କର୍ମଜୀବୀମାନେ ଆଦୌ ଭୁଲନ୍ତୁ ନାହିଁ ଏହି ୮ଟି କଥା, ହୋଇପାରେ ଅନେକ ସମସ୍ୟା
କର୍ମଜୀବୀମାନେ କାମ ଆଳରେ ନିଜ ସ୍ୱାସ୍ଥ୍ୟ ପ୍ରତି ଵିଶେଷ ଧ୍ୟାନ ଦେଇପାରନ୍ତି ନାହିଁ। କିନ୍ତୁ ଏପରି ହେଲେ ଅତି ଶୀଘ୍ର ସେମାନଙ୍କର କାମ ପ୍ରତି ଆଗ୍ରହ କମିଯିବା ସହ ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ।
ଆଜିକାଲି ପ୍ରାୟ ସମସ୍ତେ ସ୍ୱାବଲମ୍ବୀ ହେବାକୁ ପସନ୍ଦ କରୁଛନ୍ତି। ତେଣୁ ସବୁ...
ଥଣ୍ଡା, କାଶ, ଜ୍ୱର କୋରୋନାର ଲକ୍ଷଣ – କେମିତି ରହିବେ ଆଲର୍ଟ?
ମାରାତ୍ମକ କୋରୋନା ଭାଇରସ୍ ଚୀନର ସୀମା ଡେଇଁ ଏବେ ଭାରତରେ ପହଞ୍ଚିଛି। ଯଦିଓ ଏପର୍ଯ୍ୟନ୍ତ ଏହି ଭାଇରସ୍ ଭାରତରେ କାହାର ଜୀବନ ନେଇନି ତେବେ ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏଭଳି ସ୍ଥିତିରେ ସଜାଗ ରହିବା ନିହାତି ଜରୁରୀ।
ଥଣ୍ଡା, କାଶ, ଜ୍ୱର ଏହାର ପ୍ରଥମ...
ଶରୀର ପାଇଁ କେତେ ଦରକାରୀ ଆୟୋଡିନ୍?
ଆମ ଶରୀର ପାଇଁ ଆୟୋଡିନର ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଥାଇରଏଡ୍ ହରମୋନର ପ୍ରସ୍ତୁତି ପାଇଁ ଆୟୋଡିନର ଭୂମିକା ଖୁବ୍ ବେଶୀ। ତେବେ ଆସନ୍ତୁ ଜାଣିବା ଶରୀର ପାଇଁ ଆୟୋଡିନ୍ କେତେ ଦରକାର?
ଏହା ମଧ୍ୟ ଥାଇରଏଡ୍ ଗ୍ଲାଣ୍ଡ ଠିକ୍ ଭାବେ କାମ କରିବାରେ ସହାୟକ ହୋଇଥାଏ। ଆୟୋଡିନ୍...
ପ୍ରଥମ ପିରିୟଡ୍ ପାଇଁ ନିଜ ଝିଅକୁ କରନ୍ତୁ ପ୍ରସ୍ତୁତ
ପ୍ରଥମ ଋତୁସ୍ରାବ ହେଲେ ଝିଅମାନେ ସାଧାରଣତଃ ଡରି ଯାଆନ୍ତି। ତେଣୁ, ନିଜ ଝିଅକୁ ପ୍ରଥମ ପିରିୟଡ୍ ହେବା ପୂର୍ବରୁ ହିଁ ଶାରୀରିକ ମାନସିକ ଭାବେ ପ୍ରସ୍ତୁତ କରାନ୍ତୁ।
ଅଧିକାଂଶ ମହିଳା ନିଜର ପ୍ରଥମ ପିରିୟଡ୍ ବା ଋତୁସ୍ରାବର ଅନୁଭବକୁ ମନେ ରଖିଥା’ନ୍ତି। ଆଜିକାଲିର ମୋବାଇଲ, ଟିଭି, ସୋସିଲ ମିଡିଆ...
ଜୀବନ ନେଇପାରେ ହର୍ପିସ, ଜାଣନ୍ତୁ ଏହାର ଲକ୍ଷଣ
ଅନେକ ସମୟରେ ଆମ ଶରୀରରେ ଛୋଟ ଛୋଟ ପାଣିଫୋଟକା ଭଳି ଦେଖାଯାଏ। ସେଥିରୁ ପାଣି ବାହାରିବା ସହ ଲୋକମାନେ ଏହାକୁ ଆଲର୍ଜି ବା ଫଙ୍ଗାଲ ଇନଫେକସନ ବୋଲି ଭାବି ନଜରଅନ୍ଦାଜ କରି ଦେଇଥାନ୍ତି। ପ୍ରକୃତରେ କିନ୍ତୁ ଏହାକୁ ନଜରଅନ୍ଦାଜ କରିବା କଥା ନୁହେଁ। ବୋଲିସେଲା ଜଷ୍ଟର ଭାଇରସ୍...
