corona mental health 2

ମାନସିକ ରୋଗ ସମ୍ବନ୍ଧରେ ଥିବା ଭୁଲ ଧାରଣା

0
ଡାକ୍ତର ସତ୍ୟକାମ ମହାପାତ୍ର ମାନସିକ ସୁସ୍ଥତା ଓ ମାନସିକ ରୋଗ ସମ୍ବନ୍ଧରେ ଆମ ଦେଶର ଲୋକମାନଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି। ସୁସ୍ଥ ମଣିଷଟିଏ କହିଲେ ଉଭୟ ଶାରୀରିକ ସୁସ୍ଥତା ଓ ମାନସିକ ସୁସ୍ଥତାକୁ ବୁଝାଏ। ମାତ୍ର ସୁନ୍ଦର ସ୍ୱାସ୍ଥ୍ୟ ନିମନ୍ତେ ଲୋକମାନେ ମୁଖ୍ୟତଃ ଶରୀର ଉପରେ ହିଁ ବେଶୀ ଧ୍ୟାନ ଦେଇଥାନ୍ତି।...
depression

ଜଣେ ମଣିଷ କାହିଁକି ଡିପ୍ରେସନ୍‌ର ଶିକାର ହୁଏ?

0
ଡାକ୍ତର ସମ୍ରାଟ କର ଡିପ୍ରେସନ୍‌ର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ପରାମର୍ଶ ଦେଇଛନ୍ତି ଜଣାଣୁଣା ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କର। ଡିପ୍ରେସନ୍ କ’ଣ? ଆମେମାନେ ସମସ୍ତେ ଅନେକ ସମୟରେ କୌଣସି କଥାରେ ବ୍ୟସ୍ତ ହୋଇ ଦୁଃଖ ଅନୁଭବ କରୁ। ଅନେକ ସମୟରେ ଅଧିକ ଚିନ୍ତା କିମ୍ବା କୌଣସି...
mobile phone use is harmful

ମୋବାଇଲ୍‌ ଫୋନ୍‌ର ରେଡ଼ିଏସନ୍ କାରଣରୁ ହୋଇପାରେ କ୍ୟାନସର୍

0
ଅନେକଙ୍କର ଧାରଣା ଯେ ମୋବାଇଲ୍ ଫୋନ୍ ବ୍ୟବହାର କାରଣରୁ କ୍ୟାନସର୍ ହୋଇପାରେ, କିନ୍ତୁ କେବଳ କ୍ୟାନସର୍ ନୁହେଁ ସମ୍ଭବତଃ ମୋବାଇଲ୍ ଫୋନ୍‌ର ଅତିରିକ୍ତ ବ୍ୟବହାର କାରଣରୁ ଆମେ ନିଶାଗ୍ରସ୍ତ ହେବା ସଦୃଶ ଆମ ଅଜାଣତରେ ନିଜ ସ୍ୱାସ୍ଥ୍ୟର କ୍ଷତି କରିଥାଉ। ଏଠାରେ ମୋବାଇଲ୍ ଫୋନ୍ କାରଣରୁ ସମ୍ଭାବ୍ୟ...

ପିଲାଙ୍କ ମାନସିକ ଚାପ କମାନ୍ତୁ

0
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କେବଳ ବଡ଼ ଲୋକମାନେ ମାନସିକ ଭାବେ ବିଷାଦଗ୍ରସ୍ତ ହେଉଛନ୍ତି ତା’ ନୁହେଁ, ଛୋଟ ପିଲାମାନେ ମଧ୍ୟ ଖୁବ୍ ଚାପଗ୍ରସ୍ତ ହୋଇଯାଉଛନ୍ତି। ଛୋଟ ଦିନରୁ ସେଥିପ୍ରତି ଦୃଷ୍ଟି ନ ରଖିଲେ ତାହା ପରେ ମାନସିକ ଅବସାଦର ରୂପ ନେଇଥାଏ। -ପିଲାଙ୍କ ସହ ସବୁ ସମୟରେ କଥା...
corona pic

କରୋନା ବିଷୟରେ ଛୋଟପିଲାଙ୍କୁ କେମିତି କହିବେ?

0
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ ବର୍ତ୍ତମାନ କରୋନା ଭାଇରସ ଯେଉଁଭଳି ଭାବେ ତା’ର କାୟା ମେଲାଇଛି ଏଥିରେ ଲୋକେ ଆତଙ୍କିତ ହେବା ସ୍ୱାଭାବିକ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା  ବଡ଼ମାନେ ସିନା କରୋନା ଭାଇରସ ବିଷୟରେ ବୁଝିପାରୁଛନ୍ତି ବା ସଚେତନ ରହୁଛନ୍ତି ହେଲେ ଛୋଟ ପିଲାଙ୍କ ପାଇଁ ଏହା ବୁଝିବା...
suicide cause

କିଶୋର ଅବସ୍ଥାରେ ଆତ୍ମହତ୍ୟାର କାରଣ କ’ଣ ହୋଇଥାଏ?

