ଏକ୍‌ମୋ ମେସିନ୍‌ କ’ଣ? କୋଭିଡ୍‌ ଚିକିତ୍ସାରେ ଏହା କିପରି ସାହାଯ୍ୟ କରେ?

0
https://youtu.be/2F1-pmwnv6Y ଏକ୍‌ମୋ ଚିକିତ୍ସା କ’ଣ? କେଉଁ କେଉଁ ରୋଗରେ ଏହି ମେସିନ୍‌ର ଆବଶ୍ୟକତା ପଡ଼ିଥାଏ? ଏକ୍‌ମୋ କ’ଣ? ଏହା ହେଉଛି ଏକ ମେସିନ୍। ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହି ମେସିନ୍‌ର ଆବଶ୍ୟକ ପଡ଼ିଥାଏ। ବର୍ତ୍ତମାନ କୋଭିଡ୍ ପରିସ୍ଥିତି ବିପଦଜନକ ହୋଇଥିବାରୁ, ଏବେ ଏହି ମେସିନ୍ ଗୁରୁତର କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର...

ଗର୍ଭାବସ୍ଥାରେ ମହିଳାମାନେ କ’ଣ ଖାଇବେ? ଜାଣନ୍ତୁ

0
ମା’ ସୁସ୍ଥ ହେଲେ ଶିଶୁ ହେବ ସୁସ୍ଥ। ତେଣୁ, ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରତ୍ୟେକ ମହିଳାଙ୍କର ଅଧିକାର। ମା’ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲେ ଗର୍ଭସ୍ଥ ଶିଶୁକୁ ଉପଯୁକ୍ତ ପୋଷଣ ମିଳିଥାଏ। ତେଣୁ, ସଠିକ୍‌ ପୋଷଣ ନେବା ନିହାତି ଜରୁରୀ। ତେବେ, ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ କେଉଁ ଭଳି ଖାଦ୍ୟ...

ଉଚ୍ଚ ରକ୍ତଚାପ – ବଡ଼ ରୋଗର ମୂଳ କାରଣ

0
https://youtu.be/6IkJzalQvgs ଉଚ୍ଚ ରକ୍ତଚାପ ସବୁ ବଡ଼ ବଡ଼ ରୋଗର ମୂଳ କାରଣ। ତେଣୁ ରକ୍ତଚାପକୁ ନିୟନ୍ତ୍ରଣ କରିବା ଜରୁରୀ। ତେବେ ଅନିୟନ୍ତ୍ରିତ ଉଚ୍ଚ ରକ୍ତଚାପର ଜଟିଳତା କ’ଣ? କେମିତି କରିବେ ରକ୍ତଚାପକୁ ନିୟନ୍ତ୍ରଣ? ଏନେଇ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଊମା ଶଙ୍କର ମିଶ୍ର କ’ଣ କହୁଛନ୍ତି, ଜାଣନ୍ତୁ। ଉଚ୍ଚ...

ତ୍ୱଚାରୁ କଳା ଦାଗ କେମିତି ଯିବ?

0
https://youtu.be/-SKL8dvnsCk ମୁହଁରୁ ବ୍ରଣର ଦାଗ, କଳା ଦାଗ, ମେଲାଜ୍‌ମା ଭଳି ସମସ୍ୟା ଯିବ କେମିତି? ଏନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦିପ୍ତୀରଞ୍ଜନୀ ବିଶୋଈ କ’ଣ କହୁଛନ୍ତି ଆସନ୍ତୁ ଜାଣିବା। ଶରୀରରେ ମେଲାନିନ୍‌ର ମାତ୍ରା ଅଧିକ ଥିଲେ ତ୍ୱଚାର ରଙ୍ଗ ଅଧିକ ରହେ ଓ ମେଲାନିନ୍‌ର ମାତ୍ରା କମ୍‌...

ଲୁପସ୍‌ ରୋଗ କ’ଣ? ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି

0
https://youtu.be/o0vfOuZ_XLs ଲୁପସ୍‌ ରୋଗ କ’ଣ, ଏହାକୁ ଚିହ୍ନିବେ କେମିତି? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରଙ୍କଠାରୁ ଆସନ୍ତୁ ଅଧିକ ଜାଣିବା। ଲୁପସ୍ ରୋଗ କ’ଣ ଓ କାରଣଲୁପସ୍ ରୋଗର ଲକ୍ଷଣଲୁପସ୍ ରୋଗକୁ ଚିହ୍ନିବେ କିପରି?ଲୁପସ୍ ରୋଗର ଚିକିତ୍ସାଲୁପସ୍ ରୋଗୀଙ୍କ ଜୀବନଶୈଳୀ ଲୁପସ୍‌ ହେଉଛି ଏକ ଦୀର୍ଘକାଳୀନ ଅସୁସ୍ଥତା, ଯାହା...
pregnancy