କରୋନା ଭାଇରସର ଲକ୍ଷଣ, ସଂକ୍ରମଣ ଓ ଚିକିତ୍ସା – ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ବି ଜଣାନ୍ତୁ
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ
କରୋନାର ମୁକାବିଲା ଲାଗି ଏକ ମାତ୍ର ନିଶ୍ଚିତ ଔଷଧ ହେଉଛି ସଚେତନତା ଓ କରୋନାଠୁ ଦୂରତା।
କୋରୋନା ଭାଇରସର ଲକ୍ଷଣ କ’ଣ?
କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ସାଧାରଣ ଥଣ୍ଡା ଜ୍ୱରର ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ସର୍ଦ୍ଦି ଓ ଜ୍ୱର ହେବା, ବାରମ୍ବାର କାଶିବା ଓ ଛିଙ୍କିବା ସହ...
ଏସିଡିଟି କାହିଁକି ହୁଏ? ଏଥିରୁ କେମିତି ପାଇବେ ମୁକ୍ତି
ପରିବର୍ତ୍ତିତ ଜୀବନଶୈଳୀ ଏବଂ ଅନିୟମିତ ଖାଦ୍ୟପାନୀୟ ଯୋଗୁଁ ବର୍ତ୍ତମାନ ଏସିଡିଟି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି।
ଆମେ ଖାଉଥିବା ଖାଦ୍ୟ ଏସୋଫାଗସ୍ ମାଧ୍ୟମରେ ଆମ ପେଟକୁ ଯାଏ। ପେଟରେ ଥିବା ଗ୍ୟାଷ୍ଟ୍ରିକ୍ ଗ୍ରନ୍ଥିଗୁଡ଼ିକ ଏସିଡ୍ ସୃଷ୍ଟି କରେ, ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ଯେତେବେଳେ...
କରୋନା ଭଳି ଲକ୍ଷଣ ଦେଖାଗଲେ କ’ଣ କରିବେ?
ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ
ଯଦି ଆପଣଙ୍କ ପରିବାରରେ ବା ସୋସାଇଟିରେ କାହାର ଥଣ୍ଡା ଜ୍ୱର ସହ ବାରମ୍ବାର କାଶ ବା ଛିଙ୍କ ହେଉଥାଏ ତେବେ,
ତାଙ୍କୁ ପ୍ରଥମେ ଅନ୍ୟମାନଙ୍କ ସହ ମିଶିବାରୁ ବାରଣ କରନ୍ତୁ।
କାଶିବା ବା ଛିଙ୍କିଲା ବେଳେ ମୁହଁରେ ରୁମାଲ ବା କପଡ଼ା ଦିଅନ୍ତୁ।...
ହାଇପୋଗ୍ଲାଇସେମିଆ କ’ଣ?
ରକ୍ତରେ ଶର୍କରା ସ୍ତର କମିଯିବାକୁ ହାଇପୋଗ୍ଲାଇସେମିଆ ବୋଲି କୁହାଯାଏ। ଡାଏବେଟିସ୍ ରୋଗୀଙ୍କ ରକ୍ତ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଇନ୍ସୁଲିନ୍ ଇଞ୍ଜେକ୍ସନ୍ ବ୍ୟବହାର କରିବାକୁ ପଡ଼ିଥାଏ। ଅନେକ ସମୟରେ ଇନ୍ସୁଲିନ୍ ବ୍ୟବହାର ପରେ ଡାଏବେଟିସ୍ ରୋଗୀଙ୍କର ରକ୍ତରେ ଶର୍କରା ପରିମାଣ ହଠାତ୍ କମିଯିବାକୁ ନିମ୍ନ ରକ୍ତ...
ବର୍ଷା ଋତୁରେ ପିଲାଙ୍କ ଯତ୍ନ କିପରି ନେବେ?
ବର୍ଷା ଋତୁରେ ଓ କରୋନା ମହାମାରୀ ସମୟରେ କିପରି ନେବା ପିଲାଙ୍କ ଯତ୍ନ? ଜାଣନ୍ତୁ ଡାକ୍ତର ନିର୍ମଳ ମହାକୁଡ଼ଙ୍କ ପରାମର୍ଶ।
ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରାକ୍ ମୌସୁମୀ ବର୍ଷା। ସେପଟେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବର୍ଷାଦିନେ ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ରୋଗ ହୋଇଥାଏ। ବିଶେଷ...