0
୧୫- ୧୯ ବର୍ଷ ବୟସ ମଧ୍ୟରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ହେଉଛି ଆତ୍ମହତ୍ୟା। କିଶୋର ଅବସ୍ଥା ହେଉଛି ଶାରୀରିକ ଓ ମାନସିକ ବିକାଶର ଏକ ଜଟିଳ ପର୍ଯ୍ୟାୟ। ଶାରୀରିକ ଗଠନରେ ପରିବର୍ତ୍ତନ, ଯୌନାଙ୍ଗ ବିକଶିତ ହେବା, ବିଭିନ୍ନ ହର୍ମୋନ୍ ସ୍ତରରେ ପରିବର୍ତ୍ତନ ଯୋଗୁଁ ଆବେଗଗତ ପରିବର୍ତ୍ତନ ମଧ୍ୟ...
mobile

ମୋବାଇଲ୍‌ ଫୋନ୍‌ର ରେଡ଼ିଏସନ୍ ହୋଇପାରେ କ୍ୟାନସରର କାରଣ!

0
ଅନେକଙ୍କର ଧାରଣା ଯେ ମୋବାଇଲ୍ ଫୋନ୍ ବ୍ୟବହାର କାରଣରୁ କ୍ୟାନସର୍ ହୋଇପାରେ, କିନ୍ତୁ କେବଳ କ୍ୟାନସର୍ ନୁହେଁ ସମ୍ଭବତଃ ମୋବାଇଲ୍ ଫୋନ୍‌ର ଅତିରିକ୍ତ ବ୍ୟବହାର କାରଣରୁ ଆମେ ନିଶାଗ୍ରସ୍ତ ହେବା ସଦୃଶ ଆମ ଅଜାଣତରେ ନିଜ ସ୍ୱାସ୍ଥ୍ୟର କ୍ଷତି କରିଥାଉ। ଏଠାରେ ମୋବାଇଲ୍ ଫୋନ୍ କାରଣରୁ ସମ୍ଭାବ୍ୟ...
suicide

ଛାତ୍ରଙ୍କ ଭିତରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା

0
ଶେଖ ଫରିଦ୍ଉଦ୍ଦିନ ଭୁବନେଶ୍ୱର ପରି ସଚେତନ ଓ ସଂସ୍କୃତି ସମ୍ପନ୍ନ ମହାନଗରୀରେ ଜଣେ ଛାତ୍ର ମୋବାଇଲ ଫୋନ ବ୍ୟବହାର ସହ ପରିବାରର ଆକଟ ଘଟଣାକୁ ନେଇ ଅଭାବନୀୟ ଭାବେ ଜୀବନ ହାରି ଦେଇଛି। ପିଲାଟିର ଜୀବନକୁ ନେଇ ବାପାମାଆଙ୍କ ଯେଉଁ ସ୍ୱପ୍ନ ଥିଲା ସେ ସବୁ ଧୂଳିରେ ମିଶିଯାଇଛି।...
mental peace during quarantine

ଲକଡାଉନ ବେଳେ କେମିତି ମନକୁ ଶାନ୍ତ ରଖିବେ ଓ ମାନସିକ ଅସ୍ଥିରତାରୁ ମୁକ୍ତି ପାଇବେ?

0
ଗୀତା ଦାସ ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି। (ପ୍ରସ୍ତୁତି: ସ୍ଵାସ୍ଥ୍ୟ ପ୍ଲସ୍‌) ଲକ୍ ଡାଉନ୍...
self quarantine

କରୋନା ପାଇଁ ଆଗକୁ କଟକଣା ଆହୁରି ବଢ଼ିପାରେ, ତେଣୁ ଘରେ ବନ୍ଦ ହୋଇ ରହିଲାରୁ ଲୋକଙ୍କ ମନର ଅବସ୍ଥାରେ...

0
ଗୀତା ଦାସ ଗୀତା ଦାସ ଜଣେ ଜଣାଶୁଣା ମନୋବିଜ୍ଞାନୀ ଓ ଦୀର୍ଘବର୍ଷରୁ କାନାଡାରେ ରହିଆସୁଛନ୍ତି। କରୋନା ଭାଇରସ୍‌ ସଂକ୍ରମଣ ସମୟରେ ଲୋକଙ୍କ ମନରେ ସୃଷ୍ଟି ହେଉଥିବା ନାନା ପ୍ରଶ୍ନ ଓ ବିଭିନ୍ନ ମାନସିକ ସମସ୍ୟାର ସମାଧାନ ଲାଗି ଏଠାରେ ସେ ଉତ୍ତର ଦେଉଛନ୍ତି। (ପ୍ରସ୍ତୁତି: ସ୍ଵାସ୍ଥ୍ୟ ପ୍ଲସ୍‌) କରୋନା ଭାଇରସ୍ ଦ୍ଵାରା ବେଶୀ ସଂଖ୍ୟାରେ ଲୋକେ ଆକ୍ରାନ୍ତ ହେଲେ ଆଗକୁ ଆହୁରି କଟକଣା ବଢ଼ିପାରେ। ତେଣୁ ଘରେ ମାସ ମାସ ଧରି ବନ୍ଦ ହେଇ ରହିଲେ ଲୋକମାନଙ୍କର ମନର ଅବସ୍ଥାରେ ଅବନତି ହେବାର ସମ୍ଭାବନା ରହିଛି କି? ଏଭଳି ପ୍ରଶ୍ନ ମନକୁ ଆସିବା ସାଧାରଣ କଥା। ସ୍ଵାଭାବିକ...
error: Content is protected !!