କୋଭିଡ୍‌ ସଂକ୍ରମିତ ଗର୍ଭବତୀ ମହିଳା ହୋମ୍‌ ଆଇସୋଲେସନ୍‌ରେ କିପରି ରହିବେ? ଜାଣନ୍ତୁ

0
ଡାକ୍ତର ଇନ୍ଦିରା ପାଳ ଯଦି କୌଣସି ଗର୍ଭବତୀ ମହିଳାଙ୍କର ଲକ୍ଷଣ ନ ଥାଇ ମଧ୍ୟ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ବାହାରେ କିମ୍ବା ଯେଉଁମାନଙ୍କଠାରେ କୋଭିଡ୍‌ର ସ୍ୱଳ୍ପ ଲକ୍ଷଣ ଦେଖାଯାଏ, ସେମାନଙ୍କୁ ଘରେ ପୃଥକ ବାସରେ ରଖି ଚିକିତ୍ସା କରାଯାଇପାରିବ। ସାମାନ୍ୟ ଜ୍ୱର, ଥଣ୍ଡା, କାଶ ସହିତ ଯଦି ପ୍ରତି...

କେଶ ଝଡ଼ିବା ଓ ଚନ୍ଦାପଣ – କିପରି ପାଇବେ ମୁକ୍ତି?

0
https://youtu.be/tgqXYWdR2nE କେଶ ଝଡ଼ିବା ଓ ଚନ୍ଦାପଣ ବର୍ତ୍ତମାନ ସମୟରେ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ତେବେ କେଶ ଝଡ଼ିବା ଏବଂ ଚନ୍ଦାପଣର କାରଣ କ’ଣ? ଏନେଇ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟାର୍ଥ ପ୍ରକାଶଙ୍କ ପରାମର୍ଶ, ଜାଣନ୍ତୁ। କେଶ ଝଡ଼ିବା ଏବଂ ଚନ୍ଦାପଣ ମଧ୍ୟରେ ଫରକକେଶ ଝଡ଼ିବାର ଚିକିତ୍ସାଚନ୍ଦାପଣର...

ଗର୍ଭବତୀ ମହିଳା କୋଭିଡ୍‌ରୁ କିପରି ରହିବେ ସୁରକ୍ଷିତ?

0
ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କୁହାଯାଉଛି ଯେ, ଆଗକୁ ତୃତୀୟ ଲହର ଆସିବାର ଆଶଙ୍କା ରହିଛି। ଏଥିରେ ସବୁ ବୟସର ଲୋକ ପ୍ରଭାବିତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେବେ ଗର୍ଭବତୀ ମହିଳାମାନେ କୋଭିଡ୍‌ରୁ କିପରି ରହିବେ ସୁରକ୍ଷିତ, ଜାଣନ୍ତୁ। ଜରୁରୀ ଆବଶ୍ୟକ...

ବ୍ରେନ୍‌ ଷ୍ଟ୍ରୋକ୍‌କୁ ଚିହ୍ନିବା ପାଇଁ ୪ ଫମୂର୍ଲା

0
https://youtu.be/YmjvDtT2yFo ବ୍ରେନ୍ ଷ୍ଟ୍ରୋକର କାରଣ କ’ଣ? ବ୍ରେନ୍ ଷ୍ଟ୍ରୋକର ଲକ୍ଷଣ କ‘ଣ ଏବଂ ବ୍ରେନ୍ ଷ୍ଟ୍ରୋକ୍‌ର ଆଶଙ୍କା କାହାକୁ ଅଧିକ? ଏନେଇ ବିଶିଷ୍ଟ ସ୍ନାୟୁରୋଗ ରୋଗ ବିଶେଷଜ୍ଞ ଡାକ୍ତର ସୌଭାଗ୍ୟ ରଞ୍ଜନ ତ୍ରିପାଠୀ କ’ଣ କହୁଛନ୍ତି, ଜାଣନ୍ତୁ। ବ୍ରେନ୍ ଷ୍ଟ୍ରୋକ୍‌ର କାରଣବ୍ରେନ୍ ଷ୍ଟ୍ରୋକ୍‌ର ଲକ୍ଷଣ କ’ଣ?ବ୍ରେନ୍ ଷ୍ଟ୍ରୋକ୍‌ର ଚିକିତ୍ସାଷ୍ଟ୍ରୋକ୍ ଅପରେସନ୍...

ମଦ୍ୟପାନ – କାହିଁକି ସ୍ଵାସ୍ଥ୍ୟ ପକ୍ଷେ କ୍ଷତିକାରକ?

0
https://youtu.be/AGuLYokGNkY ମଦ ପିଇବା ଦ୍ୱାରା ଶାରୀରିକ ଓ ମାନସିକ ଭାବେ କ’ଣ କ୍ଷତି ହୁଏ? ମଦ ପିଇବା ଛାଡ଼ିବେ କିପରି? ଏନେଇ ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ଊମା ଶଙ୍କର ମିଶ୍ରଙ୍କ ପରାମର୍ଶ, ଜାଣନ୍ତୁ। ମଦ୍ୟପାନର କାରଣ କ’ଣ?ମଦ୍ୟପାନ କରିବା ଦ୍ୱାରା ଶାରୀରିକ ଓ ମାନସିକ ସମସ୍ୟାମଦ ଛାଡ଼ିବେ...
error: Content is protected !!