Home Health & Wellness

Health & Wellness

Heart disease

‘ବିଶ୍ୱ ହୃଦୟ ଦିବସ’ – ହାର୍ଟକୁ ସୁସ୍ଥ ରଖିବେ କେମିତି?

0
https://youtu.be/y7B7kdrt7rw ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ‘ବିଶ୍ୱ ହୃଦୟ ଦିବସ’(World heart day) ପାଳନ କରାଯାଏ। ସାଧାରଣ ଲୋକଙ୍କୁ ହୃତପିଣ୍ଡ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି। ମଣିଷ ଶରୀରର ହାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ।...

ପୁଷ୍ଟିରେ ଭରପୂର ମାଣ୍ଡିଆ ଏବଂ ପାଚିଲା କଦଳୀର ସୁଜି – କେମିତି କରିବେ ପ୍ରସ୍ତୁତ

0
ପଲ୍ଲବୀ ସାବତ ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଖାଦ୍ୟ।  ମାଣ୍ଡିଆରେ ୩୦ ଗୁଣ ଅଧିକ କ୍ୟାଲସିୟମ୍‌ ଏବଂ ୪ ଗୁଣ ଅଧିକ ଲୌହସାର ରହିଛି। ଏଥିସହ ମାଣ୍ଡିଆରେ ଅଧିକ ଫାଇଭର, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଓ ତନ୍ତୁ ଭରି ରହିଛି। ଏହା ସ୍ୱଳ୍ପ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଯୁକ୍ତ ଥିବାରୁ ଏହାକୁ...

ଜଣେ ବ୍ୟକ୍ତିଙ୍କ ଚକ୍ଷୁଦାନ ଦୁଇ ଜଣ ବ୍ୟକ୍ତିଙ୍କୁ ଆଲୋକ ଦେଇପାରେ

0
https://youtu.be/araKPwCXE70 ସ୍ଵଚ୍ଛପଟଳ ଅନ୍ଧତ୍ଵ ରୋଗର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ପୁଣିଥରେ ଦୁନିଆ ଦେଖାଇବାରେ ସହାୟ ହେଉଛି ‘କର୍ନିଆ ଟ୍ରାନ୍ସପ୍ଲାଣ୍ଟ’। କର୍ନିଆ ବା  ସ୍ୱଚ୍ଛପଟଳଜନିତ ଦୃଷ୍ଟିହୀନତା ଏକ ସାଧାରଣ ଦୃଷ୍ଟି ସମସ୍ୟା। ଏହା ଭାରତରେ ଅନ୍ଧତ୍ୱର ଏକ ମୁଖ୍ୟ କାରଣ। ଏହି ସମସ୍ୟା ମୁଖ୍ୟତଃ ଶିଶୁ ଏବଂ ଯୁବବର୍ଗଙ୍କଠାରେ ଦେଖାଯାଉଛି। ଏକ ରିପୋର୍ଟ...
Idli

ବ୍ରେକ୍‌ଫାଷ୍ଟରେ ଖାଆନ୍ତୁ ପୂର ଇଡ଼ଲି – ଜାଣନ୍ତୁ ପ୍ରସ୍ତୁତି

0
ପଲ୍ଳବୀ ସାବତ ଆବଶ୍ୟକୀୟ ସାମଗ୍ରୀ:- ବିରିଡାଲି  - ୧ କପ୍ ଚାଉଳ – ୨ କପ୍ (ଉଷୁନା କିମ୍ବା ଅରୁଆ ଚାଉଳ) ମେଥି - ୧ ଚାମଚ ଲୁଣ ସ୍ୱାଦ ଅନୁଯାୟୀ ନଡ଼ିଆ କୋରା -୧ କପ୍ ଗୁଡ଼ – ୧/୩ କପ୍ ଗୋଲମରିଚ ଗୁଣ୍ଡ - ଅଧା ଚାମଚ ଗୁଜୁରାତି ଗୁଣ୍ଡ -ଅଧା ଚାମଚ ପ୍ରସ୍ତୁତି ପ୍ରଣାଳୀ:- ପ୍ରଥମେ ବିରିଡାଲି ଏବଂ...

ପୁଷ୍ଟିକର ଓଡ଼ିଶା ପ୍ରସିଦ୍ଧ ଡାଲ୍‌ମା, ଜାଣନ୍ତୁ ପ୍ରସ୍ତୁତି?

0
ପୁଷ୍ଟିକର ଓ ସ୍ୱାଦିଷ୍ଟ ଓଡ଼ିଶା ପ୍ରସିଦ୍ଧ ଡାଲ୍‌ମା। ଜାଣନ୍ତୁ ଏହାର ପ୍ରସ୍ତୁତି? ଆବଶ୍ୟକୀୟ ସାମଗ୍ରୀ:- ଡାଲି (ହରଡ) - ୧ କପ୍କଟା ପରିବା - ୧ କପ୍ (ବାଇଗଣ, କଖାରୁ, ସାରୁ, ଦେଶୀ ଆଳୁ, ପୋଟଳ, ଜହ୍ନି)ଟମାଟୋ ଫାଳେଲୁଣ, ହଳଦିଗୁଣ୍ଡଜୀରା ଗୁଣ୍ଡ, ଡାଲଚିନି ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡଶୁଖିଲା ଲଙ୍କା...

