cold and cough

ଥଣ୍ଡା ଦୂର କରିବା ପାଇଁ ଆପଣାନ୍ତୁ ଏହି ୧୦ଟି ଟିପ୍ସ

0
ଶୀତଦିନେ ଅନେକ ଥଣ୍ଡା, ଜ୍ୱର ଓ କାଶ ଭଳି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଖାସ୍‌ କରି ଶୀତ ଦିନେ ଶୀତୁଆ ପବନ ଓ ଥଣ୍ଡା ଜଳବାୟୁ ଯୋଗୁଁ ଅଧିକାଂଶ ଲୋକଙ୍କଠାରେ ସାମାନ୍ୟ ଥଣ୍ଡା ଜ୍ୱର ହୋଇଥାଏ। ଏହି ସବୁ ଥଣ୍ଡାଜନିତ ରୋଗରୁ ଉପଶମ ପାଇବା ପାଇଁ ଆପଣାନ୍ତୁ ଏହି...

ରକ୍ତହୀନତା- କିପରି କରିବେ ଦୂର?

0
https://www.youtube.com/embed/ZmBgMmBRY-A ରକ୍ତହୀନତାର କାରଣଗର୍ଭାବସ୍ଥାରେ ରକ୍ତହୀନତାର ଲକ୍ଷଣରକ୍ତହୀନତାକୁ ଚିହ୍ନିବେ କିପରି?ଗର୍ଭାବସ୍ଥାରେ ରକ୍ତହୀନତା ମା’ ଓ ଶିଶୁ ପାଇଁ କ୍ଷତିକାରକଆନିମିଆର ଚିକିତ୍ସାଗର୍ଭାବସ୍ଥାରେ ଯତ୍ନବାନ ହୁଅନ୍ତୁ ରକ୍ତହୀନତାର କାରଣ କ’ଣ? ଗର୍ଭାବସ୍ଥାରେ ରକ୍ତର ଅଭାବ ମା’ ଓ ଶିଶୁ ପାଇଁ କେତେ କ୍ଷତିକାରକ? ଏନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର...

ନବଜାତ ଶିଶୁର ଯତ୍ନ କିଭଳି ନେବେ? ଜାଣିରଖନ୍ତୁ

0
ଶିଶୁ ମା’ ପେଟରେ ଥିବା ଦିନଠାରୁ ତା’ର ଯତ୍ନ ଆରମ୍ଭ ହୋଇଥାଏ। ତେଣୁ ଶିଶୁ ଜନ୍ମ ହେବା ଯାଏଁ ମା’ର ଅଧିକ ଯତ୍ନ ନେବା ଦରକାର। ଶିଶୁକୁ ଉଷୁମ ରଖନ୍ତୁ। ନବଜାତ ଶିଶୁକୁ ଜନ୍ମର ୧ ଘଣ୍ଟା ଭିତରେ ସ୍ତନ୍ୟପାନ କରାନ୍ତୁ। ଶିଶୁକୁ ୬ମାସ ପର୍ଯ୍ୟନ୍ତ କେବଳ ମା’ କ୍ଷୀର ଦିଅନ୍ତୁ। ଶିଶୁ...
viral fever

ଟାଇଫଏଡ୍ ଜ୍ୱରର ଲକ୍ଷଣ କ’ଣ?

0
ଦୂଷିତ ଜଳ ଏବଂ ଖାଦ୍ୟ ଦ୍ଵାରା ଟାଇଫଏଡ ହୋଇଥାଏ। ବିଶେଷ କରି ବର୍ଷାଦିନେ ଏହି ରୋଗ ଅଧିକ ହେଉଥିବାର ଦେଖାଯାଏ। (Typhoid: symptoms, Treatment and Preventions in Odia) ଟାଇଫଏଡ ଜ୍ୱର ଏକ ଜଳ ବାହିତ ରୋଗ। ଟାଇଫଏଡ ରୋଗୀ ମଳରେ ଥିବା ସାଲମୋନେଲା ଟାଇଫି ବ୍ୟାକ୍ଟେରିଆ...
yoga exercise

ମଧୁମେହ ରୋଗୀ ନିୟମିତ ଅଭ୍ୟାସ କରନ୍ତୁ ଏହି ୩ଟି ଆସନ

0
ମଧୁମେହ ରୋଗୀମାନେ ନିଜକୁ ସୁସ୍ଥ ରଖିବା ପାଇଁ ନିୟମିତ ଏହି ତିନୋଟି ଆସନ ଅଭ୍ୟାସ କରିବା ଉଚିତ। ଯୋଗ ଶରୀର ଓ ମନକୁ ସୁସ୍ଥ ରଖିଥାଏ। ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ବିଶେଷ କରି ମଧୁମେହ ରୋଗୀମାନେ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ...
kidney symptoms_dr Biswajit Nanda

ଡାକ୍ତରଙ୍କ ମୁହଁରୁ ଶୁଣନ୍ତୁ: କିଡ୍‌ନି ରୋଗ ହୁଏ କାହିଁକି?

