତର କ୍ରେଭିଂ ବା ଅସମ୍ଭାଳ ଇଚ୍ଛା ମଧ୍ୟ ଶାରୀରିକ କାରଣରୁ ହିଁ ହୋଇଥାଏ। ସମାଜ ବିଜ୍ଞାନୀଙ୍କ ମତରେ: ସମାଜରେ ମଦ୍ୟପାନ ଓ ଆଧୁନିକତାର ଚିହ୍ନ ହେବାରୁ ଲୋକେ ମଦ ପିଇବାରେ ମନ ବଳାଉଛନ୍ତି। ବେକାରୀ, ଦାରିଦ୍ର୍ୟ, ଅସୁଖୀ ଜୀବନ, ବିପଥଗାମୀ ମନୋବୃତ୍ତି...
angry mood

କାହିଁକି ଛୋଟ ଛୋଟ କଥାରେ ମନକୁ ରାଗ ଆସିଥାଏ? ଜାଣନ୍ତୁ ଏହାର କାରଣ 

0
ଆଜିକା ସମୟରେ ଅନେକ ଲୋକ କିଛି କାରଣ ନଥାଇ ଚିଡଚିଡ୍ ହୋଇଥାନ୍ତି। ଅନ୍ୟମାନଙ୍କ ଉପରେ ରାଗିଥାନ୍ତି। ତେବେ କେବେ ଭାବିଛନ୍ତି କାହିଁକି ଏମିତି ହେଉଛି, କେତେ ଦିନ ହେବ ଏମିତି ହେଉଛି, ଏହା ପଛରେ କାରଣ କଣ ହୋଇପାରେ? ଯଦି ନ ଭାବିଛନ୍ତି ତେବେ ସମୟ ମିଳିଲେ...
error: Content is protected !!