ଓଜନ ନିୟନ୍ତ୍ରଣ କରେ ଲାଉ ଜୁସ୍‌ – ଜାଣନ୍ତୁ ଏହାର ପ୍ରସ୍ତୁତି

0
ପଲ୍ଲବୀ ସାବତ ସ୍ୱାସ୍ଥ୍ୟ ପାଇଁ ହିତକର ଲାଉ ଜୁସ୍‌। ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ? ଆବଶ୍ୟକୀୟ ସାମଗ୍ରୀ ଲାଉ – ଛୋଟ ଖଣ୍ଡପୋଦିନା ପତ୍ର – ୪ରୁ ୫ଟି ପାଖୁଡ଼ାଗୋଲମରିଚ ଗୁଣ୍ଡ – ଛୋଟ ଚାମଚରେ ଅଧ ଚାମଚଜିରା ଗୁଣ୍ଡ - ଛୋଟ ଚାମଚରେ ଅଧ ଚାମଚବିଟ ଲୁଣ – ଅଧ...

ଆଇସିୟୁରେ କେମିତି ହୁଏ ଚିକିତ୍ସା?

0
https://youtu.be/x6SeYi0kLHM ପ୍ରାୟ ସମସ୍ତେ ଆଇସିୟୁ ବିଷୟରେ ଶୁଣିଥିବେ, ହେଲେ ଆଇସିୟୁ କ’ଣ? ଏଥିରେ କିଭଳି ଭାବେ ଚିକିତ୍ସା କରାଯାଏ? ଏନେଇ କ୍ରିଟିକାଲ କେୟାର ସ୍ପେଶାଲିଷ୍ଟ ଡାକ୍ତର ଗୁଣଧର ପାଢ଼ି କ’ଣ କହୁଛନ୍ତି, ଆସନ୍ତୁ ଜାଣନ୍ତୁ। ଆଇସିୟୁ (ICU) କ’ଣ?ଆଇସିୟୁରେ କେମିତି ହୁଏ ଚିକିତ୍ସା?କେଉଁ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଏ?କେତେ ଦିନ...

ହାଡ଼କୁ ମଜଭୁତ କରେ ମଟନ ସୁପ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?

0
ପଲ୍ଳବୀ ସାବତ ଛେଳି ଗୋଡ଼ରେ ତିଆରି ସୁପ୍‌ ପିଇବା ଦ୍ୱାରା ହାଡ଼ ମଜଭୁତ ହେବା ସହ ଆଣ୍ଠୁଗଣ୍ଠି ବିନ୍ଧା ଦୂର ହୋଇଥାଏ। ଆବଶ୍ୟକୀୟ ସାମଗ୍ରୀ ମଟନ୍‌ ଗୋଡ଼ – ୨୦୦ ଗ୍ରାମ୍‌ ଗୋଲମରିଚ – ୧୦ ଗ୍ରାମ୍‌ ବାର୍ଲି ପାଉଡର – ୧୦ ଗ୍ରାମ୍‌ କୋଳଥ ଡାଲି – ୧୦ ଗ୍ରାମ୍‌ ପ୍ରସ୍ତୁତି ପ୍ରଣାଳୀ ଛେଳି ଗୋଡ଼ର ଛୋଟ...

ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାଫ୍ରି?

0
https://youtu.be/gexp-yZE0YM ସାଧାରଣତଃ ସ୍ତନ କର୍କଟକୁ ଚିହ୍ନିବା ପାଇଁ ମାମୋଗ୍ରାମ୍‌ର ଆବଶ୍ୟକତା ପଡ଼ିଥାଏ। ତେବେ କେତେବେଳେ ଦରକାର ପଡ଼େ ମାମୋଗ୍ରାଫି? ଏହାଦ୍ୱାରା ଲାଭ କ’ଣ ମିଳିଥାଏ? ଏନେଇ ବିଶିଷ୍ଟ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ମାମୋଗ୍ରାମ୍‌ କ’ଣ?କେତେବେଳେ କରିବେ ମାମୋଗ୍ରାଫି?ସ୍ତନ କର୍କଟର ଲକ୍ଷଣ ଥିଲେ...

ମା’ କ୍ଷୀର ଶିଶୁ ପାଇଁ ଅମୃତ ସମାନ

0
ଅଧିକ ପଢ଼ନ୍ତୁ: ଶିଶୁ ପାଇଁ ମା’ କ୍ଷୀର ଯଥେଷ୍ଟ ହେଉଛି କି ନାହିଁ କେମିତି ଜାଣିବେ? ନବଜାତ ଶିଶୁ ପାଇଁ ମାଆର ଶ୍ରେଷ୍ଠ ଉପହାର ହୋଇଥାଏ ସ୍ତନ୍ୟପାନ କରାଇବା। ଏହା ଶିଶୁକୁ କେବଳ ଘାତକ ରୋଗରୁ ସୁରକ୍ଷା ଦିଏନାହିଁ, କୋମଳ ଶିଶୁକୁ ମାତୃ ଗର୍ଭର ସୁରକ୍ଷାଚକ୍ରରୁ ବାହ୍ୟ ପରିବେଶରେ...