0
https://www.youtube.com/embed/wP0M8_eGNX8 କିଡ୍‌ନି ରୋଗର କାରଣ ଓ ଏହାର ଲକ୍ଷଣ ସଂପର୍କରେ ଜଣାଶୁଣା ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍‌ ନନ୍ଦଙ୍କ ପରାମର୍ଶ। (KIDNEY FAILURE – CAUSES AND SYMPTOMS IN ODIA)       କିଡ୍‌ନି ଖରାପ ହେବାର କାରଣଗୁଡ଼ିକ କ’ଣ?     କୌଣସି ଔଷଧର କୁପ୍ରଭାବରୁ କିଡ୍‌ନି ଖରାପ ହୋଇପାରେ କି?     କିଡ୍‌ନି ରୋଗର ଲକ୍ଷଣଗୁଡ଼ିକ କ’ଣ? ଆମ ଶରୀରରେ ଦୁଇଟି କିଡ୍‌ନି ରହିଛି। ରକ୍ତରେ ଥିବା ବର୍ଜ୍ୟ ବସ୍ତୁକୁ ଛାଣି ଶରୀରରୁ ନିଷ୍କାସନ କରିବା ହେଉଛି କିଡ୍‌ନିର ମୁଖ୍ୟ କାମ। ଉଦାହରଣ ସ୍ୱରୂପ, ଆମେ ଆମ ଘରକୁ ସଫା ନକଲେ ଏହା ଅପରିଷ୍କାର ହୋଇପଡ଼େ, ଦୁର୍ଗନ୍ଧ ହୁଏ। ସେମିତି ଆମ ଶରୀରରେ ଯଦି...
dr subhransu sekhar jena

ନ୍ୟୁରୋପାଥୀ ରୋଗର କାରଣ କ’ଣ? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

0
https://youtu.be/8ojB0ZXZFLQ ନ୍ୟୁରୋପାଥୀ ହେବାର କାରଣ ସବୁ କ’ଣ? ଏହି ରୋଗ ହେଲେ ଶରୀରରେ କ’ଣ ସମସ୍ୟା ଦେଖାଯାଏ? ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନାଙ୍କଠାରୁ ଆସନ୍ତୁ ଏବିଷୟରେ ଅଧିକ ଜାଣିବା। ନ୍ୟୁରୋପାଥୀ ରୋଗର କାରଣନ୍ୟୁରୋପାଥୀ ରୋଗର ଲକ୍ଷଣନ୍ୟୁରୋପାଥୀ ଜନିତ ବିଭିନ୍ନ ସମସ୍ୟାନ୍ୟୁରୋପାଥୀର ପରୀକ୍ଷଣନ୍ୟୁରୋପାଥୀର ଚିକିତ୍ସାକ’ଣ ସତର୍କତା ଅବଲମ୍ବନ କରିବେ? ଆମ...
breast cancer effects

ସାବଧାନ! ଏହା ସ୍ତନ କର୍କଟର ଲକ୍ଷଣ ହୋଇପାରେ

0
ମହିଳାଙ୍କୁ ହେଉଥିବା କର୍କଟ ରୋଗ ମଧ୍ୟରୁ ସ୍ତନ କର୍କଟ ଖୁବ୍ ସାଧାରଣ। ଭାରତରେ ସବୁଠୁ ଅଧିକ ମହିଳା ଏହି ରୋଗର ଶିକାର ହେଉଛନ୍ତି। ଏକ ପରିସଂଖ୍ୟାନ ଅନୁସାରେ ଭାରତରେ ପ୍ରତି ୮ ଜଣ ମହିଳାଙ୍କ ମଧ୍ୟରୁ ଜଣେ ସ୍ତନ କର୍କଟରେ ପୀଡ଼ିତ ହେଉଛନ୍ତି। ପରିବାରରେ ପୂର୍ବରୁ କାହାକୁ...
loneliness

କାହିଁକି ଯୁବପିଢ଼ି ଏକୁଟିଆପଣର ଶିକାର ହୋଇଥାନ୍ତି?

0
-୨୩ରୁ ୩୫ ବର୍ଷୀୟ ଯୁବକମାନେ ଅଧିକ ଏକୁଟିଆ -୪୪,୦୦୦ ଲୋକଙ୍କୁ ନେଇ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ନିକଟରେ ବିବିସି ଦ୍ୱାରା ସାରା ବିଶ୍ୱରେ ୪୪,୦୦୦ ଲୋକଙ୍କୁ ନେଇ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଆଜିକାଲି ଯୁବପିଢ଼ି ସବୁଠୁ ଅଧିକ ଏକୁଟିଆପଣର ଶିକାର ହେଉଛନ୍ତି। ବିଶେଷକରି ୨୩ରୁ ୩୫ ବର୍ଷୀୟ...
sex recession

କ’ଣ ପାଇଁ ବଢ଼ୁଛି ସେକ୍ସ ରିସେସନ୍

0
ଆଜିକାଲି ଯୁବପିଢ଼ି କେବଳ ଚାକିରିର ରିସେସନ୍ ବା ସଙ୍କଟ ନୁହେଁ, ସେକ୍ସ ରିସେସନର ମଧ୍ୟ ସାମ୍ନା କରୁଛନ୍ତି। ସେକ୍ସ ରିସେସନର ଅର୍ଥ ହେଲା ଯୌନ ସଂପର୍କ ସ୍ଥାପନ ପାଇଁ ଅନିଚ୍ଛା। ବୟସ ବୃଦ୍ଧି ସହିତ ଏହା କମିବା ସ୍ୱାଭାବିକ, କିନ୍ତୁ କମ୍ ବୟସରେ ଯୌନ ସଂପର୍କ ସ୍ଥାପନ...
error: Content is protected !!